# mg/2014_04_14_59122_.xml.gz
# or/2014_06_odia-loves-wikipedia_.xml.gz
(src)="1.1"> Mankafy Wikipedia i Odia
(trg)="1.1"> ଉଇକିପିଡ ଼ ିଆକୁ ଭଲପାଏ ଓଡ ଼ ିଆ · ଓଡ ଼ ିଆରେ Global Voices
(src)="1.2"> Ny voambolana " teny Odia " soratana amin 'ny fiteny Odia .
(trg)="1.2"> ଓଡ ଼ ିଆରେ ଲେଖାଥିବା " ଓଡ ଼ ିଆ ଭାଷା " ।
(src)="1.3"> Sary misokatra hoan 'ny rehetra .
(trg)="1.3"> ଛବିଟି ପବ ୍ ଲିକ ଡୋମେନରେ ରହିଛି ।
(src)="2.1"> Teny efa ela 2500 taona ny Odia izay avy ao amin 'ny faritra Odisha ( fantatra teo aloha amin 'ny anarana Orissa ) .
(trg)="2.1"> ଓଡ ଼ ିଆ ଭାରତୀୟ ରାଜ ୍ ୟ ଓଡ ଼ ିଶା କଥିତ ୨,୫୦୦ ବର ୍ ଷର ଏକ ପୁରୁଣା ଭାଷା ।
(src)="2.2"> Vao tsy ela izay ny teny Odia no nahazo ny satan 'ny teny klasika Indiana .
(trg)="2.2"> ନିକଟ ଅତୀତରେ ଓଡ ଼ ିଆ ଭାଷାକୁ ଶାସ ୍ ତ ୍ ରୀୟ ମାନ ୍ ୟତା ମିଳିଥିଲା ।
(src)="3.1"> Vao haingana ihany koa ny fiarahamonina Wikimedia Odia no nihaona nankalaza ny sata vaovaon 'ny teny Odia tao Bhubaneswar .
(trg)="3.1"> ନିକଟରେ ଓଡ ଼ ିଆ ଉଇକିପିଡ ଼ ିଆ ସମାଜ ଓଡ ଼ ିଶା ଦିବସ ପାଳନ ଓ ଶାସ ୍ ତ ୍ ରୀୟ ମାନ ୍ ୟତା ପ ୍ ରାପ ୍ ତି ର ଅବସର ରେ ଉତ ୍ ସବ ପାଳନ ପାଇଁ ଏକାଠି ହେଇଥିଲେ ।
(src)="4.1"> Ity manaraka ity dia notsongaina tamina lahatsoratra vao haingana nosoratan 'i Subhashish Panigrahi tao amin 'ny bilaogin 'ny Fikambanana mpanao asasoa ( Fondation ) Wikimedia , izay mizara vaovao momba ny fiarahamonina Wiki Odia :
(trg)="4.1"> ସୁଭାସିସ ପାଣିଗ ୍ ରାହୀଙ ୍ କ ଲିଖିତ ଉଇକିମିଡିଆ ଫାଉଣ ୍ ଡେସନ ବ ୍ ଲଗର ଏକ ବ ୍ ଲଗରୁ କିଛି ଅଂଶ ଉଦ ୍ ଧାର କରାଯାଇ ଦିଆଯାଇଛି , ଯାହାକି ଓଡ ଼ ିଆ ଉଇକି ସମାଜ ଉପରେ ସମ ୍ ୟକ ସୂଚନା ଦିଏ ।
(src)="5.2"> Io no Tarehintsoratra OpenType Odia io no voalohany nandraman 'ny fikambanana .
(trg)="6.2"> com ର ସୁଜାତା ପଟେଲଙ ୍ କ ନିର ୍ ମିତ OpenType ଓଡ ଼ ିଆ ଇଉନିକୋଡ ଼ ଫଣ ୍ ଟ “ ଓଡ ଼ ିଆ ଓ .
(src)="6.2"> DVD ahitana tarehintsoratra , ny fitaovana fanovanana , rakibolana amin 'ny teny Odia , Wikipedia Odia ivelan 'ny aterineto ao amin 'ny Kiwix , torolalana fikirakirana Wikipedia , mpanova ny ISCII ho amin 'ny tarehintsoratra Unicode , rindrambaiko malalaka sy maimai-poana isan-karazany ary ny rafi-pikirakirana Ubuntu Tsy mba hita amin 'ny aterineto ny ankamaroan 'ny lahatsoratra am-boky sy gazety amin 'ny teny Odia ary tsy mba afaka miditra mora foana amin 'ny aterineto ireo mpamaky .
(trg)="6.7"> ଉଇକିଆଳି ମନୋଜ ସାହୁକାରଙ ୍ କ ନିର ୍ ମିତ ଏକ ନୂଆ ଓଡ ଼ ିଆ ଅଫଲାଇନ ଇନପୁଟ ସାଧନ “ ଟାଇପଓଡ ଼ ିଆ ( TypeOdia ) ” ମଧ ୍ ୟ ଜନସାଧାରଣଙ ୍ କ ନିମନ ୍ ତେ ଉତ ୍ ସର ୍ ଗ କରାଯାଇଥିଲା ।
(trg)="6.8"> ଏଥିରେ ଅଂଶଗ ୍ ରହଣ କରିଥିବା ସମସ ୍ ତଙ ୍ କୁ ଡିଭିଡି ମାଧ ୍ ୟମରେ ଉକ ୍ ତ ଫଣ ୍ ଟ , ଇନପୁଟ ସାଧନ , ଓଡ ଼ ିଆ ଅଭିଧାନ , ମୁକ ୍ ତ ସଫ ୍ ଟଓଆର ଗୁଡିକ , କିଉଇକ ୍ ସରେ ଅଫଲାଇନ ଓଡ ଼ ିଆ ଉଇକିପିଡ ଼ ିଆ , ଉଇକିପିଡ ଼ ିଆ ସମ ୍ ପାଦନା ସହାୟକ ପୁସ ୍ ତିକା ଓ ଉବୁଣ ୍ ଟୁ ଅପରେଟିଂ ସିଷ ୍ ଟମ ବିତରଣ କରଯାଇଥିଲା ।
(src)="7.2"> Hoy ireo mpandrafitra ny tarehintsoratra raha nilaza :
(src)="8.1"> Mitolona hiaro ny fampiasana ny teny Odia amin 'ny saina amam-panahy mahitsy izahay , ao anatin 'ny tontolon 'ny fitantanana isan 'andro , sy ny tontolon 'ny fitsarana , ankoatra ny sehatry ny fampianarana .
(trg)="6.9"> ପାଖାପାଖି ସମସ ୍ ତ ଓଡ ଼ ିଆ ପ ୍ ରକାଶନ ଇଣ ୍ ଟରନେଟରେ ଉପଲବ ୍ ଧ ନଥିବାରୁ ତାହାସବୁ ସମଗ ୍ ର ବିଶ ୍ ୱରେ ଥିବା ଓଡ ଼ ିଆଙ ୍ କ ପାଖରେ ପହଞ ୍ ଚିପାରୁନାହିଁ ବୋଲି ସେ କ ୍ ଷୋଭ ପ ୍ ରକାଶ କରିଥିଲେ ।
(src)="8.2"> Nanatontosa tetikasa ho fampivoarana ny voambolana Odia ihany koa izahay , izay ahitana ny dika mahazatra amin 'ny teny Odia ny voambolana teknika , ho fisorohana amin 'ny fiankinan-doha amin 'ny teny anglisy .
