Samaresh Routray is a Popular Oriya and Hindi Film Actor.
ସମରେଶ ରାଉତରାୟ ଜଣେ ଜଣାଶୁଣା ଓଡ଼ିଆ ଓ ହିନ୍ଦୀ ସିନେ ଅଭିନେତା ।


Cast
ସିନେମା ଜୀବନ

Filmography (Odia)
ଅଭିନୀତ ଓଡ଼ିଆ କଥାଚିତ୍ର

Thukul (2012) Kriminal (2011) 143 I Love You (2011) Most Wanted (2011 film) E Mana Khoje Mana Tie (2011) Loafer (2011 film) Sanju Aau Sanjana (୨୦୧୦) Dhauli Express Mo Suna Pua
ଥୁକୁଲ୍ (୨୦୧୨) କ୍ରିମିନାଲ୍ (୨୦୧୧) ୧୪୩ ଆଇ ଲଭ ୟୁ (୨୦୧୧) ମୋଷ୍ଟ ୱାଣ୍ଟେଡ଼ (୨୦୧୧) ଏ ମନ ଖୋଜେ ମନଟିଏ (୨୦୧୧) ଲୋଫର୍ (୨୦୧୧) ସଞ୍ଜୁ ଆଉ ସଞ୍ଜନା (୨୦୧୦) ଧଉଳି ଏକ୍ସପ୍ରେସ୍ ମୋ ସୁନା ପୁଅ

Filmography (Hindi)
ଅଭିନୀତ ସିନେମା(ହିନ୍ଦୀ)

Shahid Bhagat Singh
୨୩ ମାର୍ଚ୍ଚ ୧୯୩୧, ସହିଦ୍ ଭଗତ ସିଂହ

Samaresh Routray (Internet Movie Database)
ସମରେଶ ରାଉତରାୟ (ଇଣ୍ଟରନେଟ ମୁଭି ଡାଟାବେସରେ)

Samaresh Routray
ସମରେଶ ରାଉତରାୟ

Barendra Krushna Dhal (25 March 1941 - 9 August 2016) was an Odia journalist and litterateur. He was born in Charchika in the Cuttack district of Odisha, India. He was associated with newspapers like Swaraj, Aj Kal[1], Sambad and Prajatantra.
ବରେନ୍ଦ୍ର କୃଷ୍ଣ ଧଳ (୨୫ ମାର୍ଚ୍ଚ ୧୯୪୧ - ୯ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ସାମ୍ବାଦିକ ଓ ସାହିତ୍ୟିକ ଥିଲେ । ସେ ୧୯୪୧ ମସିହା ମାର୍ଚ୍ଚ ୨୫ ତାରିଖ ଦିନ କଟକ ଜିଲ୍ଲାର ଚର୍ଚ୍ଚିକାଠାରେ ଜନ୍ମଗ୍ରହଣ କରିଥିଲେ । ସାମ୍ବାଦିକ ଭାବରେ ସେ, ସ୍ଵରାଜ, ଆଜ-କାଲ(ବଙ୍ଗଳା)[1], ସମ୍ବାଦ, ପ୍ରଜାତନ୍ତ୍ର ଆଦି ଖବରକାଗଜ ସହିତ ଜଡିତ ରହିଆସିଛନ୍ତି । ବରେନ୍ଦ୍ର କୃଷ୍ଣ ଧଳଙ୍କ ନେତୃତ୍ଵରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଗତିଶୀଳ କରିବା ନିମନ୍ତେ "ଲେଖକ ସାମୁଖ୍ୟ" ଗଠନ କରାଯାଇଥିଲା । ୧୯୮୨-୮୮ ଓ ୧୯୯୨ରେ ସେ ଏହି ଅନୁଷ୍ଠାନର ମହାସଚିବ ଭାବରେ କାର୍ଯ୍ୟକରିଛନ୍ତି । ୧୯୯୦-୯୩ ମସିହା ପର୍ଯ୍ୟନ୍ତ, ସେ "ନ୍ୟାସନାଲ ଇୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ"ର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ପ୍ରତିବର୍ଷ ଫେବୃଆରୀ ମାସରେ ଅନୁଷ୍ଠିତ ହେଉଥିବା "ଭୁବନେଶ୍ଵର ପୁସ୍ତକ ମେଳା",[2] ସେ ଆରମ୍ଭ କରିଥିଲେ ।

