# es/2014_04_12_el-idioma-oriya-ama-a-wikipedia_.xml.gz
# or/2014_06_odia-loves-wikipedia_.xml.gz
(src)="1.1"> El idioma oriya ama a Wikipedia
(trg)="1.1"> ଉଇକିପିଡ ଼ ିଆକୁ ଭଲପାଏ ଓଡ ଼ ିଆ · ଓଡ ଼ ିଆରେ Global Voices
(src)="1.2"> La frase " Oriya ama a Wikipedia " escrito ( desde luego ) en Oriya .
(trg)="1.2"> ଓଡ ଼ ିଆରେ ଲେଖାଥିବା " ଓଡ ଼ ିଆ ଭାଷା " ।
(src)="1.3"> Imagen de dominio público .
(trg)="1.3"> ଛବିଟି ପବ ୍ ଲିକ ଡୋମେନରେ ରହିଛି ।
(src)="2.1"> El oriya ( odia ) es una lengua con una antigüedad de 2,500 años nativa de la región de Odisha ( antes conocida como Orissa ) .
(trg)="2.1"> ଓଡ ଼ ିଆ ଭାରତୀୟ ରାଜ ୍ ୟ ଓଡ ଼ ିଶା କଥିତ ୨,୫୦୦ ବର ୍ ଷର ଏକ ପୁରୁଣା ଭାଷା ।
(src)="2.2"> La lengua obtuvo recientemente el estatus de lengua clásica de la India .
(trg)="2.2"> ନିକଟ ଅତୀତରେ ଓଡ ଼ ିଆ ଭାଷାକୁ ଶାସ ୍ ତ ୍ ରୀୟ ମାନ ୍ ୟତା ମିଳିଥିଲା ।
(src)="3.1"> Recientemente , la comunidad Wikimedia Oriya se reunió para celebrar el nuevo estatus de la lengua en Bhubaneswar .
(trg)="3.1"> ନିକଟରେ ଓଡ ଼ ିଆ ଉଇକିପିଡ ଼ ିଆ ସମାଜ ଓଡ ଼ ିଶା ଦିବସ ପାଳନ ଓ ଶାସ ୍ ତ ୍ ରୀୟ ମାନ ୍ ୟତା ପ ୍ ରାପ ୍ ତି ର ଅବସର ରେ ଉତ ୍ ସବ ପାଳନ ପାଇଁ ଏକାଠି ହେଇଥିଲେ ।
(src)="4.1"> A continuación un extracto de un artículo reciente en el blog de la Fundación Wikimedia , por Subhashish Panigrahi , compartiendo información sobre la comunidad Wiki en Oriya :
(trg)="4.1"> ସୁଭାସିସ ପାଣିଗ ୍ ରାହୀଙ ୍ କ ଲିଖିତ ଉଇକିମିଡିଆ ଫାଉଣ ୍ ଡେସନ ବ ୍ ଲଗର ଏକ ବ ୍ ଲଗରୁ କିଛି ଅଂଶ ଉଦ ୍ ଧାର କରାଯାଇ ଦିଆଯାଇଛି , ଯାହାକି ଓଡ ଼ ିଆ ଉଇକି ସମାଜ ଉପରେ ସମ ୍ ୟକ ସୂଚନା ଦିଏ ।
(src)="6.2"> Es la primera fuente OpenType para oriya que la comunidad ha probado activamente .
(src)="7.1"> Una nueva herramienta para la escritura en oriya sin necesidad de estar en línea llamada “ TypeOdia” , por el wikipedista Manoj Sahukar también se publicó para su distribución .
(trg)="5.1"> ଏହି କାର ୍ ଯ ୍ ୟକ ୍ ରମରେ ଓଡ ଼ ିଆ ଉଇକିପାଠାଗାର ଡିଜିଟାଇଜେସନ ପ ୍ ରକଳ ୍ ପର ଶୁଭାରମ ୍ ଭ କରି କ ୍ ରିଏଟିଭ କମନ ଲାଇସେନ ୍ ସ ନିୟମ ଅଧୀନରେ ୧୪ଟି ବହି ବିତରଣ କରଯାଇଥିଲା ।
(src)="7.2"> DVD's con la fuente , la herramienta de escritura , diccionarios en la lengua oriya , la Wikipedia oriya fuera de línea en Kiwix , la guía de edición de Wikipedia , un convertidor de fuentes ISCII a Unicode , varias paquetes de software libre y de fuente abierta y el sistema operativo Ubuntu Una gran mayoría de las publicaciones en oriya no se encuentran en Internet y los usuarios carecen de fácil acceso .
(trg)="5.2"> ଏହି ପ ୍ ରକଳ ୍ ପକୁ ରାଜ ୍ ୟର ଅଗ ୍ ରଣୀ ଶିକ ୍ ଷାନୁଷ ୍ ଠାନ କଳିଙ ୍ ଗ ଇନଷ ୍ ଟିଚ ୍ ୟୁଟ ଅଫ ସୋସିଆଲ ସାଇନ ୍ ସେସ ( କିସ ) ଔପଚାରିକ ଭାବେ ଆରମ ୍ ଭ କରୁଛି ।
(trg)="5.3"> ଓଡ ଼ ିଆ ଉଇକିମିଡ ଼ ିଆ କିସ ଅନୁଷ ୍ ଠାନର ୬ ଜଣ ଶିକ ୍ ଷକ ଓ କିଛି ଛାତ ୍ ରଙ ୍ କୁ ଡିଜିଟାଇଜେସନ ସମ ୍ ବନ ୍ ଧରେ ପୂର ୍ ଣ ୍ ଣ ସହଯୋଗ କରିବା ସହ ପ ୍ ରଶିକ ୍ ଷଣ ମଧ ୍ ୟ ଦେବ ।
(src)="7.3"> ( El dr .
(trg)="6.1"> Odialanguage .
(src)="7.4"> Debiprasanna Pattanayak ) discutió el proceso de digitalización para preservar libros valiosos que ya no se imprimen y viejos manuscritos en hoja de palma
(trg)="6.2"> com ର ସୁଜାତା ପଟେଲଙ ୍ କ ନିର ୍ ମିତ OpenType ଓଡ ଼ ିଆ ଇଉନିକୋଡ ଼ ଫଣ ୍ ଟ “ ଓଡ ଼ ିଆ ଓ .
(src)="8.2"> Los desarroladores de la fuente dicen :
(trg)="6.5"> ଏଲ ସ ୍ ଵତ ୍ ଵରେ ଉନ ୍ ମୋଚିତ ହେଇଥିଲା ।
(src)="9.1"> Abogamos por el uso de la lengua oriya de verdadero espíritu , en el campo de la administración diaria , en la justicia , además del campo de la educación .
(trg)="6.6"> ଏହା ହେଉଛି ପ ୍ ରଥମ ଓଡ ଼ ିଆ ଫଣ ୍ ଟ ଯାହାକୁ ଓଡ ଼ ିଆ ଉଇକିପିଡିଆ ସଙ ୍ ଘର ସକ ୍ ରିୟ ଯୋଗଦାନ ଦ ୍ ୱାରା ପ ୍ ରଥମ କରି ଆତ ୍ ମପ ୍ ରକାଶ କରିଛି ।
(src)="9.2"> Además , hemos tomado el proyecto para desarrollar un léxico en oriyia , incluyendo versiones en oriya típicas de palabras técnicas , para evitar la dependencia de la lengua inglesa .
