<?xml version="1.0" encoding="utf-8"?>
<document>
<s id="1">ବିଦ୍ୟାରୁ ବିନୟ ଜନ୍ମେ, ବିନୟରେ ଯୋଗ୍ୟତା ହୁଏ, ଯୋଗ୍ୟତା ହେତୁରୁ ଧନ ମିଳେ, ଧନ ହେତୁରୁ ଧର୍ମ ପ୍ରାପ୍ତି ହୁଏ, ଧର୍ମରୁ ସୁଖ ମିଳେ ।</s>
<s id="2">୧୪. ନିଖୋଜ ଖେଳର ସଂଧାନରେ ୧୭୯</s>
<s id="3">ତମର ନିଜ କଥା କହ । ମୁଁ ଦିନ ସାରା ବସି ରହି ସେ କଥା ଶୁଣିବା ପାଇଁ ପ୍ରସ୍ତୁତ ।</s>
<s id="4">ସମାଜସେବୀ ଶିକ୍ଷକ ବାମନ ଚରଣ ଦାସ ପ୍ରଫେସର ଜଗନ୍ନାଥ ମହାନ୍ତି</s>
<s id="5">ଚରିତ ଗଙ୍ଗା ନିର୍ମଳ ସିନ୍ଧୁରୁ ଅଥଳ ହେ ।୨୨।</s>
<s id="6">ମର ମର ପଣ୍ଡିତେ ମରଣ ସେ ମିଠା ଯେବଣ ମରଣକୁ ଗୋରେଖ ଦିର୍ଷ୍ଠ୍ୱା ମରନ୍ତେଣ ଜୀବ ଯିବାକ ଯହିଂକି ଜୀଉଂ ଜୀଉଂ ଜୀବ ସମର୍ପି ତହିଂକି । ୧୭ ।</s>
<s id="7">ଏମାନେ ରସର ଉତ୍କର୍ଷ କରିବାରୁ ବାକ୍ୟର ମଧ୍ୟ ଉତ୍କର୍ଷ କରନ୍ତି । ଏମାନଙ୍କର ଲକ୍ଷଣ, ଉଦାହରଣାଦି ଅଗ୍ରେ ବକ୍ତବ୍ୟ ହେବ । କାବ୍ୟସ୍ୱରୂପ ନିରୂପଣନାମ ପ୍ରଥମଃ ପରିଚ୍ଛେଦଃ ।</s>
<s id="8">୧୯୭୬ ଇଂରାଜୀ ଅନୁବାଦ First Person ପ୍ରକାଶିତ ( ଅନୁବାଦ: ଦେବ ପଟ୍ଟନାୟକ; ପ୍ରକାଶକ: Arnold Heinemann; ମୂଲ୍ୟ:ପନ୍ଦର ଟଙ୍କା)</s>
<s id="9">ମାତ୍ର ମନୁଷ୍ୟ ଆଜିକାଲି ଶହ ଶହ ଉପଗ୍ରହ ନିର୍ମାଣ କରି ମହାଶୂନ୍ୟରେ</s>
<s id="10">ଶିଷ୍ୟ । କିପ୍ରକାରେ ସେମାନଙ୍କର ଏମନ୍ତ ଗମନ ହୁଅଇ ?</s>
<s id="11">50. ଆଚାର୍ଯ୍ୟ, ପ୍ୟାରୀମୋହନ- ଓଡ଼ିଶାର ଇତିହାସ (୧୮୭୫), କଟକ, ୨୦୦୯, (ନୂତନ ମୁଦ୍ରଣ)</s>
<s id="12">୨. ମହାକାଶରେ ସବୁ ନିରୀକ୍ଷକଙ୍କ ପାଇଁ ଆଲୁଅର ବେଗ ସମାନ ହେବ ଏବଂ ଏହା ନିରୀକ୍ଷକର ଅବସ୍ଥା ଉପରେ ନିର୍ଭର କରିବା ନାହିଁ ।</s>
<s id="13">ଜଗତରେ ଦୁର୍ଲ୍ଲଭ ଅମୂଲ୍ୟ ସମୟ ସମୟକୁ ଜଗିଲେ ସବୁଠାରୁ ଜୟ ସମୟକୁ ଯେ ଲୋକ କରେ ଅବହେଳା ଏ ସଂସାର-ସାଗର-ତରଙ୍ଗେ ବୁଡ଼ାଏ</s>
