# lt/26WoG8tT97tg.xml.gz
# or/26WoG8tT97tg.xml.gz


(src)="1"> Kinų kalboje yra toks žodis " Xiang " , kuris reiškia kažką panašaus į " puikiai kvepia " .
(src)="2"> Juo negalima apibūdinti gėlės , maisto , iš tiesų nieko .
(src)="3"> Bet jo reikšmė visada teigiama .
(trg)="1"> ଚିନୀୟରେ ଏହି ଶଦ୍ଦର ରହିଛି " କ୍ସିଆଙ୍ଗ୍ " ସେହି ପ୍ରକାରର ଅର୍ଥ ଭଲ ବାସନା ହେଉଛି ଏହା ଏକ ଫୁଲ , ଖାଦ୍ୟ , ଯେକୌଣସି ବି ଦର୍ଶାଇ ପାରିବ କିନ୍ତୁ ଏହା ସର୍ବଦା ଦ୍ରବ୍ୟଗୁଡିକ ପାଇଁ ଏକ ଯୁକ୍ତାତ୍ମକ ବିବରଣୀ ଅଟେ ମେନଡାରିନ୍ ବ୍ୟତିତ ଏହା ଅନୁବାଦ କରିବାକୁ କଷ୍ଟକର ଅଟେ ଫିଜି- ହିନ୍ଦୀରେ ଆମ ପାଖରେ ଏହି ଶଦ୍ଦ ଅଛି ଯାହାକୁ " ତାଲାନୋଆ " କୁହାଯାଏ ପ୍ରକୃତରେ ଏହା ଆପଣ ପାଉ ଥିବା ଅନୁଭବ , ଏକ ଶୁକ୍ରବାର ରାତ୍ରିରେ ଅଟେ , ଆପଣଙ୍କର ସାଙ୍ଗଗଣଙ୍କର ଦ୍ଵାରା ପରିପାର୍ଶ୍ଵ ହୋଇଛି ସମୀର ସୁଟ୍ କରୁଛି , କିନ୍ତୁ ଏହା ପ୍ରକୃତରେ ତାହା ନୁହେଁ , ଏହା ଉଚ୍ଛାହକ ଏବଂ ବନ୍ଧୁତ୍ଵପୂର୍ଣ୍ଣ ସଂସ୍କରଣ ଅଟେ ସ୍ଵଳ୍ପ କଥାବାର୍ତ୍ତାର ପ୍ରତ୍ୟେକ ସମ୍ଵନ୍ଧରେ ଯାହା ଆପଣ ଭାବୁଛନ୍ତି ଆପଣଙ୍କର ମସ୍ତିଷ୍କର ଉପରେ ଏହି ଗ୍ରୀକ୍ ଶଦ୍ଦ ରହିଛି , " ମେରକି " ଆପଣଙ୍କର ମସ୍ତିଷ୍କର ଉପରେ ଆପଣଙ୍କର ପ୍ରାଣ ରଖିବା , ଆପଣଙ୍କ ରଖିବା ତାହା ଆପଣଙ୍କର ହେଲେ ମଧ୍ୟ , ସମସ୍ତ ଆପଣ ଯାହା କରୁଛନ୍ତି ତାହା ଇଚ୍ଛା କିମ୍ଵା ଏହା ଆପଣଙ୍କର କାର୍ଯ୍ୟ ଆପଣ ତାହା ଆପଣ ଶ୍ରଦ୍ଧାର ସହିତ କରୁଛନ୍ତି ଯାହା ଆପଣ ଅଟନ୍ତି କରୁଛି କିନ୍ତୁ ଏହା ସେହି ସାଂସ୍କୃତିକ ମଧ୍ୟରୁ ଏକ ଅଟେ , ମୁଁ କେବେ ବି ଏକ ଭଲ ଅନୁବାଦ ସହିତ ଆସିବାକୁ ସାମର୍ଥ୍ୟ ହୋଇନାହିଁ

(src)="15"> " Meraki " - su aistra , su meile .
(trg)="2"> " ମେରାକି , " ଇଚ୍ଛା ସହିତ , ପ୍ରମ ସହିତ

