हम रात दिन बहुत ही प्रार्थना करते रहते हैं, कि तुम्हारा मुंह देखें,
ତୁମ୍ଭମାନଙ୍କ ବିଶ୍ବାସର ଯାହା କିଛି ଊଣା ଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଯେପରି ସାକ୍ଷାତ କରି ପାରୁ, ଏଥିପାଇଁ ଦିବାରାତ୍ର ଅତିଶୟ ପ୍ରାର୍ଥନା କରୁଅଛୁ ।
तुम में ऐसा कोन है जो फ़िक्र करके अपनी उम्र में एक घड़ी बढ़ा सके?
ଯୁଷ୍ମାକଂ କଶ୍ଚିତ୍ ମନୁଜଃ ଚିନ୍ତଯନ୍ ନିଜାଯୁଷଃ କ୍ଷଣମପି ୱର୍ଦ୍ଧଯିତୁଂ ଶକ୍ନୋତି?
उसके ज़रिए से मेरी पुश्त मज़बूत कर दे
ଏବଂ ଆମ୍ଭର ଶକ୍ତିରେ ତାକୁ ବଳବାନ୍ କରିବା।
49 क्या आप भूखे हैं?
49 ଆପଣଙ୍କୁ ଭୋକ କରୁଅଛିକି?
47 आप ठीक तो हैं न?
47 ଆପଣ ଠିକ ଅଛନ୍ତି ତ?
64 चिंता मत करो Don't Worry
64 ଚିନ୍ତା କରନ୍ତୁ ନାହିଁ Don't Worry
33 क्या तुम अंग्रेज़ी बोलते हो?
33 ଆପଣ କଥା କୁହନ୍ତି କି ଇଂରାଜୀ?
आपको आएसा करना चाहये?
ଅଧିକ ଜାଣିବାକୁ ଚାହାଁନ୍ତି?
तो मैं अनक़रीब उस सख्त अज़ाब में मुब्तिला करूँगा
ତାକୁ କଠୋରରୁ କଠୋର ଦଣ୍ଡ ଦେବ।
तुम में से ऐसा कौन है, जो चिन्ता करने से अपने जीवनकाल में एक घड़ी भी बढ़ा सकता है?
ଯୁଷ୍ମାକଂ କଶ୍ଚିତ୍ ମନୁଜଃ ଚିନ୍ତଯନ୍ ନିଜାଯୁଷଃ କ୍ଷଣମପି ୱର୍ଦ୍ଧଯିତୁଂ ଶକ୍ନୋତି?
'ये महिलाएं किसी को भी भूखा नहीं जाने देंगी'
'ଏହି ମହିଳାମାନେ କାହାରିକୁ ଭୋକରେ ରହିବାକୁ ଦେବେନି'
"परन्तु ये सब बातें, जो उन पर पड़ीं, दुष्टांत की रीति पर थीं: और वे हमारी चितावनी के लिये जो जगत के अन्तिम समय में रहते हैं लिखी गईं हैं।
ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ, ଆମ୍ଭମାନଙ୍କ ଚେତନା ନିମନ୍ତେ ସେହି ସବୁ ଲେଖାଯାଇଅଛି ।
74 मैं उसे पसंद है I Like Her
74 ମୁଁ ତାଙ୍କୁ ପସନ୍ଦ କରେ I Like Her
परन्तु पिता ने अपने दासों से कहा, 'झट अच्छे से अच्छा वस्त्र निकालकर उसे पहनाओ, और उसके हाथ में अँगूठी, और पाँवों में जूतियाँ पहनाओ,
କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲୁଗା ଶୀଘ୍ର ନେଇ ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୂଦି ଓ ପାଦରେ ପାଦୁକା ଦିଅ,
प्रधानमंत्री ने कहा कि "हम राज्यों को तकनीकी एवं वित्तीय सहायता प्रदान कर रहे हैं।
ପ୍ରଧାନମନ୍ତ୍ରୀ କହିଥିଲେ, "ଆମେ ରାଜ୍ୟଗୁଡ଼ିକୁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଉଛୁ ।
44 तूने उसे जीतने नहीं दिया,
44 ତୁମ୍େଭ ତାଙ୍କୁ ଜିତିବାକୁ େଦଇ ନାହଁ।
क्यूँकि मेरा एक दोस्त सफ़र करके मेरे पास आया है, और मेरे पास कुछ नहीं कि उसके आगे रख्खूँ।