<s id="14">ତୋ ମୁର୍ଖ ବୁଦ୍ଧି ଆଜ ଅବଧି ନ ଗଲା କିଛି ଛଡ଼ା । ଜାଣିଲି ତୋର ସର୍ବ ବିଚାର ତୁ ହେଲୁ ଘରବୁଡ଼ା ॥</s>
<s id="15">ମାତାଙ୍କ ବୋଲରେ ଯାଇଥିଲି ସିନା ନୋହଇ ଆୟତ୍ତ ମୋର ।</s>
<s id="16">ରଖିବାପାଇଁ ସର୍ବା ଚେଷ୍ଟା କରୁଥିଲେ । ପିତାମାତାଙ୍କ ପ୍ରତି ରାମଚନ୍ଦ୍ରଙ୍କର</s>
<s id="17">କିମଧିକଂ ଶ୍ରୀ ବିଜ୍ଞବରେଷୁ ବଶମ୍ୱଦ ଶ୍ରୀ ଆର୍ତ୍ତ ତ୍ରାଣ ଶତପଥୀ ।</s>
<s id="18">ରଖିଛି ନାଗପାଶେ ବାନ୍ଧି ଅସୁର ରହିଛ ସୁଖେ ତୁମ୍ଭେ ଆପଣା ଘର, ରଙ୍ଗ ନୟନ ଶୁଣି ନନ୍ଦକଧର, ରଟିଲେ ଆଜ୍ଞା ସୈନ୍ୟ ସାଜ ସତ୍ୱର ଯେ ।</s>
<s id="19">ବିନା ବର୍ତ୍ତନମେବୈତେ ନ ତ୍ୟଜନ୍ତି ମମାନ୍ତିକଂ ।</s>
<s id="20">୨• ପ୍ରଫେସର ସୁଦର୍ଶନ ଆଚାର୍ଯ୍ଯ : ରାମଚନ୍ଦ୍ର ଗ୍ରନ୍ଥାବଳୀ ୧ମ ସଂସ୍କରଣ, ବ୍ରହ୍ମପୁର ବିଶ୍ବିଦ୍ଯାଳୟ(ମୁଖବନ୍ଧ) ବ୍ରହ୍ମପୁର, ୧୯୯୦</s>
<s id="21">ଶଶିସେଣା କାବ୍ୟ ଲେଖିବାର କଳ୍ପନା କରିବା ପୂର୍ବରୁ ଦେଶରେ ହଳାହଳକୁମର ବା ଶଶିସେଣା କଥା ଯେ ପ୍ରଚଳିତ ଥିଲା, ଏହା ତାଙ୍କର ନିମ୍ନଲିଖିତ ଉକ୍ତିରୁ ସ୍ପଷ୍ଟ ଜଣାପଡ଼େ :-</s>
<s id="22">ଅନ୍ୟ ଦୁଇଟି ମୂର୍ତ୍ତିି ଭଳି ତଳେ ରଜ୍ଜୁ ହସ୍ତରେ ଅରୁଣ ଓ ସପ୍ତଅଶ୍ୱ ନାହାନ୍ତିା ସ୍ୱାଭାବିକ ।</s>
<s id="23">ଅଶିଣମାସିଆ ଦିନ, ଦିନ ଯାକ ମେଘଟା ଘୋଡେଇଛି, ଦୁଇ ଦିନ ଅସରା ପାଣି ମଧ୍ୟ ହୋଇଗଲାଣି । ବର୍ଷା ପଡ଼େ ଟପର ଟପର, ବାଟଟା କାଦୁଅରେ ଚପର</s>
<s id="24">ଷଷ୍ଠ ବର୍ଗ ପତଙ୍ଗର ଦୁଇ ପକ୍ଷି । ଯଥା ମକ୍ଷିକା, ମଶକ, ଇତ୍ୟାଦି ।</s>
<s id="25">୪ ନମ୍ବର ଗୁହା - "ମୋ ନାମ ବାଇଧର ମହାନ୍ତି, ବାପର ନାମ ଡମ୍ବରୁଧର ମହାନ୍ତି, ଜାତି କରଣ, ବୟସ ୫୬ ବରଷ, ସା:କନକପୁର, ପ୍ର:ଝଙ୍କଡ, ଜି:କଟକ ।</s>
