33मेंह ओला नइं जाने रहितेंव, पर परमेसर, जऊन ह मोला पानी ले बतिसमा दे बर पठोय हवय, मोला कहिस, 'तेंह पबितर आतमा ला उतरत अऊ एक झन मनखे ऊपर ठहरत देखबे, ओहीच ह पबितर आतमा ले बतिसमा दिही।
33 ନାହମେନଂ ପ୍ରତ୍ୟଭିଜ୍ଞାତୱାନ୍ ଇତି ସତ୍ୟଂ କିନ୍ତୁ ଯୋ ଜଲେ ମଜ୍ଜଯିତୁଂ ମାଂ ପ୍ରୈରଯତ୍ ସ ଏୱେମାଂ କଥାମକଥଯତ୍ ଯସ୍ୟୋପର୍ୟ୍ୟାତ୍ମାନମ୍ ଅୱତରନ୍ତମ୍ ଅୱତିଷ୍ଠନ୍ତଞ୍ଚ ଦ୍ରକ୍ଷଯସି ସଏୱ ପୱିତ୍ରେ ଆତ୍ମନି ମଜ୍ଜଯିଷ୍ୟତି_
15एला जानके यीसू ह उहां ले चल दीस, अऊ बहुंत मनखेमन यीसू के पाछू हो लीन।
15ଯୀଶୁ ତାହା ଜାଣି ସେଠାରୁ ଅଲଗା ହୋଇ ବାହାରିଗଲେ, ପୁଣି, ଅନେକେ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ
न चारा न पानी, एक मुठा सुख्खा पैरा ला आघू मं फेंक दिन अउ दुहत हे लहू के निथरत ले।
ଆଉ କେବଳ ଜଳ ପାନ ନ କରି ତୁମ୍ଭର ଉଦର ରୋଗ ଓ ବାରମ୍ବାର ଅସ୍ବାସ୍ଥ୍ୟ ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର ।
22तब यीसू ह यूहन्ना के मनखेमन ला कहिस, "जऊन कुछू तुमन देखे अऊ सुने हवव, जाके यूहन्ना ला बतावव।
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ, ଯାହା ଯାହା ଶୁଣୁଅଛ ଓ ଦେଖୁଅଛ, ସେହିସବୁ ଯୋହନଙ୍କୁ ଜଣାଅ;
31अऊ कमरा ले निकरके एक-दूसर ले गोठियावत ए कहिन, "ए मनखे ह अइसने कुछू नइं करे हवय, जेकर कारन एला मार डारे जावय या एला जेल म रखे जावय।
ଅନ୍ତର ହୋଇ ପରସ୍ପର କଥାବାର୍ତ୍ତା କରୁ କରୁ କହିଲେ, ଏହି ଲୋକ ମୃତ୍ୟୁ କି ବନ୍ଧନଯୋଗ୍ୟ କୌଣସି କର୍ମ କରି ନାହିଁ ।
7यदि तुमन मोला जाने होतेव, त मोर ददा ला घलो जानतेव।
7 ତୁମ୍ଭେ ଯଦି ମୋତେ ପ୍ରକୃତରେ ଜାଣିଥା'ନ୍ତ, ତେବେ ପରମପିତାଙ୍କୁ ମଧ୍ୟ ଜାଣିଥାଆନ୍ତ।
22अऊ हां, एक बात अऊ हवयः मोर ठहरे बर एक कमरा तियार रख, काबरकि मोला आसा हवय कि तुम्हर पराथना के जबाब म, परमेसर ह मोला तुम्हर करा लानही।
ସେଥି ସଙ୍ଗେ ସଙ୍ଗେ ମୋହର ରହିବା ସ୍ଥାନ ମଧ୍ୟ ପ୍ରସ୍ତୁତ କରି ରଖ, କାରଣ ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ବାରା ତୁମ୍ଭେମାନେ ଯେ ମୋତେ ଫେରି ପାଇବ, ମୁଁ ଏହା ଆଶା କରୁଅଛି ।
24त मारथा ह कहिस, "मेंह जानथंव कि आखिरी दिन म, जब जम्मो मरे मनखेमन जी उठहीं, त ओह घलो जी उठही।
ମାର୍ଥା ତାହାଙ୍କୁ କହିଲେ, ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ ।
39एकर कारन ओमन बिसवास नइं कर सकिन, काबरकि यसायाह ए घलो कहे हवयः
39 ତେ ପ୍ରତ୍ୟେତୁଂ ନାଶନ୍କୁୱନ୍ ତସ୍ମିନ୍ ଯିଶଯିଯଭୱିଷ୍ୟଦ୍ୱାଦି ପୁନରୱାଦୀଦ୍,
44ओकर आने बिसराम के दिन लगभग जम्मो सहर के मनखेमन परमेसर के बचन सुने बर जुर गीन।
44 ପରବର୍ତ୍ତୀ ବିଶ୍ରାମବାରରେ ସହରର ପ୍ରାୟସବୁ ଲୋକ ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ ଏକାଠି ହେଲେ।
हमन ओकर महिमा देखे हवन, ओ एकलऊता बेटा के महिमा, जऊन ह अनुग्रह अऊ सच्चई ले भरपूर होके स्वरगीय ददा करा ले आईस।
ଆଉ, ସେହି ବାକ୍ୟ ଦେହବ; ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ବିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ ⇧ ⇧ ।
50का ए जम्मो चीजमन मोर हांथ के बनाय नो हंय?
