"ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ ।
మాంసము తినుట గాని, ద్రాక్షారసము త్రాగుటగాని, నీ సహోదరుని కడ్డము కలుగజేయునది మరేదియు గాని, మానివేయుట మంచిది.


ତେଣୁ ଏହି ବାଳକମାନେ, ଏହି ଆମେରିକୀୟ ବାଳକମାନେ, ମୋତେ ସାହାର୍ଯ୍ୟ କରୁଛନ୍ତି ।
ఈ బాలురు, ఈ అమెరికన్ అబ్బాయిలు, నాకు సహాయం చేస్తున్నారు.

କିନ୍ତୁ ହେ ଭାଇମାନେ, ଯଦି ମୁଁ ଏବେ ସୁଦ୍ଧା ସୁନ୍ନତବିଧି ପ୍ରଚାର କରୁଅଛି, ତେବେ କାହିଁକି ମୁଁ ଏଯାଏ ତାଡ଼ନା ଭୋଗ କରୁଅଛି?
సహోదరులారా, సున్నతి పొందవలెనని నే నింకను ప్రకటించుచున్నయెడల ఇప్పటికిని హింసింపబడనేల?

ଶାସ୍ତ୍ର କୁହେଃ "ପରମେଶ୍ୱର ଆମ୍ଭ ମଧ୍ୟରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦେଇଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିବା ନିମନ୍ତେ ଗ୍ଭହାନ୍ତି।
ఆయన మనయందు నివసింపజేసిన ఆత్మ మత్సరపడునంతగా అపేక్షించునా అని లేఖనము చెప్పునది వ్యర్థమని అనుకొనుచున్నారా?

"କିନ୍ତୁ ଏହା ସତ୍ୟ, ଯେ ଅଳ୍ପ ବୁଣେ, ସେ ମଧ୍ୟ ଅଳ୍ପ କାଟିବ; ଆଉ ଯେ ପ୍ରଚୁର ବୁଣେ, ସେ ମଧ୍ୟ ପ୍ରଚୁର କାଟିବ ।
"ఇది జ్ఞాపకం ఉంచుకొనండిః కొంచెముగా విత్తువాడు కొంచెముగా పంటకోయును, సమృద్ధిగా విత్తువాడు సమృద్ధిగా పంటకోయును.

We will travel in our car = ଆମେ ଆମ ଗାଡିରେ ଯାତ୍ରା କରିବା
We will travel in our car = మేము మా కారులో ప్రయాణం చేస్తాము

37 ସମାନେେ କହିଲେ, "ଆପଣଙ୍କ ରାଜ୍ଯ ରେ ଆପଣ ମହିମା ପ୍ରାପ୍ତ ହବୋ ବେଳେ ଆମ୍ଭ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଆଉ ଜଣେ ବାମ ପଟେ ବସିବା ପାଇଁ ଆମ୍ଭକୁ ଅଧିକାର ପ୍ରଦାନ କରନ୍ତୁ।
37 వాళ్ళు, "మీరు మహిమను పొందినప్పుడు మాలో ఒకరిని మీ కుడిచేతి వైపు, మరొకరిని మీ ఎడమచేతివైపు కూర్చోనివ్వండి" అని అడిగారు.

2ପ୍ରଭେସ୍ତଦ୍ ଦିନଂ ପ୍ରାଯେଣୋପସ୍ଥିତମ୍ ଇତି ଯଦି କଶ୍ଚିଦ୍ ଆତ୍ମନା ୱାଚା ୱା ପତ୍ରେଣ ୱାସ୍ମାକମ୍ ଆଦେଶଂ କଲ୍ପଯନ୍ ଯୁଷ୍ମାନ୍ ଗଦତି ତର୍ହି ଯୂଯଂ ତେନ ଚଞ୍ଚଲମନସ ଉଦ୍ୱିଗ୍ନାଶ୍ଚ ନ ଭୱତ_
2. ఎవరైనా వచ్చి తమకు మేము ఏదైనా ఉత్తరం వ్రాసినట్లు లేదా ప్రభువు రానున్న దినం వచ్చినట్లు తెలిసిందని చెప్పినా, లేక ఆత్మ ద్వారా ఆ విషయం తెలిసిందని చెప్పినా, లేక ఆ విషయాన్ని గురించి మిమ్మల్ని ఎవరైనా వారించినా భయపడకండి.