<s id="26">ନାଡ଼ୀତନ୍ତ୍ର ଦୁଇଭାଗରେ ଭାଗ କରାଯାଇ ପାରେ -ମସ୍ତିଷ୍କ (Brain) ଓ ନାଡ଼ୀ (Nerves) ।</s>
<s id="27">ବୋଲି ମନେ କରିବି ।</s>
<s id="28">ପୁଷି ବିଲେଇ ରେ ପୁଷି ବିଲେଇ ଏତେ ଦିନ ଥିଲୁ କୋଉଠି ଯାଇ ?</s>
<s id="29">ଡାକି କ ହୁଛି ମୁଁ ରାଗମାର୍ଗ ଭକ୍ତଜନେ ।</s>
<s id="30">ବ୍ଯସନେନ ତୁ ମୀର୍ଖାଣାଂ ନିଦ୍ର୍ୟା କଳହେନ ବା</s>
<s id="31">ଭାଷାମାନେ ବଞ୍ଚି ରହିବେ । ଆଣ୍ଡାମାନର ଆଦିବାସୀମାନେ ନିଜ ଭାଷା ଭୁଲି ପୋର୍ଟବ୍ଲେଆର୍ ରେ ହିନ୍ଦୀ ଗୀତ ବୋଲି ଭିକ ମାଗୁଛନ୍ତି ।</s>
<s id="32">ହେ ଭଗବାନ୍ ! ଆମ୍ଭମାନଙ୍କ ଦୟାଳୁ ଗଭର୍ଣ୍ଣମେଣ୍ଟଙ୍କ କଣ୍ଠରେ ବିରାଜିତ ହେଉନ୍ତୁ । ବାଲେଶ୍ୱର ଜିଲ୍ଲାରେ ପୂର୍ବବତ୍ ଲୁଣ ପ୍ରୋକ୍ତାନ କାର୍ଯ୍ୟ ଆରମ୍ଭ ହେଉ ।</s>
<s id="33">ଖାଇବା ଟେବୁଲରେ ବସି ଶାନ୍ତା ଯେତେବେଳେ ତାକୁ ପଚାରିଲା, କଣ ମୋ କଥା ଆଉ କିଛି ଶୁଣିବ, ଅବିନାଶ କହିଲା, ନା, ତମେ ତମ ବହିରୁ ପଢ଼ି ମତେ କବିତା ଶୁଣାଇବ ।</s>
<s id="34">ଏଠି ଜଗନ୍ନାଥଙ୍କ ଆଖି ଗୋଟିଏ ପକ୍ଷୀର ଆଖି ପରି ଗୋଲାକାର ଓ ଅପଲକ । ଜଗନ୍ନାଥଙ୍କୁ</s>
<s id="35">ସମୁଦ୍ର ବେଙ୍ଗ କହିଲା, "କୂଅ ଉପରକୁ ଉଠି ଆସ, ପାଖରେ ସମୁଦ୍ର ଅଛି ଦେଖିପାରିବ । କିଏ ମୂର୍ଖ, ମିଛୁଆ ଜଣାପଡ଼ିଯିବ ।"</s>
<s id="36">୨୭. ତତ୍ରୈବ</s>
<s id="37">ବେଶୀ ଚଉଡ଼ା ଓ ତ ହିଁରେ ସ୍ୱର ଯନ୍ତ୍ର ଅଛି । ସ୍ୱରଯନ୍ତ୍ରରେ ଥିବା ସ୍ୱରତନ୍ତ୍ର (Vocal Cord) ସାହାଯ୍ୟରେ ଆମେ କଥା କହି ପାରୁଁ ।</s>
<s id="38">ନବବାବୁଙ୍କ ଇସ୍ତଫାର କାରଣ ସମ୍ପର୍କରେ ହରେକୃଷ୍ଣ ମହତାବ ମଧ୍ୟ ସନ୍ଦିଗ୍ଧ ଥିଲେ । ମହତାବବାବୁ ନବ ବାବୁଙ୍କ ଇସ୍ତଫା ସମ୍ପର୍କରେ କହନ୍ତି-</s>
<s id="39">ସେତିକିବେଳେ ଅନୁଷ୍ଠିତ ହୋଇଥିଲା ରାଜ୍ୟର ପ୍ରଥମ ସାଧାରଣ ନିର୍ବାଚନ । ଏହା ୧୯୩୭</s>
