# ar/2014_06_08_34027_.xml.gz
# or/2014_10_farewell-hindustan-ambassador_.xml.gz
(src)="1.2"> سيارة هندوستان أمباسادور أجرة في إحدى شوارع كولكاتا .
(trg)="1.2"> କଲିକତାର ରାସ୍ତାରେ ଏକ ହଳଦିଆ ହିନ୍ଦୁସ୍ତାନ ଆମ୍ବାସାଡ଼ର .
(src)="1.3"> تصوير دي شاكرابورتي .
(trg)="1.3"> ଫଟୋ ଉଠେଇଛନ୍ତି ଡି .
(src)="1.4"> حقوق النشر محفوظة لديموتكس ( 27 / 5 / 2014 )
(trg)="1.5"> ସ୍ଵତ୍ଵ - ଡେମୋଟିକ୍ସ ( ୨୭ / ୫ / ୨୦୧୪ )
# ar/2014_07_03_34260_.xml.gz
# or/2014_10_srinagar-leh-highway-an-adventurous-roadtrip_.xml.gz
(src)="1.3"> لا يزال هذا الطريق مفتوحًا أمام حركة المرور من يونيو / حزيران إلى نوفمبر / تشرين الثاني .
(trg)="1.2"> କାଶ୍ମୀର ଉପତ୍ୟକାରେ ଥିବା ୪୩୪ କିଲୋମିଟର ଦୀର୍ଘ ଶ୍ରୀନଗର-ଲେହ ଜାତୀୟ ରାଜପଥ ଦର୍ଶନୀୟ ଓ କିଛି ମାତ୍ରାରେ ଏକ ବିପଦସଙ୍କୁଳ ରାଜପଥ ।
(src)="1.4"> الطريق موحل عمومًا وغير ممهد بشكل جيد .
(trg)="1.3"> ଏହି ରାସ୍ତା ଜୁନରୁ ନଭେମ୍ବର ଯାଏଁ ଯିବାଆସିବା ପାଇଁ ଖୋଲା ରହିଥାଏ ।
(src)="1.5"> الممر الجبلي زوي-لا على ارتفاع 3528 متر خطير بشكل خاص بحيث يكفي لحركة مرور باتجاه واحد مع احتمال نزول 1000 متر لأسفل الوادي .
(trg)="1.4"> ଏହି ସଡ଼କରେ ସ୍ଥାନେ ସ୍ଥାନେ କାଦୁଅ , ଗୋଡ଼ି ଓ ଠାଏ ଠାଏ ରାସ୍ତା ନଥିଲା ଭଳି ଥାଏ ।
(src)="1.6"> في رحلة طريق سريناجار-ليه يمكنكم رؤية مشاهد طبيعية بسيطة ومدونة سفر بالإضافة لفيديو لرحلة المغامرة أعلاه .
(trg)="1.6"> ଭ୍ରମଣ ବ୍ଲଗ “ ମାଇନର ସାଇଟସ ” ଉପରେ ଥିବା ଭିଡ଼ିଓ ଭଳି ଅନେକ ସଡ଼କ ଯାତ୍ରାର ବିସ୍ତୃତ ବିବରଣୀ ଦେଇଆସୁଛି ।
# ar/2014_12_11_36230_.xml.gz
# or/2015_01_photo-of-peshmerga-combatant-breastfeeding-her-child-captivates-kurdish-media_.xml.gz
(src)="2.1"> من تصوير فيرونيك دي فيجيوري ، 6 سبتمبر / أيلول 2014
(trg)="3.2"> ମହିଳାଜଣକ ଏକ ସ୍ୱଂୟଚାଳିତ ବନ୍ଧୁକ ପାଖରେ ଥୋଇ ନିଜ ପିଲାଟିକୁ କ୍ଷୀର ପିଆଉଛନ୍ତି ।
(src)="3.2"> انتشرت الصورة على نطاق واسع على وسائل الإعلام الاجتماعي ، في سياق إبراز قوة الكرديات وصمود المقاتلات في القتال الدائر ضد داعش .
