# en/2014_07_23_burmese-reporters-get-ten-years-in-jail-plus-hard-labor-for-reporting-about-myanmars-chemical-weapons-factory_.xml.gz
# or/2014_07_burmese-reporters-get-ten-years-in-jail-plus-hard-labor-for-reporting-about-myanmars-chemical-weapons-factory_.xml.gz


(src)="1.1"> Burmese Reporters Get Ten Years in Jail Plus Hard Labor for Reporting About Myanmar 's Chemical Weapons Factory · Global Voices
(trg)="1.1"> ମିଆଁମାର ରାସାୟନିକ ଅସ୍ତ୍ର କାରଖାନା ଉପରେ ଲେଖିବାରୁ ସାମ୍ବାଦିକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ · ଓଡ଼ିଆରେ Global Voices

(src)="1.4"> From the Facebook page of RFA Burmese
(trg)="1.4"> ଆର୍ ‍ ଏଫ୍ ‍ ଏ ବର୍ମିଜ୍ ‍ ର ଫେସ୍ ‍ ବୁକ୍ ‍ ପୃଷ୍ଠାରୁ ।

(src)="4.1"> The case of the Unity journalists has received national and even global attention .
(trg)="4.1"> ୟୁନିଟି ସାମ୍ବାଦିକଙ୍କ ବିରୋଧରେ ଏ ମାମଲା ଜାତୀୟ ଓ ବିଶ୍ବ ସ୍ତରରେ ଦୃଷ୍ଟି ଆକର୍ଷଣ କରିଛି ।

(src)="5.1"> Various press associations and interim press councils are planning to send an appeal letter to the president for the release of the Unity journalists .
(trg)="4.2"> ପ୍ରମୁଖ ସହର ୟାଙ୍ଗନ୍ ‍ ଓ ମାଣ୍ଡାଲେ ସମେତ ବିଭିନ୍ନ ସ୍ଥାନରେ ସାମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

(src)="5.2"> The opposition National League for Democracy has also released a statement condemning the government 's suppression of the media .
(trg)="5.2"> ଗଣମାଧ୍ୟମକୁ ସରକାର ଅବଦମନ କରିବା ପ୍ରସଙ୍ଗକୁ ନିନ୍ଦା କରି ବିରୋଧୀ ନାସ୍ ‍ ନାଲ ଲିଗ୍ ‍ ଫର ଡେମୋକ୍ରାସି ମଧ୍ୟ ଏକ ବିବୃତି ପ୍ରଦାନ କରିଛି ।

(src)="5.3"> Burma News International warned that media freedom is still under threat .
(trg)="5.3"> ଏଠାରେ ଗଣମାଧ୍ୟମ ସ୍ବାଧୀନତା ଏବେ ବି ବିପଦରେ ବୋଲି ବର୍ମା ନ୍ୟୁଜ୍ ‍ ଇଣ୍ଟରନାସନାଲ ଚେତାଇ ଦେଇଛି ।

(src)="6.1"> The government is claiming that the chemical weapons factory reported by Unity Journal is actually a defense weapon factory .
(trg)="6.1"> ୟୁନିଟି ସାମ୍ବାଦିକ ରିପୋର୍ଟରେ ପ୍ରକାଶିତ ରାସାୟତିକ ଅସ୍ତ୍ର କାରଖାନା ଅସଲରେ ପ୍ରତିରକ୍ଷା ଅସ୍ତ୍ର କାରଖାନା ବୋଲି ସରକାର ସଫେଇ ଦେଇଛନ୍ତି ।

(src)="7.1"> But writer Wai Mu Thwin questioned the verdict and the harsh punishment given to the journalists :
(trg)="7.1"> କିନ୍ତୁ ଲେଖକ ୱାଇ ମୁ ଥ୍ବାଇନ୍ ‍ ସାମ୍ବାଦିକମାନଙ୍କ ବିଚାର ଏବଂ କଡ଼ାଦଣ୍ଡବିଧାନ ନେଇ ପ୍ରଶ୍ନ ଉଠାଇଛନ୍ତି ।

(src)="7.2"> If they are convicted for revealing national secrets , it means the government actually has the chemical weapons factory .
(trg)="7.2"> ଯଦି ଜାତୀୟ ଗୋପନୀୟତା ପ୍ରଘଟ କରି ସେମାନେ ଦୋଷୀସାବ୍ୟସ୍ତ ହେଲେ , ତେବେ ସତରେ ସରକାରଙ୍କର ରାସାୟନିକ ଅସ୍ତ୍ର କାରଖାନା ଅଛି ବୋଲି ବୁଝିବାକୁ ହେବ ।

(src)="7.3"> So they ( government ) are breaking the Southeast Asian treaty against Weapons of Mass Destruction , which puts a restriction on the production of chemical , bio and nuclear weapons .
(trg)="7.3"> ଫଳରେ ସେମାନେ ( ସରକାର ) ରାସାୟନିକ , ଜୈବିକ ଓ ଅଣୁ ଅସ୍ତ୍ର ଗଣବିଧ୍ବଂସୀ ଅସ୍ତ୍ର ବିରୋଧରେ ହୋଇଥିବା ଦକ୍ଷିଣପୂର୍ବ ଏସିୟ ଚୁକ୍ତିନାମା ଭଙ୍ଗ କରିଛନ୍ତି ।

(src)="7.4"> Also , Myanmar has signed the Chemical Weapons Convention in 1993 .
(trg)="7.4"> ୧୯୯୩ରେ ମଧ୍ୟ ମିଆଁମାର ସରକାର ରାସାୟନିକ ଅସ୍ତ୍ର ସମ୍ମେଳନ ଦସ୍ତଖତ କରିଥିଲେ ।

(src)="7.5"> However , the president 's spokesperson has defended the court 's decision and insisted that it is not an issue of press freedom but national security :
(trg)="7.6"> ଯେ କୌଣସି ଦେଶ , ଯେ କୌଣସି ସରକାରଙ୍କର ତାଙ୍କର ଜାତୀୟ ସୁରକ୍ଷା ପ୍ରସଙ୍ଗ ଉପରେ କର୍ତୃତ୍ବ ରହିବ ।

(src)="7.6"> Any nation , any government , must control secret issues for their national security .
(trg)="7.7"> ଜାତୀୟ ସୁରକ୍ଷାକୁ କ୍ଷତି ପହଞ୍ଚାଉଥିବା ସୂଚନା ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ବରଦାସ୍ତ କରାଯାଏ ନାହିଁ ।

