# es/2014_04_12_el-idioma-oriya-ama-a-wikipedia_.xml.gz
# or/2014_06_odia-loves-wikipedia_.xml.gz


(src)="1.1"> El idioma oriya ama a Wikipedia
(trg)="1.1"> ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ · ଓଡ଼ିଆରେ Global Voices

(src)="1.2"> La frase " Oriya ama a Wikipedia " escrito ( desde luego ) en Oriya .
(trg)="1.2"> ଓଡ଼ିଆରେ ଲେଖାଥିବା " ଓଡ଼ିଆ ଭାଷା " ।

(src)="1.3"> Imagen de dominio público .
(trg)="1.3"> ଛବିଟି ପବ୍ଲିକ ଡୋମେନରେ ରହିଛି ।

(src)="2.1"> El oriya ( odia ) es una lengua con una antigüedad de 2,500 años nativa de la región de Odisha ( antes conocida como Orissa ) .
(trg)="2.1"> ଓଡ଼ିଆ ଭାରତୀୟ ରାଜ୍ୟ ଓଡ଼ିଶା କଥିତ ୨,୫୦୦ ବର୍ଷର ଏକ ପୁରୁଣା ଭାଷା ।

(src)="2.2"> La lengua obtuvo recientemente el estatus de lengua clásica de la India .
(trg)="2.2"> ନିକଟ ଅତୀତରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା ।

(src)="3.1"> Recientemente , la comunidad Wikimedia Oriya se reunió para celebrar el nuevo estatus de la lengua en Bhubaneswar .
(trg)="3.1"> ନିକଟରେ ଓଡ଼ିଆ ଉଇକିପିଡ଼ିଆ ସମାଜ ଓଡ଼ିଶା ଦିବସ ପାଳନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ର ଅବସର ରେ ଉତ୍ସବ ପାଳନ ପାଇଁ ଏକାଠି ହେଇଥିଲେ ।

(src)="4.1"> A continuación un extracto de un artículo reciente en el blog de la Fundación Wikimedia , por Subhashish Panigrahi , compartiendo información sobre la comunidad Wiki en Oriya :
(trg)="4.1"> ସୁଭାସିସ ପାଣିଗ୍ରାହୀଙ୍କ ଲିଖିତ ଉଇକିମିଡିଆ ଫାଉଣ୍ଡେସନ ବ୍ଲଗର ଏକ ବ୍ଲଗରୁ କିଛି ଅଂଶ ଉଦ୍ଧାର କରାଯାଇ ଦିଆଯାଇଛି , ଯାହାକି ଓଡ଼ିଆ ଉଇକି ସମାଜ ଉପରେ ସମ୍ୟକ ସୂଚନା ଦିଏ ।

(src)="6.2"> Es la primera fuente OpenType para oriya que la comunidad ha probado activamente .
(src)="7.1"> Una nueva herramienta para la escritura en oriya sin necesidad de estar en línea llamada “ TypeOdia ” , por el wikipedista Manoj Sahukar también se publicó para su distribución .
(trg)="5.1"> ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଉଇକିପାଠାଗାର ଡିଜିଟାଇଜେସନ ପ୍ରକଳ୍ପର ଶୁଭାରମ୍ଭ କରି କ୍ରିଏଟିଭ କମନ ଲାଇସେନ୍ସ ନିୟମ ଅଧୀନରେ ୧୪ଟି ବହି ବିତରଣ କରଯାଇଥିଲା ।

(src)="7.2"> DVD's con la fuente , la herramienta de escritura , diccionarios en la lengua oriya , la Wikipedia oriya fuera de línea en Kiwix , la guía de edición de Wikipedia , un convertidor de fuentes ISCII a Unicode , varias paquetes de software libre y de fuente abierta y el sistema operativo Ubuntu Una gran mayoría de las publicaciones en oriya no se encuentran en Internet y los usuarios carecen de fácil acceso .
(trg)="5.2"> ଏହି ପ୍ରକଳ୍ପକୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ ( କିସ ) ଔପଚାରିକ ଭାବେ ଆରମ୍ଭ କରୁଛି ।
(trg)="5.3"> ଓଡ଼ିଆ ଉଇକିମିଡ଼ିଆ କିସ ଅନୁଷ୍ଠାନର ୬ ଜଣ ଶିକ୍ଷକ ଓ କିଛି ଛାତ୍ରଙ୍କୁ ଡିଜିଟାଇଜେସନ ସମ୍ବନ୍ଧରେ ପୂର୍ଣ୍ଣ ସହଯୋଗ କରିବା ସହ ପ୍ରଶିକ୍ଷଣ ମଧ୍ୟ ଦେବ ।

(src)="7.3"> ( El dr .
(trg)="6.1"> Odialanguage .

(src)="7.4"> Debiprasanna Pattanayak ) discutió el proceso de digitalización para preservar libros valiosos que ya no se imprimen y viejos manuscritos en hoja de palma
(trg)="6.2"> com ର ସୁଜାତା ପଟେଲଙ୍କ ନିର୍ମିତ OpenType ଓଡ଼ିଆ ଇଉନିକୋଡ଼ ଫଣ୍ଟ “ ଓଡ଼ିଆ ଓ .

(src)="8.2"> Los desarroladores de la fuente dicen :
(trg)="6.5"> ଏଲ ସ୍ଵତ୍ଵରେ ଉନ୍ମୋଚିତ ହେଇଥିଲା ।

(src)="9.1"> Abogamos por el uso de la lengua oriya de verdadero espíritu , en el campo de la administración diaria , en la justicia , además del campo de la educación .
(trg)="6.6"> ଏହା ହେଉଛି ପ୍ରଥମ ଓଡ଼ିଆ ଫଣ୍ଟ ଯାହାକୁ ଓଡ଼ିଆ ଉଇକିପିଡିଆ ସଙ୍ଘର ସକ୍ରିୟ ଯୋଗଦାନ ଦ୍ୱାରା ପ୍ରଥମ କରି ଆତ୍ମପ୍ରକାଶ କରିଛି ।

(src)="9.2"> Además , hemos tomado el proyecto para desarrollar un léxico en oriyia , incluyendo versiones en oriya típicas de palabras técnicas , para evitar la dependencia de la lengua inglesa .
(trg)="6.7"> ଉଇକିଆଳି ମନୋଜ ସାହୁକାରଙ୍କ ନିର୍ମିତ ଏକ ନୂଆ ଓଡ଼ିଆ ଅଫଲାଇନ ଇନପୁଟ ସାଧନ “ ଟାଇପଓଡ଼ିଆ ( TypeOdia ) ” ମଧ୍ୟ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଥିଲା ।