(trg)="6.7"> ଉଇକିଆଳି ମନୋଜ ସାହୁକାରଙ ୍ କ ନିର ୍ ମିତ ଏକ ନୂଆ ଓଡ ଼ ିଆ ଅଫଲାଇନ ଇନପୁଟ ସାଧନ “ ଟାଇପଓଡ ଼ ିଆ ( TypeOdia ) ” ମଧ ୍ ୟ ଜନସାଧାରଣଙ ୍ କ ନିମନ ୍ ତେ ଉତ ୍ ସର ୍ ଗ କରାଯାଇଥିଲା ।
# es/2014_07_29_reporteros-birmanos-obtienen-10-anos-de-prision-y-trabajos-forzados-por-reportar-una-fabrica-de-armas-quimicas-en-myanmar_.xml.gz
# or/2014_07_burmese-reporters-get-ten-years-in-jail-plus-hard-labor-for-reporting-about-myanmars-chemical-weapons-factory_.xml.gz
(src)="1.1"> Dan 10 años de prisión y trabajos forzados a reporteros birmanos por reportar sobre fábrica de armas químicas en Myanmar
(trg)="1.1"> ମିଆଁମାର ରାସାୟନିକ ଅସ ୍ ତ ୍ ର କାରଖାନା ଉପରେ ଲେଖିବାରୁ ସାମ ୍ ବାଦିକଙ ୍ କୁ ୧୦ ବର ୍ ଷ ସଶ ୍ ରମ କାରାଦଣ ୍ ଡ · ଓଡ ଼ ିଆରେ Global Voices
(src)="1.4"> Desde la página de facebook de RFA de Birmania .
(trg)="1.4"> ଆର ୍ ଏଫ ୍ ଏ ବର ୍ ମିଜ ୍ ର ଫେସ ୍ ବୁକ ୍ ପୃଷ ୍ ଠାରୁ ।
(src)="2.1"> Cuatro periodistas birmanos y el Director Ejecutivo del Unity Journal fueron sentenciados a 10 años de prisión y trabajos forzados el 10 de julio del 2014 por violar una ley de confidencialidad de la era colonial en Myanmar .
(trg)="2.1"> ଉପନିବେଶ ସମୟରୁ ରହିଆସିଥିବା ଗୋପନୀୟତା ନିୟମ ଭଙ ୍ ଗ କରିବା ଅଭିଯୋଗରେ ମିଆଁମାରରେ ୪ ଜଣ ସାମ ୍ ବାଦିକ ଏବଂ ୟୁନିଟି ଜର ୍ ଣାଲ ୍ ର ମୁଖ ୍ ୟ କାର ୍ ଯ ୍ ୟନିର ୍ ବାହୀ ଅଧିକାରୀ ( ସିଇଓ ) ଙ ୍ କୁ ୧୦ ବର ୍ ଷ ସଶ ୍ ରମ କାରାଦଣ ୍ ଡାଦେଶ ହୋଇଛି ।
(src)="4.1"> El caso de los periodistas de Unity ha recibido atención nacional e incluso global .
(trg)="4.1"> ୟୁନିଟି ସାମ ୍ ବାଦିକଙ ୍ କ ବିରୋଧରେ ଏ ମାମଲା ଜାତୀୟ ଓ ବିଶ ୍ ବ ସ ୍ ତରରେ ଦୃଷ ୍ ଟି ଆକର ୍ ଷଣ କରିଛି ।
(src)="4.2"> Acciones de protesta fueron organizadas por periodistas en grandes ciudades , incluyendo Yangon y Mandalay .
(trg)="4.2"> ପ ୍ ରମୁଖ ସହର ୟାଙ ୍ ଗନ ୍ ଓ ମାଣ ୍ ଡାଲେ ସମେତ ବିଭିନ ୍ ନ ସ ୍ ଥାନରେ ସାମ ୍ ବାଦିକମାନେ ବିକ ୍ ଷୋଭ ପ ୍ ରଦର ୍ ଶନ କରିଛନ ୍ ତି ।
(src)="4.3"> Simpatizantes y defensores también han conducido vigilias en Yangon , Pathein y Sittwe para la liberación de los periodistas de Unity .
(src)="4.4"> Desafortunadamente , 50 periodistas que protestaban durante la visita del presidente Thein Sein al Centro de Paz de Myanmar el 13 de julio han sido acusados por protestar sin permiso .
(trg)="4.3"> ୟୁନିଟ ୍ ସାମ ୍ ବାଦିକଙ ୍ କୁ ମୁକ ୍ ତ କରିବା ପାଇଁ ସମର ୍ ଥକ ଓ ମୁକ ୍ ତ-ସାମ ୍ ବାଦିକତା କର ୍ ମୀମାନେ ୟାଙ ୍ ଗନ ୍ , ପାଥେନ ୍ ଓ ସିତ ୍ ବେ ଆଦି ସହରରେ ପ ୍ ରାର ୍ ଥନା ସଭାର ଆୟୋଜନ କରିଛନ ୍ ତି ।
(src)="5.1"> Varias asociaciones y juntas de prensa interinas están planeando enviar una carta de apelación al presidente por la liberación de los periodistas de Unity .
(trg)="5.1"> ୟୁନିଟି ସାମ ୍ ବାଦିକଙ ୍ କୁ ମୁକ ୍ ତିଦେବା ଲାଗି ବିଭିନ ୍ ନ ଗଣମାଧ ୍ ୟମ ସଂଘ ଓ ମଧ ୍ ୟବର ୍ ତୀକାଳୀନ ସାମ ୍ ବାଦିକ ପରିଷଦ ରାଷ ୍ ଟ ୍ ରପତିଙ ୍ କୁ ପତ ୍ ର ଲେଖିବାକୁ ଯୋଜନା କରୁଛନ ୍ ତି ।
(src)="5.2"> La opositora Liga Nacional de Democracia también emitió una declaración condenando la supresión de medios que realiza el gobierno .
(trg)="5.2"> ଗଣମାଧ ୍ ୟମକୁ ସରକାର ଅବଦମନ କରିବା ପ ୍ ରସଙ ୍ ଗକୁ ନିନ ୍ ଦା କରି ବିରୋଧୀ ନାସ ୍ ନାଲ ଲିଗ ୍ ଫର ଡେମୋକ ୍ ରାସି ମଧ ୍ ୟ ଏକ ବିବୃତି ପ ୍ ରଦାନ କରିଛି ।
(src)="5.3"> Burma News International advirtió que la libertad en los medios aún está bajo amenaza .
(trg)="5.3"> ଏଠାରେ ଗଣମାଧ ୍ ୟମ ସ ୍ ବାଧୀନତା ଏବେ ବି ବିପଦରେ ବୋଲି ବର ୍ ମା ନ ୍ ୟୁଜ ୍ ଇଣ ୍ ଟରନାସନାଲ ଚେତାଇ ଦେଇଛି ।
(src)="6.1"> El gobierno está afirmando que la fábrica de Armas Químicas reportada por los periodistas de Unity es en realidad una fabrica de armas defensivas .