(src)="7.7"> Information that harms national security is not even tolerated in the United States .
(src)="7.8"> We don ’ t think this case is about press freedom .
(trg)="7.8"> ଏହି ମାମଲା ଗଣମାଧ୍ୟମର ସ୍ବାଧୀନତା ସମ୍ପର୍କିତ ବୋଲି ଆମେ ଭାବୁନାହୁଁ ।

(src)="7.9"> Many prominent writers and journalists in Myanmar have expressed concern about the harsh punishment given to the journalists .
(trg)="7.9"> ସାମ୍ବାଦିକଙ୍କ ପ୍ରତି ହୋଇଥିବା କଡ଼ା ଦଣ୍ଡବିଧାନ ବିରୋଧରେ ବହୁ ଲେଖକ ଓ ସାମ୍ବାଦିକ ମୁହଁ ଖୋଲିଛନ୍ତି ।

(src)="7.10"> The poet Saw Wai thinks that it is not fair especially since the country is moving towards the path of democracy .
(trg)="7.10"> ବିଶେଷକରି ଦେଶ ଗଣତନ୍ତ୍ର ଆଡ଼କୁ ମୁହାଁଉଥିବା ବେଳେ ଏହା ଆଦୌ ଶୋଭନୀୟ ନୁହେଁ ବୋଲି କବି ସ ୱଇ ମନେକରନ୍ତି ।

(src)="7.11"> U Than Htay from the Myanmar Journalists Network believes that the conviction is an example of media intimidation by the government which is preparing for the coming 2015 elections .
(trg)="7.11"> ଆଗାମୀ ୨୦୧୫ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ସରକାରଙ୍କର ଏହା ସାମ୍ବାଦିକଙ୍କ ପ୍ରତି ଏକ ଧମକ ବୋଲି ମିଆଁମାର ଜର୍ଣାଲିଷ୍ଟ ନେଟ୍ ‍ ୱର୍କର ୟୁ ଥାନ୍ ‍ ତେ ମତ ଦେଇଛନ୍ତି ।

(src)="8.1"> The government has not changed , according to U Aung Thu :
(trg)="8.1"> ୟୁ ଅଙ୍ଗ୍ ‍ ଥୁଙ୍କ ମତରେ ସରକାରଙ୍କ ସ୍ବଭାବରେ ଆଦୌ ପରିବର୍ତନ ଆସିନାହିଁ ।

(src)="8.2"> When their secrets are revealed , they arrest and charge people .
(trg)="8.2"> ଯେତେବେଳେ ତାଙ୍କ ଗୋପନୀୟତା ଧରାପଡ଼ିଯାଉଛି ସେମାନେ ଲୋକଙ୍କୁ ଗିରଫ କରୁଛନ୍ତି , ସେମାନଙ୍କ ବିରୋଧରେ ମୋକଦ୍ଦମା କରୁଛନ୍ତି ।

(src)="8.3"> Media is always the scapegoat .
(trg)="8.3"> ଗଣମାଧ୍ୟମ ସବୁବେଳେ ବଳି ପଡ଼ିଆସିଛି ।

(src)="8.4"> Democracy is only just a show .
(trg)="8.4"> ଗଣତନ୍ତ୍ର କେବଳ ଗୋଟେ ପ୍ରହସନ ।

(src)="8.5"> The president is no different .
(trg)="8.5"> ରାଷ୍ଟ୍ରପତିଙ୍କ ଭିତରେ କିଛି ପରିବର୍ତନ ହେଇନି ।

(src)="8.6"> Actually our country is still under military dictatorship .
(trg)="8.6"> ପ୍ରକୃତରେ ଆମ ଦେଶ ଏବେ ବି ସେନା ଏକଛତ୍ରବାଦ ଭିତରେ ଅଛିନ୍ତି ।

(src)="8.7"> U Win Myint , the spokesperson of the opposition , demands that there must be transparency in the case :
(trg)="8.7"> ଏ ମାମଲାରେ ସ୍ବଚ୍ଛତା ରହିବା ଜରୁରୀ ବୋଲି ବିରୋଧୀ ଦଳ ମୁଖପାତ୍ର ୟୁ ୱିନ୍ ‍ ମିନ୍ତ୍ ‍ ଦାବି କରିଛନ୍ତି ।

(src)="8.8"> If government is ( serious in ) moving towards democracy , then it should respect press freedom .
(trg)="8.8"> ଯଦି ସରକାର ସତରେ ଗଣତନ୍ତ୍ର ପାଇଁ ପଥପ୍ରସ୍ତୁତ କରୁଛନ୍ତି , ତେବେ ଏହା ଗଣମାଧ୍ୟମର ସ୍ବାଧୀନତାକୁ ସମ୍ମାନ ଦେବା ଉଚିତ ।

(src)="8.9"> There must be transparency .
(trg)="8.9"> ଏଥିରେ ସ୍ବଚ୍ଛତା ରହିବା ନିତାନ୍ତ ଆବଶ୍ୟକ ।

(src)="8.10"> Reporter 's job is to write .
(trg)="8.10"> ସାମ୍ବାଦିକଙ୍କ କାମ ହେଉଛି ସେମାନେ ଲେଖିବେ ।

(src)="8.11"> The punishment must be fair in relation to the violation .
(trg)="8.11"> ଯଦି ସେମାନେ ନିୟମ ଭଙ୍ଗ କରୁଛନ୍ତି ଦଣ୍ଡ ଶୋଭନୀୟ ହେବା ଉଚିତ ।

(src)="8.12"> It wasn 't even a secret or restricted area .
(trg)="8.12"> ସେ ଅଞ୍ଚଳ ଗୋପନୀୟ କିମ୍ବା ନିଷିଦ୍ଧ ଅଞ୍ଚଳ ନଥିଲା ।

(src)="8.13"> The government has been aggressive in the past year in prosecuting journalists .
(trg)="8.13"> ସାମ୍ବାଦିକଙ୍କୁ ଦଣ୍ଡଦେବାରେ ଗତବର୍ଷ ସରକାର ବେଶ୍ ‍ ଆଗରେ ଥିଲେ ।

(src)="8.14"> Last December , a local reporter from Eleven Media was sentenced to three months in jail for trespassing , criminal defamation and using obscene language .
(trg)="8.14"> ଅନଧିକାର ଅନୁପ୍ରବେଶ , ମାନହାନୀ ଏବଂ ଖରାପ ଶବ୍ଦ ବ୍ୟବହାର କରିବା ଅଭିଯୋଗରେ ଇଲେଭେନ୍ ‍ ମିଡିଆର ଜଣେ ସାମ୍ବାଦିକଙ୍କୁ ଗତବର୍ଷ ୩ ମାସ କାରାଦଣ୍ଡାଦେଶ ହୋଇଥିଲା ।