(trg)="9.1"> ଆମେ ହୃଦୟର ସହ ଓଡ ଼ ିଆ ଭାଷାର ବ ୍ ୟବହାର ପାଇଁ ପ ୍ ରାଥମିକତା ଦଉଛୁ , ଯାହାକି ଆଜିକାଲି ର ଅମଲାତନ ୍ ତ ୍ ର , ଆଇନ କାନୁନ ବ ୍ ୟବସ ୍ ଥା ଓ ଶିକ ୍ ଷା ବ ୍ ୟବସ ୍ ଥାରେ ଭାଷାର ବ ୍ ୟବହାର ଛଡା , ଓଡ ଼ ିଆ ଲେକ ୍ ଜିକନ ର ଉଦ ୍ ଭବ ପାଇଁ ପ ୍ ରକଳ ୍ ପ ହାତ କୁ ନେଇଛୁ , ଯାହାକି ଇଂରାଜୀ ବୈଷୟିକ ଶବ ୍ ଦଗୁଡିକର ଓଡ ଼ ିଆ ଶବ ୍ ଦାର ୍ ଥ କୁ ବହୁଳ ଭାବେ ଉପଯୋଗ କରାଯିବ ।
# mg/2014_07_24_62360_.xml.gz
# or/2014_07_burmese-reporters-get-ten-years-in-jail-plus-hard-labor-for-reporting-about-myanmars-chemical-weapons-factory_.xml.gz
(src)="1.1"> Birmana Mpanoratra Gazety Voasazy Folo Taona Sy Asa an-Terivozona Fa Nilaza Ny Fisian 'ny Orinasa Mpanao Fitaovam-Piadiana Shimika
(trg)="1.1"> ମିଆଁମାର ରାସାୟନିକ ଅସ ୍ ତ ୍ ର କାରଖାନା ଉପରେ ଲେଖିବାରୁ ସାମ ୍ ବାଦିକଙ ୍ କୁ ୧୦ ବର ୍ ଷ ସଶ ୍ ରମ କାରାଦଣ ୍ ଡ · ଓଡ ଼ ିଆରେ Global Voices
(src)="1.2"> Mpanoratra gazety manao fihetsiketsehana manoloana ny Foiben 'ny Fandriampahalemana ao Myanmar .
(trg)="1.2"> ମିଆଁମାର ଶାନ ୍ ତି କେନ ୍ ଦ ୍ ର ସମ ୍ ମୁଖରେ ସାମ ୍ ବାଦିକଙ ୍ କ ବିକ ୍ ଷୋଭ ପ ୍ ରଦର ୍ ଶନ ।
(src)="4.1"> Nanaitra ny sain 'ny ao amin 'ny firenena sy manerantany aza ny raharahan 'ny mpanoratra gazetin 'i Unity .
(trg)="1.4"> ଆର ୍ ଏଫ ୍ ଏ ବର ୍ ମିଜ ୍ ର ଫେସ ୍ ବୁକ ୍ ପୃଷ ୍ ଠାରୁ ।
(src)="4.2"> Nisy ny hetsi-panoherana nomanin 'ny fanoratan-gazety tany amin 'ny tanàna lehibe tahaka ny tao Yangon sy Mandalay .
(trg)="4.1"> ୟୁନିଟି ସାମ ୍ ବାଦିକଙ ୍ କ ବିରୋଧରେ ଏ ମାମଲା ଜାତୀୟ ଓ ବିଶ ୍ ବ ସ ୍ ତରରେ ଦୃଷ ୍ ଟି ଆକର ୍ ଷଣ କରିଛି ।
(src)="4.4"> Saingy indrisy fa voampanga ho nanao fihetsiketsehana tsy nahazoana alalana ireo mpanoratra gazety izay nanao fihetsiketsehana nandritra ny fitsidihan 'ny filoha Thein Sein tao amin 'ny Foiben 'ny Fandriampahalemana ao Myanmar tamin 'ny 13 Jolay .
(trg)="5.1"> ୟୁନିଟି ସାମ ୍ ବାଦିକଙ ୍ କୁ ମୁକ ୍ ତିଦେବା ଲାଗି ବିଭିନ ୍ ନ ଗଣମାଧ ୍ ୟମ ସଂଘ ଓ ମଧ ୍ ୟବର ୍ ତୀକାଳୀନ ସାମ ୍ ବାଦିକ ପରିଷଦ ରାଷ ୍ ଟ ୍ ରପତିଙ ୍ କୁ ପତ ୍ ର ଲେଖିବାକୁ ଯୋଜନା କରୁଛନ ୍ ତି ।
(src)="5.2"> Namoaka fanambarana manemeloka ny fanafoanana ny media ihany koa ny mpanohitra ao amin 'ny Ligim-Pirenena ho amin 'ny Demokrasia .
(trg)="5.3"> ଏଠାରେ ଗଣମାଧ ୍ ୟମ ସ ୍ ବାଧୀନତା ଏବେ ବି ବିପଦରେ ବୋଲି ବର ୍ ମା ନ ୍ ୟୁଜ ୍ ଇଣ ୍ ଟରନାସନାଲ ଚେତାଇ ଦେଇଛି ।
(src)="7.1"> Saingy lasa saina amin 'ny didy sy ny fahavesaran 'ny fanasaziana nomena ny mpanoratra gazety ny mpanoratra Wai Mu Thwin :
(trg)="7.1"> କିନ ୍ ତୁ ଲେଖକ ୱାଇ ମୁ ଥ ୍ ବାଇନ ୍ ସାମ ୍ ବାଦିକମାନଙ ୍ କ ବିଚାର ଏବଂ କଡ଼ାଦଣ ୍ ଡବିଧାନ ନେଇ ପ ୍ ରଶ ୍ ନ ଉଠାଇଛନ ୍ ତି ।
(src)="7.2"> Raha voaheloka tokoa izy ireo fa namoaka tsiambaratelom-pirenena , dia midika izany fa manana orinasa fanaovana fitaovam-piadiana shimika ny governemanta .
(trg)="7.2"> ଯଦି ଜାତୀୟ ଗୋପନୀୟତା ପ ୍ ରଘଟ କରି ସେମାନେ ଦୋଷୀସାବ ୍ ୟସ ୍ ତ ହେଲେ , ତେବେ ସତରେ ସରକାରଙ ୍ କର ରାସାୟନିକ ଅସ ୍ ତ ୍ ର କାରଖାନା ଅଛି ବୋଲି ବୁଝିବାକୁ ହେବ ।
(src)="7.3"> Noho izany dia mandika ny dinan 'i Azia atsimo atsinanana manohitra ny fitaovam-piadiana mandripaka olona ry zareo ( governemanta ) , dina mandrara ny famokarana fitaovam-piadiana shimika , bio ary nokleary .
(trg)="7.3"> ଫଳରେ ସେମାନେ ( ସରକାର ) ରାସାୟନିକ , ଜୈବିକ ଓ ଅଣୁ ଅସ ୍ ତ ୍ ର ଗଣବିଧ ୍ ବଂସୀ ଅସ ୍ ତ ୍ ର ବିରୋଧରେ ହୋଇଥିବା ଦକ ୍ ଷିଣପୂର ୍ ବ ଏସିୟ ଚୁକ ୍ ତିନାମା ଭଙ ୍ ଗ କରିଛନ ୍ ତି ।
(src)="7.4"> Nanasonia ny Dinan 'ny Fitaovam-Piadiana Shimika ihany koa i Myanmar tamin 'ny 1993 ..