After prolonged illness, Dhal passed away on August 9, 2016 at the age of 77 in his residence in his Bhubaneswar residence.[3]
କ୍ରମାଗତ ଅସୁସ୍ଥ ରହିବା ପରେ ୨୦୧୬ ମସିହା ଅଗଷ୍ଟ ୯ ତାରିଖ ଦିନ ତାଙ୍କର ପରଲୋକ ହୋଇଥିଲା ।[3]

Eram plays an important role in the history Indian Independence movement. [1] It is also know as Raktatirtha Eram (The Pilgrim of Blood) and the second Jallianwala bagh of India.
ଭାରତୀୟ ସ୍ବାଧୀନତା ସଂଗ୍ରାମ ଇତିହାସରେ ଇରମର ଏକ ଗୁରୁତ୍ଵପୂର୍ଣ ସ୍ଥାନ ରହିଛି।[1] ଏହା ରକ୍ତ ତୀର୍ଥ ଇରମ ଏବଂ ଭାରତର ଦ୍ଵିତୀୟ ଜାଲିଆନାୱାଲାବାଗ ନାମରେ ମଧ୍ୟ ପରିଚିତ ।

Geography
ଅବସ୍ଥିତି

Eram is located in Bhadrak district of Odisha.
ଇରମ, ଓଡ଼ିଶାର ଭଦ୍ରକ ଜିଲ୍ଲାର ବାସୁଦେବପୁର ଠାରୁ ମାତ୍ର ୧୬ କି.ମି. ଦୂରତ୍ଵରେ ଅବସ୍ଥିତ । ସ୍ଥାନଟି ଚାରି ଦିଗରୁ ବଙ୍ଗୋପସାଗର ତଥା କଂସବାଳ ଓ ଗମେଇ ନଦୀ ଦ୍ଵାରା ଘେରା ହୋଇରହିଛି ।

Role in Indian Independence Movement.
ସ୍ୱାଧୀନତା ସଂଗ୍ରାମରେ ଅବଦାନ

From 1920, Eram was a secret
ପ୍ରାକୃତିକ ଗୋପନୀୟତା ଦୃଷ୍ଟିରୁ ଏହି ସ୍ଥାନଟିକୁ ପୁଲିସ ଓ ପ୍ରଶାସନର ପ୍ରବେଶ କଷ୍ଟ ଥିଲା ଏବଂ ଏହି ସ୍ଥାନଟି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରାଭୂଇଁ ସାଜିଥିଲା । ୧୯୨୦ ମସିହାରୁ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଆଦି ବହୁ ନେତାମାନେ ଏଠାକୁ ଆସି ଲୋକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ବାର୍ତା ଦେଉଥିଲେ ଓ ସ୍ୱାଧୀନତା ସଂଗ୍ରାମକୁ ତ୍ଵରାନ୍ଵୀତ କରାଉଥିଲେ । ଏଠାରେ ସ୍ୱାଧୀନତା-ଭିତ୍ତିକ କାନ୍ୟ ରଚନା କରିଥିବା କବି ବାଞ୍ଛାନିଧି ମହାନ୍ତି ଜନ୍ମଗ୍ରହଣ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ବ୍ରିଟିସ ଶାସନର ଅବସାନ କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କ ରଚିତ ସଙ୍ଗୀତ କଂଗ୍ରେସ ଭାବ ପ୍ରଚାର କରିବାରେ ବହୁତ ସାହାଯ୍ୟ କରିଥିଲେ ।[2]