# es/2014_07_29_reporteros-birmanos-obtienen-10-anos-de-prision-y-trabajos-forzados-por-reportar-una-fabrica-de-armas-quimicas-en-myanmar_.xml.gz
# or/2014_07_burmese-reporters-get-ten-years-in-jail-plus-hard-labor-for-reporting-about-myanmars-chemical-weapons-factory_.xml.gz


(src)="1.1"> Dan 10 años de prisión y trabajos forzados a reporteros birmanos por reportar sobre fábrica de armas químicas en Myanmar
(trg)="1.1"> ମିଆଁମାର ରାସାୟନିକ ଅସ୍ତ୍ର କାରଖାନା ଉପରେ ଲେଖିବାରୁ ସାମ୍ବାଦିକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ · ଓଡ଼ିଆରେ Global Voices

(src)="1.4"> Desde la página de facebook de RFA de Birmania .
(trg)="1.4"> ଆର୍ ‍ ଏଫ୍ ‍ ଏ ବର୍ମିଜ୍ ‍ ର ଫେସ୍ ‍ ବୁକ୍ ‍ ପୃଷ୍ଠାରୁ ।

(src)="2.1"> Cuatro periodistas birmanos y el Director Ejecutivo del Unity Journal fueron sentenciados a 10 años de prisión y trabajos forzados el 10 de julio del 2014 por violar una ley de confidencialidad de la era colonial en Myanmar .
(trg)="2.1"> ଉପନିବେଶ ସମୟରୁ ରହିଆସିଥିବା ଗୋପନୀୟତା ନିୟମ ଭଙ୍ଗ କରିବା ଅଭିଯୋଗରେ ମିଆଁମାରରେ ୪ ଜଣ ସାମ୍ବାଦିକ ଏବଂ ୟୁନିଟି ଜର୍ଣାଲ୍ ‍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ( ସିଇଓ ) ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି ।

(src)="4.1"> El caso de los periodistas de Unity ha recibido atención nacional e incluso global .
(trg)="4.1"> ୟୁନିଟି ସାମ୍ବାଦିକଙ୍କ ବିରୋଧରେ ଏ ମାମଲା ଜାତୀୟ ଓ ବିଶ୍ବ ସ୍ତରରେ ଦୃଷ୍ଟି ଆକର୍ଷଣ କରିଛି ।

(src)="4.2"> Acciones de protesta fueron organizadas por periodistas en grandes ciudades , incluyendo Yangon y Mandalay .
(trg)="4.2"> ପ୍ରମୁଖ ସହର ୟାଙ୍ଗନ୍ ‍ ଓ ମାଣ୍ଡାଲେ ସମେତ ବିଭିନ୍ନ ସ୍ଥାନରେ ସାମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

(src)="4.3"> Simpatizantes y defensores también han conducido vigilias en Yangon , Pathein y Sittwe para la liberación de los periodistas de Unity .
(src)="4.4"> Desafortunadamente , 50 periodistas que protestaban durante la visita del presidente Thein Sein al Centro de Paz de Myanmar el 13 de julio han sido acusados por protestar sin permiso .
(trg)="4.3"> ୟୁନିଟ୍ ‍ ସାମ୍ବାଦିକଙ୍କୁ ମୁକ୍ତ କରିବା ପାଇଁ ସମର୍ଥକ ଓ ମୁକ୍ତ-ସାମ୍ବାଦିକତା କର୍ମୀମାନେ ୟାଙ୍ଗନ୍ ‍ , ପାଥେନ୍ ‍ ଓ ସିତ୍ବେ ଆଦି ସହରରେ ପ୍ରାର୍ଥନା ସଭାର ଆୟୋଜନ କରିଛନ୍ତି ।

(src)="5.1"> Varias asociaciones y juntas de prensa interinas están planeando enviar una carta de apelación al presidente por la liberación de los periodistas de Unity .
(trg)="5.1"> ୟୁନିଟି ସାମ୍ବାଦିକଙ୍କୁ ମୁକ୍ତିଦେବା ଲାଗି ବିଭିନ୍ନ ଗଣମାଧ୍ୟମ ସଂଘ ଓ ମଧ୍ୟବର୍ତୀକାଳୀନ ସାମ୍ବାଦିକ ପରିଷଦ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିବାକୁ ଯୋଜନା କରୁଛନ୍ତି ।

(src)="5.2"> La opositora Liga Nacional de Democracia también emitió una declaración condenando la supresión de medios que realiza el gobierno .
(trg)="5.2"> ଗଣମାଧ୍ୟମକୁ ସରକାର ଅବଦମନ କରିବା ପ୍ରସଙ୍ଗକୁ ନିନ୍ଦା କରି ବିରୋଧୀ ନାସ୍ ‍ ନାଲ ଲିଗ୍ ‍ ଫର ଡେମୋକ୍ରାସି ମଧ୍ୟ ଏକ ବିବୃତି ପ୍ରଦାନ କରିଛି ।

(src)="5.3"> Burma News International advirtió que la libertad en los medios aún está bajo amenaza .
(trg)="5.3"> ଏଠାରେ ଗଣମାଧ୍ୟମ ସ୍ବାଧୀନତା ଏବେ ବି ବିପଦରେ ବୋଲି ବର୍ମା ନ୍ୟୁଜ୍ ‍ ଇଣ୍ଟରନାସନାଲ ଚେତାଇ ଦେଇଛି ।

(src)="6.1"> El gobierno está afirmando que la fábrica de Armas Químicas reportada por los periodistas de Unity es en realidad una fabrica de armas defensivas .
(trg)="6.1"> ୟୁନିଟି ସାମ୍ବାଦିକ ରିପୋର୍ଟରେ ପ୍ରକାଶିତ ରାସାୟତିକ ଅସ୍ତ୍ର କାରଖାନା ଅସଲରେ ପ୍ରତିରକ୍ଷା ଅସ୍ତ୍ର କାରଖାନା ବୋଲି ସରକାର ସଫେଇ ଦେଇଛନ୍ତି ।

(src)="7.2"> Si ellos fueron condenados por revelar secretos nacionales , significa que el gobierno efectivamente tiene una fábrica de armas químicas .
(trg)="7.2"> ଯଦି ଜାତୀୟ ଗୋପନୀୟତା ପ୍ରଘଟ କରି ସେମାନେ ଦୋଷୀସାବ୍ୟସ୍ତ ହେଲେ , ତେବେ ସତରେ ସରକାରଙ୍କର ରାସାୟନିକ ଅସ୍ତ୍ର କାରଖାନା ଅଛି ବୋଲି ବୁଝିବାକୁ ହେବ ।