<s id="40">ବାଲେଶ୍ୱରରେ ଅନେକଗୁଡିଏ ଜାହାଜିଆ ମହାଜନ ଥିଲେ । ଯାହାଙ୍କର ଜାହାଜ ସଂଖ୍ୟା ବେଶି, ସେ ବଡ଼ ମହାଜନ, ସମାଜରେ ତାଙ୍କର ସମ୍ମାନ ବେଶି ।</s>
<s id="41">ଇଂଲିଶମ୍ୟାନ ପତ୍ରପାଠରେ ଅବଗତ ହେଲା ଯେ, ଅଯୋଧ୍ୟାରାଜ୍ୟ, ଖୋରାବ ଓ ବିରାଚ ଓ ଲଖିନୌ ଆଉ ସୁଲତାନପୁର ଏ ଚାରି ଅଂଶରେ ବିଭକ୍ତ ହୋଇଅଛି ।</s>
<s id="42">ନାଳୀଗଳି କଟକ ଶଶୀଭୂଷଣ ରାୟ ତା ୭।୫।୧୯୨୪</s>
<s id="43">ରମଣ ନାଗପାଶେ ବନ୍ଦୀ ହେବାର, ରସିକା ଚାହିଁ କାନ୍ଦେ ହୋଇ ଆତୁର, ରସିକ ବର ଆହା ପ୍ରାଣ-ଈଶ୍ୱର, ରହିଲ ବନ୍ଦୀ ହୋଇ ଦୈତ୍ୟମନ୍ଦିର ହେ ।</s>
<s id="44">ହାୟ ! ସେ କଣ କରିବ ? ବିଧିର ନିର୍ଦ୍ଦେଶ ଯାହା ତାହାହିଁ ହେବ ଏଥିରେ ସରୋଜର ଦୋଷ କଣ ?</s>
<s id="45">ଶିଷ୍ୟ । ଏହାର ମଧ୍ୟରେ ସର୍ବଦା ଅତ୍ୟନ୍ତ ପ୍ରୟୋଜନ ଯୋଗ୍ୟ କେଉଁ ଧାତୁ ?</s>
<s id="46">କୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ।।୩।।</s>
<s id="47">ଏ ଗନ୍ଧ କାହାର ଅତି ଚମତ୍କାର ନିମିଷେ ବିଚାରୁ ମନ, ନାହିଁ ସେ ସୁବାସ ନିଶ୍ୱାସ ପ୍ରଶ୍ୱାସ ନିରୋଧେ ଝଞ୍ଜା ପବନ ।</s>
<s id="48">ବାବୁ କହିଲେ – ଶୁଣିଛ, ଆଜିକି ଚାରି ଦିନ ହେଲା ରୋଜ ରୋଜ ରାତିରେ ମୋ' ମୁଣ୍ଡ ବୁଲାଏ – ପେଟ ବି ଟାଣେ । ଦେହ ବଡ଼ ଝିମ୍ ଝିମ୍ କରେ, ବଡ଼ କଷ୍ଟ ହୁଏ – ଭାରି କଷ୍ଟ ।</s>
<s id="49">==== ଚରିତ୍ର ====</s>
<s id="50">ଭୀଷ୍ମ ଦ୍ରୌଣହିଁ ସହିତେ ତହିଁ ସଭାରେ ବସିଥିଲେ । ଭୀମ ତର୍ଜନ ଗର୍ଜନ ଶୁଣି ଆସ୍ଥାନ ଛାଡି ଦେଲେ ॥</s>
<s id="51">ବ୍ରାହ୍ମଣ କହିଲେ, "ଶେଷ ପାଳି ହେଉଚି ହତଭାଗା ଅର୍ଜୁନର ।"</s>
<s id="52">=== ମୁଁ ଆଧାରର ତଥ୍ୟକୁ ବାକ୍ୟ ମଝିରେ ଆଧାର (ଇନଲାଇନ ସାଇଟେସନ) ଭାବେ କେମିତି ଯୋଡ଼ିବି? ===</s>
<s id="53">କବିକୁଳ କଞ୍ଜ ଉପଇନ୍ଦ୍ରଭଞ୍ଜ ନମେ ତବ ପଦତଳେ, କାବ୍ୟ-ସୁମାଧୁରୀ ଭାଷା-ସୁଚାତୁରୀ ପରକାଶିଲ ଉତ୍କଳେ ।</s>