1942 Mass attack incident.
ବଳିଦାନ ଦିବସ

Afraid by this gathering a police force from Basudebpur police station, lead by DSP Kunjabihari Mohanty march towards Eram. As like Jaliyanawalawag here DSP Kunjabihari Mohanty acted as General Dayar and opened fire to the huge gathering at 6:30 PM, who were performing the agitation against the foreign rulers in a peaceful way. Since the field was bounded from three sides therefore no one able to get escape as of the field and within some minutes 28 persons get dead on the spot and 56 get injured, another person among the injured get dead later on.
ମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ସ୍ୱାଧୀନତା ସଂଗ୍ରାମୀମାନେ ୧୯୪୨ ମସିହାରେ ସେପ୍ଟେମ୍ବର ୨୮ ତାରିଖ ଦିନ ଇରମଠାରେ ଥିବା 'ମେଳା ଆମ୍ବ ଗଛ' ମୂଳେ ଏକାଠି ହୋଇଥିଲେ । ସମ୍ପୁର୍ଣ ଅହିଂସ ଭାବରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରୁଥିଲେ । ଏହି ସମୟରେ ଅଚାନକ ଭାବରେ ବାସୁଦେବପୁର ଥାନାର ଇଂରେଜ ପୁଲିସ ଡି.ଏସ.ପି. କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ଵରେ ସେଠାରେ ପହଞ୍ଚି ସେମାନଙ୍କ ଉପରେ ଅତର୍କିତ ଭାବରେ ଗୁଳିଚାଳନା କରିଥିଲା । ଏହି ଘଟଣାଟି ସନ୍ଧ୍ୟା ସାଢ଼େ ଛଅ ଘଟିକା ସମୟରେ ଘଟିଥିଲା । ଚାରିଦିଗରୁ ଘେରା ହୋଇଥିବାରୁ ଏକତ୍ର ହୋଇଥିବା ଲୋକେ କେଉଁ ଆଡେ ଯାଇପାରିଲେ ନାହିଁ । ଘଟଣାସ୍ଥଳରେ ୨୮ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ହରାଇଥିଲେ ଓ ୫୬ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରୁ ଜଣେ ପରବର୍ତୀ ସମୟରେ ପ୍ରାଣ ହରାଇଥିଲେ । ସମୁଦାୟ ମୃତ୍ୟୁ ସଂଖ୍ୟା ୨୯ ହୋଇଥିଲା । ଇଂରେଜ ପୁଲିସର କାର୍ଯ୍ୟାଳୟ ପାଢ଼ୀ ଆବାସର ଛାତ ଉପରୁ ବ୍ରିଟିଶ ପୁଲିସ ଗୁଳି ଚାଳନା କରିଥିଲା । ସେହି ପାଢ଼ୀ ଆବାସ ଏବେ ମଧ୍ୟ ସେଠାରେ ରହିଛି । [1] ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରି ବେବା ନାମରେ ଜଣେ ମହିଳା ଥିଲେ ଏବଂ ସେ ଓଡ଼ିଶାର ଏକମାତ୍ର ମହିଳା ସହିଦ ସ୍ଵାଧୀନତା ସଂଗ୍ରାମୀ ।

Martyrs list
ଶହୀଦମାନଙ୍କ ତାଲିକା

Pari Bewa , Eram, Basudebpur Gopal Chandra Das , Padhnuan Biswanath Das , Padhuan Bijuli Das , Padhuan Hrushikesh Behera , Padhuan Madan Palai , Padhuan Ballahaba Behera , Padhuan Magha Mahalika , Padhuan Bhua Majhi , Padhuan Kali ajhi , Padhuan-Kumarpur Radhu ahalika , Padhuan-Muladiha Dhruba Charana Dey , Padhuan Basudeb Sahu , Padhuan Hari Behera , Padhuan Dibakar Panigrahi , Guda-Kesagadia Krushna Chandra Swain , Padhuan-Kumarpur Bhaban Rout , Padhuan-Nandapura Nidhi Mahalika , Padhuan Brundaban Panda , Padhuan Upa Mallika , Nuangan Krupasindhu Behera , Sankharu Rama Majhi , Padhuan-Kumarpur Mani Behera , Padhuan Kati Sahu , Iswarapur Ratnakar Pani , Sudarsanpur Mani Pradhana , Suan-Sudarsanpur Pari Das , Suan Sankar Mallika , Adhunan Gobinda Rout , Artungan
ପରି ବେଵା , ଇରମ,ବାସୁଦେବପୁର ଗୋପାଳ ଚନ୍ଦ୍ର ଦାସ, ପଢୁଆଁ ବିଶ୍ଵନାଥ ଦାସ, ପଢୁଆଁ ବିଜୁଳି ଦାସ, ପଢୁଆଁ ହୃଷିକେଷ ବେହେରା, ପଢୁଆଁ ମଦନ ପଲାଇ, ପଢୁଆଁ ବଲ୍ଲଭ ବେହେରା, ପଢୁଆଁ ମାଘ ମାହାଳିକ, ପଢୁଆଁ ଭୁଆ ମାଝି, ପଢୁଆଁ କାଳୀ ମାଝି, ପଢୁଆଁ-କୁମାରପୁର ରାଧୁ ମାହାଳିକ, ପଢୁଆଁ- ମୂଳଡିହୀ ଧ୍ରୁବ ଚରଣ ଦେ, ପଢୁଆଁ ବାସୁଦେବ ସାହୁ, ପଢୁଆଁ ହରି ବେହେରା, ପଢୁଆଁ ଦିବାକର ପାଣିଗ୍ରାହୀ, ଗୁଡ, କେଶଗଡିଆ କୃଷ୍ଣଚନ୍ଦ୍ର ସ୍ଵାଇଁ, ପଢୁଆଁ-କୁମାରପୁର ଭବନ ରାଉତ, ପଢୁଆଁ- ନନ୍ଦପୁର ନିଧି ମାହାଳିକ, ପଢୁଆଁ ବୃନ୍ଦାବନ ପଣ୍ଡା, ପଢୁଆଁ ଉପ ମଲ୍ଲିକ, ନୂଆ ଗାଁ କୃପାସିନ୍ଧୁ ବେହେରା, ଶଂଖାରୁ ରାମ ମାଝି, ପଢୁଆଁ-କୁମାରପୁର ମଣି ବେହେରା, ପଢୁଆଁ କତି ସାହୁ, ଈଶ୍ଵରପୁର ରତ୍ନାକର ପାଣି, ସୁଦର୍ଶନପୁର ମଣି ପ୍ରଧାନ, ସୁଆଣ-ସୁଦର୍ଶନପୁର ପରି ଦାସ, ସୁଆଣ ଶଙ୍କର ମଲ୍ଲିକ, ଅଧୁଆଁ ଗୋବିନ୍ଦ ରାଉତ, ଆର୍ତୁଗାଁ[3]