(trg)="7.4"> ୧୯୯୩ରେ ମଧ ୍ ୟ ମିଆଁମାର ସରକାର ରାସାୟନିକ ଅସ ୍ ତ ୍ ର ସମ ୍ ମେଳନ ଦସ ୍ ତଖତ କରିଥିଲେ ।
(src)="7.5"> Saingy miaro ny fanapahan-kevitry ny fitsarana ny mpitondratenin 'ny filoha ary nikiry fa tsy resaka fahalalahan 'ny gazety ity fa fiarovam-pirenena :
(trg)="7.6"> ଯେ କୌଣସି ଦେଶ , ଯେ କୌଣସି ସରକାରଙ ୍ କର ତାଙ ୍ କର ଜାତୀୟ ସୁରକ ୍ ଷା ପ ୍ ରସଙ ୍ ଗ ଉପରେ କର ୍ ତୃତ ୍ ବ ରହିବ ।
(src)="7.8"> Mihevitra izahay fa tsy misy resaka fahalalahan 'ny gazety ity raharaha ity .
(trg)="7.8"> ଏହି ମାମଲା ଗଣମାଧ ୍ ୟମର ସ ୍ ବାଧୀନତା ସମ ୍ ପର ୍ କିତ ବୋଲି ଆମେ ଭାବୁନାହୁଁ ।
(src)="7.9"> Maro amin 'ny mpanoratra malaza sy mpanoratra gazety ao Myanmar no naneho ny ahiahiny amin 'ny fanomezana sazy mpavesatra ny mpanoratra gazety .
(trg)="7.9"> ସାମ ୍ ବାଦିକଙ ୍ କ ପ ୍ ରତି ହୋଇଥିବା କଡ଼ା ଦଣ ୍ ଡବିଧାନ ବିରୋଧରେ ବହୁ ଲେଖକ ଓ ସାମ ୍ ବାଦିକ ମୁହଁ ଖୋଲିଛନ ୍ ତି ।
(src)="7.10"> Mieritreritra ny poeta Saw Wai fa tsy rariny izany indrindra fa mizotra mankany amin 'ny lalan 'ny demokrasia ny firenena .
(trg)="7.10"> ବିଶେଷକରି ଦେଶ ଗଣତନ ୍ ତ ୍ ର ଆଡ଼କୁ ମୁହାଁଉଥିବା ବେଳେ ଏହା ଆଦୌ ଶୋଭନୀୟ ନୁହେଁ ବୋଲି କବି ସ ୱଇ ମନେକରନ ୍ ତି ।
(src)="7.11"> Mieritreritra i U Than Htay avy ao amin 'ny Tambajotran 'ny mpanoratra gazety ao Myanmar fa ny vesatra dia atao ohatra amin 'ny fanaovan 'ny governemanta izay manomana ny fifidianana hoavy amin 'ny 2015 tsindry ny mpanoratra gazety .
(trg)="7.11"> ଆଗାମୀ ୨୦୧୫ ନିର ୍ ବାଚନ ପାଇଁ ପ ୍ ରସ ୍ ତୁତ ହେଉଥିବା ସରକାରଙ ୍ କର ଏହା ସାମ ୍ ବାଦିକଙ ୍ କ ପ ୍ ରତି ଏକ ଧମକ ବୋଲି ମିଆଁମାର ଜର ୍ ଣାଲିଷ ୍ ଟ ନେଟ ୍ ୱର ୍ କର ୟୁ ଥାନ ୍ ତେ ମତ ଦେଇଛନ ୍ ତି ।
(src)="8.1"> Tsy niova ny governemanta , hoy i U Aung Thu :
(trg)="8.1"> ୟୁ ଅଙ ୍ ଗ ୍ ଥୁଙ ୍ କ ମତରେ ସରକାରଙ ୍ କ ସ ୍ ବଭାବରେ ଆଦୌ ପରିବର ୍ ତନ ଆସିନାହିଁ ।
(src)="8.2"> Rehefa mivoaka ny tsiambaratelon 'izy ireo dia misambotra sy managadra olona ry zareo .
(trg)="8.2"> ଯେତେବେଳେ ତାଙ ୍ କ ଗୋପନୀୟତା ଧରାପଡ଼ିଯାଉଛି ସେମାନେ ଲୋକଙ ୍ କୁ ଗିରଫ କରୁଛନ ୍ ତି , ସେମାନଙ ୍ କ ବିରୋଧରେ ମୋକଦ ୍ ଦମା କରୁଛନ ୍ ତି ।
(src)="8.3"> Ny fampitam-baovao hatrany no atao sorona .
(trg)="8.3"> ଗଣମାଧ ୍ ୟମ ସବୁବେଳେ ବଳି ପଡ଼ିଆସିଛି ।
(src)="8.4"> Fisehosehoana fotsiny ny demokrasia .
(trg)="8.4"> ଗଣତନ ୍ ତ ୍ ର କେବଳ ଗୋଟେ ପ ୍ ରହସନ ।
(src)="8.5"> Tsy miova ny filoha .
(trg)="8.5"> ରାଷ ୍ ଟ ୍ ରପତିଙ ୍ କ ଭିତରେ କିଛି ପରିବର ୍ ତନ ହେଇନି ।
(src)="8.6"> Raha ny marina dia mbola eo ambanin 'ny fitondrana jadon 'ny miaramila ny firenentsika .
(trg)="8.6"> ପ ୍ ରକୃତରେ ଆମ ଦେଶ ଏବେ ବି ସେନା ଏକଛତ ୍ ରବାଦ ଭିତରେ ଅଛିନ ୍ ତି ।
(src)="8.8"> Raha matotra amin 'ny firosoana mankany amin 'ny demokrasia ny governemanta , dia tokony hisy ny fanajana ny fahalalahan 'ny fampitam-baovao .
(trg)="8.8"> ଯଦି ସରକାର ସତରେ ଗଣତନ ୍ ତ ୍ ର ପାଇଁ ପଥପ ୍ ରସ ୍ ତୁତ କରୁଛନ ୍ ତି , ତେବେ ଏହା ଗଣମାଧ ୍ ୟମର ସ ୍ ବାଧୀନତାକୁ ସମ ୍ ମାନ ଦେବା ଉଚିତ ।
(src)="8.9"> Tsy maintsy misy ny mangarahara .
(trg)="8.9"> ଏଥିରେ ସ ୍ ବଚ ୍ ଛତା ରହିବା ନିତାନ ୍ ତ ଆବଶ ୍ ୟକ ।
(src)="8.10"> Asan 'ny mpanangom-baovao ny manoratra .
(trg)="8.10"> ସାମ ୍ ବାଦିକଙ ୍ କ କାମ ହେଉଛି ସେମାନେ ଲେଖିବେ ।
(src)="8.13"> Nasiaka ny governemanta tao anatin 'ny herintaona tamin 'ny fitondrana ny mpanoratra gazety teny amin 'ny fitsarana .
(trg)="8.13"> ସାମ ୍ ବାଦିକଙ ୍ କୁ ଦଣ ୍ ଡଦେବାରେ ଗତବର ୍ ଷ ସରକାର ବେଶ ୍ ଆଗରେ ଥିଲେ ।
(src)="8.14"> Tamin 'ny volana desambra lasa teo , mpanangom-baovao iray ao an-toerana avy amin 'ny Eleven Media no nodidiana higadra telo taona noho ny fihoaram-pefy , fanaratsiana sy fampiasana fiteny vetaveta .
(trg)="8.14"> ଅନଧିକାର ଅନୁପ ୍ ରବେଶ , ମାନହାନୀ ଏବଂ ଖରାପ ଶବ ୍ ଦ ବ ୍ ୟବହାର କରିବା ଅଭିଯୋଗରେ ଇଲେଭେନ ୍ ମିଡିଆର ଜଣେ ସାମ ୍ ବାଦିକଙ ୍ କୁ ଗତବର ୍ ଷ ୩ ମାସ କାରାଦଣ ୍ ଡାଦେଶ ହୋଇଥିଲା ।
(src)="8.16"> Farany teo tamin 'ity volana ity , mpanangom-baovao avy ao amin 'ny gazety-boky Mizzima no nosamborina ho nanomana fivoriana tao an-tanànan 'i Pyay hitaky ny famotsorana ireo mpanoratra gazety enina migadra any Myanmar amin 'izao fotoana izao .
