# fr/2014_07_23_172375_.xml.gz
# or/2014_07_global-voices-welcomes-juanita-leon-to-board-of-directors_.xml.gz


(src)="1.1">Le conseil d'administration de la fondation Global Voices accueille Juanita Leon
(trg)="1.1"> ଗ୍ଲୋବାଲ ଭଏସେସ ନିର୍ଦେଶକ ମଣ୍ଡଳୀକୁ ଜୁଏନିତା ଲିଅନ୍ ‍ ଙ୍କୁ ସ୍ବାଗତ · ଓଡ଼ିଆରେ Global Voices

(src)="1.2">Juanita Leon, nouvelle membre du conseil d'administration de Global Voices
(trg)="1.2"> ଗ୍ଲୋବାଲ ଭଏସେସ୍ ‍ ବୋର୍ଡର ନୂଆ ସଦସ୍ୟ ଜୁଏନିତା ଲିଅନ୍ ‍

(src)="2.1">Nous sommes très heureux de présenter le membre le plus récent du conseil d'administration de la Fondation Global Voices, Juanita León.
(trg)="2.1"> ଆମର ନୂଆ ବୋର୍ଡ ସଦସ୍ୟ ଜୁଏନିତା ଲିଅନ୍ ‍ ଙ୍କୁ ଗ୍ଲୋବାଲ ଭଏସେସ୍ ‍ ପରିବାର ସହ ପରିଚିତ କରାଇ ଆମେ ଆନନ୍ଦିତ ।

(src)="3.1">Juanita est la fondatrice de Lasillavacia.com, un site d'information sur le pouvoir, en Colombie.
(trg)="2.3"> ସେ ଜଣେ ଆଇନଜୀବୀ ଏବଂ କଲମ୍ବିଆ ଜର୍ଣାଲିଜମ୍ ‍ ସ୍କୁଲରୁ ସାମ୍ବାଦିକତାରେ ମାଷ୍ଟର ଅଫ୍ ‍ ସାଇନ୍ସ ଡିଗ୍ରୀ ହାସଲ କରିଛନ୍ତି ।

(src)="3.3">Elle a également été une chercheuse invitée du centre Nieman à Harvard en 2006.
(trg)="2.4"> ୨୦୦୬ରେ ସେ ହାଭାର୍ଡ ନିଏମାନ୍ ‍ ଫେଲୋ ହେବାର ଗୌରବ ଅର୍ଜନ କରିଥିଲେ ।

(src)="4.1">Pour Juanita, "Global Voices a concrétisé l'idée que le journalisme n'est plus tant (ou du moins, pas seulement) de l'information, mais aussi de la conversation, des échanges".
(trg)="2.7"> ନ୍ୟୁୟର୍କ ୟୁନିଭର୍ସିଟି ଜର୍ଣାଲିଜମ୍ ‍ ସ୍କୁଲରେ ସେ ଗରିଲା ଯୁଦ୍ଧ ସମ୍ବାଦ ସମ୍ପର୍କରେ ପଢ଼ାଉଥିଲେ ଏବଂ ଏବେ କଲମ୍ବିଆରେ ଅବସ୍ଥାନ କରୁଛନ୍ତି ।

(src)="4.2">"C'est la plateforme en ligne où les voix des plus intéressantes et brillantes, du monde entier, sont présentées et agrégées, avec pour résultat que l'ensemble devient meilleur que la somme de ses parties.
(trg)="3.1"> ଜୁଏନିତା କହନ୍ତି , " ସାମ୍ବାଦିକତା କେବଳ ସୂଚନାର ପରିଭାଷା ନୁହେଁ , ବରଂ ଏହା ଭାବ ବିନିମୟର ମାଧ୍ୟମ — ଏଭଳି ଏକ ଚିନ୍ତାଧାରାକୁ ଗ୍ଲୋବାଲ ଭଏସେସ ବେଶ୍ ‍ ଉର୍ଧ୍ବକୁ ନେଇପାରିଛି ।

(src)="4.3">Global Voices est un laboratoire sur le futur du journalisme, où la théorie des gourous de l'internet est devenue réalité.
(trg)="3.3"> ଆଗାମୀକାଲିର ସାମ୍ବାଦିକତାର ପରୀକ୍ଷାଗାର ହେଉଛି ଗ୍ଲୋବାଲ ଭଏସେସ୍ ‍ , ଯେଉଁଠି ଇଣ୍ଟରନେଟ୍ ‍ ଗୁରୁର ତତ୍ବ ସତ ହେଉଛି ।

(src)="5.1">Juanita remplace l'un de nos premiers membres du conseil d'administration de la fondation, Rosental Alves.
(trg)="4.2"> ୮ ବର୍ଷର ସେବା ପରେ ରୋସେନ୍ତାଲ କାର୍ଯ୍ୟରୁ ଅବ୍ୟାହତି ନେଇଛନ୍ତି ।

(src)="5.2">Rosental nous quitte après avoir servi pendant huit ans au conseil d'administration.
(trg)="4.3"> ତାଙ୍କର ଉଦ୍ଧାମତା ଏବଂ ପ୍ରଜ୍ଞାକୁ ଆମେ ଅବଶ୍ୟ ମନେ ପକାଇବୁ ।

(src)="6.1">Le conseil d'administration se réunit quatre fois par an et a été très engagé dans la vie de la communauté Global Voices depuis sa création.
(trg)="5.1"> ଗ୍ଲୋବାଲ ଭଏସେସର ୯ ଜଣିଆ ବୋର୍ଡ ବର୍ଷକୁ ୪ ଥର ଏକାଠି ହୁଅନ୍ତି ଏବଂ ଅନୁଷ୍ଠାନ ପ୍ରତିଷ୍ଠା ଦିନଠାରୁ ସେମାନେ ଜିଭି କମ୍ୟୁନିଟିର ସକ୍ରିୟ , ନିରନ୍ତର ଏବଂ ପ୍ରମୁଖ ଅଂଶ ଭାବରେ କାର୍ଯ୍ୟ କରି ଆସୁଛନ୍ତି ।

# fr/2014_09_27_175274_.xml.gz
# or/2014_09_indias-prime-minister-plans-hi-tech-makeover-for-ancient-city-of-varanasi_.xml.gz


(src)="1.1">Le Premier Ministre indien veut moderniser la ville historique de Varanasi
(trg)="1.1"> ପୁରାତନ ନଗର ବାରାଣସୀର ହାଇଟେକ ନବକଳେବର ପାଇଁ ଯୋଜନା କରୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ · ଓଡ଼ିଆରେ Global Voices

