# or/2014_10_freesaeed-an-iranian-web-developers-sixth-year-in-prison_.xml.gz
# pl/2014_10_freesaeed-szosty-rok-odsiadki-iranskiego-webmastera_.xml.gz
(src)="1.2"> # FreeSaeed କ୍ୟାମ୍ପେନ ଛବି ।
(trg)="1.2"> Zdjęcie reklamowe akcji # FreeSaeed
(src)="3.1"> କାନାଡ଼ାର ସ୍ଥାୟୀ ନାଗରିକ , ସଇଦ ୨୦୦୮ରେ ମରଣଶେଯରେ ପଡ଼ିଥିବା ନିଜର ବାପାଙ୍କୁ ଦେଖିବା ନିମନ୍ତେ ଇରାନକୁ ଫେରିଆସିଥିଲେ ।
(trg)="3.1"> Mieszkający na stałe w Kanadzie Saeed , w 2008 roku wrócił do Iranu , aby odwiedzić umierającego ojca .
(src)="3.2"> ଏହି ସମୟରେ ତାଙ୍କୁ ପ୍ରଚାର ମାଧ୍ୟମରେ ଦେଶର ଇସଲାମ ନୀତି ଓ ଜାତୀୟ ନିରାପତ୍ତାକୁ ବିପଦରେ ପକାଇବାର ଆରୋପ ଲଗାଯାଇଥିଲା ।
(trg)="3.2"> Zostały mu wtedy postawione zarzuty narażenia islamskiej nacji i bezpieczeństwa narodowego poprzez szerzenie propagandy przeciwko systemowi .
(src)="3.3"> ଓପନ ସୋର୍ସରେ ବିତରିତ ହୋଇଥିବାରୁ ନିଜ ଓ ଅନ୍ୟମାନଙ୍କ ଦ୍ୱାରା ବ୍ୟବହୃତ ଓ ତିଆରି ପ୍ରୋଗ୍ରାମ ଓ କୋଡ଼ କିପରି ବ୍ୟବହାର ହେଉଛି ତାହା ଜାଣିବାର ଅବକାଶ ନାହିଁ ବୋଲି ମାଲେକପୁର ନିଜ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।
(trg)="3.3"> Malekpour zeznał , że nie był świadomy , w jakich intencjach użytkownicy wykorzystywali i rozwijali jego oprogramowanie , ponieważ program był udostępniony na licencji open source ( każdy dowolnie mógł zmieniać kod programu - przyp. tłum . ) .
(src)="4.1"> ରିପୋର୍ଟ ଅନୁସାରେ ୧୫ ମିନିଟ ଧରି ଚାଲିଥିବା ବିଚାର ପରେ ସଇଦଙ୍କୁ " ଧରାର ଅନୀତିକାରୀ " ନାମିତ କରି ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା ।
(trg)="5.1"> Po procesie trwającym rzekomo 15 minut , Saeed został skazany na śmierć oraz ogłoszono go plugawcą ziemi .
(src)="4.2"> ଡିସେମ୍ବର ୨୦୧୨ରେ ସଇଦଙ୍କ ମୃତ୍ୟୁ ଦଣ୍ଡ ମୃତ୍ୟୁରୁ ଆଜୀବନ କାରାଦଣ୍ଡକୁ ଛାଡ଼ କରାଯାଇଥିଲା ।
(trg)="6.1"> Saeed przyznał się do winy po odsiadce w izolatce .
(src)="5.2"> ଏହା ପରର କିଛି ମାସ ଭିତରେ ଇରାନି ଟେଲିଭଜନ ଏହି ଅପରାଧର " ସ୍ୱୀକାରୋକ୍ତି " କୁ ବାରମ୍ବାର ପ୍ରସାରଣ କରିଥିଲା ।
(trg)="6.3"> Przez kilka miesięcy irańska telewizja państwowa wielokrotnie ogłaszała jego " przyznanie się " do zarzuconych zbrodni .
(src)="6.2"> ସଇଦ ମାଲେକପୁରଙ୍କ ଗିରଫ ଓ ଚାଲିଥିବା କାରାଦଣ୍ଡ ଜଣାଇଦିଏ ଯେ ସେମାନଙ୍କ କୋଡ଼ କେଉଁ ସାଇଟରେ ବ୍ୟବହାର ହୋଇଛି ତା ' ବାବଦରେ ନିଶ୍ଚିତ ଭାବେ ନ ଜାଣିପାରିବା ହେତୁ ଫ୍ରିଲାନ୍ସ ୱେବ ପ୍ରୋଗ୍ରାମରମାନେ ଏହି ଭଳି ଆଇନଗତ ଅସୁବିଧାରେ ପଡ଼ିପାରନ୍ତି ।
(trg)="8.1"> Aresztowanie i ciągnąca się odsiadka Saeeda Malekpoura daje do zrozumienia , że wszyscy irańscy programiści freelancerzy są narażeni na potencjalne kłopoty z prawem , ponieważ nie mogą być pewni na jakich stronach internetowych zostały użyte ich kody .