(trg)="8.15"> ବିକଳ ୍ ପ ଗଣମାଧ ୍ ୟମ ୱେବ ୍ ସାଇଟ ୍ ଡେମୋକ ୍ ରାଟିକ ୍ ଭଏସ ୍ ଅଫ ୍ ବର ୍ ମାର ଜଣେ ସାମ ୍ ବାଦିକ ଅନଧିକାର ଅନୁପ ୍ ରବେଶ ଓ ପ ୍ ରାଶାସନିକ ଅଧିକାରୀଙ ୍ କୁ ବିଚଳିତ କରିବା ଅଭିଯୋଗରେ ଗତ ଏପ ୍ ରିଲରେ ଏକ ବର ୍ ଷ କାରାଦଣ ୍ ଡ ପାଇଥିଲେ ।
# mg/2014_07_23_62311_.xml.gz
# or/2014_07_global-voices-welcomes-juanita-leon-to-board-of-directors_.xml.gz
(src)="1.1"> Tongasoa eto amin 'ny Filankevi-Pitantanan 'ny Global Voices i Juanita Leon
(trg)="1.1"> ଗ ୍ ଲୋବାଲ ଭଏସେସ ନିର ୍ ଦେଶକ ମଣ ୍ ଡଳୀକୁ ଜୁଏନିତା ଲିଅନ ୍ ଙ ୍ କୁ ସ ୍ ବାଗତ · ଓଡ ଼ ିଆରେ Global Voices
(src)="1.2"> Juanita Leon , mpikambana vaovao ao amin 'ny filankevi-pitantanana ny Global Voices
(trg)="1.2"> ଗ ୍ ଲୋବାଲ ଭଏସେସ ୍ ବୋର ୍ ଡର ନୂଆ ସଦସ ୍ ୟ ଜୁଏନିତା ଲିଅନ ୍
(src)="2.1"> Faly izahay mampahafantatra anao an 'i Juanita León , mpikamban 'ny filankevi-pitantanana vaovao eto anivon 'ny fianakaviana Global Voices .
(trg)="2.1"> ଆମର ନୂଆ ବୋର ୍ ଡ ସଦସ ୍ ୟ ଜୁଏନିତା ଲିଅନ ୍ ଙ ୍ କୁ ଗ ୍ ଲୋବାଲ ଭଏସେସ ୍ ପରିବାର ସହ ପରିଚିତ କରାଇ ଆମେ ଆନନ ୍ ଦିତ ।
(src)="3.1"> Juanita no mpanorina ny Lasillavacia.com , tranonkalam-baovao mopmba ny fahefana any Colombia .
(trg)="2.4"> ୨୦୦୬ରେ ସେ ହାଭାର ୍ ଡ ନିଏମାନ ୍ ଫେଲୋ ହେବାର ଗୌରବ ଅର ୍ ଜନ କରିଥିଲେ ।
(src)="3.2"> Mpahay lalàna izy no manana ny Maîtrise-n ' ny Fanoratan-gazety avy amin 'ny sekolin 'ny fanoratan-gazety ao Columbia .
(trg)="2.6"> ତାଙ ୍ କ ଲିଖିତ ବିଭିନ ୍ ନ ପୁସ ୍ ତକ ମଧ ୍ ୟରେ ରହିଛି କଲମ ୍ ବିଆରେ ଯୁଦ ୍ ଧ ସମ ୍ ପର ୍ କିତ ବହି କଣ ୍ ଟ ୍ ରି ଅଫ ୍ ବୁଲେଟ ୍ ସ ।
(src)="3.6"> Nampianatra ny Vaovaon 'ny Ady anaty Akata tao amin 'ny Sekolin 'ny Fanoratan-gazety tao amin 'ny Oniversiten 'i New York ary monina ao Colombia amin 'izao fotoana izao .
(trg)="2.7"> ନ ୍ ୟୁୟର ୍ କ ୟୁନିଭର ୍ ସିଟି ଜର ୍ ଣାଲିଜମ ୍ ସ ୍ କୁଲରେ ସେ ଗରିଲା ଯୁଦ ୍ ଧ ସମ ୍ ବାଦ ସମ ୍ ପର ୍ କରେ ପଢ଼ାଉଥିଲେ ଏବଂ ଏବେ କଲମ ୍ ବିଆରେ ଅବସ ୍ ଥାନ କରୁଛନ ୍ ତି ।
(src)="4.1"> " Nandray dingana hafa ny Global Voices amin 'ny hevitry ny hoe tsy mianina loatra amin 'ny fampahafantarana — na farafaharatsiny tsy izay fotsiny ihany — ny fanoratan-gazety fa miresaka ihany koa ny tafatafa ifanaovana , " hoy i Juanita .
(trg)="3.1"> ଜୁଏନିତା କହନ ୍ ତି , " ସାମ ୍ ବାଦିକତା କେବଳ ସୂଚନାର ପରିଭାଷା ନୁହେଁ , ବରଂ ଏହା ଭାବ ବିନିମୟର ମାଧ ୍ ୟମ — ଏଭଳି ଏକ ଚିନ ୍ ତାଧାରାକୁ ଗ ୍ ଲୋବାଲ ଭଏସେସ ବେଶ ୍ ଉର ୍ ଧ ୍ ବକୁ ନେଇପାରିଛି ।
(src)="4.3"> Laboratoaran 'ny hoavin 'ny fanoratan-gazety ny Global Voices , izay atao mivaingana ny teorian 'ireo to-tenin 'ny internet .
(trg)="3.3"> ଆଗାମୀକାଲିର ସାମ ୍ ବାଦିକତାର ପରୀକ ୍ ଷାଗାର ହେଉଛି ଗ ୍ ଲୋବାଲ ଭଏସେସ ୍ , ଯେଉଁଠି ଇଣ ୍ ଟରନେଟ ୍ ଗୁରୁର ତତ ୍ ବ ସତ ହେଉଛି ।
(src)="5.1"> Juanita moa dia misolo toerana ny iray amin 'ireo mpikamban 'ny filankevit-pitantanana hatramin 'ny voalohany , Rosental Alves .
(trg)="4.2"> ୮ ବର ୍ ଷର ସେବା ପରେ ରୋସେନ ୍ ତାଲ କାର ୍ ଯ ୍ ୟରୁ ଅବ ୍ ୟାହତି ନେଇଛନ ୍ ତି ।
(src)="5.2"> Niala sasatra amin 'ny fikankevi-pitantanana i Rosental rehefa nahavita ny fanompoana valo taona .
(trg)="4.3"> ତାଙ ୍ କର ଉଦ ୍ ଧାମତା ଏବଂ ପ ୍ ରଜ ୍ ଞାକୁ ଆମେ ଅବଶ ୍ ୟ ମନେ ପକାଇବୁ ।
(src)="6.2"> Ny Filankevi-pitantanana dia ahitana ireo mpanorina roa , solontena telo avy amin 'ny fikambanana ary mpikambana efatra ivelan 'ny fikambanana .