(src)="8.16"> Later that month , a reporter for Mizzima magazine was arrested for organising a rally in the town of Pyay to call for the release of six journalists currently imprisoned in Myanmar .
(trg)="8.16"> ସେହି ଏପ୍ରିଲ ମାସରେ , ବର୍ତମାନ ମିଆଁମାରରେ ବନ୍ଦୀ ଜୀବନ କାଟୁଥିବା ୬ ଜଣ ସାମ୍ବାଦିକଙ୍କ ମୁକ୍ତି ଦାବି କରି ପ୍ୟାୟ ସହରରେ ଏକ ଶୋଭାଯାତ୍ରା ଆୟୋଜନ କରିଥିବା ମିଜିମା ପତ୍ରିକାର ଜଣେ ସାମ୍ବାଦିକଙ୍କୁ ଗିରଫ କରାଯାଇଥିଲା ।

# en/2014_07_22_global-voices-welcomes-juanita-leon-to-board-of-directors_.xml.gz
# or/2014_07_global-voices-welcomes-juanita-leon-to-board-of-directors_.xml.gz


(src)="1.1"> Global Voices
(trg)="1.2"> ଗ୍ଲୋବାଲ ଭଏସେସ୍ ‍ ବୋର୍ଡର ନୂଆ ସଦସ୍ୟ ଜୁଏନିତା ଲିଅନ୍ ‍

(src)="3.2"> She is a lawyer with an MS in journalism from the Columbia Journalism School .
(src)="3.3"> She was a Harvard Nieman Fellow `06.
(trg)="2.1"> ଆମର ନୂଆ ବୋର୍ଡ ସଦସ୍ୟ ଜୁଏନିତା ଲିଅନ୍ ‍ ଙ୍କୁ ଗ୍ଲୋବାଲ ଭଏସେସ୍ ‍ ପରିବାର ସହ ପରିଚିତ କରାଇ ଆମେ ଆନନ୍ଦିତ ।

(src)="3.4"> She was launch editor of Flypmedia.com in New York and editor-in-chief of Semana.com.
(trg)="2.4"> ୨୦୦୬ରେ ସେ ହାଭାର୍ଡ ନିଏମାନ୍ ‍ ଫେଲୋ ହେବାର ଗୌରବ ଅର୍ଜନ କରିଥିଲେ ।

(src)="3.5"> She is the author of Country of Bullets , about the war in Colombia , among other books .
(trg)="2.6"> ତାଙ୍କ ଲିଖିତ ବିଭିନ୍ନ ପୁସ୍ତକ ମଧ୍ୟରେ ରହିଛି କଲମ୍ବିଆରେ ଯୁଦ୍ଧ ସମ୍ପର୍କିତ ବହି କଣ୍ଟ୍ରି ଅଫ୍ ‍ ବୁଲେଟ୍ ‍ ସ ।

(src)="3.6"> She taught Guerrilla News in the New York University Journalism School and now lives in Colombia .
(trg)="2.7"> ନ୍ୟୁୟର୍କ ୟୁନିଭର୍ସିଟି ଜର୍ଣାଲିଜମ୍ ‍ ସ୍କୁଲରେ ସେ ଗରିଲା ଯୁଦ୍ଧ ସମ୍ବାଦ ସମ୍ପର୍କରେ ପଢ଼ାଉଥିଲେ ଏବଂ ଏବେ କଲମ୍ବିଆରେ ଅବସ୍ଥାନ କରୁଛନ୍ତି ।

(src)="4.1"> " Global Voices takes to another level the idea that journalism is increasingly not so much or at least — not only — about information but about conversation , " says Juanita .
(trg)="3.1"> ଜୁଏନିତା କହନ୍ତି , " ସାମ୍ବାଦିକତା କେବଳ ସୂଚନାର ପରିଭାଷା ନୁହେଁ , ବରଂ ଏହା ଭାବ ବିନିମୟର ମାଧ୍ୟମ — ଏଭଳି ଏକ ଚିନ୍ତାଧାରାକୁ ଗ୍ଲୋବାଲ ଭଏସେସ ବେଶ୍ ‍ ଉର୍ଧ୍ବକୁ ନେଇପାରିଛି ।

(src)="4.2"> " This is the platform where the smartest and most interesting voices around the world are curated and aggregated with the result that the whole is much better than the parts .
(trg)="3.2"> ଏହା ଏପରି ଏକ ସୁଯୋଗ ଆଣିଛି ଯେଉଁଠି ଯେଉଁଠି ବିଶ୍ବର ଚାଲାକ ଏବଂ ଚମକପ୍ରଦ ସ୍ବରସବୁ ଆତ୍ମପ୍ରକାଶ କରିପାରୁଛନ୍ତି ଏବଂ ମିଳିତ ଭାବରେ ଏସବୁର ଫଳାଫଳ ଆଂଶିକ ମତ ଠାରୁ ବହୁଗୁଣରେ ଭଲ ହୋଇପାରୁଛି ।

(src)="4.3"> Global Voices is a lab about the future of journalism , where the theory of the Internet gurus is made real .
(trg)="3.3"> ଆଗାମୀକାଲିର ସାମ୍ବାଦିକତାର ପରୀକ୍ଷାଗାର ହେଉଛି ଗ୍ଲୋବାଲ ଭଏସେସ୍ ‍ , ଯେଉଁଠି ଇଣ୍ଟରନେଟ୍ ‍ ଗୁରୁର ତତ୍ବ ସତ ହେଉଛି ।

(src)="4.4"> As a digital journalist and as digital entrepreneur , Global Voices is an example for me and I ´ m very proud to now be part of it . "
(trg)="3.4"> ଜଣେ ଡିଜିଟାଲ ସାମ୍ବାଦିକ ଏବଂ ଡିଜିଟାଲ ଉଦ୍ୟୋଗୀ ଭାବେ ମୋ ପାଇଁ ଗ୍ଲୋବାଲ ଭଏସେସ ଏକ ଉଦାହରଣ ଏବଂ ଏଥିରେ ସାମିଲ ହୋଇ ମୁଁ ବେଶ୍ ‍ ଆନନ୍ଦିତ ।