(src)="1.2">La berge du Gange à Varanasi (Wikimedia CC-BY-SA)
(trg)="1.2"> ବାରାଣାସୀରେ ଗଙ୍ଗାନଦୀ ଘାଟ ( ଉଇକିମିଡ଼ିଆ CC-BY-SA )

(src)="3.2">Un lieu où il veut dorénavant faire cohabiter culture ancienne et technologie moderne.
(trg)="3.1"> ମେ ମାସରେ ନିର୍ବାଚିତ ହେଲା ପରେ ବିନା ସମୟ ନଷ୍ଟକରି ବାରାଣାସୀର ବିକାଶର କାମରେ ଲାଗିପଡିଥିଲେ ।

(src)="4.1">Elu en mai, Modi n’a pas perdu de temps quant au développement de Varanasi.
(trg)="4.1"> ବାରାଣାସୀ କେଇ ହଜାର ବର୍ଷର ଏକ ପୁରୁଣା ନଗର ଯାହାର ଆରାଧ୍ୟ ହିନ୍ଦୁମାନଙ୍କ ଦେବତା ଭଗବାନ ଶିବ ।

(src)="4.3">Modi a aussi souligné le besoin de préserver l’héritage ancestral de la ville.
(trg)="4.4"> କାଶୀର ଅନ୍ୟନାମ “ ଆଲୋକର ନଗର ” ଏବଂ ନଗରର ସୀମା ଭିତରେ ଶହ ଶହ ମନ୍ଦିର ରହିଛି ।

(src)="4.4">Début septembre, l’Inde a ainsi signé un accord avec le Japon afin d’aider Modi à réaliser ses plans de développement.
(trg)="4.5"> ହିନ୍ଦୁ ମାନଙ୍କ ବିଶ୍ୱାସ ଅନୁସାରେ ଏକ ପବିତ୍ର ନଦୀ ଭାବେ ଜଣା ଗଙ୍ଗା ନଦୀ ମଧ୍ୟ ନଗର ମଧ୍ୟ ଏହି ଦେଇ ବହିଯାଇଛି ।

(src)="5.2">La cité s’appelait auparavant Kashi, l’une des villes les plus sacrées sur Terre.
(trg)="4.6"> ଏହି ନଗରକୁ ନିଜର ଘର ମଣି ରହିଥିବା ଅନେକ ସନ୍ୟାସୀ ନିଜର ଦିନଟି ଆରମ୍ଭ କରିବା ଆଗରୁ ବିଭିନ୍ନ ଧାର୍ମିକ ପରମ୍ପରା ଓ ସଂସ୍କାର ପାଳି ସକାଳୁ ନଦୀରେ ବୁଡ଼ ପକାନ୍ତି ।

(src)="5.4">Le fleuve Gange, également sacré pour les Hindous, s’écoule à travers Kashi.
(trg)="5.1"> ଲେଖକ ରାଜୀବ ମାଲହୋତ୍ରା , ମୋଦିଙ୍କ ବାରାଣାସୀ ଯୋଜନା ସମ୍ବନ୍ଧରେ ଟୁଇଟରରେ ନିଜର ମତ ବାଣ୍ଟିଛନ୍ତି ।

(src)="6.2">Relancer nos géographies sacrées en commençant par Kashi est une idée géniale.
(trg)="6.1"> — ରାଜୀବ ମାଲହୋତ୍ରା ( @ RajivMessage ) August 21 , 2014

(src)="6.3">Nous devons en faire de même pour shakti peethams & jyotirlingams
(trg)="6.2"> ଟୁଇଟର ବ୍ୟବାହାରକାରୀ ଭାବେ ଏହି ମତ ମାଲହୋତ୍ରା କେବଳ ଏକା ରଖିନାହାନ୍ତି ।

(src)="6.4">Malhotra n’était pas le seul utilisateur de Twitter à approuver.
(trg)="6.3"> ଏହାର ଦୁଇ ସପ୍ତାହ ଆଗରୁ ଆଉ ଜଣେ ମଧ୍ୟ ନିଜର ମତ ଟୁଇଟ କରିଥିଲେ ।

(src)="6.6">Bonnes nouvelles l'Inde va devenir jeune et moderne !
(trg)="6.5"> ଅବିକଶିତ ଭାରତର ଆମ ବାକି ଐତିହ୍ୟ ପାଇଁ ଏକା ଭଳି କରାଯାଉ ।

(src)="6.7">Finissons-en avec l'héritage historique de l'Inde non civilisée et sous-développée
(trg)="6.6"> — ଲିନା ମନୋହର ( @ leena _ manohar ) August 10 , 2014

(src)="6.8">Cependant, tous ne soutiennent pas les projets de Modi à Varanasi.
(trg)="6.7"> ତେବେ ସମସ୍ତେ ମୋଦିଙ୍କ ବାରାଣାସୀ ଯୋଜନାର ସମର୍ଥକ ନୁହଁନ୍ତି ।

(src)="6.10">Seul Ajay Rai soutient la population de Kashi qui a des problèmes d'électricité.
(trg)="6.9"> ବିଜୁଳି ଅସୁବିଧା ପାଇଁ କେବଳ @ kashikirai ଅଜୟ ରାୟ କାଶୀ ଲୋକଙ୍କ ସାଙ୍ଗରେ ଅଛନ୍ତି ।

(src)="6.11">Les opposants aux plans de Modi pour Vanarasi n’auront que peu de temps pour agir.
(trg)="6.13"> ମୋଦିଙ୍କ ବାରାଣାସୀ ଯୋଜନାର ବିରୋଧୀଙ୍କ ପାଖରେ ତାଙ୍କୁ ଅଟକାଇବାକୁ ବେଶି ସମୟ ନାହିଁ ।

(src)="6.12">Début septembre, le Premier Ministre a signé un protocole entre Kashi et Kyoto lors d’une visite à Kyoto, un lieu reconnu pour son mélange de modernité et d’esthétique ancienne, aboutissant à la création d’un magnifique paysage urbain.
(trg)="6.14"> ଏହି ମାସର ଆରମ୍ଭରେ , ପ୍ରଧାନମନ୍ତ୍ରୀ , ଆଧୁନିକ ଓ ପ୍ରାଚୀନ କଳାର ମିଳନସ୍ଥଳ ଭାବେ ଜଣା କ୍ୟୋଟୋ ନଗର ଗସ୍ତ ସମୟରେ ଏକ ସମୃଦ୍ଧ ଓ ସୁନ୍ଦର ନଗର ଗଢିବା ପାଇଁ କାଶୀ-କ୍ୟୋଟୋ ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।