(trg)="3.3"> ଫଟୋଟି ସୋସିଆଲ ନେଟୱାର୍କିଙ୍ଗ ସାଇଟମାନଙ୍କରେ ବହୁବାର ପ୍ରକାଶିତ ହୋଇ କୁରଦିସ ମହିଳାମାନଙ୍କ ଶକ୍ତି ଓ ISIS ବିରୁଦ୍ଧରେ ନାରୀ ଆନ୍ଦୋଳନକୁ ବହୁଗୁଣିତ କରିଛି ।
(src)="5.1"> أشاد مستخدمو الإنترنت الأكراد بالمقاتلة الكوردية ، وهي لا تزال مجهولة الهوية .
(trg)="5.1"> କୁରଦିସ ଇଣ୍ଟରନେଟ ବ୍ୟବହାରୀମାନେ ମଧ୍ୟ ପରିଚୟ ଜଣା ନଥିବା ଏହି ପେସମରଗା ନାରୀଙ୍କୁ ପ୍ରଶଂସା କରିଛନ୍ତି ।
(src)="5.3"> أتمنى لهن النجاح في ميدان المعركة ، فليحميهم الله " .
(trg)="5.3"> ସୁଲେମାନିଆରୁ ସକର ନିଡ଼ି କହିଛନ୍ତି , " ଆମ ପାଇଁ ଏ ଏକ ଗର୍ବ କରିବା ଭଳି ଉଦାହରଣ " ।
(src)="5.5"> ملحوظة من المحرر : تناقل مستخدمو الإنترنت هذه الصورة على الإنترنت بدون الإشارة لمصورها .
(trg)="5.4"> ଇଣ୍ଟରନେଟ ବ୍ୟବହାରୀଗଣ ଫଟୋଗ୍ରାଫର ଭେରୋନିକ ଡି ଭିଗୁଏରିଙ୍କ ଉଠା ଫଟୋ ବିନା ଶ୍ରେୟରେ ବ୍ୟାପକ ଭାବେ ବିତରଣ କରିଛନ୍ତି ।
(src)="5.6"> وعبر أداة جوجل للبحث العكسي للصور ، توصلت الأصوات العالمية للمصورة واسمها فيرونيك دي فيجيوري .
(trg)="5.6"> ( କେଭିନ ରଥରକଙ୍କ ଦେଇ ଦ୍ରଷ୍ଟବ୍ୟଟି ଯୋଡ଼ାଯାଇଛି )
# ar/2015_01_23_36467_.xml.gz
# or/2015_02_raising-the-issue-of-gender-based-violence-and-inequality-in-kyrgyzstan_.xml.gz
(src)="1.1"> مخيم للناشطين الشبان حول العنف واللامساواة في قرجيزستان
(trg)="2.1"> ଲୋକେ କହନ୍ତି ଯେ ହିଂସା କେବଳ ବାହାରେ , ଅନ୍ଧାର ଗଳିରେ ଘଟେ ।
(src)="1.3"> في سنة 2014 ، تطرقت ناشطات من قرغيزستان إلى موضوع العنف و توصلن إلى طرق جديدة لكشف حقيقة هذا الوضع في المجتمع .
(trg)="3.1"> ଗାର୍ଲ ଆକ୍ଟିଭିଷ୍ଟସ ଅଫ କିରିଗିଜସ୍ଥାନ ୨୦୧୪ର ହିଂସାର ଅସୁବିଧାକୁ ନେଇ ସମାଜର ବାସ୍ତବ ଅବସ୍ଥା ଦେଖାଇବା ପାଇଁ ନୂଆ ନୂଆ ବାଟ ଆରମ୍ଭ କଲେ ।
(src)="2.1"> مخيّم الناشطين الشبان
(trg)="4.1"> ଯୁବ କର୍ମୀ କ୍ୟାମ୍ପ
(src)="4.1"> وقد افتُتح المخيم من قبل ناشطات من قرغيزستان و امتد من 28 نوفمبر / تشرين الثاني إلى 1 ديسمبر / كانون الأول بمدينة بيشكك .