(src)="5.2"> Rosental rotated off our board after eight years of service .
(trg)="4.2"> ୮ ବର୍ଷର ସେବା ପରେ ରୋସେନ୍ତାଲ କାର୍ଯ୍ୟରୁ ଅବ୍ୟାହତି ନେଇଛନ୍ତି ।

# en/2014_09_26_indias-prime-minister-plans-hi-tech-makeover-for-ancient-city-of-varanasi_.xml.gz
# or/2014_09_indias-prime-minister-plans-hi-tech-makeover-for-ancient-city-of-varanasi_.xml.gz


(src)="1.1"> India 's Prime Minister Plans Hi-Tech Makeover For Ancient City of Varanasi · Global Voices
(trg)="1.1"> ପୁରାତନ ନଗର ବାରାଣସୀର ହାଇଟେକ ନବକଳେବର ପାଇଁ ଯୋଜନା କରୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ · ଓଡ଼ିଆରେ Global Voices

(src)="1.2"> The Ganga riverfront at Varanasi ( Wikimedia CC-BY-SA )
(trg)="1.2"> ବାରାଣାସୀରେ ଗଙ୍ଗାନଦୀ ଘାଟ ( ଉଇକିମିଡ଼ିଆ CC-BY-SA )

(src)="2.1"> Indian Prime Minister Narendra Modi won his seat in the parliament by getting elected in the ancient city of Varanasi , where he 's now set to make good on a campaign promise to transform the city into a blend of ancient culture and modern technology .
(trg)="2.1"> ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଚୀନତମ ନଗର ବାରାଣାସୀ ରୁ ଲଢ଼ି ଓ ବିଜୟଲାଭ କରି ଭାରତୀୟ ସଂସଦରେ ପ୍ରବେଶ କରିଥିଲେ ।

(src)="3.1"> Elected in May , Modi didn 't waste any time before getting to work on Varanasi 's development .
(trg)="2.2"> ଏବେ ସେ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ତା 'କୁ କାମରେ କରି ଦେଖାଇବାକୁ ଏହି ନଗରକୁ ପ୍ରାଚୀନ ସଂସ୍କୃତି ସହ ଆଧୁନିକ ପ୍ରଯୁକ୍ତିର ତାଳମେଳରେ ସମୃଦ୍ଧ କରିବାକୁ ଯାଉଛନ୍ତି ।

(src)="3.3"> Simultaneously , Modi has emphasized the need to preserve the city 's ancient heritage .
(trg)="3.2"> ଅଗଷ୍ଟ ମାସ ସୁଦ୍ଧା ବାରଣାସୀକୁ ଏକ ମେଟ୍ରୋ ନଗରରେ ପରିଣତ କରିବାପାଇଁ ନକ୍ସା ପ୍ରସ୍ତୁତ କରିସାରିଥିଲେ , ଯେଉଁଥିରେ ନଗରର ସଡ଼କ ଓ ରେଳ ଯୋଗାଯୋଗ ମଧ୍ୟ ଅନ୍ତର୍ଭୁକ୍ତ ଥିଲା ।

(src)="3.4"> Earlier this month , India signed an agreement with Japan to help realize Modi 's development plans .
(src)="4.1"> Varanasi is several thousand years old , and is dedicated to the Hindu deity Lord Shiva .
(trg)="3.3"> ସାମାନ୍ତରାଳ ଭାବେ , ମୋଦି ବାରଣାସୀର ପ୍ରାଚୀନତମ ସାଂସ୍କୃତିକ ସମ୍ପତ୍ତି ଓ ପରମ୍ପରା କିପରି ଅକ୍ଷୁର୍ଣ୍ଣ ରହିବ ତାହା ଉପରେ ମଧ୍ୟ ମହତ୍ତ୍ଵ ପ୍ରଦାନ କରିଥିଲେ ।

(src)="4.2"> In ancient times , it was known as Kashi .
(trg)="3.4"> ଏହି ମାସର ଆରମ୍ଭରେ ମୋଦିଙ୍କର ବିକାଶର ଯୋଜନାର ବାସ୍ତବିକତା ଦେଖିଲାପରେ ଜାପାନ ସାହାଯ୍ୟ କରିବାପାଇଁ ଏକ ମିଳିତ ଚୁକ୍ତି କରିଥିଲା ।

(src)="4.3"> In the Hindu way of life , it is one of the holiest cities on Earth .
(trg)="4.1"> ବାରାଣାସୀ କେଇ ହଜାର ବର୍ଷର ଏକ ପୁରୁଣା ନଗର ଯାହାର ଆରାଧ୍ୟ ହିନ୍ଦୁମାନଙ୍କ ଦେବତା ଭଗବାନ ଶିବ ।

(src)="4.5"> The river Ganga , also considered holy by Hindus , flows through Kashi , too .
(trg)="4.3"> ହିନ୍ଦୁ ବିଶ୍ୱାସ ଅନୁସାରେ ଏହା ପୃଥିବୀର ପବିତ୍ରତମ ନଗରମାନଙ୍କ ମଧ୍ୟରୁ ଅନ୍ୟତମ ।

(src)="4.6"> Many ascetics make the city their home , taking a dip in the river every morning , before spending the day engaged in various practices and rituals .
(trg)="4.5"> ହିନ୍ଦୁ ମାନଙ୍କ ବିଶ୍ୱାସ ଅନୁସାରେ ଏକ ପବିତ୍ର ନଦୀ ଭାବେ ଜଣା ଗଙ୍ଗା ନଦୀ ମଧ୍ୟ ନଗର ମଧ୍ୟ ଏହି ଦେଇ ବହିଯାଇଛି ।

(src)="5.1"> Author Rajiv Malhotra shared his thoughts about Modi s ’ plans with his Twitter followers , who number more than 105,000 :
(trg)="5.1"> ଲେଖକ ରାଜୀବ ମାଲହୋତ୍ରା , ମୋଦିଙ୍କ ବାରାଣାସୀ ଯୋଜନା ସମ୍ବନ୍ଧରେ ଟୁଇଟରରେ ନିଜର ମତ ବାଣ୍ଟିଛନ୍ତି ।

(src)="6.1"> Reviving our sacred geographies starting with Kashi is great .
(trg)="5.2"> ତାଙ୍କୁ ୧,୦୫,୦୦୦ରୁ ଅଧିକ ଜଣ ଫଲୋ କରନ୍ତି :

(src)="6.3"> Malhotra wasn 't the only Twitter user who felt this way .
(trg)="6.2"> ଟୁଇଟର ବ୍ୟବାହାରକାରୀ ଭାବେ ଏହି ମତ ମାଲହୋତ୍ରା କେବଳ ଏକା ରଖିନାହାନ୍ତି ।

