# el/2015_07_27215.xml.gz
# or/2015_02_raising-the-issue-of-gender-based-violence-and-inequality-in-kyrgyzstan_.xml.gz
(src)="2.2"> Οι βίαιες καταστάσεις συμβαίνουν πίσω από τους τοίχους μας και κάθε χρόνο όλο και χειροτερεύουν .
(trg)="2.3"> ଅଧିକାଂଶ ହିଂସ୍ର ଘଟଣା ଆମ କାନ୍ଥ ଭିତରେ ଘଟେ , ଆଉ ବର୍ଷକୁ ବର୍ଷ ଏହା ବଢ଼ିଚାଲିଛି ।
(src)="3.1"> Ακτιβίστριες του Κιργιστάν έθεσαν το ζήτημα της βίας στο 2014 και εμπνεύστηκαν νέους τρόπους για να παρουσιάσουν την πραγματική κατάσταση της κοινωνίας .
(trg)="3.1"> ଗାର୍ଲ ଆକ୍ଟିଭିଷ୍ଟସ ଅଫ କିରିଗିଜସ୍ଥାନ ୨୦୧୪ର ହିଂସାର ଅସୁବିଧାକୁ ନେଇ ସମାଜର ବାସ୍ତବ ଅବସ୍ଥା ଦେଖାଇବା ପାଇଁ ନୂଆ ନୂଆ ବାଟ ଆରମ୍ଭ କଲେ ।
(src)="4.1"> Κατασκήνωση Νεολαίας Ακτιβιστών
(trg)="4.1"> ଯୁବ କର୍ମୀ କ୍ୟାମ୍ପ
(src)="9.1"> Είναι σημαντικό , γιατί ο HIV / AIDS αποτελεί μια ακόμα αιτία φυλετικής διάκρισης και οι άνθρωποι θα πρέπει να είναι ανεκτικοί απέναντι σε οροθετικά άτομα .
(trg)="9.1"> ଏହା ଅତି ଜରୁରୀ କାରଣ ଏଚଆଇଭି / ଏଡ଼ସ ଲିଙ୍ଗଗତ ଭେଦଭାବର ଏକ ବଡ଼ କାରଣ , ଆଉ ଲୋକେ ଏଚଆଇଭି-ପଜିଟିଭ ପୀଡ଼ିତ ଲୋକଙ୍କୁ ଆପଣେଇବା ଶିଖିବା ଉଚିତ ।
(src)="16.1"> Νωρίτερα θίξαμε το θέμα της ασφάλειας και της προστασίας , επειδή είναι ένα σημαντικό ζήτημα σε κάθε μορφή ακτιβισμού .
(trg)="16.1"> ସମସ୍ତ ଆନ୍ଦୋଳନାତ୍ମକ କାମରେ ଏ ଏକ ବଡ଼ ଅସୁବିଧା ହୋଇଥିବାରୁ ଆଗରୁ ଆମେ ନିରାପତ୍ତା ଓ ସୁରକ୍ଷା ବାବଦରେ ଅସୁବିଧା କଥା ଉଠାଇ ଥିଲୁ ।
(src)="16.2"> Και ακριβώς επειδή ο ακτιβισμός μας ιδρύθηκε σε μια ψηφιακή πλατφόρμα προωθώντας τις ιστορίες των κοριτσιών του Κιργιστάν , το ζήτημα είναι ζωτικής σημασίας για μας .