କିନ୍ତୁ ଯୀଶୁ କହିଲେ, ଶିଶୁମାନଙ୍କୁ ଛାଡ଼ିଦିଅ, ସେମାନଙ୍କୁ ମୋʼ ନିକଟକୁ ଆସିବାକୁ ମନା କର ନାହିଁ, କାରଣ ସ୍ବର୍ଗରାଜ୍ୟ ଏହି ପ୍ରକାର ଲୋକମାନଙ୍କର ।
యేసుచిన్నపిల్లలను అటంకపరచక వారిని నా యొద్దకు రానియ్యుడి; పరలోకరాజ్యము ఈలాటివారిదని వారితో చెప్పి వారిమీద చేతులుంచి, అక్కడనుంచి లేచిపోయెను.

28 ହେ ପିତଃ ସ୍ୱନାମ୍ନୋ ମହିମାନଂ ପ୍ରକାଶଯ; ତନୈୱ ସ୍ୱନାମ୍ନୋ ମହିମାନମ୍ ଅହଂ ପ୍ରାକାଶଯଂ ପୁନରପି ପ୍ରକାଶଯିଷ୍ୟାମି, ଏଷା ଗଗଣୀଯା ୱାଣୀ ତସ୍ମିନ୍ ସମଯେଽଜାଯତ_
28 హే పితః స్వనామ్నో మహిమానం ప్రకాశయ; తనైవ స్వనామ్నో మహిమానమ్ అహం ప్రాకాశయం పునరపి ప్రకాశయిష్యామి, ఏషా గగణీయా వాణీ తస్మిన్ సమయేఽజాయత_

10 ମୁଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଇ ସତ୍ୟକହୁଛି, ସେହି ବିଷୟରେ ଗର୍ବ ପୂର୍ବକ କହିବା ପାଇଁ ମୋତେ ସମଗ୍ର ଆଖାୟାରେ କେହି ଅଟକାଇ ପାରିବ ନାହିଁ।
క్రీస్తు సత్యము నాయందు ఉండుటవలన అకయ ప్రాంతములయందు నేనీలాగు అతిశయ పడకుండ, నన్ను ఆటంకపరచుటకు ఎవరి తరముకాదు.

25 "ମୁଁ ଯେଉଁମାନଙ୍କ ନିକଟରେ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ଘୋଷଣା କରିଥିଲି, ଅର୍ଥାତ୍ ତୁମ୍ଭମାନେେ ତୁମ୍ଭମାନଙ୍କ ମଧ୍ଯରୁ କହେି ହେଲେ ବର୍ତ୍ତମାନଠାରୁ ମାେତେ ଆଉ କବେେ ହେଲେ ଦେଖିବାକୁ ପାଇବ ନାହିଁ, ଏହା ମୁଁ ଜାଣେ।
25 ఇదిగో దేవుని రాజ్యమునుగూర్చి ప్రకటించుచు నేను మీ మధ్యను సంచరించుచుంటిని; మీలో ఎవరును ఇకమీదట నా ముఖము చూడరని నాకిప్పుడు తెలియును.

"ଭାଇ ଓ ଭଉଣୀମାନେ, ଯଦି ଜଗତ ତୁମ୍ଭକୁ ଘୃଣା କରେ, ତବେେ ଆଶ୍ଚର୍ୟ୍ଯ ହୁଅ ନାହିଁ।
సహోదరులారా, లోకము మిమ్మును ద్వేషించిన యెడల ఆశ్చర్యపడకుడి.

04:42 ଏପର୍ଯ୍ୟନ୍ତ ଆମେ, ଦୁଇଟି "ଅପରେଟର୍ସ" ଦେଖିଲେ.
04:42 ఇప్పటి వరకు, మనము రెండు ఆపరేటర్లను చూశాము.