(src)="7.1"> @ NitiCentral @ vimoh Good news India to become young & modern again !
(trg)="6.3"> ଏହାର ଦୁଇ ସପ୍ତାହ ଆଗରୁ ଆଉ ଜଣେ ମଧ୍ୟ ନିଜର ମତ ଟୁଇଟ କରିଥିଲେ ।

(src)="7.3"> Not everyone supports Modi 's plans in Varanasi , however .
(trg)="6.7"> ତେବେ ସମସ୍ତେ ମୋଦିଙ୍କ ବାରାଣାସୀ ଯୋଜନାର ସମର୍ଥକ ନୁହଁନ୍ତି ।

(src)="8.2"> Opponents of Modi 's plans for Varanasi won 't have much time to stop him .
(trg)="6.13"> ମୋଦିଙ୍କ ବାରାଣାସୀ ଯୋଜନାର ବିରୋଧୀଙ୍କ ପାଖରେ ତାଙ୍କୁ ଅଟକାଇବାକୁ ବେଶି ସମୟ ନାହିଁ ।

(src)="9.1"> On the second day of his trip to Japan , Modi stopped at the Toji temple ( a UNESCO world heritage site ) and remarked at how well the temple is maintained .
(trg)="7.1"> ନିଜର ଜାପାନ ଗସ୍ତର ଦ୍ଵିତୀୟ ଦିନରେ ମୋଦି ତୋଜି ମନ୍ଦିର ( ଏକ ଇଉନେସ୍କୋ ବିଶ୍ଵ ପୁରାତନ କୀର୍ତ୍ତିରାଜି ) ଠାରେ ଅଟକିଥିଲେ , ଆଉ ଦେଖିଥିଲେ ମନ୍ଦିରଟିକୁ କିପରି ସୁରକ୍ଷିତ ରଖାଯାଇଛି ।

(src)="9.2"> " Kyoto has been able to preserve its thousand year legacy and cultural heritage while also staying abreast of all technological advances that is necessary in today 's life .
(trg)="7.2"> ସେ ସାମ୍ବାଦିକମାନଙ୍କୁ କହିଥିଲେ , “ କ୍ୟୋଟୋ ନିଜର ହଜାର ବର୍ଷର ସାଂସ୍କୃତିକ ସଭ୍ୟତା ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାରେ ସମର୍ଥ ହେଇଛି ଓ ଆଜିର ଆବଶ୍ୟକତା ଅନୁସାରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ମଧ୍ୟ କରିଛି ।

(src)="9.3"> We are planning to do something similar in India as well , where we can achieve a similar union between preservation of culture and technological progress , " he told reporters .
(trg)="7.3"> ଏଭଳି କିଛି ଆମେ ଭାରତରେ ମଧ୍ୟ କରିବାକୁ ଯୋଜନା କରୁଛୁ ଯେଉଁଠି ଆମେ ସମାନ ଭାବେ ସଂସ୍କୃତିର ସୁରକ୍ଷା ଓ ବୈଷୟିକ ବିକାଶ କରିପାରିବୁ ” ।

(src)="11.1"> Before the pact was even signed , Journalist Minhaz Merchant tweeted that working with Japan will have dual significance for India :
(trg)="9.1"> ଚୁକ୍ତି ସ୍ଵାକ୍ଷରିତ ହବା ଆଗରୁ , ଜାପାନ ସହ କାମ କରିବା ଭାରତ ପାଇଁ ଦୁଇ ପ୍ରକାରର ଲାଭ ହେବ ସାମ୍ବାଦିକ ମିହ୍ନାଜ ମର୍ଚ୍ଚାଣ୍ଟ ବୋଲି ଟୁଇଟ କରିଥିଲେ :

(src)="12.1"> Varanasi-Kyoto cooperation agreement will get 2 projects up & running : modernising Kashi & kickstarting smart cities Minhaz Merchant — ( @ minhazmerchant ) August 31 , 2014
(trg)="10.1"> କାଶୀକୁ ଆଧୁନିକ କରିବା ଏବଂ ସ୍ମାର୍ଟ ସହର କାମର ଆରମ୍ଭ କରିବା — ମିହ୍ନାଜ ମର୍ଚ୍ଚାଣ୍ଟ ( @ minhazmerchant ) August 31 , 2014

(src)="12.2"> Perhaps the time has come for India , with its millennia-old culture , to move fully into the twenty-first century and embrace its rich past and promising future simultaneously .
(trg)="10.2"> ବୋଧହୁଏ , ଭାରତ ପାଇଁ ସମୟ ଆସିଯାଇଛି ନିଜର ସ୍ଵର୍ଣ୍ଣିମ ଇତିହାସ ଓ ପ୍ରତିଶୃତିପୂର୍ଣ୍ଣ ଭବିଷ୍ୟକୁ ନେଇ ଓ ହଜାର ବର୍ଷର ସଂସ୍କୃତିକୁ ଧରି ଏକବିଂଶ ଶତାବ୍ଦୀରେ ଆଗେଇଯିବା ପାଇଁ ।

# en/2014_09_13_one-of-the-latest-happy-tribute-videos-comes-from-sikkim-high-in-indias-himalayas_.xml.gz
# or/2014_09_one-of-the-latest-happy-tribute-videos-comes-from-sikkim-high-in-indias-himalayas_.xml.gz


(src)="1.1"> One of the Latest ' Happy ' Tribute Videos Comes From Sikkim , High in India 's Himalayas · Global Voices
(trg)="1.1"> ଭାରତର ଉତ୍ତୁଙ୍ଗ ହିମାଳୟର ସିକିମରୁ ଆସିଲା ନୂତନତମ ' ହ୍ୟାପି ' ଶ୍ରଦ୍ଧାଞ୍ଜଳି ଭିଡିଓ · ଓଡ଼ିଆରେ Global Voices

(src)="2.1"> Ms. Pakhrin commented in an interview with online news site Sikkim Now :
(trg)="2.1"> ଅନଲାଇନ ସମ୍ବାଦ ସାଇଟ ସିକିମ ନାଓରେ ସାକ୍ଷାତକାର ଦେଇ ସୁସ୍ମିତା କହିଛନ୍ତି :

(src)="2.2"> We have tried to showcase the scenic beauty of Sikkim along with well-known and upcoming artists of the state .
(trg)="2.2"> ଆମେ ସିକିମର ନୈସର୍ଗିକ ସୌନ୍ଦର୍ଯ୍ୟ ସହିତ ଜଣାଶୁଣା ତଥା ତରୁଣ କଳାକାରମାନଙ୍କୁ ଦେଖାଇବାର ଉଦ୍ୟମ କରିଛୁ ।

# en/2014_06_03_farewell-hindustan-ambassador_.xml.gz
# or/2014_10_farewell-hindustan-ambassador_.xml.gz


(src)="1.1"> Farewell Hindustan Ambassador · Global Voices
(trg)="1.1"> ବିଦାୟ ହିନ୍ଦୁସ୍ତାନ ଆମ୍ବାସାଡ଼ର · ଓଡ଼ିଆରେ Global Voices

(src)="1.3"> Image by D Chakraborty .
(trg)="1.3"> ଫଟୋ ଉଠେଇଛନ୍ତି ଡି .