(trg)="5.2"> ଆମର ବୋର ୍ ଡରେ ଦୁଇଜଣ ପ ୍ ରତିଷ ୍ ଠାତା ସଦସ ୍ ୟ , ଚାରି ଜଣ କମ ୍ ୟୁନିଟି ପ ୍ ରତିନିଧି ଏବଂ ଚାରି ଜଣ ବାହ ୍ ୟ ସଦସ ୍ ୟ ଅଛନ ୍ ତି ।
# mg/2014_09_14_64128_.xml.gz
# or/2014_09_one-of-the-latest-happy-tribute-videos-comes-from-sikkim-high-in-indias-himalayas_.xml.gz
(src)="2.1"> Hoy Ms. Pakhrin nnandritra ny antsafa iray nataony tao amin 'ny tranonkalam-baovao Sikkim Now :
(trg)="2.1"> ଅନଲାଇନ ସମ ୍ ବାଦ ସାଇଟ ସିକିମ ନାଓରେ ସାକ ୍ ଷାତକାର ଦେଇ ସୁସ ୍ ମିତା କହିଛନ ୍ ତି :
(src)="2.2"> Niezaka izahay ny hamoaka ny hakanton 'i Sikkim miaraka amin 'ireo artista fantadaza sy vao nisandratra ao amin 'ny fanjakana
(trg)="2.2"> ଆମେ ସିକିମର ନୈସର ୍ ଗିକ ସୌନ ୍ ଦର ୍ ଯ ୍ ୟ ସହିତ ଜଣାଶୁଣା ତଥା ତରୁଣ କଳାକାରମାନଙ ୍ କୁ ଦେଖାଇବାର ଉଦ ୍ ୟମ କରିଛୁ ।
# mg/2014_10_13_64762_.xml.gz
# or/2014_10_freesaeed-an-iranian-web-developers-sixth-year-in-prison_.xml.gz
(src)="1.1"> # FreeSaeed : Enin-taona Tany Am-ponja Ilay Iraniana Mpikira Habaka
(trg)="1.1"> # FreeSaeed : କାରାଗାରରେ ଜଣେ ଇରାନି ୱେବ ଡେଭେଲପରଙ ୍ କର ଷଷ ୍ ଠ ବର ୍ ଷ · ଓଡ ଼ ିଆରେ Global Voices
(src)="1.2"> Sarin 'ny hetsika # FreeSaeed .
(trg)="1.2"> # FreeSaeed କ ୍ ୟାମ ୍ ପେନ ଛବି ।
(src)="2.1"> Enin-taona katroka tamin 'ny 4 Oktobra 2014 no tany am-ponja ilay Iraniana mpikirakira habaka sy fitaovana famakiana sivana Saeed Malekpour noho ny fananganana tetikasa rindrambaiko misokatra izay ampiasain 'ny sasany hampiakarana sary mamohafady ao amin 'ny aterineto .
(trg)="2.1"> ଇଣ ୍ ଟରନେଟରେ ପର ୍ ଣୋଗ ୍ ରାଫିକ ଛବି ଅପଲୋଡ ଼ କରିବାରେ ସାହାଯ ୍ ୟ କରୁଥିବା ଏକ ଓପନ ସୋର ୍ ସ ସଫ ୍ ଟଓଏର ପ ୍ ରୋଗ ୍ ରାମ ତିଆରି କରିବାର ଦୋଷ ପାଇଁ ଅକ ୍ ଟୋବର ୪ , ୨୦୧୪ ବେଳକୁ ଇରାନି ୱେବ ଏବଂ ସର ୍ କମଭେନସନ ଟୁଲ ଡେଭେଲପର ସଇଦ ମାଲେକପୁର କାରାଗାରରେ ଛ ' ବର ୍ ଷ କଟାଇସାରିଛନ ୍ ତି ।
(src)="2.2"> Tamin 'ny fitsingeran 'ny taona nisamborana azy , nandefa andian-tsioka marobe ho fanohanana ny famotsorana azy tamin 'ny alalan 'ny diezy Twitter # freeSaeed ny mpikatroka sy bilaoera .
(trg)="2.2"> ତାଙ ୍ କ ଗିରଫ ହେବାର ପୂର ୍ ତ ୍ ତି ଅବସରରେ , ସକ ୍ ରିୟ କର ୍ ମୀ ଓ ବ ୍ ଲଗରମାନେ ତାଙ ୍ କୁ ମୁକୁଳାଇବା ଦାବିରେ # freeSaeed ହାସଟ ୍ ୟାଗ ବ ୍ ୟବହାର କରି ଏକ ଟୁଇଟ ଝଡ ଼ ତିଆରି କରିଛନ ୍ ତି ।
(src)="4.1"> Taorian 'ny fitsarana izay voalaza fa naharitra 15 minitra , voaheloka ho faty tahaka ny " mpandoto ny tany " i Saeed .
(trg)="4.1"> ରିପୋର ୍ ଟ ଅନୁସାରେ ୧୫ ମିନିଟ ଧରି ଚାଲିଥିବା ବିଚାର ପରେ ସଇଦଙ ୍ କୁ " ଧରାର ଅନୀତିକାରୀ " ନାମିତ କରି ମୃତ ୍ ୟୁ ଦଣ ୍ ଡାଦେଶ ହୋଇଥିଲା ।
(src)="4.2"> Tamin 'ny volana Desambra 2012 , novaina sazy mandrapahafaty ny didy fiampangana ho faty an 'i Saeed .
(trg)="4.2"> ଡିସେମ ୍ ବର ୨୦୧୨ରେ ସଇଦଙ ୍ କ ମୃତ ୍ ୟୁ ଦଣ ୍ ଡ ମୃତ ୍ ୟୁରୁ ଆଜୀବନ କାରାଦଣ ୍ ଡକୁ ଛାଡ ଼ କରାଯାଇଥିଲା ।
(src)="5.2"> Volana vitsy taorian 'izany , nandefa imbetsaka ny " fiaikena " momba ireo heloka voalaza ny fahitavi-panjakana .
(trg)="5.2"> ଏହା ପରର କିଛି ମାସ ଭିତରେ ଇରାନି ଟେଲିଭଜନ ଏହି ଅପରାଧର " ସ ୍ ୱୀକାରୋକ ୍ ତି " କୁ ବାରମ ୍ ବାର ପ ୍ ରସାରଣ କରିଥିଲା ।
(src)="6.1"> Namariparitra ireo zava-mifaningotra marobe momba ny raharahan 'ilay mpikirakira habaka ao Iran tamin 'ny mailaka hoan 'ny Global Voices i Gissou Nia ; mpisolovava sy mpitondratenin 'ny Hetsika Famotsorana an 'i Saeed :
(trg)="6.1"> ମାନବିକ ଅଧିକାର ଓକିଲ ଓ ଫ ୍ ରି ସଇଦ ପ ୍ ରଚାରାଭିଯାନର ମୁଖପାତ ୍ ର ଜିସୁ ନିଆ ଗ ୍ ଲୋବାଲ ଭଏସେସକୁ ଏକ ଇମେଲ ଜରିଆରେ ଇରାନରେ ପ ୍ ରୋଗ ୍ ରାମରମାନଙ ୍ କ ଉପରେ ଏହି ଘଟଣାର ପ ୍ ରଭାବ ବାବଦରେ ଜଣାଇଛନ ୍ ତି :
(src)="6.2"> Mampiseho ny fisamborana sy ny fanagadrana an 'i Saeed Malekpour amin 'izao fotoana fa mora iharan 'ny olana ara-pitsarana ireo Iraniana mahaleotena mpikirakira habaka satria tsy afaka mahafantatra tokoa izay habaka mampiasa ny kaodin 'izy ireo .
(trg)="6.2"> ସଇଦ ମାଲେକପୁରଙ ୍ କ ଗିରଫ ଓ ଚାଲିଥିବା କାରାଦଣ ୍ ଡ ଜଣାଇଦିଏ ଯେ ସେମାନଙ ୍ କ କୋଡ ଼ କେଉଁ ସାଇଟରେ ବ ୍ ୟବହାର ହୋଇଛି ତା ' ବାବଦରେ ନିଶ ୍ ଚିତ ଭାବେ ନ ଜାଣିପାରିବା ହେତୁ ଫ ୍ ରିଲାନ ୍ ସ ୱେବ ପ ୍ ରୋଗ ୍ ରାମରମାନେ ଏହି ଭଳି ଆଇନଗତ ଅସୁବିଧାରେ ପଡ ଼ ିପାରନ ୍ ତି ।
(src)="7.1"> Amin 'ny heviny hafa , lasa " zanak 'ondry atao sorona " amin 'ny adin 'ny IRGC eo amin 'ny sehatry ny aterineto i Saeed .