(src)="7.3"> Entonces ellos ( el gobierno ) están rompiendo el tratado de Sudeste Asiatico en contra de las Armas de Destrucción Masiva , lo cual establece una restricción a la producción de armas químicas , biológicas y nucleares .
(trg)="7.3"> ଫଳରେ ସେମାନେ ( ସରକାର ) ରାସାୟନିକ , ଜୈବିକ ଓ ଅଣୁ ଅସ୍ତ୍ର ଗଣବିଧ୍ବଂସୀ ଅସ୍ତ୍ର ବିରୋଧରେ ହୋଇଥିବା ଦକ୍ଷିଣପୂର୍ବ ଏସିୟ ଚୁକ୍ତିନାମା ଭଙ୍ଗ କରିଛନ୍ତି ।

(src)="7.4"> También , Myanmar ha firmado la Convención de Armas Químicas en 1993 .
(trg)="7.4"> ୧୯୯୩ରେ ମଧ୍ୟ ମିଆଁମାର ସରକାର ରାସାୟନିକ ଅସ୍ତ୍ର ସମ୍ମେଳନ ଦସ୍ତଖତ କରିଥିଲେ ।

(src)="7.5"> De cualquier modo , el portavoz del presidente , defendió la decisión de la corte e insistió que no es un asunto de libertad de prensa sino de seguridad nacional :
(trg)="7.5"> ତେବେ ରାଷ୍ଟ୍ରପତିଙ୍କ ମୁଖପାତ୍ର ନ୍ୟାୟାଳୟ ନିଷ୍ପତ୍ତି ସମର୍ଥନରେ ଯୁକ୍ତି କରି ଏହା ଗଣମାଧ୍ୟମ ସ୍ବାଧୀନତା ନୁହେଁ ବରଂ ଜାତୀୟ ସୁରକ୍ଷାର ପ୍ରଶ୍ନ ବୋଲି କହିଛନ୍ତି ।

(src)="7.6"> Cualquier gobierno , cualquier nación , debe controlar asuntos secretos para su seguridad nacional .
(trg)="7.6"> ଯେ କୌଣସି ଦେଶ , ଯେ କୌଣସି ସରକାରଙ୍କର ତାଙ୍କର ଜାତୀୟ ସୁରକ୍ଷା ପ୍ରସଙ୍ଗ ଉପରେ କର୍ତୃତ୍ବ ରହିବ ।

(src)="7.7"> La información que perjudique la seguridad nacional ni siquiera es tolerada en los Estados Unidos .
(trg)="7.7"> ଜାତୀୟ ସୁରକ୍ଷାକୁ କ୍ଷତି ପହଞ୍ଚାଉଥିବା ସୂଚନା ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ବରଦାସ୍ତ କରାଯାଏ ନାହିଁ ।

(src)="7.8"> No creemos que este caso se trate sobre libertad de prensa .
(trg)="7.8"> ଏହି ମାମଲା ଗଣମାଧ୍ୟମର ସ୍ବାଧୀନତା ସମ୍ପର୍କିତ ବୋଲି ଆମେ ଭାବୁନାହୁଁ ।

(src)="7.9"> Varios escritores y periodistas prominentes en Myanmar expresaron su preocupacion acerca del severo castigo que se les dio a los periodistas .
(trg)="7.9"> ସାମ୍ବାଦିକଙ୍କ ପ୍ରତି ହୋଇଥିବା କଡ଼ା ଦଣ୍ଡବିଧାନ ବିରୋଧରେ ବହୁ ଲେଖକ ଓ ସାମ୍ବାଦିକ ମୁହଁ ଖୋଲିଛନ୍ତି ।

(src)="7.10"> El poeta Saw Wai piensa que no es justo , especialmente ya que el gobierno se está moviendo hacia el sendero de la democracia .
(trg)="7.10"> ବିଶେଷକରି ଦେଶ ଗଣତନ୍ତ୍ର ଆଡ଼କୁ ମୁହାଁଉଥିବା ବେଳେ ଏହା ଆଦୌ ଶୋଭନୀୟ ନୁହେଁ ବୋଲି କବି ସ ୱଇ ମନେକରନ୍ତି ।

(src)="7.11"> U Than Htay desde la Red de Periodistas de Myanmar cree que la condena es un ejemplo de intimidación a los medios por parte del gobierno , el cual se prepara para las próximas elecciones de 2015 .
(trg)="7.11"> ଆଗାମୀ ୨୦୧୫ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ସରକାରଙ୍କର ଏହା ସାମ୍ବାଦିକଙ୍କ ପ୍ରତି ଏକ ଧମକ ବୋଲି ମିଆଁମାର ଜର୍ଣାଲିଷ୍ଟ ନେଟ୍ ‍ ୱର୍କର ୟୁ ଥାନ୍ ‍ ତେ ମତ ଦେଇଛନ୍ତି ।

(src)="8.1"> El gobierno no ha cambiado , de acuerdo con U Aung Thu :
(trg)="8.1"> ୟୁ ଅଙ୍ଗ୍ ‍ ଥୁଙ୍କ ମତରେ ସରକାରଙ୍କ ସ୍ବଭାବରେ ଆଦୌ ପରିବର୍ତନ ଆସିନାହିଁ ।

(src)="8.3"> Los medios son siempre un chivo expiatorio .
(trg)="8.3"> ଗଣମାଧ୍ୟମ ସବୁବେଳେ ବଳି ପଡ଼ିଆସିଛି ।

(src)="8.4"> La democracia es sólo un espectáculo .
(trg)="8.4"> ଗଣତନ୍ତ୍ର କେବଳ ଗୋଟେ ପ୍ରହସନ ।

(src)="8.5"> El presidente no es diferente .
(trg)="8.5"> ରାଷ୍ଟ୍ରପତିଙ୍କ ଭିତରେ କିଛି ପରିବର୍ତନ ହେଇନି ।

(src)="8.6"> Actualmente nuestro país está aún bajo una dictadura militar .
(trg)="8.6"> ପ୍ରକୃତରେ ଆମ ଦେଶ ଏବେ ବି ସେନା ଏକଛତ୍ରବାଦ ଭିତରେ ଅଛିନ୍ତି ।

(src)="8.8"> Si el gobierno está ( en serio ) moviéndose hacia la democracia , entonces debería respetar la libertad de prensa .
(trg)="8.8"> ଯଦି ସରକାର ସତରେ ଗଣତନ୍ତ୍ର ପାଇଁ ପଥପ୍ରସ୍ତୁତ କରୁଛନ୍ତି , ତେବେ ଏହା ଗଣମାଧ୍ୟମର ସ୍ବାଧୀନତାକୁ ସମ୍ମାନ ଦେବା ଉଚିତ ।

