# hi/2014_06_30_999_.xml.gz
# or/2014_10_srinagar-leh-highway-an-adventurous-roadtrip_.xml.gz


(src)="1.1"> श्रीनगर-लेह राजमार्ग : एक रोमांचक सड़क यात्रा
(trg)="1.1"> ଶ୍ରୀନଗର-ଲେହ ରାଜପଥ : ଏକ ଦୁଃସାହସିକ ସଡ଼କ ଯାତ୍ରା · ଓଡ଼ିଆରେ Global Voices

(src)="1.2"> 434 किलोमीटर लम्बा श्रीनगर लेह राजमार्ग दर्शनीय और अक्सर भयावह राजमार्ग http : / / en .
(trg)="1.2"> କାଶ୍ମୀର ଉପତ୍ୟକାରେ ଥିବା ୪୩୪ କିଲୋମିଟର ଦୀର୍ଘ ଶ୍ରୀନଗର-ଲେହ ଜାତୀୟ ରାଜପଥ ଦର୍ଶନୀୟ ଓ କିଛି ମାତ୍ରାରେ ଏକ ବିପଦସଙ୍କୁଳ ରାଜପଥ ।

# hi/2014_08_04_1010_.xml.gz
# or/2015_02_warning-system-prevent-elephant-attacks-india_.xml.gz


(src)="1.3"> Image by Caisii Mao .
(trg)="1.2"> ଦିମାପୁରରେ ହାତୀମାନେ ରହିବା ଘରସବୁ ଭାଙ୍ଗିଦେଇଛନ୍ତି ।

(src)="1.4"> Copyright Demotix ( 21 / 6 / 2012 )
(trg)="1.3"> କାଇଶି ମାଓଙ୍କ ଦେଇ ଉତ୍ତୋଳିତ ଫଟୋ ।

(src)="2.2"> प्रकृति संरक्षण प्रतिष्ठान ( एनएफसी ) के वैज्ञानिक आनंद कुमार और शोधकर्ता गणेश रघुनंदन ने तमिलनाडु के वालपाराई में हाथियों और इंसान के बीच होने वाले इस संघर्ष से बचाव का नया तरीका निकाला है ।
(trg)="2.2"> ପ୍ରକୃତି ସଂରକ୍ଷଣ ପ୍ରତିଷ୍ଠାନ ( ଏନଏଫସି ) ବୈଜ୍ଞାନିକ ଆନନ୍ଦ କୁମାର ଓ ଗବେଷକ ଗଣେଶ ରଘୁନନ୍ଦନ ତାମିଲନାଡୁର ବାଲାପରାଇରେ ହାତୀ ଆଉ ମଣିଷମାନଙ୍କ ମଧ୍ୟରେ ହଉଥିବା ସଂଘର୍ଷରୁ ବଞ୍ଚିବାପାଇଁ ଏକ ନୂଆ ପଦ୍ଧତି ବାହାର କରିଛନ୍ତି ।

(src)="3.2"> इसके लिए लोकल केबल टीवी और मोबाइल फोनों का इस्तेमाल किया जाता है ।
(trg)="3.2"> ଏଥିପାଇଁ ସ୍ଥାନୀୟ କେବୁଲ ଟିଭି ଓ ମୋବାଇଲ ଫୋନର ବ୍ୟବହାର କରାଯାଇଥାଏ ।

(src)="4.1"> इस बारे में जानकारी स्थानीय केबल टीवी चैनलों पर हर शाम चार बजे स्क्रॉलिंग न्यूज के तौर पर दिखाई जाती है ।
(trg)="4.1"> ଏହି ସମ୍ପର୍କିତ ତଥ୍ୟ ସ୍ଥାନୀୟ କେବୁଲ ଚାନେଲମାନଙ୍କରେ ନିତି ଅପରାହ୍ ‌ ଣ ୪ଟା ବେଳେ ସ୍କ୍ରୋଲିଙ୍ଗ ସମାଚାର ମାଧ୍ୟମରେ ଦିଆଯାଇଥାଏ ।

(src)="4.2"> इसके अलावा पहले चेतावनी देने वाले भी कई सिस्टम हैं ।
(trg)="4.2"> ଏହା ବ୍ୟତୀତ ଆଗରୁ ଚେତାବନୀ ଦେବାପାଇଁ ମଧ୍ୟ ଅନେକ ବ୍ୟବସ୍ଥା ରହିଛି ।

(src)="4.3"> फाउंडेशन के पास ढाई हजार स्थानीय लोगों का डेटाबेस है ।
(trg)="4.3"> ପ୍ରତିଷ୍ଠାନ ପାଖରେ ଅଢ଼େଇ ହଜାର ସ୍ଥାନୀୟ ନାଗରିକଙ୍କ ଡାଟାବେସ ରହିଛି ।

(src)="4.5"> प्रतिष्ठान ने 22 जगहों पर हाथियों से बचाव के लिए लाल एलईडी लाइट लगाई है ।
(trg)="4.5"> ପ୍ରତିଷ୍ଠାନ ୨୨ଟି ଜାଗାରେ ହାତୀଙ୍କଠାରୁ ବଞ୍ଚିବାପାଇଁ ନାଲି ଏଲଇଡ଼ି ଲାଇଟ ଲଗାଇଛି ।

(src)="5.1"> ब्लॉगर डेपोंटी कहते हैं :
(trg)="5.1"> ବ୍ଲଗର ଡେପୋଣ୍ଟି କହନ୍ତି :

(src)="5.2"> सह अस्तित्व और संघर्ष एक ही सिक्के के दो पहलू हैं ।
(trg)="5.2"> ଅସ୍ତିତ୍ଵ ଓ ସଂଘର୍ଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ।

(src)="5.4"> इससे निश्चित ही कई लोगों को प्रेरणा मिली होगी ।
(trg)="6.1"> ଏଠାରେ ନିଶ୍ଚିତ ଭାବେ କିଛି ଲୋକଙ୍କୁ ପ୍ରେରଣା ମିଳିଥିବ ।

(src)="5.6"> ऐसा अच्छा काम कृपया करते रहिए ।
(trg)="6.3"> ଏହି ଭଳି ଭଲକାମ କରିଚାଲନ୍ତୁ ।

(src)="5.7"> उम्मीद है कि इस सफर में किसी लक्ष्य पर पहुंचने की बजाए सह अस्तित्व की भावना रहेगी ।
(trg)="6.4"> ଆଶା , ଏହି ଯାତ୍ରାରେ କିଛି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହ ଅସ୍ଥିତ୍ଵର ଭାବନା ମଧ୍ୟ ରହିବ ।