(src)="7.1">Au deuxième jour de son voyage au Japon, Modi a fait une halte au temple To-Ji (un site classé au patrimoine mondial de l’UNESCO) et constata la conservation remarquable du temple.
(trg)="7.1"> ନିଜର ଜାପାନ ଗସ୍ତର ଦ୍ଵିତୀୟ ଦିନରେ ମୋଦି ତୋଜି ମନ୍ଦିର ( ଏକ ଇଉନେସ୍କୋ ବିଶ୍ଵ ପୁରାତନ କୀର୍ତ୍ତିରାଜି ) ଠାରେ ଅଟକିଥିଲେ , ଆଉ ଦେଖିଥିଲେ ମନ୍ଦିରଟିକୁ କିପରି ସୁରକ୍ଷିତ ରଖାଯାଇଛି ।

(src)="7.2">« Kyoto est capable de préserver son héritage culturel millénaire tout en alliant les avancées technologiques nécessaires à notre vie quotidienne.
(trg)="7.3"> ଏଭଳି କିଛି ଆମେ ଭାରତରେ ମଧ୍ୟ କରିବାକୁ ଯୋଜନା କରୁଛୁ ଯେଉଁଠି ଆମେ ସମାନ ଭାବେ ସଂସ୍କୃତିର ସୁରକ୍ଷା ଓ ବୈଷୟିକ ବିକାଶ କରିପାରିବୁ ” ।

(src)="9.2">L'accord de coopération Varanasi-Kyoto contient 2 projets en cours d'exécution et à venir : moderniser Kashi et relancer les villes intelligentes (smart cities)
(trg)="10.1"> କାଶୀକୁ ଆଧୁନିକ କରିବା ଏବଂ ସ୍ମାର୍ଟ ସହର କାମର ଆରମ୍ଭ କରିବା — ମିହ୍ନାଜ ମର୍ଚ୍ଚାଣ୍ଟ ( @ minhazmerchant ) August 31 , 2014

(src)="9.3">Peut-être le moment est-il venu pour l’Inde, avec sa culture millénaire, d’entrer définitivement dans le 21ème siècle et de relier son riche passé à un futur prometteur.
(trg)="10.2"> ବୋଧହୁଏ , ଭାରତ ପାଇଁ ସମୟ ଆସିଯାଇଛି ନିଜର ସ୍ଵର୍ଣ୍ଣିମ ଇତିହାସ ଓ ପ୍ରତିଶୃତିପୂର୍ଣ୍ଣ ଭବିଷ୍ୟକୁ ନେଇ ଓ ହଜାର ବର୍ଷର ସଂସ୍କୃତିକୁ ଧରି ଏକବିଂଶ ଶତାବ୍ଦୀରେ ଆଗେଇଯିବା ପାଇଁ ।

# fr/2014_09_14_174702_.xml.gz
# or/2014_09_one-of-the-latest-happy-tribute-videos-comes-from-sikkim-high-in-indias-himalayas_.xml.gz


(src)="2.2">Nous avons tenté de montrer la beauté des paysages du Sikkim avec la complicité d’artistes reconnus et de jeunes talents locaux.
(trg)="2.2"> ଆମେ ସିକିମର ନୈସର୍ଗିକ ସୌନ୍ଦର୍ଯ୍ୟ ସହିତ ଜଣାଶୁଣା ତଥା ତରୁଣ କଳାକାରମାନଙ୍କୁ ଦେଖାଇବାର ଉଦ୍ୟମ କରିଛୁ ।

# fr/2014_10_11_175951_.xml.gz
# or/2014_10_freesaeed-an-iranian-web-developers-sixth-year-in-prison_.xml.gz


(src)="1.1">#FreeSaeed: Six ans derrière les barreaux pour un développeur Web iranien
(trg)="1.1"> # FreeSaeed : କାରାଗାରରେ ଜଣେ ଇରାନି ୱେବ ଡେଭେଲପରଙ୍କର ଷଷ୍ଠ ବର୍ଷ · ଓଡ଼ିଆରେ Global Voices

(src)="1.2">Image de la campagne #FreeSaeed.
(trg)="1.2"> # FreeSaeed କ୍ୟାମ୍ପେନ ଛବି ।

(src)="2.2">Le jour anniversaire de son arrestation, des activistes et des blogueurs ont lancé une opération-tweets dans le cadre d'une campagne de libération placée sous le mot-dièse #freeSaeed.
(trg)="2.2"> ତାଙ୍କ ଗିରଫ ହେବାର ପୂର୍ତ୍ତି ଅବସରରେ , ସକ୍ରିୟ କର୍ମୀ ଓ ବ୍ଲଗରମାନେ ତାଙ୍କୁ ମୁକୁଳାଇବା ଦାବିରେ # freeSaeed ହାସଟ୍ୟାଗ ବ୍ୟବହାର କରି ଏକ ଟୁଇଟ ଝଡ଼ ତିଆରି କରିଛନ୍ତି ।

(src)="4.2">En décembre 2012, la condamnation à mort de Saeed a été commuée en détention à perpétuité.
(trg)="4.2"> ଡିସେମ୍ବର ୨୦୧୨ରେ ସଇଦଙ୍କ ମୃତ୍ୟୁ ଦଣ୍ଡ ମୃତ୍ୟୁରୁ ଆଜୀବନ କାରାଦଣ୍ଡକୁ ଛାଡ଼ କରାଯାଇଥିଲା ।

(src)="5.1">Après une période passée en cellule d'isolement, Saeed a déposé des aveux, qu'il a par la suite révélé avoir été soutirés sous la contrainte, sous la torture et les interrogatoires conduits par les Gardiens de la révolution.
(trg)="5.1"> ଏକାକୀ କାରାରେ ସମୟ କାଟିଥିବା ସଇଦ ନିଜର ବୟାନ ଦେଇଥିଲେ , ଯାହା ସେ ପରେ ଜୋର କରି ବୟାନ ନିଆଯାଇଥିଲା ବୋଲି ପ୍ରକାଶ କରିଥିଲେ , ଏଥିରେ ତାଙ୍କୁ ଆନ୍ଦୋଳନକାରୀ ସେନା ଦ୍ୱାରା ଅତ୍ୟାଚାର କରି ପଚରାଉଚରା ଦ୍ୱାରା କୁହାଯାଇଥିଲା ।

(src)="6.3">S'ils ont la malchance d'avoir créé un code qui est finalement utilisé sur un site Web jugé obscène par les autorités iraniennes (et dont l'infrastructure est sous la surveillance des Gardiens de la Révolution Islamique d'Iran), ils s'exposent à subir des conséquences juridiques négatives.
(trg)="6.3"> ସେମାନେ ତିଆରିଥିବା କୋଡ଼ ବ୍ୟବହାର ହୋଇ ଏକ ୱେବସାଇଟରେ ଥିବା ବିଷୟବସ୍ତୁ ଇରାନି କର୍ତୃପକ୍ଷଙ୍କ ( ବିଶେଷ କରି ଯେଉଁଠି ବ୍ୟାକଏଣ୍ଡ IRGC ଦ୍ୱାରା ଯାଞ୍ଚ ହେଉଛି ) ଅଶ୍ଳୀଳ ଭାବେ ପରିଗଣିତ ହେବା ଯୋଗୁ ଦୁର୍ଭାଗ୍ୟରେ ସେମାନେ ପଡ଼ିବେ କି ?