(src)="8.9"> Debe haber transparencia .
(trg)="8.9"> ଏଥିରେ ସ୍ବଚ୍ଛତା ରହିବା ନିତାନ୍ତ ଆବଶ୍ୟକ ।

(src)="8.10"> El trabajo del reportero es escribir .
(trg)="8.10"> ସାମ୍ବାଦିକଙ୍କ କାମ ହେଉଛି ସେମାନେ ଲେଖିବେ ।

(src)="8.11"> El castigo debe ser justo en relación con la violación .
(trg)="8.11"> ଯଦି ସେମାନେ ନିୟମ ଭଙ୍ଗ କରୁଛନ୍ତି ଦଣ୍ଡ ଶୋଭନୀୟ ହେବା ଉଚିତ ।

(src)="8.12"> Ni siquiera era un secreto o un área restringida .
(trg)="8.12"> ସେ ଅଞ୍ଚଳ ଗୋପନୀୟ କିମ୍ବା ନିଷିଦ୍ଧ ଅଞ୍ଚଳ ନଥିଲା ।

(src)="8.13"> El gobierno ha sido agresivo duurante el año pasado persiguiendo a los periodistas .
(trg)="8.13"> ସାମ୍ବାଦିକଙ୍କୁ ଦଣ୍ଡଦେବାରେ ଗତବର୍ଷ ସରକାର ବେଶ୍ ‍ ଆଗରେ ଥିଲେ ।

(src)="8.14"> El diciembre pasado , un reportero local de Eleven Media , fue sentenciado a tres meses en prisión por allanamiento , difamación criminal y usar lenguaje obsceno .
(trg)="8.14"> ଅନଧିକାର ଅନୁପ୍ରବେଶ , ମାନହାନୀ ଏବଂ ଖରାପ ଶବ୍ଦ ବ୍ୟବହାର କରିବା ଅଭିଯୋଗରେ ଇଲେଭେନ୍ ‍ ମିଡିଆର ଜଣେ ସାମ୍ବାଦିକଙ୍କୁ ଗତବର୍ଷ ୩ ମାସ କାରାଦଣ୍ଡାଦେଶ ହୋଇଥିଲା ।

(src)="8.15"> El pasado abril , un corresponsal de la web alternativa Democratic Voice of Burma fue condenado a un año de prisión por allanamiento y por interrumpir a un funcionario público .
(trg)="8.16"> ସେହି ଏପ୍ରିଲ ମାସରେ , ବର୍ତମାନ ମିଆଁମାରରେ ବନ୍ଦୀ ଜୀବନ କାଟୁଥିବା ୬ ଜଣ ସାମ୍ବାଦିକଙ୍କ ମୁକ୍ତି ଦାବି କରି ପ୍ୟାୟ ସହରରେ ଏକ ଶୋଭାଯାତ୍ରା ଆୟୋଜନ କରିଥିବା ମିଜିମା ପତ୍ରିକାର ଜଣେ ସାମ୍ବାଦିକଙ୍କୁ ଗିରଫ କରାଯାଇଥିଲା ।

(src)="9.1"> El caso del Unity Journal debe recordarnos acerca de la continua detención de periodistas y de la cada vez peor represión de los medios en Myanmar .
(trg)="9.1"> ୟୁନିଟି ସାମ୍ବାଦିକଙ୍କ ମାମଲା ଆମକୁ ମିଆଁମାରରେ ସାମ୍ବାଦିକଙ୍କ ପ୍ରତି ନିରନ୍ତର ହେଉଥିବା ଅତ୍ୟାଚାର ଏବଂ ଗଣମାଧ୍ୟମ-କଣ୍ଠରୋଧର କରୁଣ ଚିତ୍ର ମନେପକାଇଦିଏ ।

# es/2014_07_26_global-voices-recibe-a-juanita-leon-en-su-junta-directiva_.xml.gz
# or/2014_07_global-voices-welcomes-juanita-leon-to-board-of-directors_.xml.gz


(src)="1.1"> Global Voices da la bienvenida a Juanita León a su Junta Directiva
(trg)="1.1"> ଗ୍ଲୋବାଲ ଭଏସେସ ନିର୍ଦେଶକ ମଣ୍ଡଳୀକୁ ଜୁଏନିତା ଲିଅନ୍ ‍ ଙ୍କୁ ସ୍ବାଗତ · ଓଡ଼ିଆରେ Global Voices

(src)="1.2"> Juanita León , nueva integrante de la Junta Directiva de Global Voices
(trg)="1.2"> ଗ୍ଲୋବାଲ ଭଏସେସ୍ ‍ ବୋର୍ଡର ନୂଆ ସଦସ୍ୟ ଜୁଏନିତା ଲିଅନ୍ ‍

(src)="2.1"> Estamos muy contentos por recibir a la nueva integrante de nuestra Junta Directiva , Juanita León , a la familia Global Voices .
(trg)="2.1"> ଆମର ନୂଆ ବୋର୍ଡ ସଦସ୍ୟ ଜୁଏନିତା ଲିଅନ୍ ‍ ଙ୍କୁ ଗ୍ଲୋବାଲ ଭଏସେସ୍ ‍ ପରିବାର ସହ ପରିଚିତ କରାଇ ଆମେ ଆନନ୍ଦିତ ।

(src)="3.1"> Juanita es la fundadora de Lasillavacia.com , una web noticiosa sobre el poder en Colombia .
(trg)="2.2"> ଜୁଏନିତା ହେଉଛନ୍ତି କଲମ୍ବିଆରେ ଲା ସିଲା ଭାସିଆ ଡଟ୍ ‍ କମ୍ ‍ ନାମକ ଏକ ରାଜନୈତିକ ସମ୍ବାଦଧର୍ମୀ ୱେବ୍ ‍ ସାଇଟ୍ ‍ ର ପ୍ରତିଷ୍ଠାତା ।

(src)="3.2"> Ella es abogada con maestría en periodismo de la Escuela de Periodismo de Columbia .
(trg)="2.3"> ସେ ଜଣେ ଆଇନଜୀବୀ ଏବଂ କଲମ୍ବିଆ ଜର୍ଣାଲିଜମ୍ ‍ ସ୍କୁଲରୁ ସାମ୍ବାଦିକତାରେ ମାଷ୍ଟର ଅଫ୍ ‍ ସାଇନ୍ସ ଡିଗ୍ରୀ ହାସଲ କରିଛନ୍ତି ।

