# or/NmkV5cbiCqUU.xml.gz
# zh/NmkV5cbiCqUU.xml.gz


(src)="1"> ଆମେ ବିଶ୍ୱସ୍ତରୀୟ ଉପଶୀର୍ଷକ ଆରମ୍ଭ କଲୁ କାରଣ ଆମେ ବିଶ୍ୱାସ କରୁ ଯେ ଯାହା ଆପଣ ଯେକୌଣସି ୱେବ୍‌ସାଇଟ୍‌ରେ ପ୍ରୟୋଗ କରିପାରିବେ ଅନୁବାଦ ମଧ୍ୟ କରିପାରିବେ । ୱେବ୍‌ରେ ପ୍ରତ୍ୟେକ ଭିଡିଓର ଉପଶୀର୍ଷକ ରହିବା ଉଚିତ । ଲକ୍ଷ ଲକ୍ଷ ବଧିର ଦର୍ଶକ ଭିଡିଓ ଦେଖିବା ପାଇଁ ଉପଶୀର୍ଷକ ଆବଶ୍ୟକ କରନ୍ତି । ଭିଡିଓନିର୍ମାତା ଓ ୱେବ୍‌ସାଇଟ୍‌ମାନେ ଏ କଥା ଧ୍ୟାନରେ ରଖିବା ଉଚିତ ।
(trg)="3"> 上 百 萬 的 聾 啞 人 士 和 聽 障 人 士 在 觀 看 影 像 時 需 要 字 幕

(src)="2"> ଉପଶୀର୍ଷକ ଅଧିକ ଦର୍ଶକ ଓ ଭଲ ସନ୍ଧାନ କ୍ରମାଙ୍କନ ଦେଇଥାଏ । ବିଶ୍ୱସ୍ତରୀୟ ଉପଶୀର୍ଷକ କୌଣସି ଭିଡିଓରେ ଉପଶୀର୍ଷକ ତିଆରି କରିବା ପାଇଁ ସାହାଯ୍ୟ କରେ । ୱେବ୍‌ର କୌଣସି ଭିଡିଓ ବାଛନ୍ତୁ , ୟୁଆର୍‌ଏଲ୍‌ ଆମ ୱେବ୍‌ସାଇଟ୍‌ରେ ଦିଅନ୍ତୁ ଏବଂ ସଂଳାପ ଅନୁଯାୟୀ ଉପଶୀର୍ଷକ ତିଆରି କରନ୍ତୁ । ତା ପରେ , ଭିଡିଓ ଅନୁସାରେ ଉପଶୀର୍ଷକ ଦିଅନ୍ତୁ । କାମ ଶେଷ - ଆମେ ଆପଣଙ୍କୁ ଭିଡିଓର ଗୋଟେ କୋଡ୍‌ ଦେବୁ ଯେଉଁଠି , ଦର୍ଶକମାନେ ଉପଶୀର୍ଷକ ବ୍ୟବହାର କରିପାରିବେ ଏବଂ ଆମେ ୟୁଟ୍ୟୁବ୍ , ବ୍ଲିପ୍‌ ଟିଭି , ୟୁଷ୍ଟ୍ରିମ୍‌ ଇତ୍ୟାଦିର ଭିଡିଓ ସପୋର୍ଟ୍‌ କରୁଛୁ । ତା ସହିତ ଆମେ ସବୁବେଳେ ନୂଆ ସେବା ଆରମ୍ଭ କରୁଛୁ । ବିଶ୍ୱସ୍ତରୀୟ ଉପଶୀର୍ଷକ ଅନେକ ଲୋକପ୍ରିୟ ଭିଡିଓ ଫର୍ମାଟ୍‌ରେ କାମ କରେ , ଯଥା ଏମ୍‌ପି୪ , ଥିଓରା , ୱେବ୍‌ଏମ୍‌ ଓ ଏଚ୍‌ଟିଏମ୍‌ଏଲ୍୫ । ଆମର ଲକ୍ଷ୍ୟ ହେଉଛି ୱେବ୍‌ର ପ୍ରତ୍ୟେକ ଭିଡିଓ ଉପଶୀର୍ଷକଯୁକ୍ତ ହେବା ଯାହା ଫଳରେ ଆବଶ୍ୟକ କରୁଥିବା ବ୍ୟକ୍ତି ପାଇଁ ଭିଡିଓ କିଛି ଅଧିକ ସାହାଯ୍ୟ କରିବ ।
(trg)="4"> 影 像 製 作 人 和 網 站 真 的 也 應 該 關 注 這 件 事
(trg)="5"> 字 幕 不 僅 可 以 讓 他 們 接 觸 到 更 廣 的 群 眾 , 也 讓 他 們 搜 尋 時 可 以 獲 得 更 好 的 搜 尋 結 果
(trg)="6"> " 全 球 化 字 幕 " 把 字 幕 加 到 影 像 這 件 事 變 得 簡 單