(src)="7.1">Il apparaît que Saeed est "l'agneau sacrificiel" de la guerre des Gardiens de la Révolution menée contre l'espace en ligne.
(trg)="7.2"> ଇରାନିଆନ ସାଇବର ଆର୍ମି ୨୦୦୮ରେ ପ୍ରତିଷ୍ଠା ହୋଇଥିଲା ଏବଂ ସଇଦ ଏହା ପ୍ରତିଷ୍ଠା ହେବାର ଠିକ ପରେ ପରେ — ବୋଧେ ଅନ୍ୟମାନଙ୍କ ପାଇଁ ଏକ ହତୋତ୍ସାହର ଉଦାହରଣ ତିଆରି କରି — ଗିରଫ ହୋଇଥିଲେ ।

(src)="7.3">D'autres personnes proches de l'affaire estiment que cette arrestation résulte d'une ignorance concernant la culture et la nature de la programmation de logiciels.
(trg)="7.3"> ଏହି ଘଟଣା ସହ ଜଡ଼ିତ ବାକିମାନେ ସଫ୍ଟଓଏର ପ୍ରୋଗ୍ରାମିଙ୍ଗର ଚଳଣି ଓ ପ୍ରକାର ବାବଦରେ ଅଜ୍ଞତା ଏହି ଗିରଫର କାରଣ ଭାବନ୍ତି ।

(src)="7.5">Il y a certes eu des précédents, mais cette affaire est l'une des plus amères.
(trg)="7.5"> ଆମେ ନିଶ୍ଚିତ ଭାବେ ଏକଥା ଆଗରୁ ଦେଖିଛୁ , କିନ୍ତୁ ଏଥରର ଘଟଣା ଦୁଃଖଦାୟକ ।

(src)="9.1">Malgré cette tendance généralement affligeante, de modestes victoires ont été remportées.
(trg)="9.1"> ଏହି ଦୁଃଖଦାୟକ ଅବସ୍ଥା ସତ୍ତ୍ୱେ ମଧ୍ୟ କିଛି ଛୋଟ ଛୋଟ ବିଜୟ ହୋଇଛି ।

(src)="10.1">Malgré la difficulté d'apprécier l'impact qu'ont pu avoir les campagnes en faveur de la libération des prisonniers sur ces arrestations, plusieurs activistes et analystes du système judiciaire iranien estiment que la pression internationale a souvent eu un impact sur la libération des personnes incarcérées.
(trg)="10.1"> ଯଦିଓ ସେହି କାରାବାସୀମାନଙ୍କ ମୁକୁଳିବା ପାଇଁ ପ୍ରଚାରାଭିଯାନର ପ୍ରଭାବ କଳିବା କଷ୍ଟ , ଅନେକ ପ୍ରଚାରକାରୀ ଓ ଇରାନର ଆଇନଗତ ବ୍ୟବସ୍ଥାର ବିଶ୍ଳେଷଣକାରୀମାନେ ଆନ୍ତର୍ଜାତୀୟ ଚାପ କାରାବାସୀମାନଙ୍କ ମୁକୁଳିବା ଉପରେ ପ୍ରଭାବ ପକାଇଛି ବୋଲି ବିଶ୍ୱାସ କରନ୍ତି ।

(src)="11.2">C'est la première fois depuis son arrestation qu'il est autorisé à passer des appels téléphoniques et à avoir des contacts.
(trg)="11.2"> ଗିରଫ ହେବା ପରେ ପ୍ରଥମ ଥର ପାଇଁ ତାଙ୍କୁ ଫୋନ କଲ କରିବା ଓ କୌଣସି ମଣିଷ ସଙ୍ଗେ କଥାବାର୍ତ୍ତା କରିବାର ଅନୁମତି ମିଳିଛି ।

(src)="11.3">Elle explique :
(trg)="11.3"> ସେ ବଖାଣନ୍ତି :

(src)="12.1">"Il a été si seul, a été maintenu en isolement pendant si longtemps qu'il a besoin de parler.
(trg)="12.1"> " ସେ ଏତେ ଏକାକୀ ରହିଛନ୍ତି , ଏତେ କାଳ ନିର୍ବାସିତ ଭାବେ ବନ୍ଦୀ ହୋଇ ରହିଥିଲେ ଯେ ତାଙ୍କ ପାଇଁ କଥା ହେବାର ଆବଶ୍ୟକତା ଜରୁରୀ ।

(src)="12.2">A propos de tout et de rien, de notre enfance, du passé, de ce qui se passe maintenant, et tout ce que je peux faire c'est lui parler et essayer de lui donner l'espoir qu'il sortira un jour.
(trg)="12.2"> ସେ କୌଣସି କଥା କହିପାରିବେ , ଆମ ପିଲାଦିନ , ଅତୀତ , ଏବେ କଣ ଘଟୁଛି , ଆଉ ମୁଁ କେବଳ ତାଙ୍କ ସଙ୍ଗେ କଥା ହେବା ଭଳି କାମଟିଏ ହିଁ କରିପାରୁଛି , ଆଉ ସେ ଯେ ଦିନେ ମୁକୁଳିବେ ସେ ଆଶା ଦେଉଛି ।

(src)="12.3">Je lui ai parlé des campagnes pour sa libération, et il n'arrive pas à croire que des gens s'intéressent à lui et parlent de lui.
(trg)="12.3"> ତାଙ୍କ ମୁକ୍ତି ପାଇଁ ଚାଲିଥିବା ପ୍ରଚାର , ତାଙ୍କ ପାଇଁ ଲୋକେ ଯେ ସତରେ ଚିନ୍ତିତ ଓ ବିବ୍ରତ ସେକଥା ସେ ବିଶ୍ୱାସ ବି କରିପାରୁନାହାନ୍ତି ।

(src)="12.4">Il est réellement reconnaissant pour tous les efforts que les gens déploient pour sa libération.
(trg)="12.4"> ତାଙ୍କୁ ମୁକୁଳାଇବା ପାଇଁ ଲୋକେ କରୁଥିବା ସବୁପ୍ରକାର ଚେଷ୍ଟା ପାଇଁ ସେ ସେମାନଙ୍କ ପାଖେ କୃତଜ୍ଞ .