(trg)="16.2"> ଆମ ସକ୍ରିୟତା କାମଟି ଏକ ଡିଜିଟାଲ ଭିତ୍ତିଭୂମିରେ ରହି କିରିଗିଜସ୍ଥାନର ଝିଅମାନଙ୍କ କାହାଣୀ ପ୍ରଚାର କରୁଥିବାରୁ ଏହି ଅସୁବିଧା ଆମ ପାଇଁ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ ।
(src)="18.1"> Εικόνες : Dariya Kasmamytova
(trg)="18.1"> ଫଟୋଟି ଡାରିଆ କାସମାମିଟୋଭାଙ୍କ ଦେଇ ଉତ୍ତୋଳିତ
# el/2015_03_27292.xml.gz
# or/2015_02_the-flood-of-the-half-century-and-you-probably-havent-heard-about-itthe-flood-of-the-half-century-and-you-probably-havent-heard-about-itthe-flood-of-the-half-century-a_.xml.gz
(src)="1.1"> Η χειρότερη πλημμύρα των τελευταίων πενήντα χρόνων — και πιθανόν να μην έχετε ακούσει για αυτήν
(trg)="1.1"> ଅର୍ଦ୍ଧ ଶତାବ୍ଦୀର ସବୁଠୁ ବଡ ବନ୍ୟା — ଆପଣ ବୋଧହୁଏ ଶୁଣି ନ ଥିବେ · ଓଡ଼ିଆରେ Global Voices
(src)="1.4"> Ο πρωθυπουργός της χώρας λέει ότι είναι η χειρότερη πλημμύρα της ιστορίας .
(trg)="1.3"> ଦେଶର ରାଷ୍ଟ୍ରପତିଙ୍କ ମତରେ ପାଖାପାଖି ୧୭୫,୦୦୦ ଲୋକ ଙ୍କ ଘର ଉଜାଡିଥିବା ଓ ବ୍ୟାପକ ଫସଲ ହାନି କରିଥିବା ଏହି ବନ୍ୟା ଇତିହାସର ସବୁଠାରୁ ବଡ ବିପର୍ଯୟ ।
(src)="1.6"> Δημοσιεύτηκε με την έγκριση του PRI .
(trg)="1.4"> ଫଟୋ : ସାମ ଇଟନ , PRIର ଅନୁମତି କ୍ରମେ ପ୍ରକାଶିତ ।
(src)="4.2"> Οι παρατηρητές αναφέρουν ότι είναι η χειρότερη πλημμύρα στο Μαλάουι τα τελευταία πενήντα χρόνια .
(trg)="2.1"> ସାମ ଇଟନଙ୍କ ଦ୍ୱାରା ଦି ୱାର୍ଲଡ଼ ପାଇଁ ତିଆରି ଏହି ପ୍ରସଙ୍ଗ ଓ ରେଡ଼ିଓ ବିବରଣୀ ପ୍ରଥମେ ୨୦୧୫ ଫେବୃଆରୀ ୫ ତାରିଖରରେ PRI .
(src)="5.1"> Ένας 69χρόνος άνδρας που κατοικούσε κοντά στις όχθες του ποταμού Shire , στην περιοχή όπου συνέβησαν οι χειρότερες πλημμύρες απ ' όταν ξεκίνησαν οι χείμαρροι στα μέσα Ιανουαρίου , λέει ότι δεν έχει ξαναδεί στη ζωή του κάτι τέτοιο .
(trg)="6.1"> ଜାନୁଆରୀ ମଧ୍ୟ ଭାଗରୁ ଆରମ୍ଭ ହେଇଥିବା ଲଗାଣ ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ଶିରେ ନଦୀ ଅଞ୍ଚଳରେ ବାସ କରୁଥିବା ଜଣେ ୬୯ ବୟସ୍କ ବୃଦ୍ଧ କହିଛନ୍ତି ଯେ ତାଙ୍କ ଜୀବନ କାଳ ମଧ୍ୟରେ ସେ ଏମିତି ବନ୍ୟା ଦେଖି ନାହାନ୍ତି ।
(src)="5.2"> Πλημμύρες γίνονται κάθε χρόνο , λέει , γι ' αυτό οι κάτοικοι λαμβάνουν μέτρα , αλλά αυτή τη φορά ήταν διαφορετικά .