(src)="7.1"> ଏକ ପକ୍ଷରେ ସଇଦ IRGCର ଅନଲାଇନ ଦୁନିଆରେ ଚାଲିଥିବା ଯୁଦ୍ଧରେ ' ବଳିର ଛେଳି ' ସାଜିଛନ୍ତି ।
(trg)="9.1"> W pewnym sensie Saeed jest " kozłem ofiarnym " wojny organizacji IRGC z internetowym światem .
(src)="9.2"> ବିଗତ ସପ୍ତାହରେ , ନଭେମ୍ବର ୨୦୧୩ରେ ଅଜଣା କାରଣରୁ ଗିରଫ ହୋଇଥିବା ନରେନଜି ଟେକନୋଲୋଜି ବ୍ଲଗରଗଣ ବେଲରେ ଛାଡ଼ ପାଇଥିଲେ ।
(trg)="11.2"> W zeszłym tygodniu blogerzy Narenji technology aresztowani w listopadzie 2013 na podstawie niesprecyzowanych zarzutów , zostali zwolnieni za kaucją .
(src)="10.1"> ଯଦିଓ ସେହି କାରାବାସୀମାନଙ୍କ ମୁକୁଳିବା ପାଇଁ ପ୍ରଚାରାଭିଯାନର ପ୍ରଭାବ କଳିବା କଷ୍ଟ , ଅନେକ ପ୍ରଚାରକାରୀ ଓ ଇରାନର ଆଇନଗତ ବ୍ୟବସ୍ଥାର ବିଶ୍ଳେଷଣକାରୀମାନେ ଆନ୍ତର୍ଜାତୀୟ ଚାପ କାରାବାସୀମାନଙ୍କ ମୁକୁଳିବା ଉପରେ ପ୍ରଭାବ ପକାଇଛି ବୋଲି ବିଶ୍ୱାସ କରନ୍ତି ।
(trg)="12.1"> W sytuacji gdy ciężko jest określić stopień wpływu , jaki kampania na rzecz uwolnienia więźniów miała odnośnie tych zatrzymań , wielu aktywistów i analityków irańskiego systemu prawnego wierzy , że międzynarodowy nacisk często ma bardzo istotny wpływ na wypuszczenie tych aresztowanych .
(src)="11.1"> କାନାଡ଼ାରେ ରହୁଥିବା ସଇଦଙ୍କ ଭଉଣୀ ମାରିଅମ ମାଲେକପୁର ଏକ ଫୋନ ଇଣ୍ଟରଭିଉରେ ଗ୍ଲୋବାଲ ଭଏସେସକୁ ଜଣାଇଛନ୍ତି ଯେ ଏଇ ମାତ୍ର ସଇଦଙ୍କୁ ଏଭିନ କାରାଗାରର ସାଧାରଣ କୋଠରୀକୁ ସ୍ଥାନାନ୍ତରିତ କରାଯାଇଛି ।
(trg)="13.1"> Maryam Malekpour , siostra Saeeda mieszkanka Kanady , informuje w wywiadzie telefonicznym z Global Voices , że Saeed został właśnie przeniesiony do głównego oddziału szpitalnego więzienia Evin .
(src)="11.3"> ସେ ବଖାଣନ୍ତି :
(trg)="13.3"> Maryam wyjaśniła :
(src)="12.3"> ତାଙ୍କ ମୁକ୍ତି ପାଇଁ ଚାଲିଥିବା ପ୍ରଚାର , ତାଙ୍କ ପାଇଁ ଲୋକେ ଯେ ସତରେ ଚିନ୍ତିତ ଓ ବିବ୍ରତ ସେକଥା ସେ ବିଶ୍ୱାସ ବି କରିପାରୁନାହାନ୍ତି ।
(trg)="14.3"> Mówiłam mu o kampaniach na rzecz jego uwolnienia , w co nie mógł uwierzyć , że ludzie mówią o nim i przejmują się jego losem .
(src)="12.4"> ତାଙ୍କୁ ମୁକୁଳାଇବା ପାଇଁ ଲୋକେ କରୁଥିବା ସବୁପ୍ରକାର ଚେଷ୍ଟା ପାଇଁ ସେ ସେମାନଙ୍କ ପାଖେ କୃତଜ୍ଞ .
