# de/2014_09_16_eines-der-neuesten-happy-fanvideos-kommt-aus-sikkim-hoch-im-indischen-himalaya_.xml.gz
# or/2014_09_one-of-the-latest-happy-tribute-videos-comes-from-sikkim-high-in-indias-himalayas_.xml.gz
(src)="1.1"> Eines der neuesten " Happy " Fanvideos kommt aus Sikkim , hoch im indischen Himalaya
(trg)="1.1"> ଭାରତର ଉତ୍ତୁଙ୍ଗ ହିମାଳୟର ସିକିମରୁ ଆସିଲା ନୂତନତମ ' ହ୍ୟାପି ' ଶ୍ରଦ୍ଧାଞ୍ଜଳି ଭିଡିଓ · ଓଡ଼ିଆରେ Global Voices
(src)="1.4"> Frau Pakhrin kommentierte in einem Interview mit dem Online-Nachrichtendienst Sikkim Now :
(trg)="2.1"> ଅନଲାଇନ ସମ୍ବାଦ ସାଇଟ ସିକିମ ନାଓରେ ସାକ୍ଷାତକାର ଦେଇ ସୁସ୍ମିତା କହିଛନ୍ତି :
(src)="1.5"> Wir haben versucht , die landschaftliche Schönheit Sikkims mit bekannten und aufstrebenden Künstlern des Staates zu präsentieren .
(trg)="2.2"> ଆମେ ସିକିମର ନୈସର୍ଗିକ ସୌନ୍ଦର୍ଯ୍ୟ ସହିତ ଜଣାଶୁଣା ତଥା ତରୁଣ କଳାକାରମାନଙ୍କୁ ଦେଖାଇବାର ଉଦ୍ୟମ କରିଛୁ ।
# de/2014_07_16_orkut-inder-sagen-auf-wiedersehen-aber-widerwillig_.xml.gz
# or/2014_10_indians-say-goodbye-to-orkut-reluctantly_.xml.gz
(src)="1.1"> Orkut : Inder sagen auf Wiedersehen , aber widerwillig
(trg)="1.1"> ଅନିଚ୍ଛାସତ୍ଵେ ଭାରତୀୟମାନେ ଅର୍କୁଟକୁ ବିଦାୟ ଦେଲେ · ଓଡ଼ିଆରେ Global Voices
# de/2015_01_27_wie-mumbais-schulkinder-grose-ideen-uber-technologie-und-innovation-haben_.xml.gz
# or/2015_03_mumbai-school-children-have-big-ideas-about-technology-and-innovation_.xml.gz
(src)="2.1"> Der Autor @sutarcv arbeitet als Kommunikationskoordinator mit Atma .
(trg)="1.2"> ଲେଖକ @ sutarcv ଆତ୍ମା ସହିତ ସମ୍ପର୍କ ସମନ୍ଵୟକାରୀ ଭାବେ କାମ କରନ୍ତି
(src)="3.1"> Vor kurzem haben Kinder einer örtlichen Schule in Mumbai ihre Meinung über Innovationen , Technologie , Umwelt und Geld in einem von Atma erstellten Videofilm geäußert .
(trg)="2.1"> ଆତ୍ମା ଭାରତର ନିମ୍ନତମ ସୁବିଧାରୁ ବଞ୍ଚିତ ପିଲାମାନଙ୍କୁ ସାହାଯ୍ୟ କରୁଥିବା ପ୍ରକଳ୍ପମାନଙ୍କୁ ସହଯୋଗ କରିବା ଲକ୍ଷ୍ୟରେ ସ୍ଥାପିତ ଏକ ଅଣଲାଭକାରୀ ଶିକ୍ଷା ସଂସ୍ଥା ।
(src)="5.2"> Ein anderes möchte eine Geldbörse entdecken , in der das Geld nie ein Ende findet .
(trg)="4.1"> ଝିଅଟିଏ ଏମିତି ଏକ ପ୍ରଯୁକ୍ତି ଉଦ୍ଭାବନ କରିବାକୁ ଚାହେଁ ଯାହାଫଳରେ ମଣିଷ ନିଜ ଇଚ୍ଛା ଅନୁସାରେ ଉଡ଼ିପାରିବ ।
(src)="7.1"> Ich wünschte die Regierung begänne , IT-Unterricht als Teils ihres Lehrplans zu geben .
(trg)="4.3"> ପ୍ରଯୁକ୍ତି କଥା ପଡ଼ିଲେ ଏହି ମହାନଗର ନିଗମ ବିଦ୍ୟାଳୟର ପିଲାମାନେ ଭାରୀ ଉତ୍ସାହୀ ।
(src)="7.3"> Manche sagten , sie würden für ihre Eltern sparen , andere antworteten , sie würden es spenden oder Menschen mit Behinderungen helfen .
(trg)="5.4"> କେଇ ଜଣ କହିଲେ ଏହାକୁ ନିଜ ଅଭିଭାବକଙ୍କ ପାଇଁ ସଞ୍ଚିବେ ଆଉ ବାକି କିଛି କହିଲେ ଏହାକୁ ଭିନ୍ନକ୍ଷମମାନଙ୍କ ସାହାଯ୍ୟ ନିମନ୍ତେ ଦାନ କରିବେ ।
(src)="7.4"> Ein paar sagten auch , sie würden zuerst etwas für sich erschaffen und dann etwas für andere machen .
(trg)="5.5"> ସେମାନଙ୍କ ଭିତରେ ଆହୁରି କିଛି ମଧ୍ୟ କହିଲେ ଯେ ସେମାନେ ନିଜ ପାଇଁ ପ୍ରଥମେ କିଛି ତିଆରି କରିବେ , ତାପରେ ଅନ୍ୟପାଇଁ କିଛି ତିଆରି କରିବେ ।
(src)="8.3"> Wenn bloß mehr Erwachsene durch die Augen eines Kindes nach Möglichkeiten von Ideen suchen würde !
(trg)="6.1"> ମେକ ଏ ଡିଫରେନ୍ସ ଅନାଥ ଓ ଅସହାୟ ପିଲାଙ୍କୁ ସାହାଯ୍ୟ କରୁଥିବା ଏକ ଅଣଲାଭକାରୀ ସଂସ୍ଥା ।