Chitrakarini tenplua Bhubaneswar hiriko tenplu hindu bat da, Indiako Odisha estatuan. Hiriko Lingaraj tenplu nagusiaren ondoan dago. Tenplu nagusiak eta inguruko lau tenpluk osatzen dute.
ଚିତ୍ରକାରିଣୀ ମନ୍ଦିର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁ ମନ୍ଦିର ଅଟେ । ଏହା ମୁଖ୍ୟ ମନ୍ଦିର ଏବଂ ତା'ର ଚତୁଃପାର୍ଶ୍ୱରେ ଥିବା ଚାରୋଟି ମନ୍ଦିରର ସମୂହ ।[1] ମନ୍ଦିରଟିର ଇଷ୍ଟଦେବୀ ହେଉଛନ୍ତି ଚାମୁଣ୍ଡା ।
Nagara estiloari jarraituz eraiki zen tenplu nagusia. Horrez gain, lau tenplu txikiago ditu tenplu nagusiaren inguruan Panchayat estiloari jarraituz. Chamunda jainkoaren idoloa tenplu nagusiaren sabelean dago.
ଚିତ୍ରକାରିଣୀ ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀ ନାଗରା ଅନୁସରଣରେ ନିର୍ମିତ । ଏତଦବ୍ୟତୀତ ଏଥିରେ ପଞ୍ଚାୟତନ ଶୈଳୀର ଅନୁଶୀଳନରେ ମୁଖ୍ୟ ମନ୍ଦିର ଚାରିପଟେ ଚାରୋଟି ସାନ ମନ୍ଦିରମାନ ରହିଛି । ମୁଖ୍ୟ ମନ୍ଦିରଟି ଦୁଇ ଭାଗରେ ବିଭକ୍ତ: ଗର୍ଭଗୃହ ଏବଂ ଜଗମୋହନ । ଜଗମୋହନର ଉପରଭାଗ ପିରାମିଡ଼ ଆକାରରେ ଗଠିତ, ଯାହାକୁ ପିଢ଼ା କୁହାଯାଏ । ଅନ୍ୟ ଚାରୋଟି ମନ୍ଦିରରେ କେବଳ ଗର୍ଭଗୃହ ରହିଛି । ପ୍ରତ୍ୟେକ ମନ୍ଦିରରେ ଥିବା ଲମ୍ବା ରେଖା ଦେଉଳ(ବିମାନ) ଦ୍ରାବିଡ଼ ଶୈଳୀରେ ନିର୍ମିତ ମନ୍ଦିରମାନଙ୍କଠାରୁ ଅପେକ୍ଷାକୃତ ବଡ଼ । ମୁଖ୍ୟ ମନ୍ଦିରର ଗର୍ଭଗୃହରେ ଚାମୁଣ୍ଡା ଦେବୀଙ୍କ ପ୍ରତିମା ଉପସ୍ଥିତ ।[2] ଏହା ଏକ ନାଲିରଙ୍ଗର ପ୍ରତିମା । ଜଗମୋହନରେ ଥିବା ହନୁମାନ ଏବଂ ନବଗ୍ରହଙ୍କ ପ୍ରତିମା ସିଧାସଳଖ ପଥରରେ ଖୋଦିତ ।
Iruditegia
ଚିତ୍ରାବଳୀ