(src)="3.5"> Ella es la autora de País de Balas sobre la guerra en Colombia , entre otros libros .
(trg)="2.4"> ୨୦୦୬ରେ ସେ ହାଭାର୍ଡ ନିଏମାନ୍ ‍ ଫେଲୋ ହେବାର ଗୌରବ ଅର୍ଜନ କରିଥିଲେ ।

(src)="3.6"> Ella enseñó Noticias de Guerrilla en la Escuela de Periodismo de la Universidad de Nueva York y vive ahora en Colombia .
(trg)="2.7"> ନ୍ୟୁୟର୍କ ୟୁନିଭର୍ସିଟି ଜର୍ଣାଲିଜମ୍ ‍ ସ୍କୁଲରେ ସେ ଗରିଲା ଯୁଦ୍ଧ ସମ୍ବାଦ ସମ୍ପର୍କରେ ପଢ଼ାଉଥିଲେ ଏବଂ ଏବେ କଲମ୍ବିଆରେ ଅବସ୍ଥାନ କରୁଛନ୍ତି ।

(src)="4.1"> " Global Voices lleva a otro nivel la idea que el periodismo no es tanto -o al menos no solo-sobre información , si no acerca de la conversación " , dice Juanita .
(trg)="3.1"> ଜୁଏନିତା କହନ୍ତି , " ସାମ୍ବାଦିକତା କେବଳ ସୂଚନାର ପରିଭାଷା ନୁହେଁ , ବରଂ ଏହା ଭାବ ବିନିମୟର ମାଧ୍ୟମ — ଏଭଳି ଏକ ଚିନ୍ତାଧାରାକୁ ଗ୍ଲୋବାଲ ଭଏସେସ ବେଶ୍ ‍ ଉର୍ଧ୍ବକୁ ନେଇପାରିଛି ।

(src)="4.2"> " Esta es la plataforma donde las voces más inteligentes e interesantes del planeta son " curadas " y compiladas , resultando que el total es mejor que las partes .
(trg)="3.2"> ଏହା ଏପରି ଏକ ସୁଯୋଗ ଆଣିଛି ଯେଉଁଠି ଯେଉଁଠି ବିଶ୍ବର ଚାଲାକ ଏବଂ ଚମକପ୍ରଦ ସ୍ବରସବୁ ଆତ୍ମପ୍ରକାଶ କରିପାରୁଛନ୍ତି ଏବଂ ମିଳିତ ଭାବରେ ଏସବୁର ଫଳାଫଳ ଆଂଶିକ ମତ ଠାରୁ ବହୁଗୁଣରେ ଭଲ ହୋଇପାରୁଛି ।

(src)="4.3"> Global Voices es un laboratorio sobre el futuro del periodismo , donde la teoría de los gurúes de internet pasa a la práctica .
(trg)="3.3"> ଆଗାମୀକାଲିର ସାମ୍ବାଦିକତାର ପରୀକ୍ଷାଗାର ହେଉଛି ଗ୍ଲୋବାଲ ଭଏସେସ୍ ‍ , ଯେଉଁଠି ଇଣ୍ଟରନେଟ୍ ‍ ଗୁରୁର ତତ୍ବ ସତ ହେଉଛି ।

(src)="4.4"> Como periodista y emprendedora digital , Global Voices es un ejemplo para mí y estoy muy orgullosa de ser ahora parte " .
(trg)="3.4"> ଜଣେ ଡିଜିଟାଲ ସାମ୍ବାଦିକ ଏବଂ ଡିଜିଟାଲ ଉଦ୍ୟୋଗୀ ଭାବେ ମୋ ପାଇଁ ଗ୍ଲୋବାଲ ଭଏସେସ ଏକ ଉଦାହରଣ ଏବଂ ଏଥିରେ ସାମିଲ ହୋଇ ମୁଁ ବେଶ୍ ‍ ଆନନ୍ଦିତ ।

(src)="5.1"> Juanita reemplaza a uno de nuestros directivos originales , Rosental Alves .
(trg)="4.1"> ଆମର ଅନ୍ୟତମ ପ୍ରାଥମିକ ବୋର୍ଡ ସଦସ୍ୟ ରୋସେନ୍ତାଲ ଆଲ୍ ‍ ଭେସ୍ ‍ ଙ୍କ ସ୍ଥାନରେ ଜୁଏନିତାଙ୍କୁ ନିଆଯାଇଛି ।

(src)="5.2"> Rosental se retiró de nuestra junta después de ocho años de servicio .
(trg)="4.3"> ତାଙ୍କର ଉଦ୍ଧାମତା ଏବଂ ପ୍ରଜ୍ଞାକୁ ଆମେ ଅବଶ୍ୟ ମନେ ପକାଇବୁ ।

(src)="6.1"> La Junta Directiva de nueve integrantes de Global Voices , se reúne cuatro veces por año y ha sido una parte activa , comprometida y vital de la comunidad GV desde sus inicios .
(trg)="5.1"> ଗ୍ଲୋବାଲ ଭଏସେସର ୯ ଜଣିଆ ବୋର୍ଡ ବର୍ଷକୁ ୪ ଥର ଏକାଠି ହୁଅନ୍ତି ଏବଂ ଅନୁଷ୍ଠାନ ପ୍ରତିଷ୍ଠା ଦିନଠାରୁ ସେମାନେ ଜିଭି କମ୍ୟୁନିଟିର ସକ୍ରିୟ , ନିରନ୍ତର ଏବଂ ପ୍ରମୁଖ ଅଂଶ ଭାବରେ କାର୍ଯ୍ୟ କରି ଆସୁଛନ୍ତି ।

# es/2014_11_09_el-primer-ministro-de-la-india-planea-una-remodelacion-de-alta-tecnologia-para-la-antigua-ciudad-de-varanasi_.xml.gz
# or/2014_09_indias-prime-minister-plans-hi-tech-makeover-for-ancient-city-of-varanasi_.xml.gz


(src)="1.1"> El Primer Ministro de la India planea una remodelación de alta tecnología para la antigua ciudad de Varanasi
(trg)="1.1"> ପୁରାତନ ନଗର ବାରାଣସୀର ହାଇଟେକ ନବକଳେବର ପାଇଁ ଯୋଜନା କରୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ · ଓଡ଼ିଆରେ Global Voices

(src)="1.2"> Ribera del río Ganges en Varanasi ( Wikimedia CC-BY-SA )
(trg)="1.2"> ବାରାଣାସୀରେ ଗଙ୍ଗାନଦୀ ଘାଟ ( ଉଇକିମିଡ଼ିଆ CC-BY-SA )