(trg)="6.1"> ୟୁନିଟି ସାମ ୍ ବାଦିକ ରିପୋର ୍ ଟରେ ପ ୍ ରକାଶିତ ରାସାୟତିକ ଅସ ୍ ତ ୍ ର କାରଖାନା ଅସଲରେ ପ ୍ ରତିରକ ୍ ଷା ଅସ ୍ ତ ୍ ର କାରଖାନା ବୋଲି ସରକାର ସଫେଇ ଦେଇଛନ ୍ ତି ।
(src)="7.2"> Si ellos fueron condenados por revelar secretos nacionales , significa que el gobierno efectivamente tiene una fábrica de armas químicas .
(trg)="7.2"> ଯଦି ଜାତୀୟ ଗୋପନୀୟତା ପ ୍ ରଘଟ କରି ସେମାନେ ଦୋଷୀସାବ ୍ ୟସ ୍ ତ ହେଲେ , ତେବେ ସତରେ ସରକାରଙ ୍ କର ରାସାୟନିକ ଅସ ୍ ତ ୍ ର କାରଖାନା ଅଛି ବୋଲି ବୁଝିବାକୁ ହେବ ।
(src)="7.3"> Entonces ellos ( el gobierno ) están rompiendo el tratado de Sudeste Asiatico en contra de las Armas de Destrucción Masiva , lo cual establece una restricción a la producción de armas químicas , biológicas y nucleares .
(trg)="7.3"> ଫଳରେ ସେମାନେ ( ସରକାର ) ରାସାୟନିକ , ଜୈବିକ ଓ ଅଣୁ ଅସ ୍ ତ ୍ ର ଗଣବିଧ ୍ ବଂସୀ ଅସ ୍ ତ ୍ ର ବିରୋଧରେ ହୋଇଥିବା ଦକ ୍ ଷିଣପୂର ୍ ବ ଏସିୟ ଚୁକ ୍ ତିନାମା ଭଙ ୍ ଗ କରିଛନ ୍ ତି ।
(src)="7.4"> También , Myanmar ha firmado la Convención de Armas Químicas en 1993.
(trg)="7.4"> ୧୯୯୩ରେ ମଧ ୍ ୟ ମିଆଁମାର ସରକାର ରାସାୟନିକ ଅସ ୍ ତ ୍ ର ସମ ୍ ମେଳନ ଦସ ୍ ତଖତ କରିଥିଲେ ।
(src)="7.5"> De cualquier modo , el portavoz del presidente , defendió la decisión de la corte e insistió que no es un asunto de libertad de prensa sino de seguridad nacional :
(trg)="7.5"> ତେବେ ରାଷ ୍ ଟ ୍ ରପତିଙ ୍ କ ମୁଖପାତ ୍ ର ନ ୍ ୟାୟାଳୟ ନିଷ ୍ ପତ ୍ ତି ସମର ୍ ଥନରେ ଯୁକ ୍ ତି କରି ଏହା ଗଣମାଧ ୍ ୟମ ସ ୍ ବାଧୀନତା ନୁହେଁ ବରଂ ଜାତୀୟ ସୁରକ ୍ ଷାର ପ ୍ ରଶ ୍ ନ ବୋଲି କହିଛନ ୍ ତି ।
(src)="7.6"> Cualquier gobierno , cualquier nación , debe controlar asuntos secretos para su seguridad nacional .
(trg)="7.6"> ଯେ କୌଣସି ଦେଶ , ଯେ କୌଣସି ସରକାରଙ ୍ କର ତାଙ ୍ କର ଜାତୀୟ ସୁରକ ୍ ଷା ପ ୍ ରସଙ ୍ ଗ ଉପରେ କର ୍ ତୃତ ୍ ବ ରହିବ ।
(src)="7.7"> La información que perjudique la seguridad nacional ni siquiera es tolerada en los Estados Unidos .
(trg)="7.7"> ଜାତୀୟ ସୁରକ ୍ ଷାକୁ କ ୍ ଷତି ପହଞ ୍ ଚାଉଥିବା ସୂଚନା ଯୁକ ୍ ତରାଷ ୍ ଟ ୍ ର ଆମେରିକାରେ ମଧ ୍ ୟ ବରଦାସ ୍ ତ କରାଯାଏ ନାହିଁ ।
(src)="7.8"> No creemos que este caso se trate sobre libertad de prensa .
(trg)="7.8"> ଏହି ମାମଲା ଗଣମାଧ ୍ ୟମର ସ ୍ ବାଧୀନତା ସମ ୍ ପର ୍ କିତ ବୋଲି ଆମେ ଭାବୁନାହୁଁ ।
(src)="7.9"> Varios escritores y periodistas prominentes en Myanmar expresaron su preocupacion acerca del severo castigo que se les dio a los periodistas .
(trg)="7.9"> ସାମ ୍ ବାଦିକଙ ୍ କ ପ ୍ ରତି ହୋଇଥିବା କଡ଼ା ଦଣ ୍ ଡବିଧାନ ବିରୋଧରେ ବହୁ ଲେଖକ ଓ ସାମ ୍ ବାଦିକ ମୁହଁ ଖୋଲିଛନ ୍ ତି ।
(src)="7.10"> El poeta Saw Wai piensa que no es justo , especialmente ya que el gobierno se está moviendo hacia el sendero de la democracia .
(trg)="7.10"> ବିଶେଷକରି ଦେଶ ଗଣତନ ୍ ତ ୍ ର ଆଡ଼କୁ ମୁହାଁଉଥିବା ବେଳେ ଏହା ଆଦୌ ଶୋଭନୀୟ ନୁହେଁ ବୋଲି କବି ସ ୱଇ ମନେକରନ ୍ ତି ।
(src)="7.11"> U Than Htay desde la Red de Periodistas de Myanmar cree que la condena es un ejemplo de intimidación a los medios por parte del gobierno , el cual se prepara para las próximas elecciones de 2015.
(trg)="7.11"> ଆଗାମୀ ୨୦୧୫ ନିର ୍ ବାଚନ ପାଇଁ ପ ୍ ରସ ୍ ତୁତ ହେଉଥିବା ସରକାରଙ ୍ କର ଏହା ସାମ ୍ ବାଦିକଙ ୍ କ ପ ୍ ରତି ଏକ ଧମକ ବୋଲି ମିଆଁମାର ଜର ୍ ଣାଲିଷ ୍ ଟ ନେଟ ୍ ୱର ୍ କର ୟୁ ଥାନ ୍ ତେ ମତ ଦେଇଛନ ୍ ତି ।
(src)="8.1"> El gobierno no ha cambiado , de acuerdo con U Aung Thu :
(trg)="8.1"> ୟୁ ଅଙ ୍ ଗ ୍ ଥୁଙ ୍ କ ମତରେ ସରକାରଙ ୍ କ ସ ୍ ବଭାବରେ ଆଦୌ ପରିବର ୍ ତନ ଆସିନାହିଁ ।
(src)="8.3"> Los medios son siempre un chivo expiatorio .
(trg)="8.3"> ଗଣମାଧ ୍ ୟମ ସବୁବେଳେ ବଳି ପଡ଼ିଆସିଛି ।
(src)="8.4"> La democracia es sólo un espectáculo .
(trg)="8.4"> ଗଣତନ ୍ ତ ୍ ର କେବଳ ଗୋଟେ ପ ୍ ରହସନ ।
(src)="8.5"> El presidente no es diferente .