In the memory of Martyrs, A memorial pillar was built in Eram. It is one of the tourism place in Odisha
ସେହି ଶହୀଦମାନଙ୍କ ସ୍ମୃତିପୀଠ ଭାବରେ, ଇରମରେ ଏକ ସ୍ମୃତିସ୍ତମ୍ଭ ତିଆରି କରାଯାଇଛି ଓ ଆଜି ଏହା ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହେଇଛି ।

Eram (Odisha)
ଇରମ

Pari Bewa, was an Indian freedom fighter. Born in Eram, Odisha,[1] Bewa had a very important role in quit India movement. She is regarded as the only lady martyr of Odisha.
ପରୀ ବେୱା ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଇରମରେ ଜନ୍ମିତ[1] ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ଓଡ଼ିଆ ସଂଗ୍ରାମୀମାନଙ୍କ ଭିତରୁ ସେ ଏକମାତ୍ର ମହିଳା ସଂଗ୍ରାମୀ ।

[3][4][5][6]
ସେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ଭାଗନେଇ[2] "ମେଳା ଆମ୍ବ ଗଛ" ମୂଳରେ ହେଉଥିବା ସଭାରେ ପୁଲିସ ଗୁଳିରେ ବାଲେଶ୍ୱରର (ଏବେର ଭଦ୍ରକ) ଇରମରଠାରେ ବାକି ୨୮ ଜଣଙ୍କ ସମେତ ନିହତ ହୋଇଥିଲେ ।[3][4][5][6]

Bewa was born in undivided Balasore or Eram which is now situated in Bhadrak.[7]Pari Bewa had no formal education in her life but had a personal attachment to their land, which led her to participate in Indian independence movement.[8][8]
ବେୱା ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓ ଏବେର ଭଦ୍ରକ ସ୍ଥିତ ଇରମଠାରେ ଜନ୍ମଗ୍ରହଣ କରିଥିଲେ ।[7] ସେ କୌଣସି ବିଧିବଦ୍ଧ ଶିକ୍ଷାଲାଭ କରିନଥିଲେ ।[8]