କାରଣ ମୋହର ଜଣେ ପଥିକ ବନ୍ଧୁ ମୋ' ନିକଟକୁ ଆସିଅଛନ୍ତି, ତାହାଙ୍କୁ ଖାଦ୍ୟ ପରିବେଷଣ କରିବା ପାଇଁ ମୋ' ପାଖରେ କିଛି ନାହିଁ,
तो क्या हम फरमाबरदारों को नाफ़रमानो के बराबर कर देंगे
ଆମ୍ଭେ କ'ଣ ଏ ପ୍ରକାର ଲୋକମାନଙ୍କ ପ୍ରତି ଦଣ୍ଡ ବିଧାନ କରି
क्योंकि मैं अब मार्ग में तुम से भेंट करना नहीं चाहता; परन्तु मुझे आशा है कि यदि प्रभु चाहे तो कुछ समय तक तुम्हारे साथ रहूँगा।
ମୁଁ ଏବେ ତୁମ୍ଭମାନଙ୍କ ସହିତ ଦେଖା କରିବାକୁ ଇଚ୍ଛା କରୁ ନାହିଁ, କାରଣ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସହ ଅଧିକ ସମୟ ରହିବା ପାଇଁ ଆଶା କରେ।
यह गर्व की बात है कि आप में से कई सिंहली भी बोलते हैं।
ଏହା ମଧ୍ୟ ହେଉଛି ଗର୍ବର କଥା ଯେ ଆପଣମାନଙ୍କ ମଧ୍ୟରୁ ଅନେକ ସିଂହଳୀ ମଧ୍ୟ କହୁଛନ୍ତି ।
परन्तु हमें आशा थी, कि यही इस्राएल को छुटकारा देगा, और इन सब बातों के सिवाय इस घटना को हुए तीसरा दिन है।
କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ, ସେ ଯେ ଏହି ବ୍ୟକ୍ତି, ତାହା ଆମ୍ଭେମାନେ ଆଶା କରିଥିଲୁ; ମାତ୍ର ଏହାଛଡ଼ା ଏସମସ୍ତ ଘଟିବାର ଆଜିକି ତିନି ଦିନ ହେଲା ।
"देखो, मैं तुम्हें भेड़ियों के बीच भेड़ों की तरह भेज रहा हूँ।
୩. ତୁମ୍ଭେମାନେ ଯାଅ; ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି ।
"बाप मुझसे इसलिए मुहब्बत रखता है कि मैं अपनी जान देता हूँ ताकि उसे फिर ले लूं"
ପୁଣି ଲେଖାଅଛି ମୁଁ ମୋହର ପ୍ରାଣ ଦାନ କରିବାକୁ ପିତା ମୋତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ, କେହି ମୋ ଠାରୁ ତାହା ନେଇପାରେ ନାହିଁ ମାତ୍ର ମୁଁ ଆପେ ତାହା ଦାନ କରେ ।
मेरे दोस्त और मैं यह जिम्मेदारी लेता हूं कि हमारा भी एक राष्ट्रीय वृक्षारोपण दिवस हो।
ମୋ ବନ୍ଧୁ ଏବଂ ମୁଁ ଏହି ଦାୟିତ୍ତ୍ୱ ନେଉଛୁ ଯେ ଆମର ମଧ୍ୟ ଏକ ରାଷ୍ଟ୍ରୀୟ ବୃକ୍ଷରୋପଣ ଦିବସ ହେବ।
और (हाँ ज़रा) उन्हें ठहराओ तो उनसे कुछ पूछना है
ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁଅଛୁ, ତାହା ସେମାନଙ୍କୁ କୁହ।
यीशु ने कहा उसके पास, "आज उद्धार इस घर के लिए आ गया है, क्योंकि वह भी इब्राहीम का एक पुत्र है।
ସେଥିରେ ଯୀଶୁ ତାଙ୍କ ବିଷୟରେ କହିଲେ, ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଏ ମଧ୍ୟ ଅବ୍ରହାମଙ୍କ ଜଣେ ସନ୍ତାନ;
२१ तब पतरस ने पास आकर, उससे कहा, "हे प्रभु, यदि मेरा भाई अपराध करता रहे, तो मैं कितनी बार उसे क्षमा करूँ, क्या सात बार तक?