(trg)="8.5"> ରାଷ ୍ ଟ ୍ ରପତିଙ ୍ କ ଭିତରେ କିଛି ପରିବର ୍ ତନ ହେଇନି ।
(src)="8.6"> Actualmente nuestro país está aún bajo una dictadura militar .
(trg)="8.6"> ପ ୍ ରକୃତରେ ଆମ ଦେଶ ଏବେ ବି ସେନା ଏକଛତ ୍ ରବାଦ ଭିତରେ ଅଛିନ ୍ ତି ।
(src)="8.8"> Si el gobierno está ( en serio ) moviéndose hacia la democracia , entonces debería respetar la libertad de prensa .
(trg)="8.8"> ଯଦି ସରକାର ସତରେ ଗଣତନ ୍ ତ ୍ ର ପାଇଁ ପଥପ ୍ ରସ ୍ ତୁତ କରୁଛନ ୍ ତି , ତେବେ ଏହା ଗଣମାଧ ୍ ୟମର ସ ୍ ବାଧୀନତାକୁ ସମ ୍ ମାନ ଦେବା ଉଚିତ ।
(src)="8.9"> Debe haber transparencia .
(trg)="8.9"> ଏଥିରେ ସ ୍ ବଚ ୍ ଛତା ରହିବା ନିତାନ ୍ ତ ଆବଶ ୍ ୟକ ।
(src)="8.10"> El trabajo del reportero es escribir .
(trg)="8.10"> ସାମ ୍ ବାଦିକଙ ୍ କ କାମ ହେଉଛି ସେମାନେ ଲେଖିବେ ।
(src)="8.11"> El castigo debe ser justo en relación con la violación .
(trg)="8.11"> ଯଦି ସେମାନେ ନିୟମ ଭଙ ୍ ଗ କରୁଛନ ୍ ତି ଦଣ ୍ ଡ ଶୋଭନୀୟ ହେବା ଉଚିତ ।
(src)="8.12"> Ni siquiera era un secreto o un área restringida .
(trg)="8.12"> ସେ ଅଞ ୍ ଚଳ ଗୋପନୀୟ କିମ ୍ ବା ନିଷିଦ ୍ ଧ ଅଞ ୍ ଚଳ ନଥିଲା ।
(src)="8.13"> El gobierno ha sido agresivo duurante el año pasado persiguiendo a los periodistas .
(trg)="8.13"> ସାମ ୍ ବାଦିକଙ ୍ କୁ ଦଣ ୍ ଡଦେବାରେ ଗତବର ୍ ଷ ସରକାର ବେଶ ୍ ଆଗରେ ଥିଲେ ।
(src)="8.14"> El diciembre pasado , un reportero local de Eleven Media , fue sentenciado a tres meses en prisión por allanamiento , difamación criminal y usar lenguaje obsceno .
(trg)="8.14"> ଅନଧିକାର ଅନୁପ ୍ ରବେଶ , ମାନହାନୀ ଏବଂ ଖରାପ ଶବ ୍ ଦ ବ ୍ ୟବହାର କରିବା ଅଭିଯୋଗରେ ଇଲେଭେନ ୍ ମିଡିଆର ଜଣେ ସାମ ୍ ବାଦିକଙ ୍ କୁ ଗତବର ୍ ଷ ୩ ମାସ କାରାଦଣ ୍ ଡାଦେଶ ହୋଇଥିଲା ।
(src)="8.15"> El pasado abril , un corresponsal de la web alternativa Democratic Voice of Burma fue condenado a un año de prisión por allanamiento y por interrumpir a un funcionario público .
(trg)="8.16"> ସେହି ଏପ ୍ ରିଲ ମାସରେ , ବର ୍ ତମାନ ମିଆଁମାରରେ ବନ ୍ ଦୀ ଜୀବନ କାଟୁଥିବା ୬ ଜଣ ସାମ ୍ ବାଦିକଙ ୍ କ ମୁକ ୍ ତି ଦାବି କରି ପ ୍ ୟାୟ ସହରରେ ଏକ ଶୋଭାଯାତ ୍ ରା ଆୟୋଜନ କରିଥିବା ମିଜିମା ପତ ୍ ରିକାର ଜଣେ ସାମ ୍ ବାଦିକଙ ୍ କୁ ଗିରଫ କରାଯାଇଥିଲା ।
(src)="9.1"> El caso del Unity Journal debe recordarnos acerca de la continua detención de periodistas y de la cada vez peor represión de los medios en Myanmar .
(trg)="9.1"> ୟୁନିଟି ସାମ ୍ ବାଦିକଙ ୍ କ ମାମଲା ଆମକୁ ମିଆଁମାରରେ ସାମ ୍ ବାଦିକଙ ୍ କ ପ ୍ ରତି ନିରନ ୍ ତର ହେଉଥିବା ଅତ ୍ ୟାଚାର ଏବଂ ଗଣମାଧ ୍ ୟମ-କଣ ୍ ଠରୋଧର କରୁଣ ଚିତ ୍ ର ମନେପକାଇଦିଏ ।
# es/2014_07_26_global-voices-recibe-a-juanita-leon-en-su-junta-directiva_.xml.gz
# or/2014_07_global-voices-welcomes-juanita-leon-to-board-of-directors_.xml.gz
(src)="1.1"> Global Voices da la bienvenida a Juanita León a su Junta Directiva
(trg)="1.1"> ଗ ୍ ଲୋବାଲ ଭଏସେସ ନିର ୍ ଦେଶକ ମଣ ୍ ଡଳୀକୁ ଜୁଏନିତା ଲିଅନ ୍ ଙ ୍ କୁ ସ ୍ ବାଗତ · ଓଡ ଼ ିଆରେ Global Voices
(src)="1.2"> Juanita León , nueva integrante de la Junta Directiva de Global Voices
(trg)="1.2"> ଗ ୍ ଲୋବାଲ ଭଏସେସ ୍ ବୋର ୍ ଡର ନୂଆ ସଦସ ୍ ୟ ଜୁଏନିତା ଲିଅନ ୍
(src)="2.1"> Estamos muy contentos por recibir a la nueva integrante de nuestra Junta Directiva , Juanita León , a la familia Global Voices .
(trg)="2.1"> ଆମର ନୂଆ ବୋର ୍ ଡ ସଦସ ୍ ୟ ଜୁଏନିତା ଲିଅନ ୍ ଙ ୍ କୁ ଗ ୍ ଲୋବାଲ ଭଏସେସ ୍ ପରିବାର ସହ ପରିଚିତ କରାଇ ଆମେ ଆନନ ୍ ଦିତ ।
(src)="3.1"> Juanita es la fundadora de Lasillavacia.com , una web noticiosa sobre el poder en Colombia .
(trg)="2.2"> ଜୁଏନିତା ହେଉଛନ ୍ ତି କଲମ ୍ ବିଆରେ ଲା ସିଲା ଭାସିଆ ଡଟ ୍ କମ ୍ ନାମକ ଏକ ରାଜନୈତିକ ସମ ୍ ବାଦଧର ୍ ମୀ ୱେବ ୍ ସାଇଟ ୍ ର ପ ୍ ରତିଷ ୍ ଠାତା ।
(src)="3.2"> Ella es abogada con maestría en periodismo de la Escuela de Periodismo de Columbia .