(trg)="6.1"> ଏହି କ୍ୟାମ୍ପ ଗାର୍ଲସ ଆକ୍ଟିଭିଷ୍ଟସ ଅଫ କିରିଗିଜସ୍ଥାନ ଦେଇ ଆୟୋଜିତ ହୋଇଥିଲା ଏବଂ ୨୦୧୪ ନଭେମ୍ବର ୨୮ରୁ ଡିସେମ୍ବର ୧ ଯାଏ ବିସକେକଠାରେ ଅନୁଷ୍ଠିତ ହୋଇଥିଲା ।
(src)="4.2"> وشارك بالمخيم 13 ناشطاً من محافظتين من قرغيزستان ( هناك سبع محافظات في قرغيزستان ) .
(trg)="6.2"> ଏହ କ୍ୟାମ୍ପରେ କିରିଗିଜସ୍ଥାନରୁ ଦୁଇଟି ଅଞ୍ଚଳରୁ ତେରଜଣ ( କିରିଗିଜସ୍ଥାନରେ ମୋଟ ସାତଟି ଅଞ୍ଚଳ ) ଅଂଶଗ୍ରହଣ କରିଥିଲେ ।
(src)="7.1"> إنه موضوع هام لأن مرض الإيدز يعد سببًا من أسباب التفرقة العنصرية ، لذا يجب على الجميع أن يكونوا متسامحين تجاه الحاملين لهذا المرض .
(trg)="9.1"> ଏହା ଅତି ଜରୁରୀ କାରଣ ଏଚଆଇଭି / ଏଡ଼ସ ଲିଙ୍ଗଗତ ଭେଦଭାବର ଏକ ବଡ଼ କାରଣ , ଆଉ ଲୋକେ ଏଚଆଇଭି-ପଜିଟିଭ ପୀଡ଼ିତ ଲୋକଙ୍କୁ ଆପଣେଇବା ଶିଖିବା ଉଚିତ ।
(src)="8.1"> قرّرنا أثناء فترة التخييم أن ندعم حركة " هو من أجلها هي " وقمنا بعرض أعمال حول العنف القائم على النوع الجتماعي واللامساواة لنبيّن أن العنف موجود وأنه علينا أن نقوم بوضع حد له الآن .
(trg)="11.1"> କ୍ୟାମ୍ପ କଲାବେଳେ ଆମେ HeForShe ଆନ୍ଦୋଳନ ଲିଙ୍ଗଗତ ହିଂସା ଓ ଅସମତାକୁ ଭିତ୍ତି କରି ଘଟୁଥିବା ହିଂସା ଯେ ଘଟୁଛି ଆଉ ତାକୁ ପରେ ନୁହେଁ ଏବେ ହିଁ ରୋକିବା ବାବଦରେ ଜଣାଇବା ପାଇଁ ପ୍ରଚାର କରିବାକୁ ସିଦ୍ଧାନ୍ତ ନେଇଥିଲୁ ।
(src)="13.2"> وبما أن نشاطنا يرتكزعلى منصّة رقمية تسعى إلى تنمية تجارب الفتيات في قرغيزستان فإن هذا الموضوع هو بغاية الأهمية بالنسبة لنا .
(trg)="16.2"> ଆମ ସକ୍ରିୟତା କାମଟି ଏକ ଡିଜିଟାଲ ଭିତ୍ତିଭୂମିରେ ରହି କିରିଗିଜସ୍ଥାନର ଝିଅମାନଙ୍କ କାହାଣୀ ପ୍ରଚାର କରୁଥିବାରୁ ଏହି ଅସୁବିଧା ଆମ ପାଇଁ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ ।
(src)="15.1"> صور مأخوذة من قبل داريا كسماميتوفا .
(trg)="18.1"> ଫଟୋଟି ଡାରିଆ କାସମାମିଟୋଭାଙ୍କ ଦେଇ ଉତ୍ତୋଳିତ