# aym/2014_04_6487.xml.gz
# or/2014_06_odia-loves-wikipedia_.xml.gz


(src)="1.1"> Oriya arux Wikipedia-r wal muni
(trg)="1.2"> ଓଡ଼ିଆରେ ଲେଖାଥିବା " ଓଡ଼ିଆ ଭାଷା " ।

(src)="1.3"> Imagen de dominio público .
(trg)="1.3"> ଛବିଟି ପବ୍ଲିକ ଡୋମେନରେ ରହିଛି ।

(src)="2.2"> Niya jichhurunakakiw aka arux India markat uñt ’ at aruxaraki .
(trg)="2.2"> ନିକଟ ଅତୀତରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା ।

(src)="6.3"> Debiprasanna Pattanayak ) jan ch ’ iyjañatak wali aski pankanaka jan imprim-isxit ukhamarak thantha qilqatanak palma laphin digitalización jan lurasiñpatak ch ’ axwawiyi .
(trg)="6.9"> ପାଖାପାଖି ସମସ୍ତ ଓଡ଼ିଆ ପ୍ରକାଶନ ଇଣ୍ଟରନେଟରେ ଉପଲବ୍ଧ ନଥିବାରୁ ତାହାସବୁ ସମଗ୍ର ବିଶ୍ୱରେ ଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିପାରୁନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ ।

# aym/2015_06_7317.xml.gz
# or/2015_06_odia-wikipedia-set-to-celebrate-13-glorious-years-of-voluntary-contribution_.xml.gz


(src)="1.1"> Oriya arun Wikipediax inak yanapt ’ asiwimpiw 13 mara phuqhi !
(trg)="1.1"> ୧୩ ବର୍ଷର ସ୍ଵେଚ୍ଛାସେବୀ ଅବଦାନ ପାଳନ କରିବାକୁ ପ୍ରସ୍ତୁତ ଓଡ଼ିଆ ଉଇକିପିଡ଼ିଆ · ଓଡ଼ିଆରେ Global Voices

(src)="1.2"> Odia Wikipedia , ukax hindinx mä nayrïr proyecto de Wikipedia ukhamawa , yatiwinakap uñt ’ ayasax 3 uru mara t ’ aqa phaxsitx 13 mara phuqhi .
(trg)="1.2"> " ଏହି ( ଓଡ଼ିଆ ଉଇକିପିଡ଼ିଆ ) ବିଶାଳତମ ଅନଲାଇନ ଓଡ଼ିଆ ଏନସାଇକ୍ଲୋପିଡ଼ିଆ " ଆପଣଙ୍କ ଓ ଆମସଭିଙ୍କ ଦ୍ୱାରା ସମ୍ପାଦିତ ହୋଇପାରିବ " ଉକ୍ତି ଥିବା “ ଓଡ଼ିଆ ଉଇକିପିଡ଼ିଆ ୧୩ ″ କାର୍ଯ୍ୟକ୍ରମ ବ୍ୟାନର ।

(src)="5.1"> 13º mara phqhäwipatakix mä convertidor de codificación utt ’ ayañ amtapxi , sistema Unicode , ukampi apnaqirinakax wasitat apnaqapxasma .
(trg)="4.3"> ଏହା ଛଡ଼ା ଲେଖକ ଓ ସ୍ୱତ୍ୱାଧୀକାରୀ ( କପିରାଇଟ ମାଲିକ ) ଙ୍କ ସହ ସନ୍ଧି କରି ଅନେକ ଉପାଦେୟ ରଚନା ଇଣ୍ଟରନେଟରେ ଉପଲବ୍ଧ କରାଯାଉଛି ।

(src)="7.1"> Pajina de Wikipedia Oriya aruna ( 2008-2015 ) .
(trg)="7.1"> ଓଡ଼ିଆ ଉଇକିପିଡିଆରେ ପୃଷ୍ଠା ଦେଖଣା ସଂଖ୍ୟା ( ୨୦୦୮-୨୦୧୫ ) .