ପିତର ଯେଉଁ ଦର୍ଶନ ପାଇଥିଲେ, ସେଥିର ଅର୍ଥ କ'ଣ, ତାହା ଭାବି ସେ ଅବାକ୍ ହେଉଥିବା ସମୟରେ, ଦେଖ, କର୍ଣ୍ଣିଲୀୟଙ୍କ ପ୍ରେରିତ ଲୋକମାନେ ଶିମୋନଙ୍କ ଗୃହର ଅନୁସନ୍ଧାନ କରି ଦ୍ୱାର ନିକଟରେ ଠିଆ ହୋଇ,
పేతురు తనకు వచ్చిన దర్శనం ఏమిటో అని తనలో తాను ఆలోచించుకుంటూ అయోమయంలో ఉండగా, కొర్నేలి పంపిన మనుషులు సీమోను ఇంటి కోసం వాకబు చేసి, తలుపు దగ్గర నిలబడి

"ଆଥୀନୀୟ ବାସିନ୍ଦାମାନେ ଓ ସଠାେରେ ରହୁଥିବା ବିଦେଶୀ ଲୋକମାନେ କିଛି କାର୍ୟ୍ଯ ନକରି କବଳେ ନୂତନ ବିଷୟମାନ ଶୁଣିବା ରେ ଓ କଥା କହିବା ରେ ସମୟ କାଟୁଥିଲେ।
ఏథెన్సువారందరును అక్కడ నివసించు పరదేశులును ఏదోయొక క్రొత్త సంగతి చెప్పుట యందును వినుటయందును మాత్రమే తమ కాలము గడుపు చుండువారు.

ସେହି ସମୟରେ ତୁମ୍ଭେମାନେ କହିବାକୁ ଲାଗିବ, ଆମ୍ଭେମାନେ ଆପଣଙ୍କ ସାକ୍ଷାତରେ ଭୋଜନପାନ କଲୁ, ପୁଣି, ଆପଣ ଆମ୍ଭମାନଙ୍କ ଦାଣ୍ଡମାନଙ୍କରେ ଶିକ୍ଷା ଦେଲେ;
అందుకు మీరునీ సముఖమందు మేము తిని త్రాగుచుంటిమే; నీవు మా వీధులలో బోధించితివే అని చెప్ప సాగుదురు.

ଅତଏବ ମୁଁ ହୁଏ, ବା ସେମାନେ ହୁଅନ୍ତୁ, ଏହି ପ୍ରକାରେ ଆମ୍ଭେମାନେ ପ୍ରଚାର କରୁଥାଉ, ଆଉ ଏହି ପ୍ରକାରେ ତୁମ୍ଭେମାନେ ବିଶ୍ବାସୀ ହୋଇଅଛ ।
నేనైననేమి వారైననేమి, ఆలాగుననే మేము ప్రకటించుచున్నాము, ఆలాగుననే మీరును విశ్వసించితిరి.

ପ୍ରତ୍ୟେକ ମଧ୍ୟବର୍ତ୍ତୀ ବ୍ୟକ୍ତି କାହାର ନିକଟତର ଥିଲା?
ప్రతి ఒక్క మధ్యవర్తి ఎవరి కి దగ్గర గా ఉండే వారు?

କୃଷ୍ଣ, ଆପଣ ଏହି ଭୌତିକ ବୈଜ୍ଞାନିକମାନଙ୍କ ବିଷୟରେ ଏତେ ମନ୍ଦ କଥା କହୁଛନ୍ତି?
కృష్ణా, మీరు ఈ భౌతిక శాస్త్రవేత్తల గురించి చాలా చెడుగా మాట్లాడుతున్నారు?

କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ।
భక్తిగల మనుష్యులు స్తెఫనును సమాధిచేసి అతనిని గూర్చి బహుగా ప్రలాపించిరి.

ତୁମେ ଭୁଲରେ ଭାବ ଯେ "ମୁଁ ହେଉଛି ମୋର ହାତର ମାଲିକ ।
మీరు తప్పుగా ఆలోచిస్తున్నారు "నేను నా చేతి యొక్క యజమాని అని .

