# ar/2014_06_08_34027_.xml.gz
# or/2014_10_farewell-hindustan-ambassador_.xml.gz


(src)="1.2"> سيارة هندوستان أمباسادور أجرة في إحدى شوارع كولكاتا .
(trg)="1.2"> କଲିକତାର ରାସ ୍ ତାରେ ଏକ ହଳଦିଆ ହିନ ୍ ଦୁସ ୍ ତାନ ଆମ ୍ ବାସାଡ ଼ ର .

(src)="1.3"> تصوير دي شاكرابورتي .
(trg)="1.3"> ଫଟୋ ଉଠେଇଛନ ୍ ତି ଡି .

(src)="1.4"> حقوق النشر محفوظة لديموتكس ( 27 / 5 / 2014 )
(trg)="1.5"> ସ ୍ ଵତ ୍ ଵ - ଡେମୋଟିକ ୍ ସ ( ୨୭ / ୫ / ୨୦୧୪ )

# ar/2014_07_03_34260_.xml.gz
# or/2014_10_srinagar-leh-highway-an-adventurous-roadtrip_.xml.gz


(src)="1.3"> لا يزال هذا الطريق مفتوحًا أمام حركة المرور من يونيو / حزيران إلى نوفمبر / تشرين الثاني .
(trg)="1.2"> କାଶ ୍ ମୀର ଉପତ ୍ ୟକାରେ ଥିବା ୪୩୪ କିଲୋମିଟର ଦୀର ୍ ଘ ଶ ୍ ରୀନଗର-ଲେହ ଜାତୀୟ ରାଜପଥ ଦର ୍ ଶନୀୟ ଓ କିଛି ମାତ ୍ ରାରେ ଏକ ବିପଦସଙ ୍ କୁଳ ରାଜପଥ ।

(src)="1.4"> الطريق موحل عمومًا وغير ممهد بشكل جيد .
(trg)="1.3"> ଏହି ରାସ ୍ ତା ଜୁନରୁ ନଭେମ ୍ ବର ଯାଏଁ ଯିବାଆସିବା ପାଇଁ ଖୋଲା ରହିଥାଏ ।

(src)="1.5"> الممر الجبلي زوي-لا على ارتفاع 3528 متر خطير بشكل خاص بحيث يكفي لحركة مرور باتجاه واحد مع احتمال نزول 1000 متر لأسفل الوادي .
(trg)="1.4"> ଏହି ସଡ ଼ କରେ ସ ୍ ଥାନେ ସ ୍ ଥାନେ କାଦୁଅ , ଗୋଡ ଼ ି ଓ ଠାଏ ଠାଏ ରାସ ୍ ତା ନଥିଲା ଭଳି ଥାଏ ।

(src)="1.6"> في رحلة طريق سريناجار-ليه يمكنكم رؤية مشاهد طبيعية بسيطة ومدونة سفر بالإضافة لفيديو لرحلة المغامرة أعلاه .
(trg)="1.6"> ଭ ୍ ରମଣ ବ ୍ ଲଗ “ ମାଇନର ସାଇଟସ ” ଉପରେ ଥିବା ଭିଡ ଼ ିଓ ଭଳି ଅନେକ ସଡ ଼ କ ଯାତ ୍ ରାର ବିସ ୍ ତୃତ ବିବରଣୀ ଦେଇଆସୁଛି ।

# ar/2014_12_11_36230_.xml.gz
# or/2015_01_photo-of-peshmerga-combatant-breastfeeding-her-child-captivates-kurdish-media_.xml.gz


(src)="2.1"> من تصوير فيرونيك دي فيجيوري ، 6 سبتمبر / أيلول 2014
(trg)="3.2"> ମହିଳାଜଣକ ଏକ ସ ୍ ୱଂୟଚାଳିତ ବନ ୍ ଧୁକ ପାଖରେ ଥୋଇ ନିଜ ପିଲାଟିକୁ କ ୍ ଷୀର ପିଆଉଛନ ୍ ତି ।