(src)="9.1"> Uka arux 5.000 mara jilanixiwa , sur de Asia uksanx oriya arux wali jayan arut uñt ’ atawa , Gobierno Indio jupax “ clásicoaru ukham uñt ’ ayaraki " .
(trg)="9.1"> ଦକ୍ଷିଣ ଏସିଆର ଅନ୍ୟତମ ପୁରୁଣା ଭାଷା ଭାବେ ଗୃହୀତ ଓ ୫୦୦୦ ବର୍ଷରୁ ଅଧିକ ସାହିତ୍ୟ ଐତିହ୍ୟ ଥିବା ଓଡ଼ିଆ ଭାଷାକୁ ଭାରତୀୟ ସରକାରଙ୍କ ଦ୍ଵାରା “ ଶାସ୍ତ୍ରୀୟ ମାନ୍ୟତା ” ଦିଆଯାଇଥିଲେ ହେଁ ଯଦିଓ ଏହାର ଅନଲାଇନ ଉପସ୍ଥିତି ଆଶାତୀତ ଦୃଷ୍ଟି ଆକର୍ଷଣ କରିପାରିନାହିଁ ।

(src)="10.1"> Ukampirus arux janiw línea uksanx wali ch ’ ama jikxatawaykiti .
(trg)="10.1"> ପ୍ରାୟ ସବୁ ଅନଲାଇନ ଓଡ଼ିଆ ଖବରକାଗଜ ଅଣ-ଇଉନିକୋଡ଼ ବା ସେମାନଙ୍କ ନିଜର ଏନକୋଡିଂରେ ବା ଛବି ଭାବେ ଉପଲବ୍ଧ ।

(src)="12.1"> Jilïr irpirin portales oficiales ukampix kipkarakiw utji , oriya arunx sistemas de codificación ukax janiw utjiti .
(trg)="11.1"> ସେହିଭଳି ରାଜ୍ୟ ସରକାରଙ୍କ ପୋର୍ଟାଲଗୁଡ଼ିକରେ ଓଡ଼ିଆ ଭାଷା ବ୍ୟବହାର ନହେବା ଅଥବା କେବଳ ଅଣ-ମୁକ୍ତ ଏନକୋଡିଂ ପଦ୍ଧତିର ବ୍ୟବହାର ଦେଖାଯାଏ ।

(src)="12.2"> Ukatw aka Wikipedia oriya arunx convertidores de codificación de caracteres ukaw utt ’ ayata .
(trg)="11.2"> ଏହାର ସମ୍ମୁଖୀନ ହେବାପାଇଁ ଓଡ଼ିଆ ଉଇକିପିଡିଆ ଦ୍ଵାରା ଏକାଧିକ କ୍ୟାରେକ୍ଟର ଏନକୋଡିଂ କନଭର୍ଟର ତିଆରି କରାଯାଇଛି ଯାହା ବିଭିନ୍ନ ଅଣ-ଇଉନିକୋଡ଼ ପଦ୍ଧତିରୁ ଇଉନିକୋଡ଼କୁ ବଦଳାଇବାରେ ସାହାଯ୍ୟ କରିବ ।

(src)="14.1"> Wikipedia oriya ukax 2011 maranx janiw walja ullirinakanikanti , kunapachatï ullirinakanixi .
(trg)="14.1"> ସେ ଚିକିତ୍ସା ବିଜ୍ଞାନ ହେଉ କିମ୍ବା ଓଡ଼ିଆ ରାନ୍ଧଣା , ଏହା ପରଠୁ ଏହାର ବିଷୟଗୁଡିକ ଅଧିକରୁ ଅଧିକ ବଢ଼ିଚାଲିଲା ।

(src)="15.1"> Ukhatx may may temas ukanakampix ciencia médica ukat Odisha manq ’ a phayäwimpix ullirinakapax jilxatawayxiwa .
(trg)="15.1"> ବିଷୟସବୁ କିପରି ଇଣ୍ଟରନେଟ ଚଳାନ୍ତି , ପ୍ରକଳ୍ପର ପାଠକ ସଂଖ୍ୟାରେ ଆଶାତୀତ ବୃଦ୍ଧି ଏହାର ଏକ ଦୃଢ଼ ଉଦାହରଣ ।

(src)="17.1"> Wikimediax capital de Orissa ukan tantacht ’ asipxi , Bhubaneswar , 3 uru mara t ’ aqa phaxsitx wayn tawaqunakatakiw puri .
(trg)="17.3"> org / s / sml * ଉଇକିପିଡିଆ ଓ ଅନ୍ୟ କିଛି ପୋର୍ଟାଲ ବିଶ୍ୱରେ ଗ୍ରହଣ କରାଯାଇଥିବା ମାନକ କ୍ୟାରେକ୍ଟର ଏନକୋଡିଂ ଇଉନିକୋଡ଼ର ସମର୍ଥନ ତଥା ପ୍ରଚାର କରିଥାନ୍ତି ।