(trg)="6.2"> ବନ୍ୟା ସବୁବେଳେ ଆସେ ଓ ଲୋକମାନେ ତା ’ ହିସାବରେ ନିଜକୁ ପ୍ରସ୍ତୁତ କରି ରଖନ୍ତି , କିନ୍ତୁ ଏଥର ସବୁଠାରୁ ଅଲଗା ଥିଲା ।
(src)="6.1"> Οικογένειες περιγράφουν να παρακολουθούν τα σπίτια τους να καταρρέουν , κάποιες μάλιστα φορές από την κορυφή των σπιτιών να σκαρφαλώνουν στο μοναδικό ψηλό σημείο που έχει απομείνει , περιμένοντας για ελικόπτερα ή βάρκες για να τους σώσουν .
(trg)="7.1"> ଲୋକମାନେ ବର୍ଣ୍ଣନା କରିଛନ୍ତି କେମିତି ସେମାନଙ୍କ ଆଖି ଆଗରେ ତାଙ୍କ ଘର ଭାସିଗଲା ଓ ସେମାନେ ଉଈହୁଙ୍କା ଧରି ନିଜ ଜୀବନ ବଞ୍ଚାଇଥିଲେ ଏଇ ଆଶାରେ ଯେ ବୋଟ ଅଥବା ହେଲିକପ୍ଟର ଧରି କେହି ସେମାନଙ୍କ ସହାୟତା ପାଇଁ ଆସିବେ ।
(src)="6.2"> Κροκόδειλοι τους περικύκλωναν κάποιες φορές στο νερό , λένε .
(trg)="7.2"> ଏପରିକି ସେମାନେ ହୁଙ୍କା ଧରି ପାଣିରେ ଥିଲେବେଳେ କୁମ୍ଭୀରସବୁ ପାଖରେ ଘୁରି ବୁଲୁଥିଲେ ।
(src)="7.1"> Οι καταστροφικές πλημμύρες έχουν επηρεάσει περιοχές κοντά στον ποταμό Shire στο νότιο Μαλάουι .
(trg)="9.1"> ଦୂର ଦକ୍ଷିଣ ମଲାୱୀର ଶିରେ ନଦୀ କୂଳ ଅଞ୍ଚଳମାନ ପ୍ରଳୟଙ୍କରୀ ବନ୍ୟା ଦ୍ୱାରା ଭୀଷଣ ଭାବେ ପ୍ରଭାବିତ ହୋଇଛି ।
(src)="7.2"> Η περιοχή είναι επιρρεπής στις πλημμύρες , αλλά οι ντόπιοι λένε ότι οι πρόσφατες πλημμύρες είναι οι χειρότερες των τελευταίων πενήντα ετών .
(trg)="9.2"> ଏହି ଅଞ୍ଚଳ ବନ୍ୟା ଦ୍ୱାରା ଅଧିକାଂଶ ଭାବେ ପ୍ରଭାବିତ ହେଉଥିଲେ ହେଁ ସ୍ଥାନୀୟ ଲୋକଙ୍କ ମତରେ ନିକଟର ବନ୍ୟା ଗତ ଅର୍ଦ୍ଧ ଶତାବ୍ଦୀର ସବୁଠାରୁ ଅଧିକ ପ୍ରଳୟଙ୍କରୀ ।
(src)="10.2"> Οι γυναίκες μαγειρεύοντας στη φωτιά λένε ότι δεν υπάρχει αρκετό φαγητό .
(trg)="11.2"> ମହିଳାମାନେ କହିଛନ୍ତି ଯେ ରାନ୍ଧିବା ପାଇଁ ଆବଶ୍ୟକ ପରିମାଣରେ ଖାଦ୍ୟ ନାହିଁ ।
(src)="10.3"> Άκουσα αναφορές για άνδρες εργαζόμενους στην κατασκήνωση ότι ζητούσαν σεξ ως αντάλλαγμα για λίγη τροφή και για κορίτσια που φοβόνταν τον βιασμό τη νύχτα , όταν ο φωτισμός είναι περιορισμένος και δεν υπάρχει περιφρούρηση .