Eram Massacre
ଭାରତଛାଡ଼ ଆନ୍ଦୋଳନ

On 28 September 1942 there was a huge gathering at Eram to protest against British Raj and to prepare a course plan of action to fight against British. While the crowd was performing the agitation against the British rulers in a peaceful way, 304 shots were discharged against the crowd. Within some minutes 28 persons were dead on the spot and 56 were injured.[2] [3] Pari Bewa was one among the practitioner who died during the massacre.
ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନେକ ସଂଗ୍ରାମୀ ୧୯୪୨ ମସିହାରେ ସେପ୍ଟେମ୍ବର ୨୮ ତାରିଖ ଦିନ ଇରମଠାରେ ଥିବା "ମେଳା ଆମ୍ବ ଗଛ" ମୂଳେ ଏକାଠି ହୋଇଥିଲେ । ସେମାନେ ଏଠାରେ ସମ୍ପୁର୍ଣ୍ଣ ଅହିଂସ ଭାବରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିଲେ । ଏହି ସଂଗ୍ରାମୀମାନେ ପୁଲିସକୁ ତାର କାମ କରାଇ ଦେଉନଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଇଂରେଜ ପୁଲିସ ବାସୁଦେବପୁର ଥାନାର ଇଂରେଜ ପୁଲିସ ଡି.ଏସ.ପି. କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ଵରେ ହଠାତ ସେଠାରେ ପହଞ୍ଚି ସନ୍ଧ୍ୟା ସାଢ଼େ ଛଅ ଘଟିକା ସମୟରେ ସେମାନଙ୍କ ଉପରେ ଅତର୍କିତ ଭାବରେ ଗୁଳିଚାଳନା କରିଥିଲା । ଚାରିଦିଗରୁ ଘେରା ହୋଇଥିବାରୁ ଏକାଠି ହୋଇଥିବା ଲୋକେ କେଉଁ ଆଡେ ଯାଇପାରିଲେ ନାହିଁ । ଘଟଣାସ୍ଥଳରେ ବେୱାଙ୍କ[2] ସମେତ ୨୮ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ହରାଇଥିଲେ[3] ଓ ୫୬ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଇଂରେଜ ପୁଲିସର କାର୍ଯ୍ୟାଳୟ "ପାଢ଼ୀ ଆବାସ"ର ଛାତ ଉପରୁ ପୁଲିସ ଗୁଳି ଚାଳନା କରିଥିବା ସେହି କୋଠାଟି ଏବେ ମଧ୍ୟ ସେଠାରେ ରହିଛି ।

Life and Education
ଜୀବନୀ

Bibilography
ରଚନାବଳି

Literary Life
ସାହିତ୍ୟ ସର୍ଜନା

Gobinda Chandra Majhi Born 17 May 1956 (60 Years) Bahalada, Mayurbhanj Education L.L.B Alma mater = Buxi Jagabandhu Bidyadhar College = Occupation Writer Parent(s) Bhilu Soren, Aarsu Soren Awards = Sahitya Akademi Award =
ଗୋବିନ୍ଦ ଚନ୍ଦ୍ର ମାଝୀ ଜନ୍ମ ଓ ଜନ୍ମସ୍ଥାନ ୧୭ ମଇ ୧୯୫୬ (1956-05-17) ବହଳଦା, ମୟୂରଭଞ୍ଜ ଶିକ୍ଷା ସ୍ନାତକ(ଆଇନ) ଶିକ୍ଷାନୁଷ୍ଠାନ ବି.ଜେ.ବି କଲେଜ ଜୀବିକା ସାହିତ୍ୟିକ ବାପା ମା ଭୀଳୁ ସୋରେନ, ଆରସୁ ସୋରେନ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

Gobinda Chandra Majhi(Born : 17 May 1956) is a Santali language writer.[1] He has been nominated for the Sahitya Academy Award for 2016 .[2] Post retirement from Bank job, Majhi is working as the vice president of Odisha chapter of All India Santali Writers Assocation .[3]
ଗୋବିନ୍ଦ ଚନ୍ଦ୍ର ମାଝୀ(ଜନ୍ମ : ୧୭ ମଇ ୧୯୫୬) ଜଣେ ସାନ୍ତାଳୀ ସାହିତ୍ୟିକ ।[1] ସାନ୍ତାଳୀ କବିତା ସଂଗ୍ରହ "ନାଳହା" ପାଇଁ ୨୦୧୬ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।[2] ବ୍ୟାଙ୍କିଙ୍ଗ ଚାକିରିରୁ ଅବସର ନେବା ପରେ, ମାଝୀ ଏବେ ଅଖୀଳ ଭାରତୀୟ ସାନ୍ତାଳୀ ଲେଖକ ସଂଗଠନର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି ଓ ସାହିତ୍ୟ ସାଧନାରେ ଲିପ୍ତ ଅଛନ୍ତି ।[3]