19 ପରମେଶ୍ୱର କିଣାନ ଦେଶର ସାତ ଗୋଟି ଜାତିକୁ ନଷ୍ଟ କରି ସେହି ଗୁଡ଼ିକ ଇସ୍ରାଏଲୀୟମାନଙ୍କୁ ଦେଲେ।
మరియు కనాను దేశములో ఏడు జాతుల వారిని నాశనముచేసి వారి దేశములను వీరికి స్వాస్థ్యముగా పంచి యిచ్చెను.

4 ଦିନେ ତିଷ୍ଠତି ମତ୍ପ୍ରେରଯିତୁଃ କର୍ମ୍ମ ମଯା କର୍ତ୍ତୱ୍ୟଂ ଯଦା କିମପି କର୍ମ୍ମ ନ କ୍ରିଯତେ ତାଦୃଶୀ ନିଶାଗଚ୍ଛତି_
పగలున్నంతవరకు నన్ను పంపినవాని క్రియలు మనము చేయుచుండవలెను; రాత్రి వచ్చుచున్నది, అప్పుడెవడును పనిచేయలేడు.

ଭାଇମାନେ, ଯେଉଁ ଯିହୂଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା;
సహోదరులారా, యేసును పట్టుకొనిన వారికి త్రోవ చూపిన యూదానుగూర్చి పరిశుద్ధాత్మ దావీదుద్వారా పూర్వము పలికిన లేఖనము నెరవేరవలసి యుండెను.

9 ଗ୍ଭଳିଶ୍ ବର୍ଷ ଧରି ତୁମ୍ଭ ଲୋକମାନେ ମରୁଭୂମିରେ ମୋର କାର୍ଯ୍ୟ ଗୁଡ଼ିକ ଦେଖିଲେ।
09 నలువది సంవత్సరములు నా కార్యములను చూచి మీ పితరులు నన్ను పరీక్షించి శోధించిరి.

ଭାରତୀୟ ଅଧିକାରୀଃ ଏକ ସପ୍ତାହ ।
భారత అధికారిః ఒక వారం.

ଯୀଶୁ ଏହି ଦ୍ବାଦଶ ଜଣଙ୍କୁ ପ୍ରେରଣ କରି ସେମାନଙ୍କୁ ଆଜ୍ଞା ଦେଇ କହିଲେ, ବିଜାତିମାନଙ୍କ ନିକଟକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ,
5. ఆ పన్నెండుగురిని ప్రజల వద్దకు పంపుతూ వారికి యేసు ఈ విధంగా ఉపదేశించాడుః "యూదులు కాని వాళ్ళ దగ్గరకు గాని, సమరయ దేశంలోని పట్టణాలలోకి గాని వెళ్ళకండి.

68 ମୁଁ ପସନ୍ଦ କରେ ନାହିଁ I Do not Like
68 నాకు ఇష్టం లేదు I Do not Like

ଶାସ୍ତ୍ରରେ ଲେଖା ଅଛିଃ "ସୁସମାଗ୍ଭର ଦେବା ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।
ఇందు విషయమై ఉత్తమమైన వాటిని గూర్చిన సువార్త ప్రకటించు వారి పదములు ఎంతో సుందరమైనవి అని వ్రాయబడియున్నవి!

ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ୍ଗ ନିର୍ଗତ ହୁଏ, ତଦ୍ଦ୍ବାରା ସେ ଜାତିସମୂହକୁ ଆଘାତ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ୍ ଈଶ୍ବରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁଣ୍ଡ ଦଳନ କରିବେ ।
జనములను కొట్టుటకై ఆయన నోట నుండి, వాడి గల ఖడ్గము బయలు వెడలుచున్నదిః ఆయన ఇనుప దండముతో వారిని ఎలునుః ఆయనే సర్వాధికారి వారు దేవుని తీక్షమైన ఉగ్రత అను మధ్యపు తొట్టి త్రోక్కును.