(src)="12.5">Il a été condamné à mort.
(trg)="12.6"> ତାଙ୍କୁ ପ୍ରାଣଦଣ୍ଡ ମିଳିଛି ।

(src)="12.6">Lui-même et sa famille ont vécu pendant si longtemps avec le spectre de sa mort.
(trg)="12.7"> ସେ ନିଜେ ଓ ଆମ ପରିବାରର ସଭିଏଁ ତାଙ୍କ ମୃତ୍ୟର ଡରରେ କେତେ କାଳୁ ଜୀଇଁଛୁ ।

(src)="12.7">Tout ce qu'il espère, c'est une enquête équitable sur son affaire.
(trg)="12.8"> ଆମେ କେବଳ ତାଙ୍କ କେସର ଏକ ନ୍ୟାୟଗତ ବିଚାର ଚାହୁଁଛୁ ।

(src)="12.8">Il n'y a aucune preuve à charge contre lui hormis les aveux qui lui ont été extorqués sous la contrainte."
(trg)="12.9"> ସେମାନେ ତାଙ୍କ ଠାରୁ ବଳପୂର୍ବକ ନିଆଯାଇଥିବା ଏକ ସ୍ୱୀକାରୋକ୍ତିକୁ ବାଦ ଦେଲେ ତାଙ୍କ ବିରୋଧରେ କୌଣସି ଦୋଷାବହ ପ୍ରମାଣ ନାହିଁ ।

(src)="13.2">"Il a été torturé plusieurs fois, il n'a jamais eu de jugement équitable et il ne peut pas contacter son avocat.
(trg)="13.2"> " ତାଙ୍କ ଉପରେ ଭୀଷଣ ଅତ୍ୟାଚାର କରାଯାଇଛି , କେବେ ନ୍ୟାୟୋଚିତ ବିଚାର ପାଇନାହାନ୍ତି , ନିଜ ଓକିଲଙ୍କ ସାଙ୍ଗେ କୌଣସି ସମ୍ପର୍କ ନାହିଁ ।

(src)="13.4">Entre-temps, il doit être libéré pendant la durée de l'enquête."
(trg)="13.3"> ଏହିସବୁ କାରଣ ପାଇଁ ସଇଦଙ୍କ କେସର ଏକ ସ୍ୱାଧୀନ ଅନୁସନ୍ଧାନ ହେବା ଉଚିତ , ଏହି ଅସମାହିତ ବିଚାର କାଳରେ ତାଙ୍କୁ ମୁକ୍ତ କରିବା ଉଚିତ ।

# fr/2014_06_30_171566_.xml.gz
# or/2014_10_srinagar-leh-highway-an-adventurous-roadtrip_.xml.gz


(src)="1.1">Inde : la route de Srinagar à Leh, à couper le souffle
(trg)="1.1"> ଶ୍ରୀନଗର-ଲେହ ରାଜପଥ : ଏକ ଦୁଃସାହସିକ ସଡ଼କ ଯାତ୍ରା · ଓଡ଼ିଆରେ Global Voices

(src)="1.2">La route de Srinagar à Leh, longue de 434 km, est spectaculaire, et souvent terrifiante dans la vallée du Cachemire.
(trg)="1.2"> କାଶ୍ମୀର ଉପତ୍ୟକାରେ ଥିବା ୪୩୪ କିଲୋମିଟର ଦୀର୍ଘ ଶ୍ରୀନଗର-ଲେହ ଜାତୀୟ ରାଜପଥ ଦର୍ଶନୀୟ ଓ କିଛି ମାତ୍ରାରେ ଏକ ବିପଦସଙ୍କୁଳ ରାଜପଥ ।

(src)="1.3">Cette route est ouverte uniquement de juin à novembre.
(trg)="1.3"> ଏହି ରାସ୍ତା ଜୁନରୁ ନଭେମ୍ବର ଯାଏଁ ଯିବାଆସିବା ପାଇଁ ଖୋଲା ରହିଥାଏ ।

(src)="1.4">Elle est le plus souvent boueuse, caillouteuse, et parfois, n'existe pas.
(trg)="1.4"> ଏହି ସଡ଼କରେ ସ୍ଥାନେ ସ୍ଥାନେ କାଦୁଅ , ଗୋଡ଼ି ଓ ଠାଏ ଠାଏ ରାସ୍ତା ନଥିଲା ଭଳି ଥାଏ ।

(src)="1.5">Le col de Zoji La, qui culmine à 3528 mètres, est particulièrement dangereux, avec un passage assez large pour un véhicule seulement, au bord d'un précipice profond de mille mètres.
(trg)="1.5"> ଏକ ପାଖିଆ ଯିବା ସମ୍ବବ ଥିବା ୩,୫୨୮ ମିଟର ଉର୍ଦ୍ଧ୍ୱର ଜୋଜି ଲା ଗିରିପଥ ମଧ୍ୟ ଏକ ପ୍ରକାର ବିପଦସଙ୍କୁଳ ଯେଉଁଥିରୁ ୧୦୦୦ ମିଟର ତଳକୁ ପଡ଼ିବାର ବିପଦ ରହିଛି ।

(src)="1.6">Minor Sights, un blog de voyage, donne plus d'information sur le voyage par route de Srinagar à Leh, dont la vidéo partagée ci-dessus.
(trg)="1.6"> ଭ୍ରମଣ ବ୍ଲଗ “ ମାଇନର ସାଇଟସ ” ଉପରେ ଥିବା ଭିଡ଼ିଓ ଭଳି ଅନେକ ସଡ଼କ ଯାତ୍ରାର ବିସ୍ତୃତ ବିବରଣୀ ଦେଇଆସୁଛି ।

# fr/2014_11_16_178037_.xml.gz
# or/2014_11_the-google-bus-is-bringing-internet-skills-to-half-a-million-students-in-bangladesh_.xml.gz