ସର୍ବମେତଦପତ୍ଯସ୍ଯ କଲାଂ ନାର୍ହନ୍ତି ଷୋଡଶୀମ୍॥
एमन ला मेंह सच्चा मया करथंव - अऊ न सिरिप में, पर ओ जम्मो झन घलो मया करथें, जऊन मन सत ला जानथें - 2काबरकि सत ह हमन म रहिथे अऊ हमर संग सदाकाल तक रहिही।
ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ ।
31बिसवास ही के कारन, राहाब नांव के बेस्या ह ओमन के संग मारे नइं गीस, जऊन मन परमेसर के हुकूम नइं मानिन।
31 ନିଜର ବିଶ୍ୱାସ ଦ୍ୱାରା, ରାହବ ନାମ୍ନୀ ବେଶ୍ୟା, ଇସ୍ରାଏଲର ଗୁପ୍ତଚରମାନଙ୍କୁ ମିତ୍ର ଭଳି ସ୍ୱାଗତ କଲା, ଓ ସେମାନଙ୍କୁ ସାହାଯ୍ୟ କଲା, ଓ ଅନ୍ୟ ଯେଉଁ ଲୋକମାନେ ମାନିବାକୁ ମନା କରିଥିଲେ, ସେମାନଙ୍କ ସହିତ ମୃତ ହେଲା ନାହିଁ।
25पर जऊन सिकछा तुम्हर करा हवय, मोर आवत तक सिरिप ओहीच म चलव।
ଯାହା ବି ହେଉ, ମୁଁ ୟାକୁ ତୁମେ ଥିବା ଯାଏ ଧରିଥିବି।
19ओकर मालिक ह कहिस, 'मेंह तोला पांच ठन सहर के अधिकारी बनावत हंव।
' 19 ରାଜା ସେହି ଗ୍ଭକରଟିକୁ କହିଲେ, 'ତୁମ୍ଭେ ପାଞ୍ଚୋଟି ନଗର ଉପରେ ଶାସନ କରିବ।
40तब राजा ह ओमन ला ए जबाब दिही, 'मेंह तुमन ला सच कहथंव कि जऊन कुछू तुमन मोर ए छोटे ले छोटे भाईमन के कोनो एक झन खातिर करेव, त तुमन ओ मोर बर करेव।
40ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ ।
11देखव, मेंह कइसने बड़े-बड़े अकछर म तुमन ला अपन हांथ ले लिखत हवंव।
ମୁଁ ନିଜ ହାତ େର ଓ େକେତ ବଡ଼ବଡ଼ ଅକ୍ଷର େର ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି।
29पौलुस ह कहिस, "थोरकन समय या बहुंते समय म - मेंह परमेसर ले पराथना करत हंव कि तें ही नइं, पर जम्मो झन जऊन मन मोर बात ला सुनत हवंय, आज ही मोर सहीं बन जावंय।
29 ପାଉଲ ଉତ୍ତର ଦେଲେ, "ପରମେଶ୍ୱର କରନ୍ତୁ, ଶୀଘ୍ର ବା ବିଳମ୍ବରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମୋ' କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମୋ' ପରି ହୁଅନ୍ତୁ।
6ए रिवाज रिहिस कि फसह तिहार के समय म, पीलातुस ह कोनो एक झन कैदी, जऊन ला मनखेमन चाहंय, छोंड़ देवय।
15କିନ୍ତୁ ପର୍ବ ସମୟରେ ଲୋକସମୂହର ଇଚ୍ଛାନୁସାରେ ଜଣେ ବନ୍ଦୀକୁ ସେମାନଙ୍କ ନିମନ୍ତେ ମୁକ୍ତ କରିବା ଶାସନକର୍ତ୍ତାଙ୍କର ରୀତି ଥିଲା ।
19तब मूसा के कानून के एक गुरू ह यीसू करा आके कहिस, "हे गुरू, तेंह जिहां कहीं घलो जाबे, मेंह तोर पाछू-पाछू चलहूं।