(trg)="2.3"> ସେ ଜଣେ ଆଇନଜୀବୀ ଏବଂ କଲମ ୍ ବିଆ ଜର ୍ ଣାଲିଜମ ୍ ସ ୍ କୁଲରୁ ସାମ ୍ ବାଦିକତାରେ ମାଷ ୍ ଟର ଅଫ ୍ ସାଇନ ୍ ସ ଡିଗ ୍ ରୀ ହାସଲ କରିଛନ ୍ ତି ।
(src)="3.5"> Ella es la autora de País de Balas sobre la guerra en Colombia , entre otros libros .
(trg)="2.4"> ୨୦୦୬ରେ ସେ ହାଭାର ୍ ଡ ନିଏମାନ ୍ ଫେଲୋ ହେବାର ଗୌରବ ଅର ୍ ଜନ କରିଥିଲେ ।
(src)="3.6"> Ella enseñó Noticias de Guerrilla en la Escuela de Periodismo de la Universidad de Nueva York y vive ahora en Colombia .
(trg)="2.7"> ନ ୍ ୟୁୟର ୍ କ ୟୁନିଭର ୍ ସିଟି ଜର ୍ ଣାଲିଜମ ୍ ସ ୍ କୁଲରେ ସେ ଗରିଲା ଯୁଦ ୍ ଧ ସମ ୍ ବାଦ ସମ ୍ ପର ୍ କରେ ପଢ଼ାଉଥିଲେ ଏବଂ ଏବେ କଲମ ୍ ବିଆରେ ଅବସ ୍ ଥାନ କରୁଛନ ୍ ତି ।
(src)="4.1"> " Global Voices lleva a otro nivel la idea que el periodismo no es tanto -o al menos no solo-sobre información , si no acerca de la conversación " , dice Juanita .
(trg)="3.1"> ଜୁଏନିତା କହନ ୍ ତି , " ସାମ ୍ ବାଦିକତା କେବଳ ସୂଚନାର ପରିଭାଷା ନୁହେଁ , ବରଂ ଏହା ଭାବ ବିନିମୟର ମାଧ ୍ ୟମ — ଏଭଳି ଏକ ଚିନ ୍ ତାଧାରାକୁ ଗ ୍ ଲୋବାଲ ଭଏସେସ ବେଶ ୍ ଉର ୍ ଧ ୍ ବକୁ ନେଇପାରିଛି ।
(src)="4.2"> " Esta es la plataforma donde las voces más inteligentes e interesantes del planeta son " curadas " y compiladas , resultando que el total es mejor que las partes .
(trg)="3.2"> ଏହା ଏପରି ଏକ ସୁଯୋଗ ଆଣିଛି ଯେଉଁଠି ଯେଉଁଠି ବିଶ ୍ ବର ଚାଲାକ ଏବଂ ଚମକପ ୍ ରଦ ସ ୍ ବରସବୁ ଆତ ୍ ମପ ୍ ରକାଶ କରିପାରୁଛନ ୍ ତି ଏବଂ ମିଳିତ ଭାବରେ ଏସବୁର ଫଳାଫଳ ଆଂଶିକ ମତ ଠାରୁ ବହୁଗୁଣରେ ଭଲ ହୋଇପାରୁଛି ।
(src)="4.3"> Global Voices es un laboratorio sobre el futuro del periodismo , donde la teoría de los gurúes de internet pasa a la práctica .
(trg)="3.3"> ଆଗାମୀକାଲିର ସାମ ୍ ବାଦିକତାର ପରୀକ ୍ ଷାଗାର ହେଉଛି ଗ ୍ ଲୋବାଲ ଭଏସେସ ୍ , ଯେଉଁଠି ଇଣ ୍ ଟରନେଟ ୍ ଗୁରୁର ତତ ୍ ବ ସତ ହେଉଛି ।
(src)="4.4"> Como periodista y emprendedora digital , Global Voices es un ejemplo para mí y estoy muy orgullosa de ser ahora parte " .
(trg)="3.4"> ଜଣେ ଡିଜିଟାଲ ସାମ ୍ ବାଦିକ ଏବଂ ଡିଜିଟାଲ ଉଦ ୍ ୟୋଗୀ ଭାବେ ମୋ ପାଇଁ ଗ ୍ ଲୋବାଲ ଭଏସେସ ଏକ ଉଦାହରଣ ଏବଂ ଏଥିରେ ସାମିଲ ହୋଇ ମୁଁ ବେଶ ୍ ଆନନ ୍ ଦିତ ।
(src)="5.1"> Juanita reemplaza a uno de nuestros directivos originales , Rosental Alves .
(trg)="4.1"> ଆମର ଅନ ୍ ୟତମ ପ ୍ ରାଥମିକ ବୋର ୍ ଡ ସଦସ ୍ ୟ ରୋସେନ ୍ ତାଲ ଆଲ ୍ ଭେସ ୍ ଙ ୍ କ ସ ୍ ଥାନରେ ଜୁଏନିତାଙ ୍ କୁ ନିଆଯାଇଛି ।
(src)="5.2"> Rosental se retiró de nuestra junta después de ocho años de servicio .
(trg)="4.3"> ତାଙ ୍ କର ଉଦ ୍ ଧାମତା ଏବଂ ପ ୍ ରଜ ୍ ଞାକୁ ଆମେ ଅବଶ ୍ ୟ ମନେ ପକାଇବୁ ।
(src)="6.1"> La Junta Directiva de nueve integrantes de Global Voices , se reúne cuatro veces por año y ha sido una parte activa , comprometida y vital de la comunidad GV desde sus inicios .
(trg)="5.1"> ଗ ୍ ଲୋବାଲ ଭଏସେସର ୯ ଜଣିଆ ବୋର ୍ ଡ ବର ୍ ଷକୁ ୪ ଥର ଏକାଠି ହୁଅନ ୍ ତି ଏବଂ ଅନୁଷ ୍ ଠାନ ପ ୍ ରତିଷ ୍ ଠା ଦିନଠାରୁ ସେମାନେ ଜିଭି କମ ୍ ୟୁନିଟିର ସକ ୍ ରିୟ , ନିରନ ୍ ତର ଏବଂ ପ ୍ ରମୁଖ ଅଂଶ ଭାବରେ କାର ୍ ଯ ୍ ୟ କରି ଆସୁଛନ ୍ ତି ।
# es/2014_11_09_el-primer-ministro-de-la-india-planea-una-remodelacion-de-alta-tecnologia-para-la-antigua-ciudad-de-varanasi_.xml.gz
# or/2014_09_indias-prime-minister-plans-hi-tech-makeover-for-ancient-city-of-varanasi_.xml.gz
(src)="1.1"> El Primer Ministro de la India planea una remodelación de alta tecnología para la antigua ciudad de Varanasi
(trg)="1.1"> ପୁରାତନ ନଗର ବାରାଣସୀର ହାଇଟେକ ନବକଳେବର ପାଇଁ ଯୋଜନା କରୁଛନ ୍ ତି ଭାରତର ପ ୍ ରଧାନମନ ୍ ତ ୍ ରୀ · ଓଡ ଼ ିଆରେ Global Voices
(src)="1.2"> Ribera del río Ganges en Varanasi ( Wikimedia CC-BY-SA )
(trg)="1.2"> ବାରାଣାସୀରେ ଗଙ ୍ ଗାନଦୀ ଘାଟ ( ଉଇକିମିଡ ଼ ିଆ CC-BY-SA )
(src)="2.1"> Narendra Modi , primer ministro de la India ganó su lugar en el parlamento al ser electo en la antigua ciudad de Varanasi , donde ahora se alista para cumplir la promesa de campaña de transformar la ciudad en una mezcla de cultura antigua y tecnología moderna .
