# ca/2015_03_segons-un-clergue-de-larabia-saudita-la-terra-no-gira-segons-daltres-el-sol-gira-al-voltant-de-la-terra_.xml.gz
# or/2015_02_for-a-cleric-from-saudi-arabia-earth-does-not-spin-for-others-the-sun-rotates-around-earth_.xml.gz
(src)="1.1"> Segons un clergue de l ’ Aràbia Saudita , la Terra no gira .
(trg)="1.1"> ସାଉଦି ମୌଲବୀଙ୍କ ମତରେ ପୃଥିବୀ ସ୍ଥିର !
(src)="1.2"> Segons d ’ altres , el sol gira al voltant de la Terra
(trg)="1.3"> ସାଉଦି ଆରବର ରକ୍ଷଣଶୀଳ ମୌଲବୀ ଶେଖ ବନ୍ଦର ଅଲ-ଖାଇବରୀ ଙ୍କ ମତରେ ଏକଥା କେବେବି ସମ୍ଭବ ନୁହେଁ ଯେ ପୃଥିବୀ ନିଜ ଚାରିପଟେ ଘୁରିବୁଲେ ।
(src)="1.3"> El clergue saudita Sheikh Bandar al-Khaibari esmenta en un vídeo a YouTube que la Terra és estacionària i no gira al voltant del sol .
(trg)="2.1"> ସାଉଦି ଆରବର ରକ୍ଷଣଶୀଳ ମୌଲବୀ ଶେଖ ବନ୍ଦର ଅଲ-ଖାଇବରୀଙ୍କ ମତରେ ଏକଥା କେବେବି ସମ୍ଭବ ନୁହେଁ ଯେ ପୃଥିବୀ ନିଜ ଚାରିପଟେ ଘୂରିବୁଲେ ।
(src)="2.1"> És impossible que la Terra giri sobre sí mateixa , declara el clergue saudita Sheikh Bandar al-Khaibari , qui insisteix que el nostre planeta és estacionari .
(trg)="2.2"> ସୋସିଅଲ ମିଡିଆରେ ଏହାର ବ୍ୟାପକ ଚର୍ଚ୍ଚା ପରେ ସାଉଦି ସରକାରଙ୍କ ଦ୍ଵାରା ପରିଚାଳିତ ଅଲ ଆରବୀ ଟିଭି ଏହି ଖବର ପ୍ରସାରଣ କରିଥିଲା ।
(src)="3.3"> Primer de tot , on som ?
(trg)="2.5"> ପ୍ରଥମ କଥା ଆମେ କେଉଁଠି ଅଛେ ?
(src)="3.6"> Això és la Terra , si afirmeu que aquesta gira , si deixem l ’ aeroport de Sharjah en un vol internacional cap a l ’ aeroport de la Xina , i la Terra gira , oi ?
(trg)="2.10"> ଏ ହେଉଛି ପୃଥିବୀ ( ଗୋଟେ ବସ୍ତୁକୁ ହାତରେ ଧରି ) , ଯଦି ତୁମ କହିବା ଅନୁସାରେ ଏହା ଘୁରୁଥାଏ , ଆଉ ଯଦି ଆମେ ଶାରଜା ଏୟାରପୋର୍ଟରୁ ଚୀନ ଯିବା , ଏବଂ ପୃଥିବୀ ଘୂରୁଥିବ , ହେଲା ?
(src)="3.8"> Cert o fals ?
(trg)="2.11"> ତାହେଲେ ଯଦି ବିମାନଟି ଆକାଶରେ ସ୍ଥିର ହୋଇ ରହିଯାଏ , ଚୀନ ଆସିବ ନା ଆସିବନାହିଁ ?
(src)="3.9"> Si aquesta gira , la Xina vindrà o no ?
(trg)="2.13"> ତାହେଲେ ଜଣେ କେମିତି ଚୀନ ପହଞ୍ଚିବ ?
(src)="3.11"> Com arribaràs mai a la Xina ?
(trg)="2.15"> ଏଠାରେ ( ଇଂରାଜୀ ଅନୁବାଦ ଦେଖନ୍ତୁ ) ।
(src)="5.1"> Però el debat ha anat inclús més lluny , ja que algunes persones han arribat a afirmar que és el sol el que gira al voltant d ’ una Terra immòbil .
(trg)="5.2"> ଏଇ ଟ୍ଵିଟରକୁ ବର୍ତ୍ତମାନ ସୁଦ୍ଧା ୫୦୦ ରୁ ଅଧିକ ଲୋକ ନିଜ ନିଜ ପ୍ରୋଫାଇଲ ରେ ଶେୟାର କରି ସାରିଛନ୍ତି ।
(src)="7.4"> És això correcte o vaig errat ?
(trg)="7.4"> ମୁଁ ଠିକ କଲି ନାଁ ଭୁଲ କଲି ।
(src)="8.1"> Resposta 3 : El que el Sheikh Abu Bakr ha dit és correcte .
(trg)="7.6"> ଉତ୍ତର ୩ : ଯାହା ଅବୁ ବକର କହିଛନ୍ତି ତାହା ହି ଠିକ ।
(src)="8.2"> La Terra és estacionària i és el sol el que gira al seu voltant .
(trg)="7.7"> ପୃଥିବୀ ସ୍ଥିର ଓ ସୂର୍ଯ୍ୟ ଏହା ଚାରିପଟେ ଘୂରିବୁଲେ ।
(src)="8.4"> Des de Riyadh , la capital de l ’ Aràbia Saudita , Musfer ben Ali recorda als seus 8.500 seguidors :
(trg)="8.1"> ଏହାକୁ ନେଇ ସାଉଦି ଆରବ ରାଜଧାନୀ ରିୟାଦ ରେ ବାସକରୁଥିବା ମୁସଫର ବେନ ଅଲି ତାଙ୍କର ୮୫୦୦ ଅନୁଗାମୀ ଙ୍କୁ ଟ୍ଵିଟର ରେ କହିଛନ୍ତି :
(src)="8.8"> El que és estrany és que hi hagi persones que defensin el clergue que ha dit que la Terra és estacionària i no gira .
(trg)="8.2"> ଆପଣ ମାନଙ୍କ ସୂଚନା ପାଇଁ , ଶାରିଆ ନିୟମ ଦ୍ଵାରା ପରିଚାଳିତ ସାଉଦି ଆରବର ମତ ହେଲା ପୃଥିବୀ ନିଜ ଚାରିପଟେ ଘୁରେ ନାହି ।