(src)="2.1"> Narendra Modi , primer ministro de la India ganó su lugar en el parlamento al ser electo en la antigua ciudad de Varanasi , donde ahora se alista para cumplir la promesa de campaña de transformar la ciudad en una mezcla de cultura antigua y tecnología moderna .
(trg)="2.1"> ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଚୀନତମ ନଗର ବାରାଣାସୀ ରୁ ଲଢ଼ି ଓ ବିଜୟଲାଭ କରି ଭାରତୀୟ ସଂସଦରେ ପ୍ରବେଶ କରିଥିଲେ ।
(trg)="2.2"> ଏବେ ସେ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ତା 'କୁ କାମରେ କରି ଦେଖାଇବାକୁ ଏହି ନଗରକୁ ପ୍ରାଚୀନ ସଂସ୍କୃତି ସହ ଆଧୁନିକ ପ୍ରଯୁକ୍ତିର ତାଳମେଳରେ ସମୃଦ୍ଧ କରିବାକୁ ଯାଉଛନ୍ତି ।

(src)="3.1"> Elegido en mayo , Modi no perdió tiempo para ponerse a trabajar en el desarrollo de Varanasi .
(trg)="3.1"> ମେ ମାସରେ ନିର୍ବାଚିତ ହେଲା ପରେ ବିନା ସମୟ ନଷ୍ଟକରି ବାରାଣାସୀର ବିକାଶର କାମରେ ଲାଗିପଡିଥିଲେ ।

(src)="3.2"> Para agosto , había dibujado un bosquejo para hacer de Varanasi una metrópolis moderna , completando un sistema de transporte que incluye servicios de tranvías y autobuses .
(trg)="3.2"> ଅଗଷ୍ଟ ମାସ ସୁଦ୍ଧା ବାରଣାସୀକୁ ଏକ ମେଟ୍ରୋ ନଗରରେ ପରିଣତ କରିବାପାଇଁ ନକ୍ସା ପ୍ରସ୍ତୁତ କରିସାରିଥିଲେ , ଯେଉଁଥିରେ ନଗରର ସଡ଼କ ଓ ରେଳ ଯୋଗାଯୋଗ ମଧ୍ୟ ଅନ୍ତର୍ଭୁକ୍ତ ଥିଲା ।

(src)="3.3"> Simultáneamente , Modi ha enfatizado la necesidad de preservar la antigua herencia de la ciudad .
(trg)="3.3"> ସାମାନ୍ତରାଳ ଭାବେ , ମୋଦି ବାରଣାସୀର ପ୍ରାଚୀନତମ ସାଂସ୍କୃତିକ ସମ୍ପତ୍ତି ଓ ପରମ୍ପରା କିପରି ଅକ୍ଷୁର୍ଣ୍ଣ ରହିବ ତାହା ଉପରେ ମଧ୍ୟ ମହତ୍ତ୍ଵ ପ୍ରଦାନ କରିଥିଲେ ।

(src)="3.4"> A inicios de setiembre , la India firmó un acuerdo con Japón para ayudar a Modi con sus planes de desarrollo .
(trg)="3.4"> ଏହି ମାସର ଆରମ୍ଭରେ ମୋଦିଙ୍କର ବିକାଶର ଯୋଜନାର ବାସ୍ତବିକତା ଦେଖିଲାପରେ ଜାପାନ ସାହାଯ୍ୟ କରିବାପାଇଁ ଏକ ମିଳିତ ଚୁକ୍ତି କରିଥିଲା ।

(src)="4.1"> Varanasi tiene muchos miles de años de antigüedad , y está dedicada a la deidad hindú Shiva .
(trg)="4.3"> ହିନ୍ଦୁ ବିଶ୍ୱାସ ଅନୁସାରେ ଏହା ପୃଥିବୀର ପବିତ୍ରତମ ନଗରମାନଙ୍କ ମଧ୍ୟରୁ ଅନ୍ୟତମ ।

(src)="4.3"> Para la forma de vida hindú , es una de las ciudades más sagradas de la tierra .
(trg)="4.5"> ହିନ୍ଦୁ ମାନଙ୍କ ବିଶ୍ୱାସ ଅନୁସାରେ ଏକ ପବିତ୍ର ନଦୀ ଭାବେ ଜଣା ଗଙ୍ଗା ନଦୀ ମଧ୍ୟ ନଗର ମଧ୍ୟ ଏହି ଦେଇ ବହିଯାଇଛି ।

(src)="4.4"> De hecho , la palabra “ Kashi ” significa “ ciudad de la luz ” , y existen varios cientos de templos ubicados dentro de los límites de la ciudad .
(trg)="4.6"> ଏହି ନଗରକୁ ନିଜର ଘର ମଣି ରହିଥିବା ଅନେକ ସନ୍ୟାସୀ ନିଜର ଦିନଟି ଆରମ୍ଭ କରିବା ଆଗରୁ ବିଭିନ୍ନ ଧାର୍ମିକ ପରମ୍ପରା ଓ ସଂସ୍କାର ପାଳି ସକାଳୁ ନଦୀରେ ବୁଡ଼ ପକାନ୍ତି ।

(src)="4.5"> El río Ganges , también considerado sagrado por los hindúes , fluye a través de Kashi .
(trg)="5.1"> ଲେଖକ ରାଜୀବ ମାଲହୋତ୍ରା , ମୋଦିଙ୍କ ବାରାଣାସୀ ଯୋଜନା ସମ୍ବନ୍ଧରେ ଟୁଇଟରରେ ନିଜର ମତ ବାଣ୍ଟିଛନ୍ତି ।

(src)="5.1"> El autor Rajiv Malhotra compartió sus pensamientos acerca de los planes de Modi con sus seguidores de Twitter , qué son más de 105,000 :
(trg)="5.4"> ଏଥି ସହ ଶକ୍ତି ପୀଠ ଓ ଜ୍ୟୋତିଲିଙ୍ଗ ପାଇଁ ମଧ୍ୟ ହେବା ଉଚିତ http : / / t .

(src)="5.2"> Resucitar nuestros sitios sagrados iniciando con Kashi es magnífico .
(trg)="6.1"> — ରାଜୀବ ମାଲହୋତ୍ରା ( @ RajivMessage ) August 21 , 2014

(src)="5.3"> También debe hacerse para los templos shakti peethams y jyotirlingams
(trg)="6.2"> ଟୁଇଟର ବ୍ୟବାହାରକାରୀ ଭାବେ ଏହି ମତ ମାଲହୋତ୍ରା କେବଳ ଏକା ରଖିନାହାନ୍ତି ।

(src)="6.1"> Malhotra no es el único usuario de Twitter que comparte este sentir .
(trg)="6.3"> ଏହାର ଦୁଇ ସପ୍ତାହ ଆଗରୁ ଆଉ ଜଣେ ମଧ୍ୟ ନିଜର ମତ ଟୁଇଟ କରିଥିଲେ ।

(src)="6.2"> Alguien más tuiteó :
(trg)="6.4"> ଭାରତ ଆଉଥରେ ଯୁବା ଓ ଆଧୁନିକ ହେବା ଶୁଭ ଖବର !