Then he completed his graduation from Buxi Jagabandhu Bidyadhar College and LLB from Madhusudan Law College, Cuttack. He worked with Syndicate Bank and retired as a Senior Manager. Post retirement he has been busy pursuing his literary activities .[4]
ଗୋବିନ୍ଦ ଚନ୍ଦ୍ର ୧୯୫୬ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବହଳଦାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଭୀଳୁ ସୋରେନ ଓ ମାତାଙ୍କ ନାମ ଆରସୁ ସୋରେନ । ବହଳଦା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଗୋବିନ୍ଦ ମାଟ୍ରିକ ପାସ କରି, ଭୁବନେଶ୍ୱରସ୍ଥ ବକ୍ସୀ ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ କଳାରରେ ଓ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ହାସଲ କରିଛନ୍ତି । ସିଣ୍ଡିକେଟ ବ୍ୟାଙ୍କରେ କାର୍ଯ୍ୟ କରି, ସେ ସିନିୟର ମ୍ୟାନେଜର ପଦବୀରୁ ସେବା ନିବୃତ ହୋଇ ସାରିଛନ୍ତି ।[4]

Majhi has been active both in Santali literature and films. "Bapla" and "Jolon" are two Santali movies he has been involved with.
ସାହିତ୍ୟ ରଚନା ସହିତ ସଂଗଠକ ଭାବରେ ଗୋବିନ୍ଦ ଚନ୍ଦ୍ର କାର୍ଯ୍ୟ କରିଆସୁଛନ୍ତି । ସାନ୍ତାଳୀ ସିନେମାରେ ସଂଳାପ ଲେଖନ ସହିତ, ସେ ଅଭିନୟ ମଧ୍ୟ କରିଛନ୍ତି । "ବାପଲା" ଓ "ଜୋଲୋନ" ଭଳି ସାନ୍ତାଳୀ ଚଳଚ୍ଚିତ୍ର ସହିତ ଗୋବିନ୍ଦ ଚନ୍ଦ୍ର ଜଡିତ ଥିଲେ ।

Nalha - 2014 Mid Tidag Sindur Hams Hamsali Sagen Sakam Nawa Sagen Sakam Sobonakha Jahergarh Karam Siram Sari Saarajom Maantar Sondhyani Sabata Aadang Sarikhe
ନାଳହା - ୨୦୧୪ ମିଦ ଟିଡାଗ ସିନ୍ଦୁର ହଂସ ହଂସଲୀ ସାଗେନ ସାକାମ ନାଵା ସାଗେନ ସାକାମ ସୋବୋନାଖା ଜାହେରଗାଢ଼ କାରାମ ସିରମ ସରୀ ସାରଜୋମ ମାଂତାର ସୋନ୍ଧ୍ୟାନୀ ସାବତା ଆଡାଙ୍ଗ ସରୀଖେ

Sahitya Academy Award - 2016[5] Dalit Sahitya Academy Award BBR Ambedkar Fellowship[6]
କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ - ୨୦୧୬[5] ଦଳିତ ସାହିତ୍ୟ ଏକାଡେମୀ ସମ୍ମାନ ବି.ବି.ଆର ଆମ୍ବେଦକର ଫେଲୋସିପ[6]

↑ http://www.firstpost.com/living/vannadasan-jerry-pinto-nasira-sharma-among-24-authors-named-for-sahitya-akademi-award-3167448.html ↑ http://hindi.pradesh18.com/news/jharkhand/ranchi/sahitya-akademi-award-1523474.html ↑ "ଅପରିମିତା ପାରମିତା ଓ ଅର୍ପିତ ଗୋବିନ୍ଦ". ସମାଜ ୦୬/୦୧/୨୦୧୭ କଲିକତା ସଂସ୍କରଣ. |access-date= requires |url= (help) ↑ http://www.sambad.in/news/mayurbhanj/24548.html ↑ http://www.news18.com/news/india/vannadasan-jerry-pinto-among-24-authors-named-for-sahitya-akademi-award-1326247.html ↑ http://www.jagran.com/jharkhand/jamshedpur-santali-sahitya-academi-award-to-govind-chandra-majhi-15248351.html
↑ http://www.firstpost.com/living/vannadasan-jerry-pinto-nasira-sharma-among-24-authors-named-for-sahitya-akademi-award-3167448.html ↑ http://hindi.pradesh18.com/news/jharkhand/ranchi/sahitya-akademi-award-1523474.html ↑ "ଅପରିମିତା ପାରମିତା ଓ ଅର୍ପିତ ଗୋବିନ୍ଦ". ସମାଜ ୦୬/୦୧/୨୦୧୭ କଲିକତା ସଂସ୍କରଣ. Cite news newspaper ସମାଜ ୦୬/୦୧/୨୦୧୭ କଲିକତା ସଂସ୍କରଣ title ଅପରିମିତା ପାରମିତା ଓ ଅର୍ପିତ ଗୋବିନ୍ଦ accessdate 7 January 2017 access-date 7 January 2017 ↑ http://www.sambad.in/news/mayurbhanj/24548.html ↑ http://www.news18.com/news/india/vannadasan-jerry-pinto-among-24-authors-named-for-sahitya-akademi-award-1326247.html ↑ http://www.jagran.com/jharkhand/jamshedpur-santali-sahitya-academi-award-to-govind-chandra-majhi-15248351.html