<s id="54">କର୍କୋଟକ ନାମ ମୋର, ନାରଦଙ୍କ ଶାପେ ଜଳେ ଶରୀର ହେ ମହାଜନ, ଏ ଦୁଃଖରୁ ତ୍ରାହି କର ।୪।</s>
<s id="55">୧୦। ପ୍ରାଣତେଜି 'ସ୍ଥାନରେ' 'ଜ୍ଞାନହାରି' ହେଲେ ଅର୍ଥ ସଙ୍ଗତ ହେବ ।</s>
<s id="56">ଏଥିରେ ନିଜ ବଂଶ (ଇକ୍ଷ୍ୱାକୁ)ର କୁଳ ଦେବତା ଜଗନ୍ନାଥଙ୍କୁ ପୂଜା କରିବାକୁ ଶ୍ରୀରାମଚନ୍ଦ୍ର କହିଛନ୍ତି । ତେବେ 'ଉତ୍ତରାକାଣ୍ଡ' ବାଲ୍ମୀକିଙ୍କ ରଚନା ନୁହେଁ ବୋଲି ଜଣାଯାଏ ।</s>
<s id="57">କିଛି ସମୟ ପରେ ମାଜିଷ୍ଟ୍ରେଟ ସାହେବ, ବାଳିକାକୁ ଆଉ ବୃଦ୍ଧାକୁ ଏବଂ ସେ ଘସିବୁଢ଼ାକୁ ମଟରରେ ଘେନି ବସାକୁ ଚାଲିଗଲେ । କିଛି ଦିନ ଅନୁସନ୍ଧାନ ପରେ ହାକିମଙ୍କର ଆଦେଶ ବାହାରିଲା ।</s>
<s id="58">ଶିଷ୍ୟ । ଚକ୍ଷୁର ପତାଲୋମ ଥିବାରେ କି ଫଳ ?</s>
<s id="59">ପଥର ଘୋଡ଼ାକୁ କହେ</s>
<s id="60">ସାତ୍ୱତ ସାହତ କୁଳେ ଜାତ ଇଚ୍ଛିଲେ । ୧୩।</s>
<s id="61">"ହଁ, ଆସେ ନାହିଁ; ଆଉ କଣ ? ଆରେ ଏ ଯୁଗରେ ସ୍ତ୍ରୀ କଣ ପୁରୁଷ କଣ ? ସୃଷ୍ଟିର ଦୁଇଟି ରହସ୍ୟ ।"</s>
<s id="62">ବୃଦ୍ଧ-ଉଆସରେ ସବୁ ମଙ୍ଗଳ, ସମସ୍ତଙ୍କ ଦେହ - ପା' ଭଲ, ଖୁବ୍ ମଙ୍ଗଳ କଥାଟାଏ କହିବାକୁ ଦଶ କୋଶ ବାଟ ଧାଇଁ ଆସିଛି । ବୋଲିବି, ତୁ କ୍ୟାଁ ଏପରି ଛାନିଆ ହେଉଛୁ ?</s>
<s id="63">ଭାଷା ଓ ଜାତୀୟତା (ଶାସ୍ତ୍ରୀୟ ମାନ୍ୟତା ଦାବି ନୁହେଁ ଅଧିକାର)</s>
<s id="64">ଅଯୋଧ୍ୟା କଟକେ ଦଶରଥ ପରବେଶ | ଅନେକ ନୃପତି ତହିଁ ଅଛନ୍ତି ଯେ ପାଶ ||</s>
<s id="65">ଫଟୋ-୨୦ (ଖ) : ପଶ୍ଚିମ ବାଡ଼ରେ ନାଟମଣ୍ଡପ ପାହାଚ</s>
<s id="66">ଅନ୍ଗ ଅନ୍ଗ ଘନ ବିଦୁୟୁ ପାର୍ୟେ ମିଶିଲା ।</s>
<s id="67">ସେଦିନ ଶଭଣକୁଳ ହାଇସ୍କୁଲରେ ତାଙ୍କର ପ୍ରଥମ କାର୍ଯ୍ଯଦିବସରେ ଛାତ୍ରମାନେ ଏହି ସୁଯୋଗ୍ଯ ଓ ଦକ୍ଷ ଶିକ୍ଷକଙ୍କର ପରିଚୟ ଲାଭ କରି ଚମତ୍କୃତ ହୋଇଯାଇଥିଲେ ।</s>