(trg)="14.4"> Jest na prawdę wdzięczny za wysiłek , który ludzie wkładają , aby pomóc w uwolnieniu .
(src)="12.5"> .
(trg)="14.5"> Był skazany na śmierć .
(src)="12.8"> ଆମେ କେବଳ ତାଙ୍କ କେସର ଏକ ନ୍ୟାୟଗତ ବିଚାର ଚାହୁଁଛୁ ।
(trg)="14.7"> Wszystko czego pragniemy to sprawiedliwe dochodzenie .
(src)="12.9"> ସେମାନେ ତାଙ୍କ ଠାରୁ ବଳପୂର୍ବକ ନିଆଯାଇଥିବା ଏକ ସ୍ୱୀକାରୋକ୍ତିକୁ ବାଦ ଦେଲେ ତାଙ୍କ ବିରୋଧରେ କୌଣସି ଦୋଷାବହ ପ୍ରମାଣ ନାହିଁ ।
(trg)="14.8"> Nie ma żadnego obciążającego dowodu za wyjątkiem wymuszonego przyznania się do winy które z niego wyciągnęli " .
# or/2015_02_raising-the-issue-of-gender-based-violence-and-inequality-in-kyrgyzstan_.xml.gz
# pl/2015_02_w-sprawie-przemocy-i-nierownosci-ze-wzgledu-na-plec-w-kirgistanie_.xml.gz
(src)="2.1"> ଲୋକେ କହନ୍ତି ଯେ ହିଂସା କେବଳ ବାହାରେ , ଅନ୍ଧାର ଗଳିରେ ଘଟେ ।
(trg)="1.1"> W sprawie przemocy i nierówności ze względu na płeć w Kirgistanie
(src)="2.3"> ଅଧିକାଂଶ ହିଂସ୍ର ଘଟଣା ଆମ କାନ୍ଥ ଭିତରେ ଘଟେ , ଆଉ ବର୍ଷକୁ ବର୍ଷ ଏହା ବଢ଼ିଚାଲିଛି ।
(trg)="2.2"> Najwięcej sytuacji związanych z przemocą zachodzi w naszych czterech ścianach i co roku ich przybywa .
(src)="6.2"> ଏହ କ୍ୟାମ୍ପରେ କିରିଗିଜସ୍ଥାନରୁ ଦୁଇଟି ଅଞ୍ଚଳରୁ ତେରଜଣ ( କିରିଗିଜସ୍ଥାନରେ ମୋଟ ସାତଟି ଅଞ୍ଚଳ ) ଅଂଶଗ୍ରହଣ କରିଥିଲେ ।
(trg)="6.2"> Trzynaście uczestników z dwóch regionów Kirgistanu ( a jest ich łącznie siedem ) wzięło w nim udział .
(src)="11.1"> କ୍ୟାମ୍ପ କଲାବେଳେ ଆମେ HeForShe ଆନ୍ଦୋଳନ ଲିଙ୍ଗଗତ ହିଂସା ଓ ଅସମତାକୁ ଭିତ୍ତି କରି ଘଟୁଥିବା ହିଂସା ଯେ ଘଟୁଛି ଆଉ ତାକୁ ପରେ ନୁହେଁ ଏବେ ହିଁ ରୋକିବା ବାବଦରେ ଜଣାଇବା ପାଇଁ ପ୍ରଚାର କରିବାକୁ ସିଦ୍ଧାନ୍ତ ନେଇଥିଲୁ ।
(trg)="11.1"> Podczas obozu zadecydowano promować ruch HeForShe i zrobić wystawę prac na temat przemocy i nierówności na podłożu płci , żeby pokazać , że przemoc ma miejsce i musi zostać zatrzymana teraz , a nie potem .
(src)="16.2"> ଆମ ସକ୍ରିୟତା କାମଟି ଏକ ଡିଜିଟାଲ ଭିତ୍ତିଭୂମିରେ ରହି କିରିଗିଜସ୍ଥାନର ଝିଅମାନଙ୍କ କାହାଣୀ ପ୍ରଚାର କରୁଥିବାରୁ ଏହି ଅସୁବିଧା ଆମ ପାଇଁ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ ।
(trg)="16.2"> Ma także szczególną wagę dla nas , ponieważ nasz ruch jest jest zbudowany na podstawie na platformie cyfrowej promującej historie dziewcząt z Kirgistanu .
(src)="18.1"> ଫଟୋଟି ଡାରିଆ କାସମାମିଟୋଭାଙ୍କ ଦେଇ ଉତ୍ତୋଳିତ
(trg)="18.1"> Zdjęcia wykonała Daria Kasmamitowa