Gobinda Chandra Majhi
ଗୋବିନ୍ଦ ଚନ୍ଦ୍ର ମାଝୀ

In popular culture
ଚଲଚ୍ଚିତ୍ରରେ ମାଣିକ ଗୌଡୁଣୀ

Background
କିମ୍ବଦନ୍ତୀ

Manika a milk woman (Gauduni) from Manikpatna, Odisha. She is a historical figure in the Jagannath culture, and is believed that She offered curd to lord Jagannath and Balabhadra after winning Kanchi.
ମାଣିକପାଟଣା ଗ୍ରାମର ଜଣେ ଦହି ବିକାଳୀ ଯେ ଜଗନ୍ନାଥ ଏବଂ ବଳଭଦ୍ରଙ୍କୁ ସଶରୀରେ ସାକ୍ଷାତ କରିଥିଲା ।

Thinking them as the soldiers, Manika asked for the payment of her curd. They had to mortgage a gold ring with Manika, from whom they had to drink curd on their way to Kanchi. At last Gajapati Purusottama Deva won the battle. While returning, Milkmaid Manika obstructed the Gajapati pleading for the unpaid cost of yogurt consumed by Gajapati's two leading soldiers riding on black and white horses and produced the gold ring as evidence.
କାଞ୍ଚି ଅଭିଯାନ ଫେରିବା ବେଳେ ରାସ୍ତାରେ ସେତେବେଳେ ମାଣିକ ଗଉଡୁଣୀ ନାମକ ଜଣେ ଗଉଡୁଣୀ ଦହି ବିକୁଥିଲା । ପ୍ରବଳ ଖରା ହେଉଥାଏ କଳାଘୋଡ଼ା, ଧଳାଘୋଡ଼ାରେ ଆସିଥିବା ଦୁଇ ସୈନିକ ମାଣିକ ଗଉଡୁଣୀଠାରୁ ଦହି ପିଇଲେ ଏବଂ ପଇସା ମାଗିବାରୁ ଏମାନଙ୍କ ପାଖରେ ପଇସା ନଥିଲା । ହାତରୁ ମୁଦିଟିଏ କାଢ଼ି ତାକୁ ଦେଇଥିଲେ । ମାତ୍ର ମାଣିକ ଗୌଡୁଣୀ ବୁଝିନଥିଲା । ସେ ମୁଦି ସାମାନ୍ୟ ମୁଦି ନୁହେଁ, ସେ ହେଉଛି ଜଗନ୍ନାଥଙ୍କ ରତ୍ନ ମୁଦି । ସେ ବହୁ କଷ୍ଟରେ ସେ ମୁଦିକୁ ରଖିଥିଲା । ରାଜାଙ୍କୁ ସେ ମୁଦି ଦେଇ ଦହି ପଇସା ଆଦାୟ କରିବ ବୋଲି ଜଗି ବସିଥିଲା । କିଛି ସମୟ ପରେ ସେ ରାସ୍ତାରେ ରାଜା ସୈନ୍ୟ ସମାନ୍ତ ଧରି ଯୁଦ୍ଧରେ ବିଜୟ ଲାଭ କରି ଫେରୁଥିଲେ । ମାଣିକ ଗୌଡୁଣି ସେ ମୁଦି ଦେଖାଇ କହିଥିଲା, ତୁମର ଦୁଇ ଜଣ ସୈନିକ ଦହି ପିଇ ଏହି ମୁଦି ଦେଇ ଯାଇଛନ୍ତି । ଏହାକୁ ନେଇ ଦହି ପଇସା ଦେଇଦିଅ । ରାଜା ସେହି ମୁଦି ଦେଖିଲେ ଏବଂ ଚିହ୍ନିଲେ ସେ ମୁଦିଟି ହେଉଛି ମହାପ୍ରଭୁଙ୍କ ରତ୍ନମୁଦି । ମାଣିକ ଗୌଡୁଣୀକୁ କହିଲେ, ମୁଁ ପ୍ରଥମ ସେବକ ହୋଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ସଶରୀରେ ଦେଖିନଥିଲି । ତୁ ଯାହାକୁ ଦହି ପିଆଇଛୁ ସେ ଖୋଦ ମହାପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ର । ପଇସା ନୁହେଁ ତୋ ନାଁରେ ଏ ଗାଁ କରିଦେଲି । ଉକ୍ତ ଗାଁ ସେହି ଦିନଠାରୁ ରହିଲା ମାଣିକପାଟଣା । [1][2]