(trg)="6.3"> ସେମାନେ ତିଆରିଥିବା କୋଡ ଼ ବ ୍ ୟବହାର ହୋଇ ଏକ ୱେବସାଇଟରେ ଥିବା ବିଷୟବସ ୍ ତୁ ଇରାନି କର ୍ ତୃପକ ୍ ଷଙ ୍ କ ( ବିଶେଷ କରି ଯେଉଁଠି ବ ୍ ୟାକଏଣ ୍ ଡ IRGC ଦ ୍ ୱାରା ଯାଞ ୍ ଚ ହେଉଛି ) ଅଶ ୍ ଳୀଳ ଭାବେ ପରିଗଣିତ ହେବା ଯୋଗୁ ଦୁର ୍ ଭାଗ ୍ ୟରେ ସେମାନେ ପଡ ଼ ିବେ କି ?
(src)="7.3"> Mihevitra ny hafa manaraka akaiky ny raharaha fa vokatry ny tsy fahalalana mikasika ny kolontsaina sy ny tontolon 'ny laminasan-drindrambaiko no anton 'ny fisamborana .
(trg)="7.3"> ଏହି ଘଟଣା ସହ ଜଡ ଼ ିତ ବାକିମାନେ ସଫ ୍ ଟଓଏର ପ ୍ ରୋଗ ୍ ରାମିଙ ୍ ଗର ଚଳଣି ଓ ପ ୍ ରକାର ବାବଦରେ ଅଜ ୍ ଞତା ଏହି ଗିରଫର କାରଣ ଭାବନ ୍ ତି ।
(src)="7.5"> Efa nahita tahaka izao isika teo aloha , saingy iray amin 'ireo mafaitra indrindra ny raharaha momba azy . , Zara raha mahafantatra ny endrika teknika ny fanjakam-birao sy ny mpampihodina ny rafitra ary mora taitra amin 'ny mety ho teti-dratsy ambadiky ny zavatra rehetra atao . "
(trg)="7.4"> ଇରାନି ବ ୍ ଲଗର ଓ କମ ୍ ପ ୍ ୟୁଟର ଇଞ ୍ ଜିନିଅର ଆରସ ଆବାଡ ଼ ପୁର ( ଡାକନାମ ଆରସ କମଙ ୍ ଗିର ନାମରେ ଜଣା ) ଏକ ଇମେଲ ଯୋଗେ ଗ ୍ ଲୋବାଲ ଭଏସେସ ଯୋଗେ କହିଛନ ୍ ତି , " ସଇଦଙ ୍ କ ପରିସ ୍ ଥିତି ଏ ବ ୍ ୟବସ ୍ ଥାର ଏକପାଖିଆ ଗୁଣ ଦେଖାଉଛି ।
(src)="8.1"> Manimba ny fanentanana nataon 'ny ny filoha Hassan Rouhani tamin 'ny fampielezankeviny hisian 'ny fiarahamonina sy ny aterineto misokatra izay nibahan-toerana tamin 'ny fitantaram-baovaon 'ny tandrefana ny fitohizan 'ny fanagadrana sy ny fisamborana vao haingana ireo bilaogera sy mpiserasera .
(trg)="8.1"> ନିକଟରେ ବ ୍ ଲଗର ମାନଙ ୍ କ ଓ ନେଟନାଗରିକମାନଙ ୍ କ ଉପରେ ଦଣ ୍ ଡାଦେଶ ଓ ସେମାନଙ ୍ କର ଲଗାତର ଗିରଫ ଏକ ଅଧିକ ଖୋଲା ସମାଜ ଓ ଇଣ ୍ ଟରନେଟରେ ଏବେର ରାଷ ୍ ଟ ୍ ରପତି ହାସାନ ରୁହାନିଙ ୍ କ ଅଫିସ ପାଇଁ ପ ୍ ରଚାରାଭିଯାନର ପଶ ୍ ଚିମୀ ମିଡିଆର ପ ୍ ରଚାରକୁ ସମ ୍ ପୂର ୍ ଣ ୍ ଣ ରୂପେ ରୁଦ ୍ ଧ କରିଦେଇଛି ।
(src)="9.1"> Na dia eo aza izany tranga mihamahazo vahana izany , mbola misy ihany ireo fandresena madinika .
(trg)="9.1"> ଏହି ଦୁଃଖଦାୟକ ଅବସ ୍ ଥା ସତ ୍ ତ ୍ ୱେ ମଧ ୍ ୟ କିଛି ଛୋଟ ଛୋଟ ବିଜୟ ହୋଇଛି ।
(src)="10.1"> Na dia sarotra aza ny manombana ny fiantraikan 'ny fanentanana ho famotsorana ireo nogadraina , mihevitra ireo mpikatroka marobe sy mpanao fanadihadiana momba ny rafi-dalàna ao Iran fa misy fiantraikany hatrany amin 'ny famotsorana ireo gadra ny fanerena iraisam-pirenena .
(trg)="10.1"> ଯଦିଓ ସେହି କାରାବାସୀମାନଙ ୍ କ ମୁକୁଳିବା ପାଇଁ ପ ୍ ରଚାରାଭିଯାନର ପ ୍ ରଭାବ କଳିବା କଷ ୍ ଟ , ଅନେକ ପ ୍ ରଚାରକାରୀ ଓ ଇରାନର ଆଇନଗତ ବ ୍ ୟବସ ୍ ଥାର ବିଶ ୍ ଳେଷଣକାରୀମାନେ ଆନ ୍ ତର ୍ ଜାତୀୟ ଚାପ କାରାବାସୀମାନଙ ୍ କ ମୁକୁଳିବା ଉପରେ ପ ୍ ରଭାବ ପକାଇଛି ବୋଲି ବିଶ ୍ ୱାସ କରନ ୍ ତି ।
(src)="11.1"> Nanazava tamin 'ny Global Voices tamin 'ny alalan 'ny fanadihadiana am-pinday i Maryam Malekpour , anabavin 'i Saeed monina ao Kanadà fa vao avy nafindra tao amin 'ny foiben 'ny fonjan 'i Evin i Saeed .
(trg)="11.1"> କାନାଡ ଼ ାରେ ରହୁଥିବା ସଇଦଙ ୍ କ ଭଉଣୀ ମାରିଅମ ମାଲେକପୁର ଏକ ଫୋନ ଇଣ ୍ ଟରଭିଉରେ ଗ ୍ ଲୋବାଲ ଭଏସେସକୁ ଜଣାଇଛନ ୍ ତି ଯେ ଏଇ ମାତ ୍ ର ସଇଦଙ ୍ କୁ ଏଭିନ କାରାଗାରର ସାଧାରଣ କୋଠରୀକୁ ସ ୍ ଥାନାନ ୍ ତରିତ କରାଯାଇଛି ।
(src)="11.3"> Nanazava izy hoe :
(trg)="11.3"> ସେ ବଖାଣନ ୍ ତି :
(src)="12.1"> " NItoka-monina izy teo , nogadraina nandritra ny fotoana ela tao amin 'ny efitra mitoka-monina ao am-ponja , ka te-hiresaka mafy .