(src)="1.4"> Copyright Demotix ( 27 / 5 / 2014 )
(trg)="1.4"> ଚକ୍ରବର୍ତ୍ତୀ ।

# en/2014_10_06_freesaeed-an-iranian-web-developers-sixth-year-in-prison_.xml.gz
# or/2014_10_freesaeed-an-iranian-web-developers-sixth-year-in-prison_.xml.gz


(src)="1.1"> # FreeSaeed : An Iranian Web Developer 's Sixth Year in Prison · Global Voices
(trg)="1.1"> # FreeSaeed : କାରାଗାରରେ ଜଣେ ଇରାନି ୱେବ ଡେଭେଲପରଙ୍କର ଷଷ୍ଠ ବର୍ଷ · ଓଡ଼ିଆରେ Global Voices

(src)="1.2"> # FreeSaeed campaign image .
(trg)="1.2"> # FreeSaeed କ୍ୟାମ୍ପେନ ଛବି ।

(src)="2.1"> As of October 4 , 2014 , Iranian web developer Saeed Malekpour has spent six years in prison for creating an open source software program that others used to upload pornographic images to the Internet .
(trg)="2.1"> ଇଣ୍ଟରନେଟରେ ପର୍ଣୋଗ୍ରାଫିକ ଛବି ଅପଲୋଡ଼ କରିବାରେ ସାହାଯ୍ୟ କରୁଥିବା ଏକ ଓପନ ସୋର୍ସ ସଫ୍ଟଓଏର ପ୍ରୋଗ୍ରାମ ତିଆରି କରିବାର ଦୋଷ ପାଇଁ ଅକ୍ଟୋବର ୪ , ୨୦୧୪ ବେଳକୁ ଇରାନି ୱେବ ଏବଂ ସର୍କମଭେନସନ ଟୁଲ ଡେଭେଲପର ସଇଦ ମାଲେକପୁର କାରାଗାରରେ ଛ ' ବର୍ଷ କଟାଇସାରିଛନ୍ତି ।

(src)="2.2"> On the anniversary of his arrest , activists and bloggers ran a tweet storm to support his release under the hashtag # freeSaeed .
(trg)="3.1"> କାନାଡ଼ାର ସ୍ଥାୟୀ ନାଗରିକ , ସଇଦ ୨୦୦୮ରେ ମରଣଶେଯରେ ପଡ଼ିଥିବା ନିଜର ବାପାଙ୍କୁ ଦେଖିବା ନିମନ୍ତେ ଇରାନକୁ ଫେରିଆସିଥିଲେ ।

(src)="3.1"> A permanent resident of Canada , Saeed returned to Iran in 2008 to visit his dying father when he was charged with threatening the nation 's Islamic ideals and national security via propaganda against the system .
(trg)="3.2"> ଏହି ସମୟରେ ତାଙ୍କୁ ପ୍ରଚାର ମାଧ୍ୟମରେ ଦେଶର ଇସଲାମ ନୀତି ଓ ଜାତୀୟ ନିରାପତ୍ତାକୁ ବିପଦରେ ପକାଇବାର ଆରୋପ ଲଗାଯାଇଥିଲା ।

(src)="3.2"> Malekpour has testified that he did not know how his program and code had been used and developed by others , as it was distributed as open source code .
(trg)="3.3"> ଓପନ ସୋର୍ସରେ ବିତରିତ ହୋଇଥିବାରୁ ନିଜ ଓ ଅନ୍ୟମାନଙ୍କ ଦ୍ୱାରା ବ୍ୟବହୃତ ଓ ତିଆରି ପ୍ରୋଗ୍ରାମ ଓ କୋଡ଼ କିପରି ବ୍ୟବହାର ହେଉଛି ତାହା ଜାଣିବାର ଅବକାଶ ନାହିଁ ବୋଲି ମାଲେକପୁର ନିଜ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।

(src)="4.1"> After a trial that reportedly lasted 15 minutes , Saeed was sentenced to death as a corrupter “ of the earth . ”
(trg)="4.1"> ରିପୋର୍ଟ ଅନୁସାରେ ୧୫ ମିନିଟ ଧରି ଚାଲିଥିବା ବିଚାର ପରେ ସଇଦଙ୍କୁ " ଧରାର ଅନୀତିକାରୀ " ନାମିତ କରି ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା ।

(src)="4.2"> In December of 2012 , Saeed 's death sentence was commuted from death to life in prison .
(trg)="4.2"> ଡିସେମ୍ବର ୨୦୧୨ରେ ସଇଦଙ୍କ ମୃତ୍ୟୁ ଦଣ୍ଡ ମୃତ୍ୟୁରୁ ଆଜୀବନ କାରାଦଣ୍ଡକୁ ଛାଡ଼ କରାଯାଇଥିଲା ।

(src)="5.1"> Having spent time in solitary confinement , Saeed gave what he later revealed to be a forced confession , drawn under torture and interrogations by the Revolutionary Guard .
(trg)="5.1"> ଏକାକୀ କାରାରେ ସମୟ କାଟିଥିବା ସଇଦ ନିଜର ବୟାନ ଦେଇଥିଲେ , ଯାହା ସେ ପରେ ଜୋର କରି ବୟାନ ନିଆଯାଇଥିଲା ବୋଲି ପ୍ରକାଶ କରିଥିଲେ , ଏଥିରେ ତାଙ୍କୁ ଆନ୍ଦୋଳନକାରୀ ସେନା ଦ୍ୱାରା ଅତ୍ୟାଚାର କରି ପଚରାଉଚରା ଦ୍ୱାରା କୁହାଯାଇଥିଲା ।

