# or/2015_01_photo-of-peshmerga-combatant-breastfeeding-her-child-captivates-kurdish-media_.xml.gz
# pt/2014_12_14_peshmerga-amamentando-filho-midia-curda_.xml.gz
(src)="2.4"> com .
(trg)="2.2"> Veroniquedeviguerie.com
(src)="3.3"> ଫଟୋଟି ସୋସିଆଲ ନେଟୱାର୍କିଙ୍ଗ ସାଇଟମାନଙ୍କରେ ବହୁବାର ପ୍ରକାଶିତ ହୋଇ କୁରଦିସ ମହିଳାମାନଙ୍କ ଶକ୍ତି ଓ ISIS ବିରୁଦ୍ଧରେ ନାରୀ ଆନ୍ଦୋଳନକୁ ବହୁଗୁଣିତ କରିଛି ।
(trg)="3.2"> A foto foi amplamente distribuída nas redes sociais , destacando a força das mulheres curdas e a resistência das mulheres combatentes na luta contínua contra o ISIS .
(src)="4.1"> ବିଭିନ୍ନ ପାଶ୍ଚାତ୍ୟ ଦେଶମାନଙ୍କରେ ସ୍ତନ୍ୟପାନକୁ ନୀଚ ଦେଖାଉଥିବା ( ନିକଟରେ ଇଉକେରେ ) ବେଳେ କୁରଦିସ ମିଡ଼ିଆ ଏକକାଳୀନ " ଯୋଦ୍ଧା " ଓ " ପାଳକ " ଭୂମିକା ନିଭାଉଥିବା ଏହି ପେସମରଗା ମହିଳାଙ୍କ ସ୍ତନ୍ୟପାନକୁ ଭୁରି ଭୁରି ପ୍ରଶଂସା କରିଛି ।
(trg)="4.1"> Em contraste com a briga de amamentação em muitos países ocidentais ( como mais recentemente ocorrido no Reino Unido ) , a mídia curda saudou esta mulher peshmerga amamentando o filho , comemorando a forma como a fotografia captura seus papéis duplos como " guerreira " e " educadora " .
(src)="5.3"> ସୁଲେମାନିଆରୁ ସକର ନିଡ଼ି କହିଛନ୍ତି , " ଆମ ପାଇଁ ଏ ଏକ ଗର୍ବ କରିବା ଭଳି ଉଦାହରଣ " ।
(trg)="5.1"> Os usuários curdos de Internet também elogiaram a mulher peshmerga , cuja identidade permanece desconhecida .
(src)="5.6"> ( କେଭିନ ରଥରକଙ୍କ ଦେଇ ଦ୍ରଷ୍ଟବ୍ୟଟି ଯୋଡ଼ାଯାଇଛି )
(trg)="5.3"> Shakar Sndy de Sulaymaniyah disse : " Um exemplo de que nós temos orgulho " .