# lt/NmkV5cbiCqUU.xml.gz
# or/NmkV5cbiCqUU.xml.gz


(src)="2"> Subtitrai reikalingi milijonams kurčių ir neprigirdinčių žiūrovų , kad jie galėtų pasiekti video .
(trg)="1"> ଆମେ ବିଶ୍ୱସ୍ତରୀୟ ଉପଶୀର୍ଷକ ଆରମ୍ଭ କଲୁ କାରଣ ଆମେ ବିଶ୍ୱାସ କରୁ ଯେ ଯାହା ଆପଣ ଯେକୌଣସି ୱେବ୍‌ସାଇଟ୍‌ରେ ପ୍ରୟୋଗ କରିପାରିବେ ଅନୁବାଦ ମଧ୍ୟ କରିପାରିବେ । ୱେବ୍‌ରେ ପ୍ରତ୍ୟେକ ଭିଡିଓର ଉପଶୀର୍ଷକ ରହିବା ଉଚିତ । ଲକ୍ଷ ଲକ୍ଷ ବଧିର ଦର୍ଶକ ଭିଡିଓ ଦେଖିବା ପାଇଁ ଉପଶୀର୍ଷକ ଆବଶ୍ୟକ କରନ୍ତି । ଭିଡିଓନିର୍ମାତା ଓ ୱେବ୍‌ସାଇଟ୍‌ମାନେ ଏ କଥା ଧ୍ୟାନରେ ରଖିବା ଉଚିତ ।

(src)="3"> Video kūrėjai ir tinklalapiai taip pat turėtų rimtai rūpintis šiuo dalyku .
(src)="4"> Subtitrai duoda jiems prieinamumą didesnei auditorijai ir jie taip pat gali gauti geresnius paieškos reitingus .
(src)="5"> Su Universal Subtitles nepaprastai lengva pridėti subtitrus prie beveik bet kokio video .
(trg)="2"> ଉପଶୀର୍ଷକ ଅଧିକ ଦର୍ଶକ ଓ ଭଲ ସନ୍ଧାନ କ୍ରମାଙ୍କନ ଦେଇଥାଏ । ବିଶ୍ୱସ୍ତରୀୟ ଉପଶୀର୍ଷକ କୌଣସି ଭିଡିଓରେ ଉପଶୀର୍ଷକ ତିଆରି କରିବା ପାଇଁ ସାହାଯ୍ୟ କରେ । ୱେବ୍‌ର କୌଣସି ଭିଡିଓ ବାଛନ୍ତୁ , ୟୁଆର୍‌ଏଲ୍‌ ଆମ ୱେବ୍‌ସାଇଟ୍‌ରେ ଦିଅନ୍ତୁ ଏବଂ ସଂଳାପ ଅନୁଯାୟୀ ଉପଶୀର୍ଷକ ତିଆରି କରନ୍ତୁ । ତା ପରେ , ଭିଡିଓ ଅନୁସାରେ ଉପଶୀର୍ଷକ ଦିଅନ୍ତୁ । କାମ ଶେଷ - ଆମେ ଆପଣଙ୍କୁ ଭିଡିଓର ଗୋଟେ କୋଡ୍‌ ଦେବୁ ଯେଉଁଠି , ଦର୍ଶକମାନେ ଉପଶୀର୍ଷକ ବ୍ୟବହାର କରିପାରିବେ ଏବଂ ଆମେ ୟୁଟ୍ୟୁବ୍ , ବ୍ଲିପ୍‌ ଟିଭି , ୟୁଷ୍ଟ୍ରିମ୍‌ ଇତ୍ୟାଦିର ଭିଡିଓ ସପୋର୍ଟ୍‌ କରୁଛୁ । ତା ସହିତ ଆମେ ସବୁବେଳେ ନୂଆ ସେବା ଆରମ୍ଭ କରୁଛୁ । ବିଶ୍ୱସ୍ତରୀୟ ଉପଶୀର୍ଷକ ଅନେକ ଲୋକପ୍ରିୟ ଭିଡିଓ ଫର୍ମାଟ୍‌ରେ କାମ କରେ , ଯଥା ଏମ୍‌ପି୪ , ଥିଓରା , ୱେବ୍‌ଏମ୍‌ ଓ ଏଚ୍‌ଟିଏମ୍‌ଏଲ୍୫ । ଆମର ଲକ୍ଷ୍ୟ ହେଉଛି ୱେବ୍‌ର ପ୍ରତ୍ୟେକ ଭିଡିଓ ଉପଶୀର୍ଷକଯୁକ୍ତ ହେବା ଯାହା ଫଳରେ ଆବଶ୍ୟକ କରୁଥିବା ବ୍ୟକ୍ତି ପାଇଁ ଭିଡିଓ କିଛି ଅଧିକ ସାହାଯ୍ୟ କରିବ ।