(src)="1.1">Le Google Bus visite et forme à internet un demi-million d'étudiants au Bangladesh
(trg)="1.1"> ବଙ୍ଗଳାଦେଶରେ ଅଧମିଲିଅନ ଲୋକଙ୍କ ପାଇଁ ଇଣ୍ଟରନେଟ କୁଶଳତା ଆଣୁଛି ଗୁଗୁଲ ବସ · ଓଡ଼ିଆରେ Global Voices

(src)="1.2">Une équipe du géant de la technologie Google parcourt le Bangladesh pour apprendre à un demi-million d'étudiants collégiaux et universitaires à travers le Bangladesh comment tirer le meilleur parti de l'Internet.
(trg)="1.2"> ଇଣ୍ଟରନେଟରୁ ଅଧିକ ଉପଯୋଗୀ କରିବା ନିମନ୍ତେ ବଙ୍ଗଳାଦେଶର ପାଖାପାଖି ଅଧ ମିଲିଅନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଟେକ ଜାଏଣ୍ଟ ଗୁଗୁଲର ଏକ ଦଳ ବସଟି ଚଳାଉଛନ୍ତି ।

(src)="1.3">Le Google Bus, spécialement modernisé, alimenté en Internet mobile 3G visitera 500 campus dans 35 endroits à travers le pays d'Asie du sud.
(trg)="1.3"> ଏକ ବିଶେଷ ସୁବିଧାଯୁକ୍ତ ଏହି ଗୁଗୁଲ ବସ 3G ମୋବାଇଲ ଇଣ୍ଟରନେଟ ଚାଳିତ ଓ ଦକ୍ଷିଣ ଏସିଆର ୩୫ଟି ଅଞ୍ଚଳରେ ଥିବା ୫୦୦ଟି କ୍ୟାମ୍ପସ ଯିବ ।

(src)="2.1">De plus en plus de gens au Bangladesh se connectent sur internet, grâce à Internet mobile 3G.
(trg)="2.1"> ବଙ୍ଗଳାଦେଶର ଅଧିକରୁ ଅଧିକ ଲୋକ ଅନଲାଇନ ଆସିବାରେ ଲାଗିଛନ୍ତି , ଏଥି ଲାଗି ମୋବାଇଲ ଇଣ୍ଟରନେଟକୁ ସାଧୁବାଦ ଦେବା କଥା ।

(src)="2.2">Au cours des deux dernières années, la pénétration de l'internet a atteint 20 pour cent, contre 5 pour cent seulement en 2012.
(trg)="2.2"> ୨୦୧୨ରେ ଥିବା ୫ ଶତକଡ଼ାରୁ ରୁ ଗତ ଦୁଇ ବର୍ଷ ଭିତରେ ଇଣ୍ଟରନେଟ ୨୦ ଶତକଡ଼ା ଲୋକଙ୍କ ପାଖରେ ପହଞ୍ଚି ପାରିଛି ।

(src)="2.3">Ces nouveaux utilisateurs, en particulier les jeunes, n'ont pas reçu une formation adéquate pour exploiter le potentiel de l'internet et des nouveaux médias.
(trg)="2.3"> ଏ ସଭିଏଁ ନୂଆ ବ୍ୟବହାରୀ ଓ ବିଶେଷ କରି ଇଣ୍ଟରନେଟର ଓ ନୂଆ ମିଡ଼ିଆର ମହତ୍ୱ ବାବଦରେ ଜାଣି ନଥିବା ଯୁବବର୍ଗର ।

(src)="3.1">L'initiative de Google Bus vise à changer cela, non seulement en permettant aux étudiants de se connecter à l'internet mais aussi en leur faisant découvrir de nouveaux outils qui les aident dans leur éducation et leur développement par des séances de formation.
(trg)="3.1"> ଛାତ୍ରମାନଙ୍କୁ ଇଣ୍ଟରନେଟ ସହ ଯୋଡ଼ିବା ସହ ସେମାନଙ୍କ ଶିକ୍ଷା ଓ ବିକାଶ ସକାଶେ ନୂଆ ଟୁଲ ବାବଦରେ ଜାଣିବା ଏବଂ ତାଲିମଦାତାଙ୍କ ଦ୍ୱାରା ଶିକ୍ଷଣଶାଳା ଦେବାର ପ୍ରକ୍ରିୟା ବଦଳାଇବା ପାଇଁ ଗୁଗୁଲ ବସ ଉଦ୍ୟମ କରୁଛି ।

(src)="4.1">Le bus a déjà visité plusieurs collèges et universités dans la capitale Dhaka.
(trg)="4.1"> ବସଟି ଏଯାବତ ଢାକାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ଯାଇସାରିଲାଣି ।

(src)="4.2">Dans les prochains mois, il commencera son voyage vers les institutions universitaires dans et aux alentours de Chittagong, Khulna, Sylhet, Rajshahi, Rangpur, Barisal et autres grandes villes.
(trg)="4.2"> ଆସନ୍ତା ମାସମାନଙ୍କରେ ଏହା ଚିଟାଗଙ୍ଗ , ଖୁଲଣା , ସିଲହଟ , ରାଜସାହି , ରଙ୍ଗପୁର , ବରିସଳ ଏବଂ ଆହୁରି ଅନେକ ସହରର ଶିକ୍ଷାନୁଷ୍ଠାନମାନଙ୍କୁ ଯିବ ।

(src)="5.1">Les internautes ont exprimé leur enthousiasme pour l'initiative de Google:
(trg)="5.1"> ନେଟ-ବ୍ୟବହାରୀଗଣ ଗୁଗଲର ଏହି ଅଭିଯାନରେ ନିଜ ଉତ୍କଣ୍ଠା ପ୍ରକାଶିଛନ୍ତି :

(src)="5.2">Google parcourt le Bangladesh pour faire découvrir l'internet aux étudiants d'université.
(trg)="5.2"> କଲେଜ ଛାତ୍ରଙ୍କୁ ପଢ଼ାଇବା ନିମନ୍ତେ ଗୁଗୁଲ ବଙ୍ଗଳାଦେଶ ସାରା ଗାଡ଼ି ଚଳାଇଛି ।

(src)="5.3">Google mise sur les TIC au Bangladesh... aussi...!
(trg)="5.4"> ଗୁଗୁଲ ବସ ବଙ୍ଗଳାଦେଶରେ ନିଜର ଯାତ୍ରାରମ୍ଭ କଲା ।

(src)="5.5">Beaucoup d'étudiants ont partagé leur expérience sur la page communautaire Google Plus.
(trg)="5.6"> ଗୁଗୁଲ ବଙ୍ଗଳାଦେଶର ICTରେ ମଧ୍ୟ ବାଜି ଲଗାଇଲାଣି ।