(src)="6.3"> Buenas noticias , ¡ India será moderna y joven otra vez !
(trg)="6.5"> ଅବିକଶିତ ଭାରତର ଆମ ବାକି ଐତିହ୍ୟ ପାଇଁ ଏକା ଭଳି କରାଯାଉ ।

(src)="6.5"> Sin embargo , no todos apoyan el plan de Modi para Varanasi .
(trg)="6.7"> ତେବେ ସମସ୍ତେ ମୋଦିଙ୍କ ବାରାଣାସୀ ଯୋଜନାର ସମର୍ଥକ ନୁହଁନ୍ତି ।

(src)="6.6"> Ajay Rai ( un miembro de Partido del Congreso de la India , que se opone a Modi en el parlamento ) publicó una foto de una protesta en contra de los constantes cortes de energía eléctrica en Varanasi .
(trg)="6.8"> ଅଜୟ ରାୟ ( ଭାରତୀୟ ଜାତୀୟ କଂଗ୍ରେସର ଜଣେ ସଦସ୍ୟ , ଯିଏ ମୋଦିଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିଥିଲେ ) ବାରାଣାସୀରେ ହଉଥିବା ଅଘୋଷିତ ବିଜୁଳିକାଟ ବିରୁଦ୍ଧରେ କରିଥିବା ଧାରଣାର ଫଟୋ ପୋଷ୍ଟ କରିଛନ୍ତି ।

(src)="6.7"> Sólo @kashikirai Ajay Rai está con gente de Kashi por su problemas de energía .
(trg)="6.9"> ବିଜୁଳି ଅସୁବିଧା ପାଇଁ କେବଳ @ kashikirai ଅଜୟ ରାୟ କାଶୀ ଲୋକଙ୍କ ସାଙ୍ଗରେ ଅଛନ୍ତି ।

(src)="6.8"> Nuestra ciudad de Varanasi obtendrá su cuota
(trg)="6.10"> ଆମ ନଗର ବାରାଣସୀର ଅସୁବିଧା ଦୂର ହେବ pic .

(src)="6.9"> Los que se oponen a los planes de Modi para Varanasi no tienen mucho tiempo para detenerlo .
(trg)="6.13"> ମୋଦିଙ୍କ ବାରାଣାସୀ ଯୋଜନାର ବିରୋଧୀଙ୍କ ପାଖରେ ତାଙ୍କୁ ଅଟକାଇବାକୁ ବେଶି ସମୟ ନାହିଁ ।

(src)="7.1"> Durante el segundo día de su viaje a Japón , Modi hizo una visita al templo Toji ( patrimonio mundial de la UNESCO ) y comentó lo bien que está conservado el templo .
(trg)="7.1"> ନିଜର ଜାପାନ ଗସ୍ତର ଦ୍ଵିତୀୟ ଦିନରେ ମୋଦି ତୋଜି ମନ୍ଦିର ( ଏକ ଇଉନେସ୍କୋ ବିଶ୍ଵ ପୁରାତନ କୀର୍ତ୍ତିରାଜି ) ଠାରେ ଅଟକିଥିଲେ , ଆଉ ଦେଖିଥିଲେ ମନ୍ଦିରଟିକୁ କିପରି ସୁରକ୍ଷିତ ରଖାଯାଇଛି ।

(src)="7.2"> " Kioto ha sido capaz de preservar su legado de miles de años y su herencia cultural al mismo tiempo que está al día con los avances tecnológicos que son necesarios para la vida de hoy .
(trg)="7.2"> ସେ ସାମ୍ବାଦିକମାନଙ୍କୁ କହିଥିଲେ , “ କ୍ୟୋଟୋ ନିଜର ହଜାର ବର୍ଷର ସାଂସ୍କୃତିକ ସଭ୍ୟତା ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାରେ ସମର୍ଥ ହେଇଛି ଓ ଆଜିର ଆବଶ୍ୟକତା ଅନୁସାରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ମଧ୍ୟ କରିଛି ।

(src)="7.3"> " Estamos planeando hacer algo similar en India , donde podamos lograr una unión similar entre la preservación de la cultura y el progreso tecnológico " , dijo a los reporteros .
(trg)="7.3"> ଏଭଳି କିଛି ଆମେ ଭାରତରେ ମଧ୍ୟ କରିବାକୁ ଯୋଜନା କରୁଛୁ ଯେଉଁଠି ଆମେ ସମାନ ଭାବେ ସଂସ୍କୃତିର ସୁରକ୍ଷା ଓ ବୈଷୟିକ ବିକାଶ କରିପାରିବୁ ” ।

(src)="8.1"> El acuerdo con Tokio implica contar con apoyo japonés para transformar Varanasi en una " ciudad inteligente " , con un sistema de transporte de clase mundial , jardines botánicos , cines de alta tecnología , un centro para música clásica , una planta para tratamiento de residuos y otras comodidades .
(trg)="8.1"> ଟୋକିଓ ସହ ହେଇଥିବା ଚୁକ୍ତିରେ , ବାରଣାସୀକୁ ଏକ “ ସ୍ମାର୍ଟ ନଗର ” ରେ ପରିଣତ କରିବାପାଇଁ ଜାପାନୀ ମାନଙ୍କ ସାହାଯ୍ୟ ଲୋଡ଼ାଯିବ , ଯେଉଁଥିରେ ଏକ ସଂପୂର୍ଣ୍ଣ ଯୋଗାଯୋଗ ବ୍ୟବସ୍ଥା , ଆଧୁନିକ ଥିଏଟର , ଏକ ସାଂସ୍କୃତିକ ସଂଗୀତ କେନ୍ଦ୍ର , ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର , ଉଦ୍ଭିଦ ଉଦ୍ୟାନ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ସବୁ ରହିବ ।

(src)="9.1"> Antes de que se firmara el pacto , el periodista Minhaz Merchant tuiteó que trabajar con Japón tendría un significado doble para India :
(trg)="9.1"> ଚୁକ୍ତି ସ୍ଵାକ୍ଷରିତ ହବା ଆଗରୁ , ଜାପାନ ସହ କାମ କରିବା ଭାରତ ପାଇଁ ଦୁଇ ପ୍ରକାରର ଲାଭ ହେବ ସାମ୍ବାଦିକ ମିହ୍ନାଜ ମର୍ଚ୍ଚାଣ୍ଟ ବୋଲି ଟୁଇଟ କରିଥିଲେ :