(src)="5.2"> In the months following , Iranian state television repeatedly aired his confession “ ” to the alleged crimes .
(trg)="5.2"> ଏହା ପରର କିଛି ମାସ ଭିତରେ ଇରାନି ଟେଲିଭଜନ ଏହି ଅପରାଧର " ସ୍ୱୀକାରୋକ୍ତି " କୁ ବାରମ୍ବାର ପ୍ରସାରଣ କରିଥିଲା ।

(src)="6.1"> Human rights lawyer Gissou Nia and spokesperson for the Campaign to Free Saeed described the broader implications of the case for programmers in Iran in an email to Global Voices :
(trg)="6.1"> ମାନବିକ ଅଧିକାର ଓକିଲ ଓ ଫ୍ରି ସଇଦ ପ୍ରଚାରାଭିଯାନର ମୁଖପାତ୍ର ଜିସୁ ନିଆ ଗ୍ଲୋବାଲ ଭଏସେସକୁ ଏକ ଇମେଲ ଜରିଆରେ ଇରାନରେ ପ୍ରୋଗ୍ରାମରମାନଙ୍କ ଉପରେ ଏହି ଘଟଣାର ପ୍ରଭାବ ବାବଦରେ ଜଣାଇଛନ୍ତି :

(src)="7.1"> The arrest and ongoing imprisonment of Saeed Malekpour shows that all Iranian freelance web programmers are vulnerable to potential legal trouble as they cannot know for certain which sites their codes have been used on .
(trg)="6.2"> ସଇଦ ମାଲେକପୁରଙ୍କ ଗିରଫ ଓ ଚାଲିଥିବା କାରାଦଣ୍ଡ ଜଣାଇଦିଏ ଯେ ସେମାନଙ୍କ କୋଡ଼ କେଉଁ ସାଇଟରେ ବ୍ୟବହାର ହୋଇଛି ତା ' ବାବଦରେ ନିଶ୍ଚିତ ଭାବେ ନ ଜାଣିପାରିବା ହେତୁ ଫ୍ରିଲାନ୍ସ ୱେବ ପ୍ରୋଗ୍ରାମରମାନେ ଏହି ଭଳି ଆଇନଗତ ଅସୁବିଧାରେ ପଡ଼ିପାରନ୍ତି ।

(src)="7.2"> Should they face the misfortune of having a code they created used on a website deemed obscene by the Iranian authorities ( and where the backend is being monitored by the IRGC ) they can face adverse legal consequences .
(trg)="6.3"> ସେମାନେ ତିଆରିଥିବା କୋଡ଼ ବ୍ୟବହାର ହୋଇ ଏକ ୱେବସାଇଟରେ ଥିବା ବିଷୟବସ୍ତୁ ଇରାନି କର୍ତୃପକ୍ଷଙ୍କ ( ବିଶେଷ କରି ଯେଉଁଠି ବ୍ୟାକଏଣ୍ଡ IRGC ଦ୍ୱାରା ଯାଞ୍ଚ ହେଉଛି ) ଅଶ୍ଳୀଳ ଭାବେ ପରିଗଣିତ ହେବା ଯୋଗୁ ଦୁର୍ଭାଗ୍ୟରେ ସେମାନେ ପଡ଼ିବେ କି ?

(src)="8.1"> In a sense , Saeed is the ' sacrificial lamb ' of the IRGC 's war on the online space .
(trg)="7.1"> ଏକ ପକ୍ଷରେ ସଇଦ IRGCର ଅନଲାଇନ ଦୁନିଆରେ ଚାଲିଥିବା ଯୁଦ୍ଧରେ ' ବଳିର ଛେଳି ' ସାଜିଛନ୍ତି ।

(src)="8.3"> Others close to the case believe the arrest is a result of a lack of knowledge regarding the culture and nature of software programming .
(trg)="7.3"> ଏହି ଘଟଣା ସହ ଜଡ଼ିତ ବାକିମାନେ ସଫ୍ଟଓଏର ପ୍ରୋଗ୍ରାମିଙ୍ଗର ଚଳଣି ଓ ପ୍ରକାର ବାବଦରେ ଅଜ୍ଞତା ଏହି ଗିରଫର କାରଣ ଭାବନ୍ତି ।

(src)="8.4"> Iranian blogger and computer engineer Arash Abadpour ( known by the pen name Arash Kamangir ) told Global Voices in an email , " Saeed 's situation shows how arbitrary the system is .
(trg)="7.4"> ଇରାନି ବ୍ଲଗର ଓ କମ୍ପ୍ୟୁଟର ଇଞ୍ଜିନିଅର ଆରସ ଆବାଡ଼ପୁର ( ଡାକନାମ ଆରସ କମଙ୍ଗିର ନାମରେ ଜଣା ) ଏକ ଇମେଲ ଯୋଗେ ଗ୍ଲୋବାଲ ଭଏସେସ ଯୋଗେ କହିଛନ୍ତି , " ସଇଦଙ୍କ ପରିସ୍ଥିତି ଏ ବ୍ୟବସ୍ଥାର ଏକପାଖିଆ ଗୁଣ ଦେଖାଉଛି ।

(src)="8.5"> We have definitely seen this before , but his case is one of the most bitter ones .
(trg)="7.5"> ଆମେ ନିଶ୍ଚିତ ଭାବେ ଏକଥା ଆଗରୁ ଦେଖିଛୁ , କିନ୍ତୁ ଏଥରର ଘଟଣା ଦୁଃଖଦାୟକ ।

(src)="8.6"> The bureaucracy and machinery of the system knows little about the technical aspects and is on high alert for conspiracy in every activity . "
(trg)="7.6"> ଶାସନକଳ ଓ ବ୍ୟବସ୍ଥା ଟେକନିକାଲ ଦିଗଗୁଡ଼ିକ ବାବଦରେ କାଣିଚାଏ ନ ଜାଣିଥିବାରୁ ବାକି ସବୁ କାମ ଉପରେ ଏ ଏକ ବିରାଟ ବିପଦ ସଙ୍କେତ ।

