# or/2014_10_farewell-hindustan-ambassador_.xml.gz
# ur/2014_06_07_1585_.xml.gz


(src)="1.2"> କଲିକତାର ରାସ୍ତାରେ ଏକ ହଳଦିଆ ହିନ୍ଦୁସ୍ତାନ ଆମ୍ବାସାଡ଼ର .
(trg)="1.2"> کلکتہ روڈ پر رواں ایک پیلی ہندوستان ایمبیسیڈر ٹیکسی ۔

(src)="1.5"> ସ୍ଵତ୍ଵ - ଡେମୋଟିକ୍ସ ( ୨୭ / ୫ / ୨୦୧୪ )
(trg)="1.4"> کاپی رائیٹس ڈیموٹیکس 27 / 05 / 2014 )

(src)="2.2"> ସୌମ୍ୟଦୀପ ଚୌଧୁରୀ “ କଟିଙ୍ଗ ଦ ଚାଏ ” ରେ ଏକ ଅଣଉପଚାରିକ ( ଓ ଆନିମେଟେଡ ) ଗୁଗଲ ଡୁଡଲ ତିଆରି କରି ଏହି ଉତ୍କୃଷ୍ଟ କାରଟିକୁ ସମ୍ମାନିତ କରିଛନ୍ତି ।
(trg)="2.3"> کٹنگ دی چائےپر سومیادیپ چوہدری نے ایک ان آفیشل اینیمیٹڈ گوگل ڈوڈل بنا کر اس کلاسیکی کار کو خراج تحسین پیش کیا ۔

(src)="2.3"> ଏହି କାର ଏବେ ମଧ୍ୟ ଅନେକ ଟାକ୍ସି ଚାଳକ , କିଛି ରାଜନେତା ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ପ୍ରିୟ ହେଇ ରହିଛି ।
(trg)="2.4"> یہ گاڑی اب بھی ٹیکسی ڈرائیوروں ، چندسیاست دانوں اور سیاحوں میں بے حد مقبول ہے ۔