Manika a black and white movie was released in 1986 in Odia language describing the background of this story.
ମାଣିକ ନାମକ ଏକ କଳାଧଳା ଚଲଚ୍ଚିତ୍ରରେ ଏହି ଆଖ୍ୟନ ମୁକ୍ତିଲାଭ କରିଥିଲା ।

Retrieved 18 August 2015. |first1= missing |last1= in Authors list (help)
Retrieved 18 August 2015.

Giribala Mohanty Born Bhubaneswar, Odisha Nationality Indian
ଗିରିବାଳା ମହାନ୍ତି ଜନ୍ମ ଓ ଜନ୍ମସ୍ଥାନ ଭୁବନେଶ୍ୱର, ଓଡ଼ିଶା[1] ଜାତୀୟତା ଭାରତୀୟ

Giribala Mohanty was an Indian aviator. She was the first female aviator from Odisha.[2][3]
ଗିରିବାଳା ମହାନ୍ତି ଜଣେ ଭାରତୀୟ-ଓଡ଼ିଆ ବୈମାନିକ ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ବୈମାନିକ ।[2][3] ଉଡ଼ାଜାହାଜ ଚଳାଇବା ନିମନ୍ତେ ବେସରକାରୀ ଲାଇସେନ୍ସ ଲାଇସେନ୍ସ ଥିବା ସେ ପ୍ରଥମ ଓଡ଼ିଆ ମହିଳା ।[4] ୧୯୬୭ରେ ସେ ନାଇଣ୍ଟି-ନାଇନ ଇଙ୍କ., "ଇଣ୍ଟରନ୍ୟାସନାଲ ଉଇମେନ ପାଇଲଟ ଆସୋସିଆଏସନ" ଦ୍ୱାରା ସେମାନଙ୍କ ଏକ ବିଶ୍ୱସ୍ତରୀୟ ସମ୍ମିଳନୀରେ ଯୋଗଦେବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାକୁ ଆମନ୍ତ୍ରିତ ହୋଇଥିଲେ ।[1] ସେଠାରେ ଆମେରିକା ଉପରେ ଏକ ପରିଚାଳିତ ଉଡ଼ାଣରେ ବାକି ମହିଳା ବୈମାନିକଙ୍କ ସହ ଯୋଗଦେଇଥିଲେ ।[5]

TechnoCAD Systems.
TechnoCAD Systems. 2001.

2001. ↑ Panda, P.R. (2009).
Cite book URL https://books.google.com/books?id=1RBuAAAAMAAJ Title Orissa reference: glimpses of Orissa Publisher TechnoCAD Systems Year of publication 2001 ↑ Panda, P.R. (2009).

"Women and Empowerment" (PDF).
"Women and Empowerment" (PDF). Orissa Review.

Orissa Review.
Retrieved 28 March 2017.

Retrieved 28 March 2017. ↑ ରେକ୍ସଫୋର୍ଡ଼, ଚେରିଲ (୧୫ ଜୁଲାଇ ୧୯୬୭). "Foreign Women Pilots They Fly Airliners, Gliders, Even Sets".
Cite journal URL http://odisha.gov.in/e-magazine/Orissareview/2009/December/engpdf/46-47.pdf Title Women and Empowerment Last name Panda First name P.R. Source date 2009 Journal Orissa Review URL access date 28 March 2017 ↑ ରେକ୍ସଫୋର୍ଡ଼, ଚେରିଲ (୧୫ ଜୁଲାଇ ୧୯୬୭). "Foreign Women Pilots They Fly Airliners, Gliders, Even Sets".