(src)="3.2"> انتشرت الصورة على نطاق واسع على وسائل الإعلام الاجتماعي ، في سياق إبراز قوة الكرديات وصمود المقاتلات في القتال الدائر ضد داعش .
(trg)="3.3"> ଫଟୋଟି ସୋସିଆଲ ନେଟୱାର ୍ କିଙ ୍ ଗ ସାଇଟମାନଙ ୍ କରେ ବହୁବାର ପ ୍ ରକାଶିତ ହୋଇ କୁରଦିସ ମହିଳାମାନଙ ୍ କ ଶକ ୍ ତି ଓ ISIS ବିରୁଦ ୍ ଧରେ ନାରୀ ଆନ ୍ ଦୋଳନକୁ ବହୁଗୁଣିତ କରିଛି ।

(src)="5.1"> أشاد مستخدمو الإنترنت الأكراد بالمقاتلة الكوردية ، وهي لا تزال مجهولة الهوية .
(trg)="5.1"> କୁରଦିସ ଇଣ ୍ ଟରନେଟ ବ ୍ ୟବହାରୀମାନେ ମଧ ୍ ୟ ପରିଚୟ ଜଣା ନଥିବା ଏହି ପେସମରଗା ନାରୀଙ ୍ କୁ ପ ୍ ରଶଂସା କରିଛନ ୍ ତି ।

(src)="5.3"> أتمنى لهن النجاح في ميدان المعركة ، فليحميهم الله " .
(trg)="5.3"> ସୁଲେମାନିଆରୁ ସକର ନିଡ ଼ ି କହିଛନ ୍ ତି , " ଆମ ପାଇଁ ଏ ଏକ ଗର ୍ ବ କରିବା ଭଳି ଉଦାହରଣ " ।

(src)="5.5"> ملحوظة من المحرر : تناقل مستخدمو الإنترنت هذه الصورة على الإنترنت بدون الإشارة لمصورها .
(trg)="5.4"> ଇଣ ୍ ଟରନେଟ ବ ୍ ୟବହାରୀଗଣ ଫଟୋଗ ୍ ରାଫର ଭେରୋନିକ ଡି ଭିଗୁଏରିଙ ୍ କ ଉଠା ଫଟୋ ବିନା ଶ ୍ ରେୟରେ ବ ୍ ୟାପକ ଭାବେ ବିତରଣ କରିଛନ ୍ ତି ।

(src)="5.6"> وعبر أداة جوجل للبحث العكسي للصور ، توصلت الأصوات العالمية للمصورة واسمها فيرونيك دي فيجيوري .
(trg)="5.6"> ( କେଭିନ ରଥରକଙ ୍ କ ଦେଇ ଦ ୍ ରଷ ୍ ଟବ ୍ ୟଟି ଯୋଡ ଼ ାଯାଇଛି )

# ar/2015_01_23_36467_.xml.gz
# or/2015_02_raising-the-issue-of-gender-based-violence-and-inequality-in-kyrgyzstan_.xml.gz


(src)="1.1"> مخيم للناشطين الشبان حول العنف واللامساواة في قرجيزستان
(trg)="2.1"> ଲୋକେ କହନ ୍ ତି ଯେ ହିଂସା କେବଳ ବାହାରେ , ଅନ ୍ ଧାର ଗଳିରେ ଘଟେ ।

(src)="1.3"> في سنة 2014 ، تطرقت ناشطات من قرغيزستان إلى موضوع العنف و توصلن إلى طرق جديدة لكشف حقيقة هذا الوضع في المجتمع .
(trg)="3.1"> ଗାର ୍ ଲ ଆକ ୍ ଟିଭିଷ ୍ ଟସ ଅଫ କିରିଗିଜସ ୍ ଥାନ ୨୦୧୪ର ହିଂସାର ଅସୁବିଧାକୁ ନେଇ ସମାଜର ବାସ ୍ ତବ ଅବସ ୍ ଥା ଦେଖାଇବା ପାଇଁ ନୂଆ ନୂଆ ବାଟ ଆରମ ୍ ଭ କଲେ ।