(trg)="2.1"> ଭାରତର ପ ୍ ରଧାନମନ ୍ ତ ୍ ରୀ ନରେନ ୍ ଦ ୍ ର ମୋଦି ପ ୍ ରାଚୀନତମ ନଗର ବାରାଣାସୀ ରୁ ଲଢ ଼ ି ଓ ବିଜୟଲାଭ କରି ଭାରତୀୟ ସଂସଦରେ ପ ୍ ରବେଶ କରିଥିଲେ ।
(trg)="2.2"> ଏବେ ସେ ତାଙ ୍ କ ନିର ୍ ବାଚନୀ ପ ୍ ରତିଶ ୍ ରୁତି ଅନୁସାରେ ତା 'କୁ କାମରେ କରି ଦେଖାଇବାକୁ ଏହି ନଗରକୁ ପ ୍ ରାଚୀନ ସଂସ ୍ କୃତି ସହ ଆଧୁନିକ ପ ୍ ରଯୁକ ୍ ତିର ତାଳମେଳରେ ସମୃଦ ୍ ଧ କରିବାକୁ ଯାଉଛନ ୍ ତି ।
(src)="3.1"> Elegido en mayo , Modi no perdió tiempo para ponerse a trabajar en el desarrollo de Varanasi .
(trg)="3.1"> ମେ ମାସରେ ନିର ୍ ବାଚିତ ହେଲା ପରେ ବିନା ସମୟ ନଷ ୍ ଟକରି ବାରାଣାସୀର ବିକାଶର କାମରେ ଲାଗିପଡିଥିଲେ ।
(src)="3.2"> Para agosto , había dibujado un bosquejo para hacer de Varanasi una metrópolis moderna , completando un sistema de transporte que incluye servicios de tranvías y autobuses .
(trg)="3.2"> ଅଗଷ ୍ ଟ ମାସ ସୁଦ ୍ ଧା ବାରଣାସୀକୁ ଏକ ମେଟ ୍ ରୋ ନଗରରେ ପରିଣତ କରିବାପାଇଁ ନକ ୍ ସା ପ ୍ ରସ ୍ ତୁତ କରିସାରିଥିଲେ , ଯେଉଁଥିରେ ନଗରର ସଡ ଼ କ ଓ ରେଳ ଯୋଗାଯୋଗ ମଧ ୍ ୟ ଅନ ୍ ତର ୍ ଭୁକ ୍ ତ ଥିଲା ।
(src)="3.3"> Simultáneamente , Modi ha enfatizado la necesidad de preservar la antigua herencia de la ciudad .
(trg)="3.3"> ସାମାନ ୍ ତରାଳ ଭାବେ , ମୋଦି ବାରଣାସୀର ପ ୍ ରାଚୀନତମ ସାଂସ ୍ କୃତିକ ସମ ୍ ପତ ୍ ତି ଓ ପରମ ୍ ପରା କିପରି ଅକ ୍ ଷୁର ୍ ଣ ୍ ଣ ରହିବ ତାହା ଉପରେ ମଧ ୍ ୟ ମହତ ୍ ତ ୍ ଵ ପ ୍ ରଦାନ କରିଥିଲେ ।
(src)="3.4"> A inicios de setiembre , la India firmó un acuerdo con Japón para ayudar a Modi con sus planes de desarrollo .
(trg)="3.4"> ଏହି ମାସର ଆରମ ୍ ଭରେ ମୋଦିଙ ୍ କର ବିକାଶର ଯୋଜନାର ବାସ ୍ ତବିକତା ଦେଖିଲାପରେ ଜାପାନ ସାହାଯ ୍ ୟ କରିବାପାଇଁ ଏକ ମିଳିତ ଚୁକ ୍ ତି କରିଥିଲା ।
(src)="4.1"> Varanasi tiene muchos miles de años de antigüedad , y está dedicada a la deidad hindú Shiva .
(trg)="4.3"> ହିନ ୍ ଦୁ ବିଶ ୍ ୱାସ ଅନୁସାରେ ଏହା ପୃଥିବୀର ପବିତ ୍ ରତମ ନଗରମାନଙ ୍ କ ମଧ ୍ ୟରୁ ଅନ ୍ ୟତମ ।
(src)="4.3"> Para la forma de vida hindú , es una de las ciudades más sagradas de la tierra .
(trg)="4.5"> ହିନ ୍ ଦୁ ମାନଙ ୍ କ ବିଶ ୍ ୱାସ ଅନୁସାରେ ଏକ ପବିତ ୍ ର ନଦୀ ଭାବେ ଜଣା ଗଙ ୍ ଗା ନଦୀ ମଧ ୍ ୟ ନଗର ମଧ ୍ ୟ ଏହି ଦେଇ ବହିଯାଇଛି ।
(src)="4.4"> De hecho , la palabra “ Kashi” significa “ ciudad de la luz” , y existen varios cientos de templos ubicados dentro de los límites de la ciudad .
(trg)="4.6"> ଏହି ନଗରକୁ ନିଜର ଘର ମଣି ରହିଥିବା ଅନେକ ସନ ୍ ୟାସୀ ନିଜର ଦିନଟି ଆରମ ୍ ଭ କରିବା ଆଗରୁ ବିଭିନ ୍ ନ ଧାର ୍ ମିକ ପରମ ୍ ପରା ଓ ସଂସ ୍ କାର ପାଳି ସକାଳୁ ନଦୀରେ ବୁଡ ଼ ପକାନ ୍ ତି ।
(src)="4.5"> El río Ganges , también considerado sagrado por los hindúes , fluye a través de Kashi .
(trg)="5.1"> ଲେଖକ ରାଜୀବ ମାଲହୋତ ୍ ରା , ମୋଦିଙ ୍ କ ବାରାଣାସୀ ଯୋଜନା ସମ ୍ ବନ ୍ ଧରେ ଟୁଇଟରରେ ନିଜର ମତ ବାଣ ୍ ଟିଛନ ୍ ତି ।
(src)="5.1"> El autor Rajiv Malhotra compartió sus pensamientos acerca de los planes de Modi con sus seguidores de Twitter , qué son más de 105,000 :
(trg)="5.4"> ଏଥି ସହ ଶକ ୍ ତି ପୀଠ ଓ ଜ ୍ ୟୋତିଲିଙ ୍ ଗ ପାଇଁ ମଧ ୍ ୟ ହେବା ଉଚିତ http : / / t .
(src)="5.2"> Resucitar nuestros sitios sagrados iniciando con Kashi es magnífico .
(trg)="6.1"> — ରାଜୀବ ମାଲହୋତ ୍ ରା ( @ RajivMessage ) August 21 , 2014
(src)="5.3"> También debe hacerse para los templos shakti peethams y jyotirlingams
(trg)="6.2"> ଟୁଇଟର ବ ୍ ୟବାହାରକାରୀ ଭାବେ ଏହି ମତ ମାଲହୋତ ୍ ରା କେବଳ ଏକା ରଖିନାହାନ ୍ ତି ।
(src)="6.1"> Malhotra no es el único usuario de Twitter que comparte este sentir .
