# fa/2014_04_20_3874_.xml.gz
# or/2014_06_odia-loves-wikipedia_.xml.gz
(src)="1.3"> Image in the public domain .
(trg)="1.3"> ଛବିଟି ପବ୍ଲିକ ଡୋମେନରେ ରହିଛି ।
(src)="2.2"> این زبان به تازگی به عنوان یک زبان هندی کلاسیک شناخته شده است .
(trg)="2.1"> ଓଡ଼ିଆ ଭାରତୀୟ ରାଜ୍ୟ ଓଡ଼ିଶା କଥିତ ୨,୫୦୦ ବର୍ଷର ଏକ ପୁରୁଣା ଭାଷା ।
(src)="7.3"> .
(trg)="6.4"> ଏଫ .
(src)="7.6"> دکتر Debiprasanna Pattanayak در مورد روند دیجیتالی کردن کتابهای با ارزش که نسخه چاپی آن ها در دسترس نیست و کتب دارای نسخ خطی صحبت کرده است .
(trg)="6.7"> ଉଇକିଆଳି ମନୋଜ ସାହୁକାରଙ୍କ ନିର୍ମିତ ଏକ ନୂଆ ଓଡ଼ିଆ ଅଫଲାଇନ ଇନପୁଟ ସାଧନ “ ଟାଇପଓଡ଼ିଆ ( TypeOdia ) ” ମଧ୍ୟ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଥିଲା ।
# fa/2015_01_11_4127_.xml.gz
# or/2015_02_raising-the-issue-of-gender-based-violence-and-inequality-in-kyrgyzstan_.xml.gz
(src)="1.1"> مطرح کردن موضوع نابرابری و خشونت بر اساس جنسیت در قرقیزستان
(trg)="2.3"> ଅଧିକାଂଶ ହିଂସ୍ର ଘଟଣା ଆମ କାନ୍ଥ ଭିତରେ ଘଟେ , ଆଉ ବର୍ଷକୁ ବର୍ଷ ଏହା ବଢ଼ିଚାଲିଛି ।
(src)="4.1"> اردوگاه فعالان جوان
(trg)="4.1"> ଯୁବ କର୍ମୀ କ୍ୟାମ୍ପ
(src)="6.1"> این اردوگاه بوسیله فعالان دختر قرقیزستان به راه انداخته شده است و در ۲۸ نوامبر تا ۱ دسامبر در بیشکک تشکیل شد .
(trg)="6.1"> ଏହି କ୍ୟାମ୍ପ ଗାର୍ଲସ ଆକ୍ଟିଭିଷ୍ଟସ ଅଫ କିରିଗିଜସ୍ଥାନ ଦେଇ ଆୟୋଜିତ ହୋଇଥିଲା ଏବଂ ୨୦୧୪ ନଭେମ୍ବର ୨୮ରୁ ଡିସେମ୍ବର ୧ ଯାଏ ବିସକେକଠାରେ ଅନୁଷ୍ଠିତ ହୋଇଥିଲା ।
(src)="6.2"> ۱۳ شرکت کننده از دو ناحیه ( قرقزستان شامل ۷ ناحیه می شود ) در این برنامه شرکت کردند .
(trg)="6.2"> ଏହ କ୍ୟାମ୍ପରେ କିରିଗିଜସ୍ଥାନରୁ ଦୁଇଟି ଅଞ୍ଚଳରୁ ତେରଜଣ ( କିରିଗିଜସ୍ଥାନରେ ମୋଟ ସାତଟି ଅଞ୍ଚଳ ) ଅଂଶଗ୍ରହଣ କରିଥିଲେ ।
(src)="17.1"> در شروع نوامبر ، یک کارشناس در امنیت اطلاعات یک سمینار برای ما ارائه داد .
(trg)="7.1"> ଡିସେମ୍ବର ୧ ତାରିଖରେ ସପ୍ତାହରେ ଆମେ " ବିଶ୍ୱ ଏଡ଼ସ ଦିବସ " ଆୟୋଜନ କରିଥିଲୁ ।