(trg)="12.1"> " ସେ ଏତେ ଏକାକୀ ରହିଛନ ୍ ତି , ଏତେ କାଳ ନିର ୍ ବାସିତ ଭାବେ ବନ ୍ ଦୀ ହୋଇ ରହିଥିଲେ ଯେ ତାଙ ୍ କ ପାଇଁ କଥା ହେବାର ଆବଶ ୍ ୟକତା ଜରୁରୀ ।
(src)="12.3"> Niresaka taminy momba ny fanentanana ho amin 'ny famotsorana azy aho , tsy mety mino izy fa misy ireo olona mitsinjo sy miresaka momba azy .
(trg)="12.3"> ତାଙ ୍ କ ମୁକ ୍ ତି ପାଇଁ ଚାଲିଥିବା ପ ୍ ରଚାର , ତାଙ ୍ କ ପାଇଁ ଲୋକେ ଯେ ସତରେ ଚିନ ୍ ତିତ ଓ ବିବ ୍ ରତ ସେକଥା ସେ ବିଶ ୍ ୱାସ ବି କରିପାରୁନାହାନ ୍ ତି ।
(src)="12.4"> Mankasitraka tanteraka ny ezaka rehetra ataon 'ny olona ho famotsorana azy izy .. voaheloka ho faty izy .
(trg)="12.4"> ତାଙ ୍ କୁ ମୁକୁଳାଇବା ପାଇଁ ଲୋକେ କରୁଥିବା ସବୁପ ୍ ରକାର ଚେଷ ୍ ଟା ପାଇଁ ସେ ସେମାନଙ ୍ କ ପାଖେ କୃତଜ ୍ ଞ .
(src)="12.5"> Miaina eo ambanin 'ny aloky ny fahafatesana izy sy ny fianakavianay .
(trg)="12.6"> ତାଙ ୍ କୁ ପ ୍ ରାଣଦଣ ୍ ଡ ମିଳିଛି ।
(src)="12.6"> Ny zavatra irianay dia famotorana marina ny raharaha momba azy .
(trg)="12.7"> ସେ ନିଜେ ଓ ଆମ ପରିବାରର ସଭିଏଁ ତାଙ ୍ କ ମୃତ ୍ ୟର ଡରରେ କେତେ କାଳୁ ଜୀଇଁଛୁ ।
(src)="12.7"> Tsy misy ny porofo manameloka azy ankoatra ny fiaikena norombasin 'izy ireo taminy . "
(trg)="12.8"> ଆମେ କେବଳ ତାଙ ୍ କ କେସର ଏକ ନ ୍ ୟାୟଗତ ବିଚାର ଚାହୁଁଛୁ ।
(src)="13.1"> Nanipika i Gissou Nia fa tokony apetraka eo ambanin 'ny famotorona tsy miankina ny raharaha Saeed .
(trg)="13.1"> ଜିସୁ ନିଆ ଜୋର ଦେଇ କହିଥିଲେ ଯେ ସଇଦଙ ୍ କ କେସର ବିଶେଷ ଅନୁସନ ୍ ଧାନ କରାଯିବା ଉଚିତ ।
# mg/2014_11_17_65788_.xml.gz
# or/2014_11_the-google-bus-is-bringing-internet-skills-to-half-a-million-students-in-bangladesh_.xml.gz
(src)="1.1"> Google Bus Mitondra Fahaizana Aterineto Hoan 'ireo Mpianatra Antsasa-Tapitrisa Ao Bangladesh
(trg)="1.1"> ବଙ ୍ ଗଳାଦେଶରେ ଅଧମିଲିଅନ ଲୋକଙ ୍ କ ପାଇଁ ଇଣ ୍ ଟରନେଟ କୁଶଳତା ଆଣୁଛି ଗୁଗୁଲ ବସ · ଓଡ ଼ ିଆରେ Global Voices
(src)="1.2"> Mandehandeha manerana an 'i Bangladesh ny ekipan 'ny teknolojia goavana Google mba hampianatra ireo mpianatry ny kolejy sy ny oniversite ao Bangladesh mikasika ny fomba tsara ampiasàna ny aterineto .
(trg)="1.2"> ଇଣ ୍ ଟରନେଟରୁ ଅଧିକ ଉପଯୋଗୀ କରିବା ନିମନ ୍ ତେ ବଙ ୍ ଗଳାଦେଶର ପାଖାପାଖି ଅଧ ମିଲିଅନ କଲେଜ ଓ ବିଶ ୍ ୱବିଦ ୍ ୟାଳୟରେ ଟେକ ଜାଏଣ ୍ ଟ ଗୁଗୁଲର ଏକ ଦଳ ବସଟି ଚଳାଉଛନ ୍ ତି ।
(src)="1.3"> Hitsidika fianarana 500 ao amin 'ny toerana 35 manerana ny firenena Azia Atsimo ity Google Bus , zava-baovao miavaka velomin 'ny finday aterineto 3G ity .
(trg)="1.3"> ଏକ ବିଶେଷ ସୁବିଧାଯୁକ ୍ ତ ଏହି ଗୁଗୁଲ ବସ 3G ମୋବାଇଲ ଇଣ ୍ ଟରନେଟ ଚାଳିତ ଓ ଦକ ୍ ଷିଣ ଏସିଆର ୩୫ଟି ଅଞ ୍ ଚଳରେ ଥିବା ୫୦୦ଟି କ ୍ ୟାମ ୍ ପସ ଯିବ ।
(src)="2.1"> Miha-maro ireo vahoakan 'i Bangladesh miditra aterineto , noho ny finday aterineto 3G .
(trg)="2.1"> ବଙ ୍ ଗଳାଦେଶର ଅଧିକରୁ ଅଧିକ ଲୋକ ଅନଲାଇନ ଆସିବାରେ ଲାଗିଛନ ୍ ତି , ଏଥି ଲାଗି ମୋବାଇଲ ଇଣ ୍ ଟରନେଟକୁ ସାଧୁବାଦ ଦେବା କଥା ।
(src)="2.2"> Nandritra ny roa taona , niakatra ho 20 isanjato ny fidirana amin 'ny aterineto raha 5 isanjato monja izany tamin 'ny taona 2012 .
(trg)="2.2"> ୨୦୧୨ରେ ଥିବା ୫ ଶତକଡ ଼ ାରୁ ରୁ ଗତ ଦୁଇ ବର ୍ ଷ ଭିତରେ ଇଣ ୍ ଟରନେଟ ୨୦ ଶତକଡ ଼ ା ଲୋକଙ ୍ କ ପାଖରେ ପହଞ ୍ ଚି ପାରିଛି ।
(src)="2.3"> Tsy dia nahazo fampianarana sahaza amin 'ny fampiasana izay mahasoa amin 'ny aterineto sy ny fampitam-baovao ireo mpiserasera vaovao ireo , indrindra fa ny tanora .
(trg)="2.3"> ଏ ସଭିଏଁ ନୂଆ ବ ୍ ୟବହାରୀ ଓ ବିଶେଷ କରି ଇଣ ୍ ଟରନେଟର ଓ ନୂଆ ମିଡ ଼ ିଆର ମହତ ୍ ୱ ବାବଦରେ ଜାଣି ନଥିବା ଯୁବବର ୍ ଗର ।
(src)="3.1"> Mikasa hanova izany ny tetikasa Google Bus , tsy mionona fotsiny ihany amin 'ny ahafahan 'ireo mpianatra miditra aterineto fa ahafahan 'izy ireo mianatra momba ireo fitaovana vaovao manampy azy ireo amin 'ny fianarana sy ny fandrosoana ihany koa ary ahafahana manatrika fotoam-pampianarana tarihin 'ny mpampiofana .