(trg)="6.3"> ଏହାର ଦୁଇ ସପ ୍ ତାହ ଆଗରୁ ଆଉ ଜଣେ ମଧ ୍ ୟ ନିଜର ମତ ଟୁଇଟ କରିଥିଲେ ।
(src)="6.2"> Alguien más tuiteó :
(trg)="6.4"> ଭାରତ ଆଉଥରେ ଯୁବା ଓ ଆଧୁନିକ ହେବା ଶୁଭ ଖବର !
(src)="6.3"> Buenas noticias , ¡ India será moderna y joven otra vez !
(trg)="6.5"> ଅବିକଶିତ ଭାରତର ଆମ ବାକି ଐତିହ ୍ ୟ ପାଇଁ ଏକା ଭଳି କରାଯାଉ ।
(src)="6.5"> Sin embargo , no todos apoyan el plan de Modi para Varanasi .
(trg)="6.7"> ତେବେ ସମସ ୍ ତେ ମୋଦିଙ ୍ କ ବାରାଣାସୀ ଯୋଜନାର ସମର ୍ ଥକ ନୁହଁନ ୍ ତି ।
(src)="6.6"> Ajay Rai ( un miembro de Partido del Congreso de la India , que se opone a Modi en el parlamento ) publicó una foto de una protesta en contra de los constantes cortes de energía eléctrica en Varanasi .
(trg)="6.8"> ଅଜୟ ରାୟ ( ଭାରତୀୟ ଜାତୀୟ କଂଗ ୍ ରେସର ଜଣେ ସଦସ ୍ ୟ , ଯିଏ ମୋଦିଙ ୍ କ ବିରୁଦ ୍ ଧରେ ନିର ୍ ବାଚନ ଲଢ ଼ ିଥିଲେ ) ବାରାଣାସୀରେ ହଉଥିବା ଅଘୋଷିତ ବିଜୁଳିକାଟ ବିରୁଦ ୍ ଧରେ କରିଥିବା ଧାରଣାର ଫଟୋ ପୋଷ ୍ ଟ କରିଛନ ୍ ତି ।
(src)="6.7"> Sólo @kashikirai Ajay Rai está con gente de Kashi por su problemas de energía .
(trg)="6.9"> ବିଜୁଳି ଅସୁବିଧା ପାଇଁ କେବଳ @ kashikirai ଅଜୟ ରାୟ କାଶୀ ଲୋକଙ ୍ କ ସାଙ ୍ ଗରେ ଅଛନ ୍ ତି ।
(src)="6.8"> Nuestra ciudad de Varanasi obtendrá su cuota
(trg)="6.10"> ଆମ ନଗର ବାରାଣସୀର ଅସୁବିଧା ଦୂର ହେବ pic .
(src)="6.9"> Los que se oponen a los planes de Modi para Varanasi no tienen mucho tiempo para detenerlo .
(trg)="6.13"> ମୋଦିଙ ୍ କ ବାରାଣାସୀ ଯୋଜନାର ବିରୋଧୀଙ ୍ କ ପାଖରେ ତାଙ ୍ କୁ ଅଟକାଇବାକୁ ବେଶି ସମୟ ନାହିଁ ।
(src)="7.1"> Durante el segundo día de su viaje a Japón , Modi hizo una visita al templo Toji ( patrimonio mundial de la UNESCO ) y comentó lo bien que está conservado el templo .
(trg)="7.1"> ନିଜର ଜାପାନ ଗସ ୍ ତର ଦ ୍ ଵିତୀୟ ଦିନରେ ମୋଦି ତୋଜି ମନ ୍ ଦିର ( ଏକ ଇଉନେସ ୍ କୋ ବିଶ ୍ ଵ ପୁରାତନ କୀର ୍ ତ ୍ ତିରାଜି ) ଠାରେ ଅଟକିଥିଲେ , ଆଉ ଦେଖିଥିଲେ ମନ ୍ ଦିରଟିକୁ କିପରି ସୁରକ ୍ ଷିତ ରଖାଯାଇଛି ।
(src)="7.2"> " Kioto ha sido capaz de preservar su legado de miles de años y su herencia cultural al mismo tiempo que está al día con los avances tecnológicos que son necesarios para la vida de hoy .
(trg)="7.2"> ସେ ସାମ ୍ ବାଦିକମାନଙ ୍ କୁ କହିଥିଲେ , “ କ ୍ ୟୋଟୋ ନିଜର ହଜାର ବର ୍ ଷର ସାଂସ ୍ କୃତିକ ସଭ ୍ ୟତା ଓ ପରମ ୍ ପରାକୁ ଅକ ୍ ଷୁର ୍ ଣ ୍ ଣ ରଖିବାରେ ସମର ୍ ଥ ହେଇଛି ଓ ଆଜିର ଆବଶ ୍ ୟକତା ଅନୁସାରେ ଆଧୁନିକ ପ ୍ ରଯୁକ ୍ ତିର ପ ୍ ରୟୋଗ ମଧ ୍ ୟ କରିଛି ।
(src)="7.3"> " Estamos planeando hacer algo similar en India , donde podamos lograr una unión similar entre la preservación de la cultura y el progreso tecnológico " , dijo a los reporteros .
(trg)="7.3"> ଏଭଳି କିଛି ଆମେ ଭାରତରେ ମଧ ୍ ୟ କରିବାକୁ ଯୋଜନା କରୁଛୁ ଯେଉଁଠି ଆମେ ସମାନ ଭାବେ ସଂସ ୍ କୃତିର ସୁରକ ୍ ଷା ଓ ବୈଷୟିକ ବିକାଶ କରିପାରିବୁ ” ।
(src)="8.1"> El acuerdo con Tokio implica contar con apoyo japonés para transformar Varanasi en una " ciudad inteligente " , con un sistema de transporte de clase mundial , jardines botánicos , cines de alta tecnología , un centro para música clásica , una planta para tratamiento de residuos y otras comodidades .
(trg)="8.1"> ଟୋକିଓ ସହ ହେଇଥିବା ଚୁକ ୍ ତିରେ , ବାରଣାସୀକୁ ଏକ “ ସ ୍ ମାର ୍ ଟ ନଗର ” ରେ ପରିଣତ କରିବାପାଇଁ ଜାପାନୀ ମାନଙ ୍ କ ସାହାଯ ୍ ୟ ଲୋଡ ଼ ାଯିବ , ଯେଉଁଥିରେ ଏକ ସଂପୂର ୍ ଣ ୍ ଣ ଯୋଗାଯୋଗ ବ ୍ ୟବସ ୍ ଥା , ଆଧୁନିକ ଥିଏଟର , ଏକ ସାଂସ ୍ କୃତିକ ସଂଗୀତ କେନ ୍ ଦ ୍ ର , ବର ୍ ଜ ୍ ୟବସ ୍ ତୁ ପରିଚାଳନା କେନ ୍ ଦ ୍ ର , ଉଦ ୍ ଭିଦ ଉଦ ୍ ୟାନ ଓ ଅନ ୍ ୟାନ ୍ ୟ ସୁବିଧାସୁଯୋଗ ସବୁ ରହିବ ।
(src)="9.1"> Antes de que se firmara el pacto , el periodista Minhaz Merchant tuiteó que trabajar con Japón tendría un significado doble para India :
(trg)="9.1"> ଚୁକ ୍ ତି ସ ୍ ଵାକ ୍ ଷରିତ ହବା ଆଗରୁ , ଜାପାନ ସହ କାମ କରିବା ଭାରତ ପାଇଁ ଦୁଇ ପ ୍ ରକାରର ଲାଭ ହେବ ସାମ ୍ ବାଦିକ ମିହ ୍ ନାଜ ମର ୍ ଚ ୍ ଚାଣ ୍ ଟ ବୋଲି ଟୁଇଟ କରିଥିଲେ :
(src)="9.2"> El acuerdo de cooperación Varanasi-Kioto tendrá dos proyectos activos : modernizar Kashi e iniciar con las ciudades inteligentes .
