ପ୍ରମୋଦ ଜାତୀୟ ସ୍ତରରେ ୩୦ଟି ସ୍ୱର୍ଣ୍ଣ ୧୪ଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତିଥିବାବେଳେ ୨୦୧୯ ଅଗଷ୍ଟ ମାସ ସୁଧା ଅନ୍ତର୍ଜାତୀୟ ସ୍ତରରେ ୧୮ ସ୍ୱର୍ଣ୍ଣ , ୭ ରୌପ୍ୟ ଓ ୧୩ କାଂସ୍ୟ ପଦକ ଜିତିସାରିଲେଣି । କେବଳ ୨୦୧୯ରେ ସେ ୧୦ ସ୍ୱର୍ଣ୍ଣ ଏବଂ ଦୁଇଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତି ସାରିଛନ୍ତି । ପାରା-ବ୍ୟାଡମିଣ୍ଟନର ଏସ୍ଏଲ-ଥ୍ରୀ (SL-3) ବର୍ଗରେ ପ୍ରମୋଦ, ୨୦୧୯ ଅଗଷ୍ଟ ମାସର ସମସାମୟିକରେ ବିଶ୍ୱର ଏକ ନମ୍ବର ଖେଳାଳି ଥିଲେ ।[1]
Прамод выиграл 30 золотых, 14 серебряных и 2 бронзовые медали на национальном уровне и 18 золотых, 9 серебряных и 13 бронзовых на международном уровне по состоянию на 2017 год. Прамод становился первым номером рейтинга в категории в классе SL-3[1].
ପ୍ରମୋଦ ଭଗତ, ଅର୍ଜୁନ ପୁରସ୍କାର ସମ୍ମାନିତ ଜଣେ ଓଡ଼ିଆ ପାରା-ବ୍ୟାଡମିଣ୍ଟନ ଖେଳାଳି । ଜଣେ ଭିନ୍ନକ୍ଷମ କ୍ରୀଡ଼ାବିତ ଭାବରେ ଅର୍ଜୁନ ପୁରସ୍କାର ଲାଭ କରିବାରେ ସେ ପ୍ରଥମ ଓଡ଼ିଆ ଖେଳାଳି ।[1] ୨୦୨୦ ଟୋକିଓ ପାରା-ଅଲିମ୍ପିକ୍ସର ଏକଳ ପ୍ରତିଯୋଗୀତାରେ ସେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।
Прамод Бхагат () - индийский бадминтонист-паралимпиец, соревнующийся в классе SL3. Паралимпийский чемпион 2020 года, четырёхкратный чемпион мира (2013, 2015, 2019). Лауреат премии Арджуны[1].
୪ ଜୁନ ୧୯୮୮ ମସିହାରେ ଜନ୍ମିତ ପ୍ରମୋଦ ଚାରି ବର୍ଷ ବୟସରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ । ନିଜ ପାଖ ଗଳିରେ ସାଙ୍ଗମାନଙ୍କୁ ଖେଳିବାର ଦେଖି ସେ ୨୦୦୨ ମସିହାରୁ (୧୪ ବର୍ଷରୁ) ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ । ଏକ ଘନିଷ୍ଠ ବନ୍ଧୁଙ୍କ ଘରର ଛାତ ଉପରେ ସେ ବ୍ୟାଡମିଣ୍ଟନ ଖେଳିବା ଅଭ୍ୟାସ କରୁଥିଲେ ।[2] ସକ୍ଷମ ବ୍ୟକ୍ତିମାନଙ୍କୁ ଖେଳି ହରାଇବାପରେ ସେ ୨୦୦୬ ମସିହାରେ ପ୍ରତିଯୋଗିତାମୂଳକ ପାରା-ବ୍ୟାଡମିଣ୍ଟନରେ ଖେଳିବା ଆରମ୍ଭ କରିଥିଲେ ।[3]
Он начал играть в бадминтон в 2002 году в возрасте 18 лет вместе с друзьями. Он занимался бадминтоном на крыше дома близкого друга[1]. С 2009 года участвует в соревнованиях по парабадминтону[2].
ସକ୍ଷମ ଖେଳାଳିମାନଙ୍କ ସହିତ ଖେଳି ସେ ଜିଲ୍ଲା-ସ୍ତରୀୟ ଚାମ୍ପିୟନ ହୋଇଥିଲେ । ଏହାପରେ ସେ ପାରା-ବ୍ୟାଡମିଣ୍ଟନରେ ଖେଳିବା ଆରମ୍ଭ କରିଥିଲେ । ସେ ଅନେକ ଜାତୀୟ ସ୍ତରୀୟ ପଦକ ଜିତିଥିଲେ । ୨୦୧୯ ମସିହା ଅଗଷ୍ଟ ମାସ ୧୭ ତାରିଖରେ ସେ ୨୦୧୯ ମସିହାରେ ଅର୍ଜୁନ ପୁରସ୍କାର ପାଇବେ ବୋଲି ଭାରତ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ସେ ଅର୍ଜୁନ ପୁରସ୍କାର ପାଇବାରେ ଓଡ଼ିଶାର ଅଷ୍ଟମ ଖେଳାଳି ହୋଇଥିଲେ ।[4][5]
Он стал чемпионом округа и выиграл много медалей национального уровня. 14 августа 2017 года правительство Индии объявило о награждении Бхагата премией Арджуны в 2018 году. Он стал восьмым игроком из штата Одиша, получившим эту награду[1][2].
ଅଗଷ୍ଟ ମାସ ୨୦୨୦ ମସିହାରେ ଟୋକିଓଠାରେ ଅନୁଷ୍ଟିତ ହେବାକୁ ଯାଉଥିବା ପାରା-ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପ୍ରମୋଦଙ୍କର ସ୍ୱପ୍ନ ଥିଲା[1] ଓ ୨୦୨୧ ସେପ୍ଟେମ୍ବର ୪ ତାରିଖରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪ ଓ ୨୧-୧୭ ସ୍କୋର ସହିତ ପରାସ୍ତ କରି ସେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ହାସଲ କରି ନିଜ ସ୍ୱପ୍ନପୁରଣ କରି ପାରିଥିଲେ ।[7]
Мечтой Прамода было выиграть золотую медаль на Паралимпийских играх в Токио в 2020 году[1]. 7 сентября 2021 года он победил Даниэля Бетела из Великобритании в финальном матче со счетом 21:18, 21:18 и стал чемпионом[2].