49 ତଦା ତେଷାଂ କିଯଫାନାମା ଯସ୍ତସ୍ମିନ୍ ୱତ୍ସରେ ମହାଯାଜକପଦେ ନ୍ୟଯୁଜ୍ୟତ ସ ପ୍ରତ୍ୟୱଦଦ୍ ଯୂଯଂ କିମପି ନ ଜାନୀଥ;
49 తదా తేషాం కియఫానామా యస్తస్మిన్ వత్సరే మహాయాజకపదే న్యయుజ్యత స ప్రత్యవదద్ యూయం కిమపి న జానీథ;

26 "ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ୱରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଗ୍ଭର ପଠାଯାଇଛି।
సహోదరులారా, అబ్రాహాము వంశస్థులారా, దేవునికి భయపడువారలారా, యీ రక్షణ వాక్యము మనయొద్దకు పంపబడియున్నది.

୧୪ ଯେଣୁ ବିଜାତିମାନଙ୍କର ସେହି ବ୍ୟବସ୍ଥା ନ ଥିଲେ ସୁଦ୍ଧା, ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥା ଅନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥାସ୍ୱରୂପ ଅଟନ୍ତି ।
14ధర్మశాస్త్రం లేని యూదేతరులు స్వాభావికంగా ధర్మశాస్త్రం చెప్పినట్టు నడుచుకుంటే వారికి ధర్మశాస్త్రం లేకపోయినా, తమకు తామే ధర్మశాస్త్రంలాగా ఉంటారు.

ଯେଉଁ ଲୋକମାନେ ଭଲ ଭାବରେ ସେବା କରନ୍ତି, ସେମାନେ ନିଜ ପାଇଁ ସମ୍ମାନଜନକ ସ୍ଥାନ ଅଧିକାର କରନ୍ତି ଏବଂ ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ବିଶ୍ୱାସ ସମ୍ପର୍କରେ ଦୃଢ଼ ନିଶ୍ଚୟତା ବୋଧ ପାଆନ୍ତି।
పరిచారకులైయుండి ఆ పనిని బాగుగా నెరవేర్చినవారు మంచి పదవిని సంపాదించుకొని క్రీస్తుయేసునందలి విశ్వాసమందు బహు ధైర్యము గలవారగుదురు.

ମୁଁ ଖୁସି ଯେ ଲୋକତାନ୍ତ୍ରିକ ପ୍ରଣାଳୀକୁ ଆପଣ ସୁଦୃଢ଼ କରୁଛନ୍ତି ।
మీరు ప్రజాస్వామిక వ్యవస్థను బలోపేతం చేసుకుంటుండడం నాకు సంతోషం కలిగిస్తోంది.

୨୧ କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ, ସେ ଯେ ଏହି ବ୍ୟକ୍ତି, ତାହା ଆମ୍ଭେମାନେ ଆଶା କରିଥିଲୁ; ମାତ୍ର ଏହାଛଡ଼ା ଏସମସ୍ତ ଘଟିବାର ଆଜିକି ତିନି ଦିନ ହେଲା ।
ఇశ్రాయేలును విమోచింపబోవువాడు ఈయనే అని మేము నిరీక్షించి యుంటిమి; ఇదిగాక యీ సంగతులు జరిగి నేటికి మూడు దినములాయెను.

ମୁଁ ଯେପରି ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ଅନ୍ୟ ଭାବରେ କଥା କହି ପାରନ୍ତି, ଏହା ମୋହର ଇଚ୍ଛା; କାରଣ ମୁଁ ତୁମ୍ଭମାନଙ୍କ ବିଷୟରେ ହତବୁଦ୍ଧି ହେଉଅଛି ।
20. మిమ్మునుగూర్చి యెటుతోచక యున్నాను; నేనిప్పుడే మీ మధ్యకు వచ్చి మరియొక విధముగా మీతో మాటలాడ గోరుచున్నాను.