<s id="68">କାନ୍ତା ବିନା କାନ୍ତପ୍ରାଣ ସ୍ୱଭାବେ ବିକଳ ବିକଳ ଜୀବନ ମଣେ ଜଗତ ନିଷ୍ଫଳ । ଭାସୁଥାଏ ଜୀବ ଯଦି ସଂସାର ସାଗରେ ତରିବା ଭରସା ଥାଏ ବନିତା ନାବରେ । (ଷଷ୍ଠ ସର୍ଗ)</s>
<s id="69">୧୨. ରାଜାଙ୍କର ବିଳାସପୂର୍ଣ୍ଣ ଜୀବନର ଖଣ୍ଡଚିତ୍ର ।</s>
<s id="70">୧୦୭୨ ଖ୍ରୀଷ୍ଟାବ୍ଦ - ଜନ୍ମ</s>
<s id="71">ବିରଳ ବୃହତ ବର୍ଣ୍ଣେ, ବିଶୁଦ୍ଧ ଖନିଜ ସ୍ୱର୍ଣ୍ଣେ ।</s>
<s id="72">ଜୟ ଜୟ କହି ନିଜ ପୁରକୁ ଗଲେ ।</s>
<s id="73">ମାତ୍ର ଅଧ୍ୟକ୍ଷ କ ହିଲେ- ଆଗରୁ ତ ଅନେକ ଭାରତୀୟ ଏଇ ବ ହି ପଢ଼ି ତାଲିମ ପାଇ ଫେରିଗଲେ, କେହି ଆପତ୍ତି କଲେ ନାହିଁ । ତୁମେ ଏତେ ହଲ୍ଲା କରୁଛ କାହିଁକି ।</s>
<s id="74">ତାହା ଶୁଣି ଶିବ ସେମାନଙ୍କୁ ଆଶ୍ୱସ୍ତ କରି ବିଦାୟ ଦେଲେ । ତା'ପରେ ପାର୍ବତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ସେ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କଲେ ।</s>
<s id="75">୧୧. ତେଂତୁଳି ଗଛର ଛାଇ ୧୪୯</s>
<s id="76">ଗଣପତି-ଆଜି ବି କଣ ତେଜ ନାହିଁ? ଯଜମାନଙ୍କୁ, ଯାତ୍ରୀଙ୍କୁ ଛାନିଆ କରି ପକାଉଛନ୍ତି।</s>
<s id="77">ଏହି କାବ୍ୟରେ ଗଙ୍ଗାଧର ନିଜ ଜୀବନ ଚିତ୍ର ଏହିଭଳି ଉପସ୍ଥାପନ କରିଛନ୍ତି-</s>
<s id="78">୨୨, ସୂର୍ଯ୍ୟକିରଣ ମାର୍କେଟ</s>
<s id="79">ତାବଦ୍ଦ୍ୱିତୀୟଂ ସମୁପସ୍ଥିତଂ ମେ,</s>
<s id="80">ଅଧ୍ଯାପକ କରୁଣାକର ପରିଡା</s>
<s id="81">ଶରୀରେଣ ସମଂ ନାଶଂ ସର୍ବମନ୍ୟତ୍ତୁ ଛେତି ।।</s>
<s id="82">ପ୍ରେମ ପଞ୍ଚାମୃତ ଭୂପତି ପଣ୍ତିତ</s>
<s id="83">ରେଲ୍ ବାଇ ଓଭର ବ୍ରିଜ୍ ।</s>
<s id="84">ଅବଶ୍ୟଭାବି ପଦାର୍ଥ ସକଳ ବଡ଼ ଲୋକଙ୍କରସୁଦ୍ଧା ହୁଅନ୍ତି; ଦେଖ, ମହାଦେବଙ୍କର ନ ଗ୍ନତ୍ୱ, ଏବଂ ହରିଙ୍କର ମହାସର୍ପଶ ଯ୍ୟା ହୋଇଅଛି ।</s>