(trg)="9.2"> ବାରାଣସୀ-କ ୍ ୟୋଟୋ ସହବନ ୍ ଧିତା ଦୁଇଟି ପ ୍ ରକଳ ୍ ପର କାମ ଆଗକୁ ବଢ ଼ ାଇବ :
(src)="9.3"> Tal vez ha llegado el momento para que India , con su cultura milenaria , cambie completamente al siglo XXI y acoja tanto su rico pasado como su prometedor futuro a la vez .
(trg)="10.2"> ବୋଧହୁଏ , ଭାରତ ପାଇଁ ସମୟ ଆସିଯାଇଛି ନିଜର ସ ୍ ଵର ୍ ଣ ୍ ଣିମ ଇତିହାସ ଓ ପ ୍ ରତିଶୃତିପୂର ୍ ଣ ୍ ଣ ଭବିଷ ୍ ୟକୁ ନେଇ ଓ ହଜାର ବର ୍ ଷର ସଂସ ୍ କୃତିକୁ ଧରି ଏକବିଂଶ ଶତାବ ୍ ଦୀରେ ଆଗେଇଯିବା ପାଇଁ ।
# es/2014_09_23_uno-de-los-ultimos-videos-tributo-a-happy-proviene-de-sikkim-un-estado-de-la-india-ubicado-sobre-los-himalayas_.xml.gz
# or/2014_09_one-of-the-latest-happy-tribute-videos-comes-from-sikkim-high-in-indias-himalayas_.xml.gz
(src)="1.1"> Uno de los últimos videos tributo a 'Happy ' proviene de Sikkim , un estado de la India ubicado sobre los Himalayas
(trg)="1.1"> ଭାରତର ଉତ ୍ ତୁଙ ୍ ଗ ହିମାଳୟର ସିକିମରୁ ଆସିଲା ନୂତନତମ ' ହ ୍ ୟାପି ' ଶ ୍ ରଦ ୍ ଧାଞ ୍ ଜଳି ଭିଡିଓ · ଓଡ ଼ ିଆରେ Global Voices
(src)="1.2"> A principio de este año , la canción " Happy " ( " Feliz " ) , escrita , producida e interpretada por el cantante y productor estadounidense Pharrell Williams , se convirtió en un fenómeno viral gracias al incontable número de vídeos tributo que fueron filmados en todas partes del mundo y compartidos en la web .
(trg)="1.2"> ଅନଲାଇନରେ ଅପଲୋଡ ଼ ହୋଇଥିବା ଆମେରିକାନ କଣ ୍ ଠଶିଳ ୍ ପୀ ଓ ପ ୍ ରଯୋଜକ ଫାରେଲ ଉଇଲିଅମ ୍ ସଙ ୍ କ ଲିଖିତ , ପ ୍ ରଯୋଜିତ ଓ ଅଭିନୀତ " ହ ୍ ୟାପି " ଏହି ବର ୍ ଷର ଆରମ ୍ ଭରେ ଜଗତର ଅନେକ ସ ୍ ଥାନରେ ଉତ ୍ ତୋଳିତ ହୋଇଥିବା ଅଗଣିତ ଶ ୍ ରଦ ୍ ଧାଞ ୍ ଜଳି ଭିଡିଓ ମାନଙ ୍ କ ଭିତରେ ଖୁବ ଚର ୍ ଚ ୍ ଚିତ ହୋଇଥିଲା ।
(src)="2.1"> Sushmita Pakhrin comentó en una entrevista con el sitio de noticias en línea 'Sikkim Now ' :
(trg)="2.1"> ଅନଲାଇନ ସମ ୍ ବାଦ ସାଇଟ ସିକିମ ନାଓରେ ସାକ ୍ ଷାତକାର ଦେଇ ସୁସ ୍ ମିତା କହିଛନ ୍ ତି :
(src)="2.2"> Intentamos mostrar la belleza escénica de Sikkim junto con los artistas conocidos y los artistas en crecimiento del estado .
(trg)="2.2"> ଆମେ ସିକିମର ନୈସର ୍ ଗିକ ସୌନ ୍ ଦର ୍ ଯ ୍ ୟ ସହିତ ଜଣାଶୁଣା ତଥା ତରୁଣ କଳାକାରମାନଙ ୍ କୁ ଦେଖାଇବାର ଉଦ ୍ ୟମ କରିଛୁ ।
# es/2014_08_03_adios-al-hindustan-ambassador_.xml.gz
# or/2014_10_farewell-hindustan-ambassador_.xml.gz
(src)="1.3"> Imagen por D Chakraborty .
(trg)="1.3"> ଫଟୋ ଉଠେଇଛନ ୍ ତି ଡି .
(src)="1.4"> Copyright Demotix ( 27/ 5/ 2014 )
(trg)="1.4"> ଚକ ୍ ରବର ୍ ତ ୍ ତୀ ।
(src)="2.2"> El blogger Soumyadip Choudhury en el blog Cutting The Chai , dedicó un homenaje al clásico auto , creando y animando un Google Doodle no oficial .
(trg)="2.2"> ସୌମ ୍ ୟଦୀପ ଚୌଧୁରୀ “ କଟିଙ ୍ ଗ ଦ ଚାଏ ” ରେ ଏକ ଅଣଉପଚାରିକ ( ଓ ଆନିମେଟେଡ ) ଗୁଗଲ ଡୁଡଲ ତିଆରି କରି ଏହି ଉତ ୍ କୃଷ ୍ ଟ କାରଟିକୁ ସମ ୍ ମାନିତ କରିଛନ ୍ ତି ।
(src)="2.3"> El auto sigue siendo popular entre los taxistas , algunos políticos y los turistas .
(trg)="2.3"> ଏହି କାର ଏବେ ମଧ ୍ ୟ ଅନେକ ଟାକ ୍ ସି ଚାଳକ , କିଛି ରାଜନେତା ଓ ପର ୍ ଯ ୍ ୟଟକମାନଙ ୍ କ ମଧ ୍ ୟରେ ପ ୍ ରିୟ ହେଇ ରହିଛି ।
# es/2014_10_18_freesaeed-el-sexto-ano-en-prision-de-un-programador-irani_.xml.gz
# or/2014_10_freesaeed-an-iranian-web-developers-sixth-year-in-prison_.xml.gz
(src)="1.1"> #FreeSaeed : El sexto año en prisión de un programador iraní
(trg)="1.1"> # FreeSaeed : କାରାଗାରରେ ଜଣେ ଇରାନି ୱେବ ଡେଭେଲପରଙ ୍ କର ଷଷ ୍ ଠ ବର ୍ ଷ · ଓଡ ଼ ିଆରେ Global Voices