19ପୁଣି, ଜଣେ ଶାସ୍ତ୍ରୀ ତାହାଙ୍କ ନିକଟକୁ ଆସି କହିଲେ, ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି ।
27यीसू ह ओमन ला देखिस अऊ कहिस, "मनखेमन के दुवारा एह नइं हो सकय, पर परमेसर के दुवारा हो सकथे, काबरकि परमेसर बर कोनो बात ह असंभव नो हय।
ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ବରଙ୍କର ନୁହେଁ; କାରଣ ଈଶ୍ବରଙ୍କର ସମସ୍ତ ସାଧ୍ୟ ।
गर्मी के दिन, बड़े बड़े दिन,
ମହାବିଷୁବ ଦିନରେ,
40परमेसर ह हमर खातिर अऊ उत्तम योजना बनाय रिहिस, ताकि ओमन हमर संग ही एक साथ सिद्ध बनाय जावंय।
40 ପରମେଶ୍ବର ଆମ୍ଭକୁ କିଛି ଅପେକ୍ଷାକୃତ ଭଲ ଦବୋ ପାଇଁ ଯୋଜନା କରିଥିଲେ।
एमन तीन दिन ले मोर संग म हवंय, अऊ एमन करा खाय बर कुछू नइं ए।
ସେମାନେ ମୋ' ସାଙ୍ଗରେ ତିନି ଦିନ ହେଲା ରହିଲେଣି, କିନ୍ତୁ ଏବେ ସେମାନଙ୍କର ଖାଇବାକୁ କିଛି ନାହିଁ।
तम चलि अउ तुमहि पहरन की कसम
ସୂର୍ଯ୍ୟରୁ ଶପଥ ଏବଂ
73एकर थोरकन देर बाद, जऊन मन उहां ठाढ़े रहंय, ओमन पतरस करा आईन अऊ कहिन, "सही म तेंह घलो ओ मनखेमन ले एक झन अस, काबरकि तोर बोली ले, ए बात के पता चलथे।
73ଅଳ୍ପ କ୍ଷଣ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ତୁମ୍ଭେ ମଧ୍ୟ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭ କଥାରୁ ତ ଜଣାପଡ଼ୁଅଛି ।
24यीसू ह ओमन ला कहिस, "एह करार के मोर लहू ए, जऊन ह बहुंते मनखे खातिर बोहाय जावत हवय।
ଆଉ, ଯୀଶୁ ସେମାନଙ୍କୁ କହିଲେ, ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ ।
21काबरकि ओह अपन मन म सोचत रिहिस, "यदि मेंह ओकर कपड़ा ला ही छू लूहूं, त चंगा हो जाहूं।
21କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି ।
43जब यीसू ह वापिस आईस, त ओह अपन चेलामन ला फेर सुतत पाईस, काबरकि ओमन के आंखीमन नींद ले भारी हो गे रहंय।
43ପୁଣି, ସେ ଆସି ପୁଣି, ଥରେ ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କର ଆଖି ମାଡ଼ିପଡ଼ୁଥିଲା ।
8जम्मो ले बड़े बात ए अय कि एक-दूसर ला बहुंते मया करव, काबरकि मया ह बहुंते पापमन ला तोप देथे।
ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ ରମେ କର।
24ए बात नो हय कि हमन तुम्हर बिसवास ऊपर परभूता करे चाहथन, पर तुम्हर आनंद के खातिर हमन तुम्हर संग काम करथन, काबरकि बिसवास के दुवारा ही तुमन मजबूत बने रहिथव।