(src)="5.7">L'équipe de Google Bus est venue sur notre campus #ACC.
(trg)="5.9"> ବହୁ ଛାତ୍ର ଗୁଗୁଲ ପ୍ଲସ କମୁମିଟି ପୃଷ୍ଠାରେରେ ନିଜ ଅନୁଭୂତି ଜଣାଇଛନ୍ତି ।

(src)="5.10">Orpita Ahmed (Bristy) a écrit:
(trg)="5.16"> ଅର୍ପିତା ଅହମଦ ( ବୃଷ୍ଟି ) ଲେଖନ୍ତି :

(src)="5.12">J'aime le Google Bus.
(trg)="5.17"> ମୁଁ ତେଜଗାଓଁ କଲେଜରେ ପଢ଼ୁଥିବା ବୃଷ୍ଟି ।

(src)="5.13">Il est essentiel à la vie de tous les jours.
(trg)="5.18"> ଗୁଗୁଲ ବସ ସତରେ ବଢ଼ିଆ ।

(src)="5.14">Alors, je l'aime beaucoup.
(trg)="5.20"> ମୋର ଖୁବ ପସନ୍ଦ ।

(src)="5.15">Sur le blog bangladais Jhalmoori, Ahmed Rabib Towsif a expliqué l'importance du Google Bus:
(trg)="5.21"> ବଙ୍ଗଲାଦେଶୀ ବ୍ଲଗ ଝାଲମୁରିରେ , ଅହମଦ ରାବିବ ତଉସିଫ ଗୁଗୁଲ ବସର ଉପ୍ୟୋଗୀତା ବଖାଣିଛନ୍ତି :

(src)="5.17">Avec l'initiative du Google Bus Bangladesh, elle serait bénéfique non seulement pour les jeunes dès aujourd'hui mais également pour l'ensemble du pays demain.
(trg)="5.22"> ସେମାନଙ୍କ ସର୍ଚ ଇଞ୍ଜିନରୁ ଆମେ ଜାଣିଛୁ ଗୁଗୁଲ ଜଗତର ସୂଚନାକୁ ସଜାଡ଼ିବା ଓ ତା 'କୁ ସଭିଙ୍କ ସବୁଠି ଉପଲବ୍ଧ ଓ ବ୍ୟବହାରଯୋଗୀ କରିବା ଲକ୍ଷରେ ଗଢ଼ା ଏକ ବହୁଦେଶୀୟ କମ୍ପାନି ।

# fr/2015_02_16_181918_.xml.gz
# or/2015_02_the-flood-of-the-half-century-and-you-probably-havent-heard-about-itthe-flood-of-the-half-century-and-you-probably-havent-heard-about-itthe-flood-of-the-half-century-a_.xml.gz


(src)="1.1">Le Malawi connait une "crue du siècle", inondations dramatiques dans tout le pays
(trg)="1.1"> ଅର୍ଦ୍ଧ ଶତାବ୍ଦୀର ସବୁଠୁ ବଡ ବନ୍ୟା — ଆପଣ ବୋଧହୁଏ ଶୁଣି ନ ଥିବେ · ଓଡ଼ିଆରେ Global Voices

(src)="1.3">Près de 175000 personnes ont été déplacées et les récoles détruites par ce que le Président du Malawi qualifie de pire inondation de l'histoire du pays.
(trg)="1.3"> ଦେଶର ରାଷ୍ଟ୍ରପତିଙ୍କ ମତରେ ପାଖାପାଖି ୧୭୫,୦୦୦ ଲୋକ ଙ୍କ ଘର ଉଜାଡିଥିବା ଓ ବ୍ୟାପକ ଫସଲ ହାନି କରିଥିବା ଏହି ବନ୍ୟା ଇତିହାସର ସବୁଠାରୁ ବଡ ବିପର୍ଯୟ ।

(src)="3.1">Même pour un pays habitué aux inondations, cette crue dépasse tout ce qui a été connu jusqu'à présent.
(trg)="2.1"> ସାମ ଇଟନଙ୍କ ଦ୍ୱାରା ଦି ୱାର୍ଲଡ଼ ପାଇଁ ତିଆରି ଏହି ପ୍ରସଙ୍ଗ ଓ ରେଡ଼ିଓ ବିବରଣୀ ପ୍ରଥମେ ୨୦୧୫ ଫେବୃଆରୀ ୫ ତାରିଖରରେ PRI .

(src)="6.1">Un homme de 69 ans, ayant vécu près des rives de la rivière Shire, le site où sont survenues les pires inondations depuis le début du déferlement des torrents à la mi-Janvier, indique qu'il n'a jamais vu pareille chose dans sa vie.
(trg)="6.1"> ଜାନୁଆରୀ ମଧ୍ୟ ଭାଗରୁ ଆରମ୍ଭ ହେଇଥିବା ଲଗାଣ ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ଶିରେ ନଦୀ ଅଞ୍ଚଳରେ ବାସ କରୁଥିବା ଜଣେ ୬୯ ବୟସ୍କ ବୃଦ୍ଧ କହିଛନ୍ତି ଯେ ତାଙ୍କ ଜୀବନ କାଳ ମଧ୍ୟରେ ସେ ଏମିତି ବନ୍ୟା ଦେଖି ନାହାନ୍ତି ।

(src)="6.2">Les inondations surviennent chaque année, dit-il, les gens peuvent s’y préparer mais cette fois c’était différent.
(trg)="6.2"> ବନ୍ୟା ସବୁବେଳେ ଆସେ ଓ ଲୋକମାନେ ତା ’ ହିସାବରେ ନିଜକୁ ପ୍ରସ୍ତୁତ କରି ରଖନ୍ତି , କିନ୍ତୁ ଏଥର ସବୁଠାରୁ ଅଲଗା ଥିଲା ।

(src)="7.1">Les inondations catastrophiques ont largement touché les zones situées le long de la rivière Shire dans l'extrême sud du Malawi.
(trg)="8.1"> ଦକ୍ଷିଣ ମଲାୱୀ ସହର ବାଙ୍ଗୁଲାରେ ଏକ ବନ୍ୟା ଆଶ୍ରୟ ସ୍ଥଳୀରେ ପ୍ରାୟ ସବୁ ଲୋକ କହିଲେ ଯେ ସେମାନେ ନିଜ ପିନ୍ଧିବା ବସ୍ତ୍ର ଛଡା ଆଉ ସବୁ କିଛି ହରେଇ ସାରିଛନ୍ତି ।