(trg)="3.1"> ଛାତ ୍ ରମାନଙ ୍ କୁ ଇଣ ୍ ଟରନେଟ ସହ ଯୋଡ ଼ ିବା ସହ ସେମାନଙ ୍ କ ଶିକ ୍ ଷା ଓ ବିକାଶ ସକାଶେ ନୂଆ ଟୁଲ ବାବଦରେ ଜାଣିବା ଏବଂ ତାଲିମଦାତାଙ ୍ କ ଦ ୍ ୱାରା ଶିକ ୍ ଷଣଶାଳା ଦେବାର ପ ୍ ରକ ୍ ରିୟା ବଦଳାଇବା ପାଇଁ ଗୁଗୁଲ ବସ ଉଦ ୍ ୟମ କରୁଛି ।
(src)="3.2"> Afaka hampiasa fitaovana Android misy aterineto ihany koa ireo mpianatra mandray anjara amin 'izany tetikasa izany .
(trg)="3.2"> ଏହି ପ ୍ ରକଳ ୍ ପରେ ଜଡ ଼ ିତ ଛାତ ୍ ରମାନେ ଇଣ ୍ ଟରନେଟ ଥିବା ଆଣ ୍ ଡ ୍ ରଏଡ ଼ ଡିଭାଇସ ବ ୍ ୟବହାର କରିବାର ସୁଯୋଗ ଲଭିବେ ।
(src)="4.1"> Efa nitsidika kolejy sy oniversite maromaro tao amin 'ny renivohitra Dhaka ilay bus .
(trg)="4.1"> ବସଟି ଏଯାବତ ଢାକାର ବିଭିନ ୍ ନ କଲେଜ ଓ ବିଶ ୍ ୱବିଦ ୍ ୟାଳୟ ଯାଇସାରିଲାଣି ।
(src)="4.2"> Amin 'ny volana hoavy , hanomboka ny diany manerana ireo ivom-pampianarana ambony ao sy manodidina an 'i Chittagong , Khulna , Sylhet , Rajshahi , Rangpur , Barisal ary tanàndehibe hafa ny bus .
(trg)="4.2"> ଆସନ ୍ ତା ମାସମାନଙ ୍ କରେ ଏହା ଚିଟାଗଙ ୍ ଗ , ଖୁଲଣା , ସିଲହଟ , ରାଜସାହି , ରଙ ୍ ଗପୁର , ବରିସଳ ଏବଂ ଆହୁରି ଅନେକ ସହରର ଶିକ ୍ ଷାନୁଷ ୍ ଠାନମାନଙ ୍ କୁ ଯିବ ।
(src)="5.1"> Naneho ny firehetam-pony tamin 'ity tetikasan 'ny Google ity ireo mpiserasera :
(trg)="5.1"> ନେଟ-ବ ୍ ୟବହାରୀଗଣ ଗୁଗଲର ଏହି ଅଭିଯାନରେ ନିଜ ଉତ ୍ କଣ ୍ ଠା ପ ୍ ରକାଶିଛନ ୍ ତି :
(src)="5.2"> Mandehandeha manerana an 'i Bangladesh ny Google mba hampianatra aterineto amin 'ireo mpianatry ny kolejy sy oniversite .
(trg)="5.2"> କଲେଜ ଛାତ ୍ ରଙ ୍ କୁ ପଢ ଼ ାଇବା ନିମନ ୍ ତେ ଗୁଗୁଲ ବଙ ୍ ଗଳାଦେଶ ସାରା ଗାଡ ଼ ି ଚଳାଇଛି ।
(src)="5.3"> Manomboka ny diany ao Bangladesh ny Google Bus , avy amin 'ny @ bdnews24com
(trg)="5.4"> ଗୁଗୁଲ ବସ ବଙ ୍ ଗଳାଦେଶରେ ନିଜର ଯାତ ୍ ରାରମ ୍ ଭ କଲା ।
(src)="5.5"> Tongasoa ianao Google !
(trg)="5.7"> ତମଙ ୍ କୁ ପାଛୋଟା ଗୁଗୁଲ !
(src)="5.6"> Mpianatra marobe no nizara ny traikefan 'izy ireo tao amin 'ny pejy iombonana Google Plus .
(trg)="5.9"> ବହୁ ଛାତ ୍ ର ଗୁଗୁଲ ପ ୍ ଲସ କମୁମିଟି ପୃଷ ୍ ଠାରେରେ ନିଜ ଅନୁଭୂତି ଜଣାଇଛନ ୍ ତି ।
(src)="5.7"> Ao ohatra i Murad Hossain avy ao amin 'ny Kolejy Adamji Cantonment nandefa hoe :
(trg)="5.10"> ଆଡାମଜି କାଣ ୍ ଟନମେଣ ୍ ଟ କଲେଜର ମୁରାଦ ହୋସେନ ଲେଖିଛନ ୍ ତି :
(src)="5.8"> Tonga tato amin 'ny faritry ny fianaranay # ACC ny ekipa Google Bus .
(trg)="5.11"> ଆମ ଏସିସି କଲେଜକୁ ଗୁଗୁଲ ବସ ଆସିବା ସତରେ ଆନନ ୍ ଦର ବିଷୟ ।
(src)="5.9"> Mahafinaritra Zava-baovao amiko ilay izy saingy tena faly tanteraka aho .
(trg)="5.12"> ମୋ ପାଇଁ ନୂଆ ହେଲେ ବି ମନ ଉଲୁସି ଉଠୁଛି ।
(src)="5.11"> Orpita Ahmed ( Bristy ) nanoratra hoe :
(trg)="5.16"> ଅର ୍ ପିତା ଅହମଦ ( ବୃଷ ୍ ଟି ) ଲେଖନ ୍ ତି :
(src)="5.12"> Manahoana , Bristy avy ao amin 'ny kolejy Tejgaon aho .
(trg)="5.17"> ମୁଁ ତେଜଗାଓଁ କଲେଜରେ ପଢ ଼ ୁଥିବା ବୃଷ ୍ ଟି ।
(src)="5.13"> Tiako ny Google Bus .
(trg)="5.18"> ଗୁଗୁଲ ବସ ସତରେ ବଢ ଼ ିଆ ।
(src)="5.14"> Tena ilaina amin 'ny andavan 'androm-piainana izy .
(trg)="5.19"> ଏଇଟି ଆମ ନିତିଦିନିଆ ଜୀବନ ଲାଗି ଦରକାରୀ ।
(src)="5.15"> Ka tena tiako tokoa .
(trg)="5.20"> ମୋର ଖୁବ ପସନ ୍ ଦ ।
(src)="5.16"> Tao amin 'ny bilaogy Bangladeshy Jhalmoori , Ahmed Rabib Towsif nanazava ny dikan 'ny Google Bus :
(trg)="5.21"> ବଙ ୍ ଗଲାଦେଶୀ ବ ୍ ଲଗ ଝାଲମୁରିରେ , ଅହମଦ ରାବିବ ତଉସିଫ ଗୁଗୁଲ ବସର ଉପ ୍ ୟୋଗୀତା ବଖାଣିଛନ ୍ ତି :
(src)="5.17"> Google araka ny fantatsika amin 'ny alalan 'ny milina fikarohany dia orinasa marorantsana amin 'ny firenena maromaro izay manana andraikitra hikarakara ny vaovaon 'izao tontolo izao sy hahatonga izany ho azon 'izao tontolo izao hidirana .
(trg)="5.22"> ସେମାନଙ ୍ କ ସର ୍ ଚ ଇଞ ୍ ଜିନରୁ ଆମେ ଜାଣିଛୁ ଗୁଗୁଲ ଜଗତର ସୂଚନାକୁ ସଜାଡ ଼ ିବା ଓ ତା 'କୁ ସଭିଙ ୍ କ ସବୁଠି ଉପଲବ ୍ ଧ ଓ ବ ୍ ୟବହାରଯୋଗୀ କରିବା ଲକ ୍ ଷରେ ଗଢ ଼ ା ଏକ ବହୁଦେଶୀୟ କମ ୍ ପାନି ।