ମୋ' କହିବା ଉଦ୍ଦେଶ୍ୟ ନୁହେଁ ଯେ, ଆମ୍ଭେ ତୁମ୍ଭମାନଙ୍କ ବିଶ୍ୱାସକୁ ନିୟନ୍ତ୍ରିତ କରିବାକୁ ଇଚ୍ଛା କରୁ।
14काबरकि मूसा के जम्मो कानून ह एकेच हुकूम म पूरा हो जाथेः "तें अपन पड़ोसी ले अपन सहीं मया कर।
ଶାସ୍ତ୍ର େର ଏହି ରାଜକୀୟ ନିୟମଟି ମିଳେ: "ତୁମ୍େଭ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ଯ ପ୍ େରମ କର।
50यीसू ह ओ माईलोगन ले कहिस, "तोर बिसवास ह तोर उद्धार करे हवय, सांति म जा।
ସେଥିରେ ଯୀଶୁ ତାହାଙ୍କୁ କହିଲେ, ଝିଅ, ତୋହର ବିଶ୍ୱାସ ତତେ ସୁସ୍ଥ କରିଅଛି, ଶାନ୍ତିରେ ଚାଲିଯା ।
जऊन ह संसार ला रचे के समय ले ए बातमन ला बतावत आय हवय।
କାରଣ ଏସବୁ ଯୁଗ ଯୁଗରୁ ବର୍ଣ୍ଣନା କରା ଯାଇଛି ଏବଂ ଯାହା ଘଟିବା କଥା ସେହି ଅନୁସାରେ ସବୁ ଘଟିବାରେ ଲାଗିଛି।
43यीसू ह अपन चेलामन ला बलाके कहिस, "मेंह तुमन ला सच कहत हंव कि ए गरीब बिधवा ह मंदिर के भंडार म सबले जादा डारे हवय।
43 ତା'ପରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପାଖକୁ ଡାକି କହିଲେ, "ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହି ସମସ୍ତ ଧନୀ ଲୋକମାନେ ଦେଇଥିବା ଦାନଠାରୁ ଏହି ଗରିବ ବିଧବାଟି ପ୍ରକୃତରେ ବହୁତ ଅଧିକ ଦେଇଛି।
20यीसू ह ओला कहिस, "कोलिहामन बर रहे के बिल हवय अऊ अकास के चिरईमन करा गुड़ा हवय, पर मनखे के बेटा करा रहे के कोनो ठऊर नइं ए।
ଯୀଶୁ ତାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ତ ଗୁଞ୍ଜିବାର ସ୍ଥାନ ନାହିଁ ।
1यीसू ह अपन बारह चेलामन ला अपन करा बलाईस अऊ ओमन ला परेत आतमामन ला निकारे अऊ हर एक किसम के रोग अऊ बेमारी ला बने करे के अधिकार दीस।
ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ ।
21 अइसी दुस्ट आतिमा सिरिफ पराथना अउ उपवास करइ स निकरत ह।
21 (ଏହିଭଳି ଭୂତମାନେ କବଳେ ଉପବାସ ଏ ପ୍ରାର୍ଥନା ଦ୍ବାରା ବାହାରି ଯାଇ ଥାଆନ୍ତି।
19 हारून अउ ओकर बेटवन इ हउद क पानी स आपन गोड़ हाथ धोवइँ।
19 ହାରୋଣ ଏବଂ ତାଙ୍କର ପୁତ୍ରମାନେ ସମାନଙ୍କେର ହାତ ପାଦ ଧୌତ କରିବେ।
जऊन पथरा ला राज मिस्त्रीमन बेकार ठहराय रिहिन, ओहीच ह कोना के मुख पथरा हो गीस।
'ସେହି ପଥର ଯାହାଙ୍କୁ ତୁମ୍ଭେ, ଅତଏବ ନିର୍ମାଣ କର୍ତ୍ତାମାନେ, ହେୟଜ୍ଞାନ କରିଥିଲ।
25तब ओ माईलोगन ह कहिस, "मेंह जानथंव कि मसीह (जऊन ला ख्रिस्त कहे जाथे) अवइया हवय।
ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମସୀହ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ; ଯେତେବେଳେ ସେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ ।