(trg)="11.3"> ସେଠାରେ ଥିବା ପୁରୁଷ କର୍ମୀମାନେ ଖାଦ୍ୟ ବଦଳରେ ମହିଳାମାନଙ୍କ ସହ ଶାରିରୀକ ସମ୍ପର୍କ ପାଇଁ ଦାବି କରିବା ଓ ଝିଅମାନେ ସୁରକ୍ଷା ଅଭାବରେ ନିର୍ଯାତିତ ହେବା ଭୟରେ ଦିନ କାଟିବା କଥା କିଛି ଲୋକ କହିଛନ୍ତି ।
(src)="11.1"> Στο μεταξύ , χιλιάδες παραμένουν αποκλεισμένοι σε σημεία που δεν έχουν οδική πρόσβαση .
(trg)="12.1"> ଅପରପକ୍ଷେ ହଜାର ହଜାର ଲୋକ ଜଳବନ୍ଦୀ ହେଇ ଏବେ ବି ଦୂର ଜାଗାରେ ରହିଛନ୍ତି ।
(src)="11.2"> Τα πληρώματα προσπαθούν να μεταφέρουν προμήθειες φαγητού σε αυτές τις περιοχές με ελικόπτερο .
(trg)="12.2"> ସହାୟତା କର୍ମୀ ମାନେ ସେ ସବୁ ଜାଗାକୁ ହେଲିକପ୍ଟର ଯୋଗେ ଖାଇବା ପହଞ୍ଚାଉଛନ୍ତି ।
(src)="13.1"> Η κλιματική αλλαγή επίσης έχει επηρεάσει την κατάσταση .
(trg)="14.1"> ଜଳବାୟୁ ପରିବର୍ତନ ମଧ୍ୟ ଅନ୍ୟ ଏକ କାରଣ ହେଇପାରେ ।
(src)="14.2"> Πολλά χωράφια αγροτών έχουν καταστραφεί εντελώς , αφήνοντας μικρή ευκαιρία για αναφύτευση πριν από το τέλος της σύντομης περιόδου των βροχοπτώσεων στην χώρα .
(trg)="15.2"> ସେ ଦେଶର ଅଳ୍ପଦିନିଆ ବର୍ଷାଋତୁ ସରି ଆସୁଥିବାବେଳେ ବହୁ ଚାଷୀଙ୍କ ଫସଲ ଏପରି ଏକ ସମୟରେ ବନ୍ୟା ଉଜାଡ଼ି ଦେଇଯାଇଛି ଯେ ନୂଆ ବିହନ ବୁଣିବା ପାଇଁ ଆଉ ସମୟ ନାହିଁ ।
(src)="14.3"> Και οι πλημμύρες συνέβησαν στο τέλος μιας έντονης ξηρασίας , που είχε έντονες συνέπειες και στην παραγωγή τροφίμων .
(trg)="15.3"> ପୁଣି ଏହି ବନ୍ୟା ଏକ ଭୀଷଣ ମରୁଡ଼ି ପରେ ପରେ ଆସିଛି ଯାହା ଖାଦ୍ୟ ଉତ୍ପାଦନକୁ ବହୁ ପରିମାଣ ରେ କ୍ଷତି ପହଞ୍ଚାଇଛି ।
(src)="15.1"> Και η κυβέρνηση της χώρας αδυνατεί να απαντήσει στην κρίση .
(trg)="16.1"> ଦେଶର ସରକାର ଏପରି ଏକ ପରିସ୍ଥିତିର ସାମ୍ନା କରିବା ଅବସ୍ଥାରେ ନାହାନ୍ତି ।
(src)="15.2"> Η ξένη βοήθεια , που αποτελεί περίπου το 40 % της οικονομίας του Μαλάουι , διακόπηκε ξαφνικά στο ξέσπασμα ενός τεράστιου σκανδάλου διαφθοράς .
(trg)="16.2"> ଏକ ଦୁର୍ନୀତି ଅଭିଯୋଗ ପରେ ମଲାୱୀ ଅର୍ଥନୀତି ର ୪୦ ପ୍ରତିଶତ ଭରଣା କରୁଥିବା ବୈଦେଶିକ ଅର୍ଥ ସହାୟତା ଏବେ କିଛିଦିନ ତଳେ ବନ୍ଦ ହେଇଯାଇଛି ।
(src)="16.1"> Αντιθέτως , Μη-Κερδοσκοπικές Οργανώσεις καταβάλλουν κυρίως προσπάθειες για βοήθεια , αλλά οι χρηματικοί πόροι λιγοστεύουν .