(src)="9.2"> El acuerdo de cooperación Varanasi-Kioto tendrá dos proyectos activos : modernizar Kashi e iniciar con las ciudades inteligentes .
(trg)="9.2"> ବାରାଣସୀ-କ୍ୟୋଟୋ ସହବନ୍ଧିତା ଦୁଇଟି ପ୍ରକଳ୍ପର କାମ ଆଗକୁ ବଢ଼ାଇବ :

(src)="9.3"> Tal vez ha llegado el momento para que India , con su cultura milenaria , cambie completamente al siglo XXI y acoja tanto su rico pasado como su prometedor futuro a la vez .
(trg)="10.2"> ବୋଧହୁଏ , ଭାରତ ପାଇଁ ସମୟ ଆସିଯାଇଛି ନିଜର ସ୍ଵର୍ଣ୍ଣିମ ଇତିହାସ ଓ ପ୍ରତିଶୃତିପୂର୍ଣ୍ଣ ଭବିଷ୍ୟକୁ ନେଇ ଓ ହଜାର ବର୍ଷର ସଂସ୍କୃତିକୁ ଧରି ଏକବିଂଶ ଶତାବ୍ଦୀରେ ଆଗେଇଯିବା ପାଇଁ ।

# es/2014_09_23_uno-de-los-ultimos-videos-tributo-a-happy-proviene-de-sikkim-un-estado-de-la-india-ubicado-sobre-los-himalayas_.xml.gz
# or/2014_09_one-of-the-latest-happy-tribute-videos-comes-from-sikkim-high-in-indias-himalayas_.xml.gz


(src)="1.1"> Uno de los últimos videos tributo a ' Happy ' proviene de Sikkim , un estado de la India ubicado sobre los Himalayas
(trg)="1.1"> ଭାରତର ଉତ୍ତୁଙ୍ଗ ହିମାଳୟର ସିକିମରୁ ଆସିଲା ନୂତନତମ ' ହ୍ୟାପି ' ଶ୍ରଦ୍ଧାଞ୍ଜଳି ଭିଡିଓ · ଓଡ଼ିଆରେ Global Voices

(src)="1.2"> A principio de este año , la canción " Happy " ( " Feliz " ) , escrita , producida e interpretada por el cantante y productor estadounidense Pharrell Williams , se convirtió en un fenómeno viral gracias al incontable número de vídeos tributo que fueron filmados en todas partes del mundo y compartidos en la web .
(trg)="1.2"> ଅନଲାଇନରେ ଅପଲୋଡ଼ ହୋଇଥିବା ଆମେରିକାନ କଣ୍ଠଶିଳ୍ପୀ ଓ ପ୍ରଯୋଜକ ଫାରେଲ ଉଇଲିଅମ୍ସଙ୍କ ଲିଖିତ , ପ୍ରଯୋଜିତ ଓ ଅଭିନୀତ " ହ୍ୟାପି " ଏହି ବର୍ଷର ଆରମ୍ଭରେ ଜଗତର ଅନେକ ସ୍ଥାନରେ ଉତ୍ତୋଳିତ ହୋଇଥିବା ଅଗଣିତ ଶ୍ରଦ୍ଧାଞ୍ଜଳି ଭିଡିଓ ମାନଙ୍କ ଭିତରେ ଖୁବ ଚର୍ଚ୍ଚିତ ହୋଇଥିଲା ।

(src)="2.1"> Sushmita Pakhrin comentó en una entrevista con el sitio de noticias en línea ' Sikkim Now ' :
(trg)="2.1"> ଅନଲାଇନ ସମ୍ବାଦ ସାଇଟ ସିକିମ ନାଓରେ ସାକ୍ଷାତକାର ଦେଇ ସୁସ୍ମିତା କହିଛନ୍ତି :

(src)="2.2"> Intentamos mostrar la belleza escénica de Sikkim junto con los artistas conocidos y los artistas en crecimiento del estado .
(trg)="2.2"> ଆମେ ସିକିମର ନୈସର୍ଗିକ ସୌନ୍ଦର୍ଯ୍ୟ ସହିତ ଜଣାଶୁଣା ତଥା ତରୁଣ କଳାକାରମାନଙ୍କୁ ଦେଖାଇବାର ଉଦ୍ୟମ କରିଛୁ ।

# es/2014_08_03_adios-al-hindustan-ambassador_.xml.gz
# or/2014_10_farewell-hindustan-ambassador_.xml.gz


(src)="1.3"> Imagen por D Chakraborty .
(trg)="1.3"> ଫଟୋ ଉଠେଇଛନ୍ତି ଡି .

(src)="1.4"> Copyright Demotix ( 27/5/2014 )
(trg)="1.4"> ଚକ୍ରବର୍ତ୍ତୀ ।

(src)="2.2"> El blogger Soumyadip Choudhury en el blog Cutting The Chai , dedicó un homenaje al clásico auto , creando y animando un Google Doodle no oficial .
(trg)="2.2"> ସୌମ୍ୟଦୀପ ଚୌଧୁରୀ “ କଟିଙ୍ଗ ଦ ଚାଏ ” ରେ ଏକ ଅଣଉପଚାରିକ ( ଓ ଆନିମେଟେଡ ) ଗୁଗଲ ଡୁଡଲ ତିଆରି କରି ଏହି ଉତ୍କୃଷ୍ଟ କାରଟିକୁ ସମ୍ମାନିତ କରିଛନ୍ତି ।

(src)="2.3"> El auto sigue siendo popular entre los taxistas , algunos políticos y los turistas .
(trg)="2.3"> ଏହି କାର ଏବେ ମଧ୍ୟ ଅନେକ ଟାକ୍ସି ଚାଳକ , କିଛି ରାଜନେତା ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ପ୍ରିୟ ହେଇ ରହିଛି ।

# es/2014_10_18_freesaeed-el-sexto-ano-en-prision-de-un-programador-irani_.xml.gz
# or/2014_10_freesaeed-an-iranian-web-developers-sixth-year-in-prison_.xml.gz


(src)="1.1"> #FreeSaeed : El sexto año en prisión de un programador iraní
(trg)="1.1"> # FreeSaeed : କାରାଗାରରେ ଜଣେ ଇରାନି ୱେବ ଡେଭେଲପରଙ୍କର ଷଷ୍ଠ ବର୍ଷ · ଓଡ଼ିଆରେ Global Voices