21 ତା'ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଗ୍ଭରିଲେ, "ପ୍ରଭୁ, ମୋ' ଭାଇ ଯଦି ମୋ' ନିକଟରେ ବାରମ୍ବାର ଅପରାଧ କରେ, ତେବେ ମୁଁ ତାକୁ କେତେଥର ପର୍ଯ୍ୟନ୍ତ କ୍ଷମା ଦେବି?
और मैंने तेरे चेलों से विनती की, कि उसे निकालें; परन्तु वे न निकाल सके।
ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ ।
मैं 800 मिलियन उन संभावित उद्यमियों को देख रहा हूं जो दुनिया को एक बेहतर जगह बनाने के लिए काम कर सकते हैं।
ମୁଁ 800 ନିୟୁତର ଉକ୍ତ ସମ୍ଭାବ୍ୟ ଉଦ୍ୟୋଗୀଙ୍କୁ ଦେଖୁଛି ଯେଉଁମାନେ ବିଶ୍ୱକୁ ଏକ ସୁନ୍ଦର ସ୍ଥାନ କରିବା ପାଇଁ କାମ କରୁଛନ୍ତି ।
उसे तीसरी बार एक घर की तलाश है.
ତୃତୀୟ ଥର ପାଇଁ ସେ ଖୋଜୁଛି ଏକ ଘର।
जो कोई जीवता है, और मुझ पर विश्वास करता है, वह अनन्तकाल तक न मरेगा, क्या तू इस बात पर विश्वास करती है?
26 ଯଃ କଶ୍ଚନ ଚ ଜୀୱନ୍ ମଯି ୱିଶ୍ୱସିତି ସ କଦାପି ନ ମରିଷ୍ୟତି, ଅସ୍ୟାଂ କଥାଯାଂ କିଂ ୱିଶ୍ୱସିଷି?
मैं इस साल उज़्बेकिस्तान की यात्रा के लिए उत्सुक था।
ମୁଁ ଚଳିତ ବର୍ଷ ଉଜବେକିସ୍ତାନ ଗସ୍ତ କରିବା ପାଇଁ ଉତ୍ସୁକ ଥିଲି ।
जहाँ तुम्हारे बापदादों ने मुझे जाँचकर परखा और चालीस वर्ष तक मेरे काम देखे।
9 ଗ୍ଭଳିଷ ବର୍ଷ ଧରି ତୁମ୍ଭ ଲୋକମାନେ ମରୁଭୂମିରେ ମାରେ କାର୍ୟ୍ଯ ଗୁଡ଼ିକ ଦେଖିଲେ।
इसी कारण, जिस दिन से हमने इसके विषय में सुना है, तुम्हारे लिए प्रार्थना और यह विनती करना नहीं छोड़ा कि तुम समस्त आत्मिक ज्ञान और समझ सहित परमेश्वर की इच्छा की पहिचान में परिपूर्ण हो जाओ (कुलुस्सियों 1:9)
ଏଣୁ ତାହା ଶୁଣିବା ଦିନଠାରୁ ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା ଓ ବିନତି କରିବାରୁ କ୍ଷା; ହେଉ ନାହୁଁ, ଯେପରି ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଈଶ୍ବରଙ୍କ ଅଭିମତ ଜ୍ଞାତ ହୋଇ
आप में से कई हमारे नौसेना के जहाजों पर गए हैं।
ଆମର ନୌସେନା ଜାହାଜରେ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଥାଆନ୍ତି ।
वचन कहता है - "जिसने मुझे भेजा है हमें उसके काम दिन ही दिन में करना अवश्य है क्योंकि वह रात आने वाली है जिसमें कोई काम नहीं कर सकता।
4 ଦିନେ ତିଷ୍ଠତି ମତ୍ପ୍ରେରଯିତୁଃ କର୍ମ୍ମ ମଯା କର୍ତ୍ତୱ୍ୟଂ ଯଦା କିମପି କର୍ମ୍ମ ନ କ୍ରିଯତେ ତାଦୃଶୀ ନିଶାଗଚ୍ଛତି_
20 येशु ने अधिकांश अद्भुत काम इन्हीं नगरों में किए थे; फिर भी इन नगरों ने पश्चाताप नहीं किया था, इसलिए येशु इन नगरों को धिक्कारने लगे.
20ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଆଶ୍ଚର୍ଯ୍ୟର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ ପରିବର୍ତ୍ତନ କରି ନ ଥିଲେ ।
[pronoun + adverb] क्या अब तुम मुझे समझते हो ?
[pronoun + adverb] ତୁମେ ଏବେ ମୋତେ ବୁଝିପାରୁଛ କି?
जुलाई 15 - हम खुद को देखेंगे!
ଜୁଲାଇ 15 - ଆମେ ନିଜେ ଦେଖିବା!
68 मुझे पसंद नहीं है I Do not Like
68 ମୁଁ ପସନ୍ଦ କରେ ନାହିଁ I Do not Like
किसी एक दिन पब्लिक ट्रांसपोर्ट का इस्तेमाल करने की कोशिश करें।
କୌଣସି ଗୋଟିଏ ଦିନ ପବ୍ଲିକ ଟ୍ରାନ୍ସପୋର୍ଟର ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ ।
39इस कारण वे विश्वास न कर सके, क्योंकि यशायाह ने यह भी कहा है:
39 ତେ ପ୍ରତ୍ୟେତୁଂ ନାଶନ୍କୁୱନ୍ ତସ୍ମିନ୍ ଯିଶଯିଯଭୱିଷ୍ୟଦ୍ୱାଦି ପୁନରୱାଦୀଦ୍,
49 किन्तु औरों ने कहा, "ठहरो, ठहरो, देखें एलियाह उसे बचाने आते भी हैं या नहीं.
49କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲିୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା ।
प्रधानमंत्री: आपने उनसे संपर्क बनाये रखा है ?
ପ୍ରଧାନମନ୍ତ୍ରୀ: ଆପଣ ସେମାନଙ୍କ ସହ ସମ୍ପର୍କ ରଖିଛନ୍ତି କି?
और (तुम्हारे) बाप (आदम) और उसकी औलाद की क़सम
ରଖିଲା ପିତାଙ୍କ ପ୍ରାଣ ,
58 मुझे परवाह है I Care
58 ମୁଁ ଯତ୍ନ ନେଉଛି I Care
42 मइँ जानित ह कि तू हमेसा मोर बात सुनि लेत ह मुला मइँ हियाँ चारिउँ तरफ इकट्ठा भीड़ स कहे अही जइसे लोग बिसवास कइ लेइ कि मोका तू भेजे अहा।
42 ତ୍ୱଂ ସତତଂ ଶୃଣୋଷି ତଦପ୍ୟହଂ ଜାନାମି, କିନ୍ତୁ ତ୍ୱଂ ମାଂ ଯତ୍ ପ୍ରୈରଯସ୍ତଦ୍ ଯଥାସ୍ମିନ୍ ସ୍ଥାନେ ସ୍ଥିତା ଲୋକା ୱିଶ୍ୱସନ୍ତି ତଦର୍ଥମ୍ ଇଦଂ ୱାକ୍ୟଂ ୱଦାମି_
सिपाहियों ने जवाब दिया - "हमने आज तक किसी मनुष्य के मुख से ऐसे सुन्दर वचन सुने नहीं-"
46 ତଦା ପଦାତଯଃ ପ୍ରତ୍ୟୱଦନ୍ ସ ମାନୱ ଇୱ କୋପି କଦାପି ନୋପାଦିଶତ୍_
'सात बारह के बिना, हम कुछ नहीं कर सकते'
'ଗୋଟିଏ ସାତ ବାରା ବିନା, ଆମେ କିଛି କରିପାରିବୁ ନାହିଁ'
और कब्र से लौटकर उन्होंने उन ग्यारहों को, और अन्य सब को, ये सब बातें कह सुनाई।
ପୁଣି, ସମାଧିରୁ ବାହୁଡ଼ିଯାଇ ଏକାଦଶ ଓ ଅନ୍ୟ ସମସ୍ତଙ୍କୁ ଏହି ସବୁ ସମ୍ବାଦ ଦେଲେ ।