<s id="85">ଆଲମ୍ବନ ନାୟିକାଦିମାନେ ହୁଅନ୍ତି । ତାହାଙ୍କର ଅବଲମ୍ବନରେ ରସୋଦ୍ ଗମ ହୁଏ, ଅର୍ଥାତ୍ ଯେଉଁ ରସରେ ଯେ ବିଭାବ ସେ ସେହି ରସରେ କଥିତ ହେବ, ଯଥା,</s>
<s id="86">ଓଲାର- ଏକ ପ୍ରକାର ଛତ୍ର</s>
<s id="87">ନାଲୁ ଓ ଜ୍ୟୋତିଷ ମଧ୍ୟରେ ଏହିପରି କଥୋପକଥନ ହେଲା ।</s>
<s id="88">ପଥ ପଚାରିଣ ପିତା ଆଳୟକୁ ଯିବ ତାଙ୍କ ଗୃହେ ଥାଇ ସୁଖେ କାଳ କଟାଇବ ଏହି କଥା କରି ସ୍ଥିର, ଚଳି ଯାଉଥାନ୍ତି ବନେ ନୃପତି ସୁନ୍ଦର ।।</s>
<s id="89">ରାଣୀ ପଚାରିଲେ, "କି କଥା ?"</s>
<s id="90">କାରଣ ସେମାନେ ପରିସଂଖ୍ୟାନକୁ ବିଶ୍ୱାସ କରନ୍ତି, ବାସ୍ତବତାକୁ ନୁହେଁ) ଏବଂ ପ୍ରତି ବ୍ୟକ୍ତିଙ୍କ ରକ୍ତରେ ମ୍ୟାଲେରିଆ, ଫାଇଲେରିଆ ଜୀବାଣୁ ଥିବାବେଳେ ଏହାର</s>
<s id="91">ଭୂତ ପାଖରେ ଠିଆ ହୋଇଚି । ଜଗା କହିଲା, "ଦୂରରେ ଯେଉଁ ପାହାଡ଼ଟା ଦେଖୁଚୁ, ତା'ଉପରେ ଏକ ବିରାଟ ନଗର ତିଆରି କର ।"</s>
<s id="92">ହିତୋପଦେଶଃ ।</s>
<s id="93">କିବା କ୍ଲେଶ, ଯଦି ତାହା ପାରେ ସମ୍ଭବାଇ</s>
<s id="94">ଲେଖକ ସେମାନଙ୍କୁ ପଚାରିଲେ - କାହିଁକି, ନଳ କୂଅ ସବୁ ଅଛି ପରା?</s>
<s id="95">ପୁରାଣରେ ବର୍ଣ୍ଣନା କରାଯାଇଥିବା ବଂଶ ପରମ୍ପରା ଅନୁସାରେ ଗରୁଡ଼ ବ୍ରହ୍ମାଙ୍କ ଅଂଶରେ ଜାତ । ବ୍ରହ୍ମାଙ୍କଠାରୁ ମରୀଚି, ମରୀଚିଙ୍କ ଠାରୁ କଶ୍ୟପ ଓ କଶ୍ୟପଙ୍କ ଠାରୁ ଗରୁଡ଼ ଜାତ ହୋଇଥିଲେ ।</s>
<s id="96">ଶିଷ୍ୟ । ମନୁଷ୍ୟର ମତେ କି ସମସ୍ତ ଜନ୍ତୁରଇ ଇନ୍ଦ୍ରିୟ ଅଛି ?</s>
<s id="97">ଗୁପତେ ବାହୁନି କି ସେ କରଇ ବିଳାପ, ପାଷାଣ ମାନବ-ହୃଦ ଜାଣେ କି ସେ ତାପ?</s>
<s id="98">ଏଣେ ତେଣେ ଚାହିଁ ତ ହିଁ ସ୍ୱାମୀ ନ ଦେଖିଲେ ଆକୁଳ ହୋଇ ନୟନୁ ଅଶ୍ରୁ ବରଷିଲେ ବୀରକିଶୋର ଭାବିଲା, ତାଙ୍କ ରୋଦନେ ପଥରମାନ ତରଳିଲା ।।</s>