(src)="2.1"> مخيّم الناشطين الشبان
(trg)="4.1"> ଯୁବ କର ୍ ମୀ କ ୍ ୟାମ ୍ ପ

(src)="4.1"> وقد افتُتح المخيم من قبل ناشطات من قرغيزستان و امتد من 28 نوفمبر / تشرين الثاني إلى 1 ديسمبر / كانون الأول بمدينة بيشكك .
(trg)="6.1"> ଏହି କ ୍ ୟାମ ୍ ପ ଗାର ୍ ଲସ ଆକ ୍ ଟିଭିଷ ୍ ଟସ ଅଫ କିରିଗିଜସ ୍ ଥାନ ଦେଇ ଆୟୋଜିତ ହୋଇଥିଲା ଏବଂ ୨୦୧୪ ନଭେମ ୍ ବର ୨୮ରୁ ଡିସେମ ୍ ବର ୧ ଯାଏ ବିସକେକଠାରେ ଅନୁଷ ୍ ଠିତ ହୋଇଥିଲା ।

(src)="4.2"> وشارك بالمخيم 13 ناشطاً من محافظتين من قرغيزستان ( هناك سبع محافظات في قرغيزستان ) .
(trg)="6.2"> ଏହ କ ୍ ୟାମ ୍ ପରେ କିରିଗିଜସ ୍ ଥାନରୁ ଦୁଇଟି ଅଞ ୍ ଚଳରୁ ତେରଜଣ ( କିରିଗିଜସ ୍ ଥାନରେ ମୋଟ ସାତଟି ଅଞ ୍ ଚଳ ) ଅଂଶଗ ୍ ରହଣ କରିଥିଲେ ।

(src)="7.1"> إنه موضوع هام لأن مرض الإيدز يعد سببًا من أسباب التفرقة العنصرية ، لذا يجب على الجميع أن يكونوا متسامحين تجاه الحاملين لهذا المرض .
(trg)="9.1"> ଏହା ଅତି ଜରୁରୀ କାରଣ ଏଚଆଇଭି / ଏଡ ଼ ସ ଲିଙ ୍ ଗଗତ ଭେଦଭାବର ଏକ ବଡ ଼ କାରଣ , ଆଉ ଲୋକେ ଏଚଆଇଭି-ପଜିଟିଭ ପୀଡ ଼ ିତ ଲୋକଙ ୍ କୁ ଆପଣେଇବା ଶିଖିବା ଉଚିତ ।

(src)="8.1"> قرّرنا أثناء فترة التخييم أن ندعم حركة " هو من أجلها هي " وقمنا بعرض أعمال حول العنف القائم على النوع الجتماعي واللامساواة لنبيّن أن العنف موجود وأنه علينا أن نقوم بوضع حد له الآن .
(trg)="11.1"> କ ୍ ୟାମ ୍ ପ କଲାବେଳେ ଆମେ HeForShe ଆନ ୍ ଦୋଳନ ଲିଙ ୍ ଗଗତ ହିଂସା ଓ ଅସମତାକୁ ଭିତ ୍ ତି କରି ଘଟୁଥିବା ହିଂସା ଯେ ଘଟୁଛି ଆଉ ତାକୁ ପରେ ନୁହେଁ ଏବେ ହିଁ ରୋକିବା ବାବଦରେ ଜଣାଇବା ପାଇଁ ପ ୍ ରଚାର କରିବାକୁ ସିଦ ୍ ଧାନ ୍ ତ ନେଇଥିଲୁ ।

(src)="13.2"> وبما أن نشاطنا يرتكزعلى منصّة رقمية تسعى إلى تنمية تجارب الفتيات في قرغيزستان فإن هذا الموضوع هو بغاية الأهمية بالنسبة لنا .
(trg)="16.2"> ଆମ ସକ ୍ ରିୟତା କାମଟି ଏକ ଡିଜିଟାଲ ଭିତ ୍ ତିଭୂମିରେ ରହି କିରିଗିଜସ ୍ ଥାନର ଝିଅମାନଙ ୍ କ କାହାଣୀ ପ ୍ ରଚାର କରୁଥିବାରୁ ଏହି ଅସୁବିଧା ଆମ ପାଇଁ ଖୁବ ଗୁରୁତ ୍ ତ ୍ ୱପୂର ୍ ଣ ୍ ଣ ।

(src)="15.1"> صور مأخوذة من قبل داريا كسماميتوفا .
(trg)="18.1"> ଫଟୋଟି ଡାରିଆ କାସମାମିଟୋଭାଙ ୍ କ ଦେଇ ଉତ ୍ ତୋଳିତ