(src)="9.1"> The continued imprisonment and other recent arrests of bloggers and netizens have undercut the message of a more open society and Internet that dominated western media coverage of current President Hassan Rouhani s campaign ’ for the office .
(trg)="8.1"> ନିକଟରେ ବ୍ଲଗର ମାନଙ୍କ ଓ ନେଟନାଗରିକମାନଙ୍କ ଉପରେ ଦଣ୍ଡାଦେଶ ଓ ସେମାନଙ୍କର ଲଗାତର ଗିରଫ ଏକ ଅଧିକ ଖୋଲା ସମାଜ ଓ ଇଣ୍ଟରନେଟରେ ଏବେର ରାଷ୍ଟ୍ରପତି ହାସାନ ରୁହାନିଙ୍କ ଅଫିସ ପାଇଁ ପ୍ରଚାରାଭିଯାନର ପଶ୍ଚିମୀ ମିଡିଆର ପ୍ରଚାରକୁ ସମ୍ପୂର୍ଣ୍ଣ ରୂପେ ରୁଦ୍ଧ କରିଦେଇଛି ।

(src)="10.1"> Despite this generally upsetting trend , there have been some small victories .
(trg)="9.1"> ଏହି ଦୁଃଖଦାୟକ ଅବସ୍ଥା ସତ୍ତ୍ୱେ ମଧ୍ୟ କିଛି ଛୋଟ ଛୋଟ ବିଜୟ ହୋଇଛି ।

(src)="10.2"> This past week the Narenji technology bloggers , arrested in November 2013 on unspecified charges , were released on bail .
(trg)="9.2"> ବିଗତ ସପ୍ତାହରେ , ନଭେମ୍ବର ୨୦୧୩ରେ ଅଜଣା କାରଣରୁ ଗିରଫ ହୋଇଥିବା ନରେନଜି ଟେକନୋଲୋଜି ବ୍ଲଗରଗଣ ବେଲରେ ଛାଡ଼ ପାଇଥିଲେ ।

(src)="11.1"> While it is hard to gauge the impact that campaigns for the release of those imprisoned has on these arrests , many activists and analysts of Iran 's legal system believe international pressure often has an impact on the release of those jailed .
(trg)="10.1"> ଯଦିଓ ସେହି କାରାବାସୀମାନଙ୍କ ମୁକୁଳିବା ପାଇଁ ପ୍ରଚାରାଭିଯାନର ପ୍ରଭାବ କଳିବା କଷ୍ଟ , ଅନେକ ପ୍ରଚାରକାରୀ ଓ ଇରାନର ଆଇନଗତ ବ୍ୟବସ୍ଥାର ବିଶ୍ଳେଷଣକାରୀମାନେ ଆନ୍ତର୍ଜାତୀୟ ଚାପ କାରାବାସୀମାନଙ୍କ ମୁକୁଳିବା ଉପରେ ପ୍ରଭାବ ପକାଇଛି ବୋଲି ବିଶ୍ୱାସ କରନ୍ତି ।

(src)="12.1"> Maryam Malekpour , Saeed 's sister who resides in Canada , explained to Global Voices in a phone interview that Saeed has just been transferred to the general ward of Evin prison .
(trg)="11.1"> କାନାଡ଼ାରେ ରହୁଥିବା ସଇଦଙ୍କ ଭଉଣୀ ମାରିଅମ ମାଲେକପୁର ଏକ ଫୋନ ଇଣ୍ଟରଭିଉରେ ଗ୍ଲୋବାଲ ଭଏସେସକୁ ଜଣାଇଛନ୍ତି ଯେ ଏଇ ମାତ୍ର ସଇଦଙ୍କୁ ଏଭିନ କାରାଗାରର ସାଧାରଣ କୋଠରୀକୁ ସ୍ଥାନାନ୍ତରିତ କରାଯାଇଛି ।

(src)="12.2"> He is allowed to make phone calls and have human contact for the first time since his arrest .
(trg)="11.2"> ଗିରଫ ହେବା ପରେ ପ୍ରଥମ ଥର ପାଇଁ ତାଙ୍କୁ ଫୋନ କଲ କରିବା ଓ କୌଣସି ମଣିଷ ସଙ୍ଗେ କଥାବାର୍ତ୍ତା କରିବାର ଅନୁମତି ମିଳିଛି ।

(src)="12.3"> She explained :
(trg)="11.3"> ସେ ବଖାଣନ୍ତି :

(src)="13.1"> " He has been so alone , held in solitary confinement for so long , that he has a need to talk .
(trg)="12.1"> " ସେ ଏତେ ଏକାକୀ ରହିଛନ୍ତି , ଏତେ କାଳ ନିର୍ବାସିତ ଭାବେ ବନ୍ଦୀ ହୋଇ ରହିଥିଲେ ଯେ ତାଙ୍କ ପାଇଁ କଥା ହେବାର ଆବଶ୍ୟକତା ଜରୁରୀ ।

(src)="13.2"> To talk about anything , about our childhood , the past , what 's going on now , and all I can do is talk to him , and try to give him hope that he will come out one day .
(trg)="12.2"> ସେ କୌଣସି କଥା କହିପାରିବେ , ଆମ ପିଲାଦିନ , ଅତୀତ , ଏବେ କଣ ଘଟୁଛି , ଆଉ ମୁଁ କେବଳ ତାଙ୍କ ସଙ୍ଗେ କଥା ହେବା ଭଳି କାମଟିଏ ହିଁ କରିପାରୁଛି , ଆଉ ସେ ଯେ ଦିନେ ମୁକୁଳିବେ ସେ ଆଶା ଦେଉଛି ।

(src)="13.3"> I 've been telling him about the campaigns for his release , and he cannot believe that people care and are talking about him .
(trg)="12.3"> ତାଙ୍କ ମୁକ୍ତି ପାଇଁ ଚାଲିଥିବା ପ୍ରଚାର , ତାଙ୍କ ପାଇଁ ଲୋକେ ଯେ ସତରେ ଚିନ୍ତିତ ଓ ବିବ୍ରତ ସେକଥା ସେ ବିଶ୍ୱାସ ବି କରିପାରୁନାହାନ୍ତି ।

(src)="13.4"> He 's really grateful for all the efforts people are putting into his release .. he 's been sentenced to death .
(trg)="12.4"> ତାଙ୍କୁ ମୁକୁଳାଇବା ପାଇଁ ଲୋକେ କରୁଥିବା ସବୁପ୍ରକାର ଚେଷ୍ଟା ପାଇଁ ସେ ସେମାନଙ୍କ ପାଖେ କୃତଜ୍ଞ .

(src)="13.5"> Both him and our family have been living with the spectre of his death for so long .
(trg)="12.7"> ସେ ନିଜେ ଓ ଆମ ପରିବାରର ସଭିଏଁ ତାଙ୍କ ମୃତ୍ୟର ଡରରେ କେତେ କାଳୁ ଜୀଇଁଛୁ ।