(src)="7.2">La région est sujette aux inondations, mais les habitants disent que ces récentes inondations sont les pires connues depuis un demi-siècle.
(trg)="9.1"> ଦୂର ଦକ୍ଷିଣ ମଲାୱୀର ଶିରେ ନଦୀ କୂଳ ଅଞ୍ଚଳମାନ ପ୍ରଳୟଙ୍କରୀ ବନ୍ୟା ଦ୍ୱାରା ଭୀଷଣ ଭାବେ ପ୍ରଭାବିତ ହୋଇଛି ।

(src)="9.1">Dans un camp pour personnes déplacées à Bangula, dans le sud du Malawi, toutes les personnes avec qui j’ai parlé m’ont indiquées avoir tout perdu, sauf les vêtements qu'elles portaient.
(trg)="9.2"> ଏହି ଅଞ୍ଚଳ ବନ୍ୟା ଦ୍ୱାରା ଅଧିକାଂଶ ଭାବେ ପ୍ରଭାବିତ ହେଉଥିଲେ ହେଁ ସ୍ଥାନୀୟ ଲୋକଙ୍କ ମତରେ ନିକଟର ବନ୍ୟା ଗତ ଅର୍ଦ୍ଧ ଶତାବ୍ଦୀର ସବୁଠାରୁ ଅଧିକ ପ୍ରଳୟଙ୍କରୀ ।

(src)="11.1">Dans le camp lui-même, les conditions de vie sont misérables, avec pas moins de 10 familles partageant une tente sans moustiquaire et peu de protection contre les pluies continues ou le soleil de plomb qui tape entre les averses.
(trg)="11.1"> ଏପରିକି ଆଶ୍ରୟସ୍ଥଳୀ ଅବସ୍ଥା ମଧ୍ୟ ଶୋଚନୀୟ କାରଣ ପାଖାପାଖି ୧୦ ଟି ପରିବାର ଗୋଟେ ତମ୍ବୁତଳେ ବିନା ମଶାରୀରେ ଦିନରାତି ରହୁଛନ୍ତି , ଖରାବର୍ଷାର ପ୍ରକୋପରୁ ରକ୍ଷା ପାଇବା ପାଇଁ ସାମାନ୍ୟତମ ସୁରକ୍ଷା ଅଭାବରେ ।

(src)="11.2">Les femmes qui cuisinent sur des feux de camp disent qu'il n'y a pas assez de nourriture.
(trg)="11.2"> ମହିଳାମାନେ କହିଛନ୍ତି ଯେ ରାନ୍ଧିବା ପାଇଁ ଆବଶ୍ୟକ ପରିମାଣରେ ଖାଦ୍ୟ ନାହିଁ ।

(src)="12.1">Pendant ce temps, des milliers de personnes restent isolées dans des endroits inaccessibles par la route.
(trg)="12.1"> ଅପରପକ୍ଷେ ହଜାର ହଜାର ଲୋକ ଜଳବନ୍ଦୀ ହେଇ ଏବେ ବି ଦୂର ଜାଗାରେ ରହିଛନ୍ତି ।

(src)="12.2">Les équipes de secours tentent de livrer de la nourriture dans ces zones par hélicoptère.
(trg)="12.2"> ସହାୟତା କର୍ମୀ ମାନେ ସେ ସବୁ ଜାଗାକୁ ହେଲିକପ୍ଟର ଯୋଗେ ଖାଇବା ପହଞ୍ଚାଉଛନ୍ତି ।

(src)="13.1">Les causes de la catastrophe sont la résultante d’une combinaison de facteurs complexes, qui incluent les pluies torrentielles, la forte densité de la population et la déforestation.
(trg)="13.1"> ଏତେ ବଡ ବିପର୍ଯ୍ୟୟ ର କାରଣ ଅନେକ ଜଟିଳ ସମସ୍ୟା — ମୁଷଳ ଧାରାରେ ବର୍ଷା , ଭାରି ଜନସଂଖ୍ୟା ଘନତ୍ଵ ଓ ବନ୍ୟସମ୍ପଦ ହ୍ରାସ ।

(src)="14.1">On peut également impliquer le changement climatique comme l'un des causes.
(trg)="14.1"> ଜଳବାୟୁ ପରିବର୍ତନ ମଧ୍ୟ ଅନ୍ୟ ଏକ କାରଣ ହେଇପାରେ ।

(src)="15.2">Les champs de nombreux agriculteurs ont été complètement dévastés, laissant peu d'occasions de remise en culture avant la fin de la courte saison des pluies du pays.
(trg)="15.2"> ସେ ଦେଶର ଅଳ୍ପଦିନିଆ ବର୍ଷାଋତୁ ସରି ଆସୁଥିବାବେଳେ ବହୁ ଚାଷୀଙ୍କ ଫସଲ ଏପରି ଏକ ସମୟରେ ବନ୍ୟା ଉଜାଡ଼ି ଦେଇଯାଇଛି ଯେ ନୂଆ ବିହନ ବୁଣିବା ପାଇଁ ଆଉ ସମୟ ନାହିଁ ।

(src)="16.1">Le gouvernement du pays n’est guère en mesure de répondre à la crise.
(trg)="16.1"> ଦେଶର ସରକାର ଏପରି ଏକ ପରିସ୍ଥିତିର ସାମ୍ନା କରିବା ଅବସ୍ଥାରେ ନାହାନ୍ତି ।

(src)="16.2">L'aide étrangère, qui représente environ 40% de l'économie du Malawi, a récemment été coupée à la suite d'un gigantesque scandale de corruption.
(trg)="16.2"> ଏକ ଦୁର୍ନୀତି ଅଭିଯୋଗ ପରେ ମଲାୱୀ ଅର୍ଥନୀତି ର ୪୦ ପ୍ରତିଶତ ଭରଣା କରୁଥିବା ବୈଦେଶିକ ଅର୍ଥ ସହାୟତା ଏବେ କିଛିଦିନ ତଳେ ବନ୍ଦ ହେଇଯାଇଛି ।

(src)="17.1">Ce sont les ONG qui mènent les opérations de secours mais elles sont déjà à court de liquidités.
(trg)="17.1"> ବେସରକାରୀ ସଂସ୍ଥା ସବୁ ସାହାଯ୍ୟ ପ୍ରଦାନ କରୁଛନ୍ତି ସତ , ହେଲେ ସେମାନଙ୍କ ପାଖରେ ଟଙ୍କାର ଘୋର ଅଭାବ ।