# or/26WoG8tT97tg.xml.gz
# si/26WoG8tT97tg.xml.gz


(src)="1"> ଚିନୀୟରେ ଏହି ଶଦ୍ଦର ରହିଛି " କ୍ସିଆଙ୍ଗ୍ " ସେହି ପ୍ରକାରର ଅର୍ଥ ଭଲ ବାସନା ହେଉଛି ଏହା ଏକ ଫୁଲ , ଖାଦ୍ୟ , ଯେକୌଣସି ବି ଦର୍ଶାଇ ପାରିବ କିନ୍ତୁ ଏହା ସର୍ବଦା ଦ୍ରବ୍ୟଗୁଡିକ ପାଇଁ ଏକ ଯୁକ୍ତାତ୍ମକ ବିବରଣୀ ଅଟେ ମେନଡାରିନ୍ ବ୍ୟତିତ ଏହା ଅନୁବାଦ କରିବାକୁ କଷ୍ଟକର ଅଟେ ଫିଜି- ହିନ୍ଦୀରେ ଆମ ପାଖରେ ଏହି ଶଦ୍ଦ ଅଛି ଯାହାକୁ " ତାଲାନୋଆ " କୁହାଯାଏ ପ୍ରକୃତରେ ଏହା ଆପଣ ପାଉ ଥିବା ଅନୁଭବ , ଏକ ଶୁକ୍ରବାର ରାତ୍ରିରେ ଅଟେ , ଆପଣଙ୍କର ସାଙ୍ଗଗଣଙ୍କର ଦ୍ଵାରା ପରିପାର୍ଶ୍ଵ ହୋଇଛି ସମୀର ସୁଟ୍ କରୁଛି , କିନ୍ତୁ ଏହା ପ୍ରକୃତରେ ତାହା ନୁହେଁ , ଏହା ଉଚ୍ଛାହକ ଏବଂ ବନ୍ଧୁତ୍ଵପୂର୍ଣ୍ଣ ସଂସ୍କରଣ ଅଟେ ସ୍ଵଳ୍ପ କଥାବାର୍ତ୍ତାର ପ୍ରତ୍ୟେକ ସମ୍ଵନ୍ଧରେ ଯାହା ଆପଣ ଭାବୁଛନ୍ତି ଆପଣଙ୍କର ମସ୍ତିଷ୍କର ଉପରେ ଏହି ଗ୍ରୀକ୍ ଶଦ୍ଦ ରହିଛି , " ମେରକି " ଆପଣଙ୍କର ମସ୍ତିଷ୍କର ଉପରେ ଆପଣଙ୍କର ପ୍ରାଣ ରଖିବା , ଆପଣଙ୍କ ରଖିବା ତାହା ଆପଣଙ୍କର ହେଲେ ମଧ୍ୟ , ସମସ୍ତ ଆପଣ ଯାହା କରୁଛନ୍ତି ତାହା ଇଚ୍ଛା କିମ୍ଵା ଏହା ଆପଣଙ୍କର କାର୍ଯ୍ୟ ଆପଣ ତାହା ଆପଣ ଶ୍ରଦ୍ଧାର ସହିତ କରୁଛନ୍ତି ଯାହା ଆପଣ ଅଟନ୍ତି କରୁଛି କିନ୍ତୁ ଏହା ସେହି ସାଂସ୍କୃତିକ ମଧ୍ୟରୁ ଏକ ଅଟେ , ମୁଁ କେବେ ବି ଏକ ଭଲ ଅନୁବାଦ ସହିତ ଆସିବାକୁ ସାମର୍ଥ୍ୟ ହୋଇନାହିଁ
(trg)="1"> මෙම වචනය චීන භාෂාවේ තිබේ" Xiang " එහි අදහස වනුයේ
(trg)="2"> හොඳ සුවඳක් එයින් මලක් , ආහාරයක් , ඇත්තෙන්ම ඕනෑම දෙයක් විස්තර කළ හැකිය
(trg)="3"> නමුත් එය එක් එක් දේ සඳහා ධනාත්මක විස්තරයකි

(src)="2"> " ମେରାକି , " ଇଚ୍ଛା ସହିତ , ପ୍ରମ ସହିତ
(trg)="16"> " Meraki , " ආශාවෙන් , ආදරයෙන්

# or/C0arftqsv79h.xml.gz
# si/C0arftqsv79h.xml.gz


(src)="2"> Ame 27 number problem re achhu . ebong question heuchhi , keun prasna ti upara graph pain upajukta tenu uttara dekhiba agaru , dekha jan âme kana kana âge bahara kari pariba , ehi graph ru kahi pariba ki , ehi graph ra y- axis ta kauthi pain ? jade line ra equation ti heuchhi y equal to mx jukta b , taha hele m heuchhi slope , au b heuchhi y- axis re jeuthi cut heuchhi setika bhaga .
(trg)="1"> මේ 27 වෙනි ප්‍රශ්නය .
(trg)="2"> මෙහි ඇති සමීකරණ දෙක අතරින් ,
(trg)="3"> ඉහත ප්‍රස්තාරය වඩාත් හොදින් දක්වන සමීකරණය වන්නේ කුමක්ද ?