(trg)="17.1"> ବେସରକାରୀ ସଂସ୍ଥା ସବୁ ସାହାଯ୍ୟ ପ୍ରଦାନ କରୁଛନ୍ତି ସତ , ହେଲେ ସେମାନଙ୍କ ପାଖରେ ଟଙ୍କାର ଘୋର ଅଭାବ ।
(src)="17.1"> Και με περισσότερες βροχές στο δελτίο καιρού , οι συνθήκες που προκάλεσαν αυτόν τον ευρύ εκτοπισμό κατοίκων δεν έχουν ακόμα τελειώσει .
(trg)="18.1"> ଏପରି ସମୟରେ ଅଧିକ ବର୍ଷାପାତର ଭବିଷ୍ୟବାଣୀ ଦର୍ଶାଉଛି ଯେ ଏ ପରିସ୍ଥିତି ସୁଧୁରିବା ଅପେକ୍ଷା ଆହୁରି ଖରାପ ହେଇପାରେ ।
# el/2015_04_26787.xml.gz
# or/2015_03_mumbai-school-children-have-big-ideas-about-technology-and-innovation_.xml.gz
(src)="2.1"> Το βίντεο αυτό φωτίζει το τι βρίσκεται μες στο μυαλό των παιδιών που φοιτούν σε τοπικά δημοτικά σχολεία , πολλά εκ των οποίων αντιμετωπίζουν προκλήσεις , όπως η διαβίωση σε άσχημες γειτονιές ή η σχέση με έναν αλκοολικό γονιό , για παράδειγμα .
(trg)="3.1"> ଏହି ଭିଡ଼ିଓ ସ୍ଥାନୀୟ ମହାନଗର ବିଦ୍ୟାଳୟରେ ପଢୁଥିବା , ଖରାପ ପରିବେଶରେ ବଢ଼ୁଥିବା ଓ ସ୍ଥଳବିଶେଷରେ ନିଜର ମଦ୍ୟପ ଅଭିଭାବକମାନଙ୍କର ସମ୍ମୁଖୀନ ହେଉଥିବା ପିଲାମାନଙ୍କ ମସ୍ତିଷ୍କକୁ ପରଖିବାର ଏକ ସୂକ୍ଷ୍ମଦୃଷ୍ଟି ଦେଇଥାଏ ।
(src)="3.1"> Ένα κορίτσι θέλει να εφεύρει τεχνολογία που να βοηθήσει κάποιον να πετάει με τη θέλησή του .
(trg)="4.1"> ଝିଅଟିଏ ଏମିତି ଏକ ପ୍ରଯୁକ୍ତି ଉଦ୍ଭାବନ କରିବାକୁ ଚାହେଁ ଯାହାଫଳରେ ମଣିଷ ନିଜ ଇଚ୍ଛା ଅନୁସାରେ ଉଡ଼ିପାରିବ ।
(src)="3.2"> Ένα άλλο κορίτσι θέλει να εφεύρει ένα πορτοφόλι , όπου τα χρήματα δεν θα τελειώνουν ποτέ .
(trg)="4.2"> ଆଉଜଣେ ଏମିତି ଏକ ଟଙ୍କାମୁଣି ( ଉଆଲେଟ ) ଉଦ୍ଭାବନ କରିବାକୁ ଚାହୁଁଛି ଯେଉଁଥିରୁ ପଇସା କେବେ ସରିବ ନାହିଁ ।
(src)="3.3"> Όσον αφορά την τεχνολογία , φαίνεται πως τα παιδιά στο δημοτικό αυτό σχολείο είναι ενθουσιασμένα .