୨୧ କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ, ସେ ଯେ ଏହି ବ୍ୟକ୍ତି, ତାହା ଆମ୍ଭେମାନେ ଆଶା କରିଥିଲୁ; ମାତ୍ର ଏହାଛଡ଼ା ଏସମସ୍ତ ଘଟିବାର ଆଜିକି ତିନି ଦିନ ହେଲା ।
ఇశ్రాయేలును విమోచింపబోవువాడు ఈయనే అని మేము నిరీక్షించియుంటిమి; ఇదిగాక యీ సంగతులు జరిగి నేటికి మూడు దినములాయెను.

Eg: ରାମ, ତୁମେ ନିଜେ ନିଜର ସାହାଯ୍ୟ କରିପାରିବ = Ram, you can help yourself.
Eg: రామ్, మీకు మీరు సహాయం చేసుకోగలరు = Ram, you can help yourself.

ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହୋଇପାରିବ ବୋଲି ତା'ର ବିଶ୍ୱାସ ଅଛି।
పౌలు సూటిగా అతని వైపు చూసి, బాగుపడడానికి అతనికి విశ్వాసమున్నదని గమనించి,

15 ତତୋ ଯିହୂଦୀଯା ଲୋକା ଆଶ୍ଚର୍ୟ୍ୟଂ ଜ୍ଞାତ୍ୱାକଥଯନ୍ ଏଷା ମାନୁଷୋ ନାଧୀତ୍ୟା କଥମ୍ ଏତାଦୃଶୋ ୱିଦ୍ୱାନଭୂତ୍?
యూదులు అందుకు ఆశ్చర్య పడిచదువుకొనని ఇతనికి ఈ పాండిత్యమెట్లు వచ్చెనని చెప్పుకొనిరి.

10 କିନ୍ତୁ ତୁମ୍ଭେ ମୋତେ ଶକ୍ତିଶାଳୀ କରିବ।
10కాని నీవు నన్ను బలపరుస్తావు.

ଭାଇ ଓ ଭଉଣୀମାନେ ୫୦ଦିନ ମୋର ସହାୟତା କରନ୍ତୁ ।
సోదరులు మరియు సోదరీమణులారా, దయచేసి నాకు 50 రోజులు సహకరించండి.

ଦ୍ୱାଦଶ ବୋର୍ଡର ପରୀକ୍ଷା ପାଇଁ ଆପଣ ଯେଉଁ ନିଷ୍ପତି ନେଇଛନ୍ତି, ମୁଁ ତାହାକୁ ସ୍ୱାଗତ କରୁଛି।
పన్నెండవ బోర్డు పరీక్ష కోసం మీరు తీసుకున్న నిర్ణయాన్ని నేను స్వాగతిస్తున్నాను.

ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି ।
నీవు ఎల్లప్పుడును నా మనవి వినుచున్నావని నేనెరుగుదును గాని నీవు నన్ను పంపితివని చుట్టు నిలిచియున్న యీ జనసమూహము నమ్మునట్లు వారి నిమిత్తమై యీ మాట చెప్పితిననెను.

ସମସ୍ତେ ଜାଣିଛନ୍ତି ଯେ "ମୁଁ ଏହି ଭୌତିକ ଦୁନିଆରେ ଅଛି ।
ప్రతి ఒక్కరికీ తెలుసు " నేను ఈ భౌతిక ప్రపంచంలో ఉన్నాను.

98 ମୁଁ ବ୍ୟସ୍ତ ଅଛି I am Busy
98 నేను బిజీగా ఉన్నాను I am Busy

8 ଅତଏୱ ଯୂଯମ୍ ଉତ୍ସୱେଽସ୍ମିନ୍ ଯାତ ନାହମ୍ ଇଦାନୀମ୍ ଅସ୍ମିନ୍ନୁତ୍ସୱେ ଯାମି ଯତୋ ମମ ସମଯ ଇଦାନୀଂ ନ ସମ୍ପୂର୍ଣଃ_
నాకు తగిన సమయం యింకా రాలేదు కనుక నేను యిప్పుడు రాను" అని అన్నాడు.

11:48 କ'ଣ ହୋଇଥାଇପାରେ ବୋଲି ଆପଣ ଭାବୁଛନ୍ତି?
11:48 ఏమి జరిగిందని మీరు అనుకుంటున్నారు?