11ए कहे के बाद, यीसू ह ए घलो कहिस, "हमर संगी लाजर ह सुत गे हवय, पर मेंह उहां ओला जगाय बर जावत हवंव।
11 ଇମାଂ କଥାଂ କଥଯିତ୍ୱା ସ ତାନୱଦଦ୍, ଅସ୍ମାକଂ ବନ୍ଧୁଃ ଇଲିଯାସର୍ ନିଦ୍ରିତୋଭୂଦ୍ ଇଦାନୀଂ ତଂ ନିଦ୍ରାତୋ ଜାଗରଯିତୁଂ ଗଚ୍ଛାମି_
31पर जइसने ददा ह मोला हुकूम दे हवय, वइसने मेंह करथंव, ताकि संसार ह ए जान लेवय कि मेंह ददा ले मया करथंव।
31 ଅହଂ ପିତରି ପ୍ରେମ କରୋମି ତଥା ପିତୁ ର୍ୱିଧିୱତ୍ କର୍ମ୍ମାଣି କରୋମୀତି ଯେନ ଜଗତୋ ଲୋକା ଜାନନ୍ତି ତଦର୍ଥମ୍ ଉତ୍ତିଷ୍ଠତ ୱଯଂ ସ୍ଥାନାଦସ୍ମାଦ୍ ଗଚ୍ଛାମ_
हम तोहमाँ आनन्दित अउ मगन अही।
ତୁମ୍ଭେମାନେ ଆମ୍ଭର ଆଶା, ଆମ୍ଭର ଆନନ୍ଦ ଓ ଆମ୍ଭର ମୁକୁଟ।
28का तेंह जइसने कल एक झन मिसरी मनखे ला मार डारे, वइसने मोला घलो मार डारे चाहत हवस।
28 ଗତକାଲି ତୁମ୍ଭେ ଯେପରି ମିଶରୀୟକୁ ମାରିଦଲେ ସହେିପରି କ'ଣ ମାେତେ ମାରି ଦବୋପାଇଁ ଚ଼ାହୁଁଛ?
20तब चेलामन जाके जम्मो जगह परचार करिन अऊ परभू ह ओमन के संग काम करत रिहिस अऊ बचन के संग होवत अचरज के चिन्हांमन के दुवारा अपन बचन ला पक्का करिस।
20 ତତସ୍ତେ ପ୍ରସ୍ଥାଯ ସର୍ୱ୍ୱତ୍ର ସୁସଂୱାଦୀଯକଥାଂ ପ୍ରଚାରଯିତୁମାରେଭିରେ ପ୍ରଭୁସ୍ତୁ ତେଷାଂ ସହାଯଃ ସନ୍ ପ୍ରକାଶିତାଶ୍ଚର୍ୟ୍ୟକ୍ରିଯାଭିସ୍ତାଂ କଥାଂ ପ୍ରମାଣୱତୀଂ ଚକାର_ ଇତି_
जवानमन ला भाई, 2डोकरी माईलोगनमन ला दाई अऊ जवान माईलोगनमन ला पूरा-पूरी सुध मन ले बहिनी जानके ओमन के संग बरताव कर।
2 ବୟସ୍କା ସ୍ତ୍ରୀେଲାକମାନଙ୍କୁ ମାଁ ଭଳି ଓ ୟୁବତୀ ସ୍ତ୍ରୀେଲାକମାନଙ୍କୁ ଭଉଣୀ ଭଳି ଆଚରଣ କର।
10अऊ तुम्हर थोरकन समय तक दुःख भोगे के बाद, जम्मो अनुग्रह के परमेसर, जऊन ह तुमन ला मसीह म अपन सदाकाल के महिमा बर बलाय हवय, ओह खुद तुमन ला संभालही, अऊ तुमन ला, बलवान, मजबूत अऊ स्थिर करही।
ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ବର ଆପଣା ଅନ; ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରା ତୁମ୍ଭମାନଙ୍କୁ ଆହ୍ବାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ ।
34यीसू ह मनखेमन ला ए जम्मो बात पटंतर म कहिस, अऊ बिगर पटंतर के ओह ओमन ला कुछू नइं कहत रिहिस।
34ଏହି ସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ଲୋକସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁ ନ ଥିଲେ,