(trg)="4.3"> ପ୍ରଯୁକ୍ତି କଥା ପଡ଼ିଲେ ଏହି ମହାନଗର ନିଗମ ବିଦ୍ୟାଳୟର ପିଲାମାନେ ଭାରୀ ଉତ୍ସାହୀ ।
(src)="3.4"> Γνωρίζουν για την υπηρεσία μηνυμάτων WhatsApp , το email και την Google , αλλά φαίνεται επίσης και από τις κουβέντες των παιδιών ότι η πρόσβασή τους στο Διαδίκτυο είναι περιορισμένη .
(trg)="4.4"> ସେମାନେ ମେସେଜିଙ୍ଗ ସେବା ହ୍ଵାଟ୍ସଆପ , ଇମେଲ ଓ ଗୁଗଲ ବିଷୟରେ ଜାଣିଛନ୍ତି , କିନ୍ତୁ ସେମାନଙ୍କ କଥାବାର୍ତ୍ତାରୁ ଯାହା ଜଣାଗଲା ଇଣ୍ଟରନେନେଟ ବ୍ୟବହାର ସେମାନଙ୍କପାଇଁ ସୀମିତ ।
(src)="4.2"> Μακάρι τα κρατικά σχολεία να ξεκινήσουν τα μαθήματα τεχνολογίας στο ωρολόγιο πρόγραμμά τους .
(trg)="5.2"> ମୁଁ ଚାହେଁ , ସରକାରୀ ବିଦ୍ୟାଳୟଗୁଡିକ ସେମାନଙ୍କର ପାଠ୍ୟକ୍ରମର ଅଂଶ ଭାବେ ଆଇଟି ଶିଖାନ୍ତୁ ।
(src)="4.3"> Οι πιο συναρπαστικές απαντήσεις είναι στην υποθετική ερώτηση " Τι θα κάνατε αν είχατε πολλά χρήματα ; " .
(trg)="5.3"> ଏକ କାଳ୍ପନିକ ପ୍ରଶ୍ନର ସବୁଠୁ ଚଟୁଳ ଉତ୍ତର — ସେମାନଙ୍କୁ ଅନେକ ପଇସା ମିଳିଲେ ସେମାନେ କଣ କରିବେ ?
(src)="4.4"> Ορισμένα είπαν ότι θα τα κρατούσαν για τους γονείς τους , ενώ άλλα ανέφεραν ότι θα έκαναν δωρεές ή θα βοηθούσαν ανθρώπους με δυσχέρεια .
(trg)="5.4"> କେଇ ଜଣ କହିଲେ ଏହାକୁ ନିଜ ଅଭିଭାବକଙ୍କ ପାଇଁ ସଞ୍ଚିବେ ଆଉ ବାକି କିଛି କହିଲେ ଏହାକୁ ଭିନ୍ନକ୍ଷମମାନଙ୍କ ସାହାଯ୍ୟ ନିମନ୍ତେ ଦାନ କରିବେ ।
(src)="4.5"> Υπήρχαν επίσης κάποια που είπαν ότι θα έφτιαχναν κάτι για τα ίδια και μετά θα έκαναν κάτι για τους υπόλοιπους .
(trg)="5.5"> ସେମାନଙ୍କ ଭିତରେ ଆହୁରି କିଛି ମଧ୍ୟ କହିଲେ ଯେ ସେମାନେ ନିଜ ପାଇଁ ପ୍ରଥମେ କିଛି ତିଆରି କରିବେ , ତାପରେ ଅନ୍ୟପାଇଁ କିଛି ତିଆରି କରିବେ ।
(src)="5.3"> Μακάρι περισσότεροι ενήλικες να έβλεπαν τόσες ιδέες δυνατές , μέσα από τα μάτια ενός παιδιού !
(trg)="6.5"> ଯଦି କେବଳ ବୟସ୍କମାନେ ଏହି ପିଲାର ଆଖି ମାଧ୍ୟମରେ ବିଚାରଗୁଡ଼ିକର ସମ୍ଭାବନାକୁ ଦେଖିପାରନ୍ତେ ।